Home Middle

ସୁପରଟେକ୍‌ ଟାଓ୍ବାର ଭଙ୍ଗା ତାରିଖ ଅଗଷ୍ଟକୁ ଘୁଞ୍ଚିଲା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୭।୫ : ବେଆଇନ ଭାବେ ନିର୍ମାଣ କରାଯାଇଥିବା ସୁପରଟେକ ଏମେରାଲ୍ଡ କୋର୍ଟର ୪୦ ମହଲା ଟାୱାର ଭାଙ୍ଗିବା ନେଇ ସୁପ୍ରିମକୋର୍ଟ ତାରିଖ ବୃଦ୍ଧି କରିଛନ୍ତି। ପୂର୍ବରୁ ମେ ୨୨ ସୁଦ୍ଧା ଉଭୟ ଟାୱାରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ସୁପ୍ରିମକୋର୍ଟ…

ଜ୍ଞାନବ୍ୟାପି ପରେ ଏବେ ମଥୁରା ଇଦ୍‌ଗାହା ମସଜିଦ୍‌ ସିଲ୍‌ କରିବାକୁ ଦାବି…

ନୂଆଦିଲ୍ଲୀ, ୧୭।୫ : କାଶୀର ଜ୍ଞାନବ୍ୟାପି ମସଜିଦ ପରେ ବର୍ତ୍ତମାନ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗରେ ବିବାଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ନିକଟରେ ଥିବା ଶାହି ଇଦ୍‌ଗାହା ମସଜିଦର ସୁରକ୍ଷା ବୃଦ୍ଧି କରିବା ସହିତ ଆବେଦନକାରୀ…

ଟୁଇଟରକୁ ମସ୍କଙ୍କ ଚେତାବନୀ…

ଓ୍ବାଶିଂଟନ, ୧୭।୫ : ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର କ୍ରୟ ବିଷୟରେ ଟେସଲା ମାଲିକ ଏଲନ ମସ୍କ ମଙ୍ଗଳବାର ଏକ ଚେତାବନୀ ଦେଇଛନ୍ତି। ଟୁଇଟର ସିଇଓ ପରାଗ ଅଗ୍ରୱାଲଙ୍କୁ ଏକ ଚେତାବନୀରେ ମସ୍କ କହିଛନ୍ତି ଯେ ନିୟାମକ ଏଜେନ୍ସିରେ କମ୍ପାନୀର…

ବାଂଲାଦେଶରେ ଶ୍ରୀଲଙ୍କା ସ୍ଥିତି…

ଢାକା, ୧୭।୫ : ଏବେ ବାଂଲାଦେଶରେ ଶ୍ରୀଲଙ୍କା ପରି ସଙ୍କଟ ଦେଖାଦେଇଛି। ଲଗାତାର ବାଂଲାଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ କମିବାରେ ଲାଗିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ସାମଗ୍ରୀର ଦାମ ବଢ଼ିବାରେ ଲାଗିଛି। ଏହା…

ସକ୍ରିୟ ମାମଲା ୧୭ ହଜାର ତଳେ, ଦିଲ୍ଲୀରେ କମିଲା ସଂକ୍ରମଣ…

ନୂଆଦିଲ୍ଲୀ, ୧୭।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ସଂକ୍ରମଣ କମିବାରେ ଲାଗିଛି।…

ଚାରିଧାମ ଯାତ୍ରା ବେଳେ ୪୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ବର୍ଷା କମିବା ପରେ ପୁଣି ଆରମ୍ଭ ହେଲା ବଦ୍ରିନାଥ ଯାତ୍ରା

ଡେରାଡୁନ,୧୭ ।୫: ଉତ୍ତରାଖଣ୍ଡରେ ବର୍ଷା କମିବା ପରେ ପୁଣିଥରେ ବଦ୍ରିନାଥ ଯାତ୍ରା ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ସୋମବାର ରାତିରେ ମୂଷଳଧାରାରେ ବର୍ଷା ଯୋଗୁ ସ୍ଥାନେ ସ୍ଥାନେ ଭୂସ୍ଖଳନ ଫଳରେ ଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା । ମଙ୍ଗଳବାର ସକାଳ…

ଆସାମରେ ପ୍ରଳୟଙ୍କରି ବନ୍ୟା, ୨୦ ଜିଲାର ୨ ଲକ୍ଷ ଲୋକ ପ୍ରଭାବିତ

ଗୁଆହାଟି,୧୭ ।୫: ଉତ୍ତର ଭାରତରେ ଲଗାତାର ବଢିଚାଲିଛି ଗ୍ରୀଷ୍ମର ପ୍ରକୋପ । ଏପଟେ ଆସାମରେ ଲଗାତାର ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ଭଳି ପରିସ୍ଥିତି ଉପୁଜିଛି । ଏହାଫଳରେ ୨୦ ଜିଲାରେ ପ୍ରାୟ ୨ ଲକ୍ଷ ଲୋକ ବନ୍ୟା ଦ୍ୱାରା…

ବାଦ୍‌ ପଡ଼ିଲା ପଞ୍ଜାବ: ଦିଲ୍ଲୀ ପ୍ଲେଅଫ୍‌ ନିକଟତର

ମୁମ୍ବାଇ,୧୬।୫: ସ୍ଥାନୀୟ ଡିଓ୍ବାଇ ପାଟିଲ ସ୍ପୋଟର୍‌ସ ଏକାଡେମୀରେ ସୋମବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ ୧୭ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ହରାଇ ଦେଇଛି। ଏହି ବିଜୟ ଯୋଗୁ ଦିଲ୍ଲୀର ପ୍ଲେଅଫ୍‌ ନିକଟତର ହେବା ସହ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନ…

୯ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଚଳିତ ବର୍ଷ ସବୁ ବର୍ଷଠାରୁ ଅତ୍ୟଧିକ ଗରମ ହେବା ସହ ଗୁଳଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଇତିମଧ୍ୟରେ ରବିବାର ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିବା…

୨୫୦କୁ ଖସିଲା କୋର୍ବେଭାକ୍ସ

ନୂଆଦିଲ୍ଲୀ,୧୬।୫ : କୋର୍ବେଭାକ୍ସ ଭ୍ୟାକସିନ ଏଣିକି ୨୫୦ ଟଙ୍କାରେ ମିଳିବ। ପୂର୍ବରୁ ୮୪୦ ଟଙ୍କାରେ ମିଳୁଥିବା କୋର୍ବେଭାକ୍ସ ଟିକା ଦାମ ଏବେ ହ୍ରାସ କରାଯାଇଛି । ଏ ନେଇ ଭ୍ୟାକସିନ ନିର୍ମାତା କମ୍ପାନୀ ବାୟୋଲୋଜିକାଲ ଇ. ଲିମିଟେଡ ପକ୍ଷରୁ ସୂଚନା ଦିଆଯାଇଛି।…

୧୯୯୨ ପୂର୍ବରୁ ନଥିଲା ଜ୍ଞାନବ୍ୟାପି ବିବାଦ, ପୁରୁଣା କଥା ମନେ ପକାଇଲେ ମହନ୍ତ ପରିବାର…

ବାରାଣସୀ, ୧୬।୫ : ଏବେ ଜ୍ଞାନବ୍ୟାପି ମସଜିଦ୍‌ ନେଇ ବିବାଦ ଜୋର୍‌ ଧରିଛି। ଅତୀତର ଦିନଗୁଡ଼ିକୁ ମନେ ପକାଇ କାଶୀ କରୱତ ମନ୍ଦିରର ମହନ୍ତ ପଣ୍ଡିତ ଗଣେଶ ଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ୧୯୯୨ ପୂର୍ବରୁ ମନ୍ଦିର-ମସଜିଦ ବିବାଦ ନଥିଲା। ମୋର…

ଇମ୍ରାନଙ୍କୁ ମରିୟମଙ୍କ ଚେତାବନୀ

ଇସଲାମାବାଦ,୧୬ା୫: ପାକିସ୍ତାନର ଶାସକ ଦଳ ମୁସ୍‌ଲିମ ଲିଗ୍‌-ନଓ୍ବାଜ (ପିଏମଏଲ-ଏନ୍‌) ନେତ୍ରୀ ମରିୟମ ନଓ୍ବାଜ କହିଛନ୍ତି ଯେ, ଯଦି ଇମ୍ରାନ ତାଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରର ପ୍ରମାଣ ଦେଖାନ୍ତି ତେବେ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କ ଅପେକ୍ଷା ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri