ବିଶ୍ୱ ସ୍ବାସ୍ଥ୍ୟ ସଂଗଠନକୁ କରୋନା ମୃତ୍ୟୁର ହିସାବ ମାଗିବ ଭାରତ…
ନୂଆଦିଲ୍ଲୀ/ଡାଭୋସ, ୨୩।୫ : ଭାରତରେ ଅଧିକ କରୋନା ମୃତ୍ୟୁହାର ନେଇ ସ୍ବିଜରଲାଣ୍ଡର ଡାଭୋସରେ ଚାଲିଥିବା ବିଶ୍ୱ ଅଥନୈତିକ ଫୋରମରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ପ୍ରତିନିଧୀଙ୍କ ସହ ଏନୌପଚାରିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ…
ଶପଥ ନେଲେ ଆନ୍ଥୋନୀ, କ୍ୱାଡ୍ ସମ୍ମିଳନୀରେ ଯୋଗ ଦେବେ…
ମେଲବୋର୍ନ, ୨୩।୫ : ଟୋକିଓରେ ଅନୁଷ୍ଠିତ କ୍ୱାଡ ସମ୍ମିଳନୀ ପୂର୍ବରୁ ଅଷ୍ଟ୍ରେଲିଆର ଲେବର ପାର୍ଟିର ନେତା ଆନ୍ଥୋନୀ ଆଲବାନେସ ଅଷ୍ଟ୍ରେଲିଆର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଆନ୍ଥୋନୀ ଅଷ୍ଟ୍ରେଲିଆର ୩୧ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଆନ୍ଥୋନୀ ଆଲବାନିସ ଟୁଇଟରରେ ଲେଖିଛନ୍ତି…
୫ ବର୍ଷରେ ମଲେଣି ୪୦୯ ହାତୀ
ଭୁବନେଶ୍ୱର,୨୩ା୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ହାତୀ ମୃତ୍ୟୁ। କେତେବେଳେ ବିଦ୍ୟୁତ ତାର ଲାଗି ହାତୀଙ୍କ ମୃତ୍ୟୁ ଘଟୁଛି ତ ଆଉ କେତେବେଳେ ବିଷ ଖାଇ, ଟ୍ରେନ ଧକ୍କାରେ, ଶିକାରୀଙ୍କ ଗୁଳି ଓ ରୋଗରେ ଜୀବନ ଯାଉଛି। ଓଡ଼ିଶା ବନ୍ୟପ୍ରାଣୀ…
କରୋନା ଯୋଗୁ ପ୍ରତି ୩୩ ଘଣ୍ଟାରେ ୧୦ ଲକ୍ଷ ଗରିବ, ୩୦ ଘଣ୍ଟାରେ ଜଣେ ନୂଆ ବିଲିୟନେୟାର…
ଡାଭୋସ, ୨୩।୫ : ସ୍ବିଜରଲାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକ ପାଇଁ ସମଗ୍ର ବିଶ୍ୱରୁ ଧନୀ ଏବଂ ଶକ୍ତିଶାଳୀ ବ୍ୟକ୍ତିମାନେ ଏଠାରେ ପହଞ୍ଚିଛନ୍ତି। ଏହି ଅବସରରେ ଓକ୍ସଫାମ ଇଣ୍ଟରନ୍ୟାଶନାଲ ସୋମବାର କହିଛି ଯେ କରୋନା ମହାମାରୀ ସମୟରେ ପ୍ରତି…
ଜାପାନରେ ପ୍ରଧାନମନ୍ତ୍ରୀ, ଜୟ ଶ୍ରୀ ରାମ ସ୍ଲୋଗାନ…
ଟୋକିଓ, ୨୩।୫ : କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ ଟୋକିଓରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଛି। କ୍ୱାଡ ସମ୍ମିନଳୀରେ ଅଂଶଗ୍ରହଣ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ…
ମୁଦ୍ରାସ୍ଫୀତି, ୟୁକ୍ରେନ୍ ସମସ୍ୟା ପ୍ରମୁଖ ପ୍ରସଙ୍ଗ
ଡାଭୋସ୍, ୨୩ା୫: କରୋନା ମହାମାରୀ ଯୋଗୁ ପ୍ରାୟ ଅଢ଼େଇ ବର୍ଷର ବ୍ୟବଧାନ ପରେ ସୁଇଜରଲାଣ୍ଡର ଡାଭୋସ୍ ସହରରେ ବିଶ୍ୱ ଅର୍ଥନୈତିକ ଫୋରମ(ଡବ୍ଲ୍ୟୁଇଏଫ୍) ସମ୍ମିଳନୀ ରବିବାର ଆରମ୍ଭ ହୋଇଛି। ୫ ଦିନ ଧରି ଚାଲିବାକୁ ଥିବା ଏହି ବୈଠକର ଥିମ୍ ରହିଛି ‘ଓ୍ବାର୍କିଂ…
ସରକାର ବଦଳାଇପାରିବେ ଚାଷୀ
ଚଣ୍ଡିଗଡ଼,୨୩।୫: ଚାଷୀମାନେ ଚାହିଁଲେ ସରକାର ବଦଳାଇପାରିବେ। ଫସଲ ଉପରେ ସହାୟକ ମୂଲ୍ୟର ସାମ୍ବିଧାନିକ ଗ୍ୟାରେଣ୍ଟି ନ ପାଇବା ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ ଜାରି ରଖିବାକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍) କୃଷକମାନଙ୍କୁ ଆହ୍ବାନ ଦେଇଛନ୍ତି। ଗଲଓ୍ବାନ ଉପତ୍ୟକା ସଂଘର୍ଷରେ…
ମଧ୍ୟପ୍ରଦେଶରେ ଦିନକୁ ୨୯ ପିଲା ନିଖୋଜ
ନୂଆଦିଲ୍ଲୀ, ୨୩ା୫: ଦେଶରେ ଶିଶୁ ନିଖୋଜ ମାମଲା ଉଦ୍ବେଗଜନକ ସ୍ଥିତିରେ ରହିଛି। ବିଶେଷକରି ଉତ୍ତର ଭାରତର ୪ ପ୍ରମୁଖ ରାଜ୍ୟରେ ବହୁ ସଂଖ୍ୟାରେ ଶିଶୁ ଗାଏବ ହେଉଥିବା ଶିଶୁ ଅଧିକାର ଏନ୍ଜିଓ ଚାଇଲ୍ଡ ରାଇଟ୍ସ ଆଣ୍ଡ୍ ୟୁ (କ୍ରାଏ) ପକ୍ଷରୁ ରବିବାର…
ମୁହଁ ଢାଙ୍କିବାକୁ ବାଧ୍ୟହେଲୁ
କାବୁଲ, ୨୩ା୫ : ତାଲିବାନୀ କଟକଣା ଆଗରେ ଶେଷରେ ହାର ମାନିଛନ୍ତି ଆଫଗାନ୍ ମହିଳା। ଗତବର୍ଷ ଅଗଷ୍ଟ ୧୫ରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍ କାବୁଲ ଦଖଲ କରିଥିବାବେଳେ ମହିଳାମାନେ ପ୍ରଥମେ ଦୃଢ଼ ବିରୋଧ କରିଥିଲେ। ନିକଟରେ ତାଲିବାନୀ ଶାସକ ମହିଳା…
ଦୁଇଦିନ ଝଡ଼ତୋଫାନ
ଭୁବନେଶ୍ୱର,୨୩।୫(ବ୍ୟୁରୋ) : ତାତିରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ ବର୍ଷା। ଶନିବାରଠାରୁ ରବିବାର ସକାଳ ଯାଏ ରାଜ୍ୟର ବିଭିନ୍ନ ଜିଲାରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନାନୁସାରେ କେନ୍ଦୁଝର ଘସିପୁରାରେ ସର୍ବାଧିକ ୬୨.୧ ମିମି ବର୍ଷା ହୋଇଥିବାବେଳେ କୋରେଇରେ…
ବିଦେଶୀ ପିଲାଙ୍କ ପାଇଁ ଆଇଆଇଟି-ଜେଇଇ
ନୂଆଦିଲ୍ଲୀ,୨୩।୫: ଆମେରିକା, ଭିଏତ୍ନାମ ସମେତ ୨୫ ଦେଶରେ ଏକସଙ୍ଗେ ଆଇଆଇଟି-ଜେଇଇ (ଆଇଆଇଟି ଯୁଗ୍ମ ପ୍ରବେଶିକା ପରୀକ୍ଷା) କରାଇବାକୁ ଭାରତ ସରକାର ଯୋଜନା କରିଛନ୍ତି। ଫଳରେ ବିଦେଶୀ ଛାତ୍ରୀଛାତ୍ର ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଗ୍ରହଣ କରିବାର ସୁଯୋଗ ପାଇବେ। ଗତବର୍ଷ କୁଆଲାଲମ୍ପୁର ଏବଂ ଲାଗୋସରେ…
କେନ୍ଦ୍ର ହ୍ରାସ ରାଜ୍ୟକୁ ଚାପ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୫ : କେନ୍ଦ୍ର ସରକାର ଶନିବାର ରାତିରେ ପେଟ୍ରୋଲ୍ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି (ଉତ୍ପାଦ ଶୁଳ୍କ) ଯଥାକ୍ରମେ ୮ଟଙ୍କା ଏବଂ ୭ଟଙ୍କା ହ୍ରାସ କରିଛନ୍ତି। ତାହାର ପ୍ରଭାବରେ ରବିବାର ସକାଳ ୬ଟାରୁ ପେଟ୍ରୋଲ ୯.୫୦ଟଙ୍କା ଏବଂ ଡିଜେଲ ୭ଟଙ୍କା…
Archives


