Home Middle

ଇଣ୍ଡିଗୋ ପରେ ଏବେ ଆଉ ଏକ ବିମାନର କର୍ମଚାରୀ ସାମୂହିକ ଛୁଟିରେ

ନୂଆଦିଲ୍ଲୀ,୧୩ା୭: ବିମାନ କମ୍ପାନୀଗୁଡିକର ଆୟ ହ୍ରାସ ହେତୁ ୨ ବର୍ଷ ପୂର୍ବେ କର୍ମଚାରୀଙ୍କ ବେତନ ହ୍ରାସର ପ୍ରଭାବ ବର୍ତ୍ତମାନ ଦେଖାଯାଉଛି। ଅନେକ କମ୍ପାନୀର କର୍ମଚାରୀମାନେ ଏଥିରେ ଅସନ୍ତୁଷ୍ଟ ଏବଂ ଦରମା ବୃଦ୍ଧି କରିବାକୁ ଦାବି କରୁଛନ୍ତି। ଏଥିପାଇଁ ସେମାନେ ବିଭିନ୍ନ ପଦ୍ଧତି…

ବିପଦ ଟଳିନି, ମାସ୍କ ପିନ୍ଧିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୭(ବ୍ୟୁରୋ): ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମାସ୍କ ପିନ୍ଧିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତ। ବର୍ତ୍ତମାନ ସମୟକୁ…

ସରକାରଙ୍କ ବଡ଼ ଘୋଷଣା: ଜୁଲାଇ ୧୫ରୁ ମାଗଣା ବୁଷ୍ଟର୍‌ ଡୋଜ୍‌

ନୂଆଦିଲ୍ଲୀ,୧୩।୭: ଦେଶରେ କରୋନା ସଂକ୍ରମଣର ବୃଦ୍ଧି ମଧ୍ୟରେ ବୁଧବାର ମୋଦି କ୍ୟାବିନେଟ ଏକ ବଡ଼ ନିଷ୍ପତ୍ତି ନେଇଛି। ୧୮-୫୯ ବର୍ଷ ବୟସର ଲୋକଙ୍କୁ କୋଭିଡ ବୁଷ୍ଟର ଟିକା ମାଗଣାରେ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି…

ଶିବସେନା ଭାଙ୍ଗିବାରେ ପଓ୍ବାରଙ୍କ ହାତ, ନୂଆ ଅଭିଯୋଗ…

ମୁମ୍ବାଇ, ୧୩।୭ : ମହାରାଷ୍ଟ୍ରର ରାଜନୈତିକ ଯୁଦ୍ଧରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଏକନାଥ ଶିନ୍ଦେଙ୍କ ଦଳର ମୁଖପାତ୍ର ଦୀପକ କେସରକର କହିଛନ୍ତି ଯେ ଶିବସେନା ଭାଙ୍ଗିବା ପଛରେ ଶରଦ…

ଦ୍ରୌପଦୀଙ୍କୁ ନେଇ ଭାଜପା-କଂଗ୍ରେସ କାଦୁଆ ଫିଙ୍ଗା…

ନୂଆଦିଲ୍ଲୀ, ୧୩।୭ :କଂଗ୍ରେସ ନେତା ତଥା ମୁଖପାତ୍ର ଅଜୟ କୁମାର ଏକ ବିବାଦ ଆରମ୍ଭ କରି କହିଛନ୍ତି ଯେ, ‘ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦ୍ରୀ ମୁର୍ମୁ ଭାରତର ଏକ ଖରାପ ଦର୍ଶନର ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କ ପ୍ରାର୍ଥୀତ୍ୱକୁ ଆଦିବାସୀଙ୍କ ପ୍ରତୀକ କରାଯିବା…

ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନସାରୀଙ୍କ ବିରୋଧରେ ଭାଜପାର ଅଭିଯୋଗ, ପାକିସ୍ତାନକୁ ଦେଇଛନ୍ତି ଗୁପ୍ତ ସୂଚନା…

ନୂଆଦିଲ୍ଲୀ, ୧୩।୭ : ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ତଥ୍ୟ ପ୍ରକାଶ ପରେ ଭାଜପା ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କୁ ପ୍ରଶ୍ନ କରିଛି। ଭାଜପା ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଧି ନୁସରତ ମିର୍ଜା ପ୍ରକାଶ କରିଛନ୍ତି…

ରାମସେତୁକୁ ଐତିହାସିକ ମାନ୍ୟତା, ସୁପ୍ରିମ୍‌କୋର୍ଟରେ ହେବ ଶୁଣାଣି…

ନୂଆଦିଲ୍ଲୀ, ୧୩।୭ : ରାମ ସେତୁକୁ ଏକ ଐତିହାସିକ ସ୍ମାରକୀର ମାନ୍ୟତା ଦେବାକୁ କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଖୁବ ଶୀଘ୍ର ଶୁଣାଣି କରିବାକୁ ପ୍ରସ୍ତୁତ ଅଛନ୍ତି। ଜୁଲାଇ ୨୬ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ଭାଜପା ସଦସ୍ୟ ସୁବ୍ରମଣ୍ୟମ…

ଜୁଲାଇ ୧୬ରେ ଭାଜପା ଏମ୍‌ପିଙ୍କ ରାତ୍ରିଭୋଜନ…

ନୂଆଦିଲ୍ଲୀ, ୧୩।୭ : ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଭାଜପା ବର୍ତ୍ତମାନ ଶେଷ ରାଉଣ୍ଡ ପ୍ରସ୍ତୁତି ଉପରେ ଧ୍ୟାନ ଦେଉଛି। ଏଥିପାଇଁ ସମସ୍ତ ଭାଜପା ଏମ୍‌ପିଙ୍କୁ ଜୁଲାଇ ୧୬ରେ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ…

ହିଜାବ ଶୁଣାଣି କରିବେ ଶୀର୍ଷକୋର୍ଟ…

ନୂଆଦିଲ୍ଲୀ, ୧୩।୭ : ଆସନ୍ତା ସପ୍ତାହରେ କର୍ନାଟକ ହିଜାବ ନିଷେଧ ମାମଲାର ଶୂଣାଣି ସୁପ୍ରିମକୋର୍ଟ କରିବେ। ପ୍ରଧାନ ବିଚାରପତି ଏନଭି ରମନା କହିଛନ୍ତି ଯେ ଉପଯୁକ୍ତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ହେବ। ପ୍ରକୃତରେ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ…

ପିଟ୍‌କେର୍ନରେ ଭୂକମ୍ପ

ପିଟ୍‌କେର୍ନ,୧୩ା୭: ପିଟକେର୍ନ ଦ୍ୱୀପରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଥିବା ନ୍ୟାଶନାଲ ସେଣ୍ଟର ଫର୍‌ ସିମୋଲୋଜି ସୂଚନା ଦେଇଛି। ଭୂକମ୍ପରେ ଏଯାଏ କୌଣସି ଧନଜୀବନ ହାନି ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିପାରି…

ଶ୍ରୀଲଙ୍କାରେ ପୁଣି ଜରୁରୀକାଳୀନ ପରିସ୍ଥିତି ଜାରି

କଲମ୍ବୋ,୧୩।୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଦେଶ ଛାଡି ପଳାଇବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ରାନିଲଙ୍କୁ ନିଯୁକ୍ତି ଦିଆଯିବା ପରେ ଶ୍ରୀଲଙ୍କାରେ ହିଂସା ଦେଖାଦେଇଛି। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ…

ଟାର୍ଗେଟ ବୁଲ୍‌ଡୋଜର ମାମଲା, ସୁପ୍ରିମ୍‌କୋର୍ଟରେ ଜବାବ ଦାଖଲ କଲେ ଉତ୍ତରପ୍ରଦେଶ ସରକାର…

ନୂଆଦିଲ୍ଲୀ, ୧୩।୭ : ଉତ୍ତରପ୍ରଦେଶରେ ହୋଇଥିବା ବୁଲ୍‌ଡୋଜର ମାମଲାରେ ସୁପ୍ରିମ୍‌କୋର୍ଟ ମଧ୍ୟବର୍ତ୍ତୀକାଳୀନ ରାୟ ଦେବାକୁ ମନା କରିଛନ୍ତି। ଏହା ସହିତ ଶୀର୍ଷକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ରେ କରିବାକୁ ତାରିଖ ସ୍ଥିର କରିଛନ୍ତି। ଜମିୟତ୍‌-ଉଲେମା-ଇ-ହିନ୍ଦ୍‌ ପକ୍ଷରୁ ଏନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?