Home Middle

ଶୁବମନ ଗିଲ୍‌ଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ: ଜିମ୍ବାଓ୍ବେକୁ ୨୯୦ ରନ୍‌ର ଟାର୍ଗେଟ୍‌

ହରାରେ,୨୨।୮: ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ଘରୋଇ ଜିମ୍ବାଓ୍ବେକୁ ୨୯୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟି କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ୍‌ ହରାଇ ୨୮୯ ରନ୍‌ କରିଥିଲା।…

ରୁଷିଆରୁ ଧରାପଡିଲେ ଆଇଏସ ଆତ୍ମଘାତୀ ଆତଙ୍କବାଦୀ, ଭାଜପାର ମୁଖ୍ୟ ନେତାଙ୍କ ଉପରେ କରିଥାଆନ୍ତେ ଆକ୍ରମଣ

ମସ୍କୋ,୨୨ ।୮: ରୁଷିଆ ସୁରକ୍ଷା ଏଜେନ୍ସି(ଏଫଏସବି) ଆତଙ୍କବାଦୀ ସଙ୍ଗଠନ(ଇସଲାମିକ ସଙ୍ଗଠନ)ର ଜଣେ ଆତଙ୍କବାଦୀଙ୍କୁ ଧରିଥିବା ଜଣାପଡିଛି । ସେ ଭାରତରେ ଆତ୍ମଘାତୀ ଆକ୍ରମଣ କରିବା ଯୋଜନାରେ ଥିଲେ । ଏଫଏସବିର ଅଧିକାରୀମାନେ କହିଛନ୍ତି ଧରାପଡିଥିବା ଆତଙ୍କବାଦୀ ମଧ୍ୟ ଏସିଆର ଏକ ଦେଶର…

ଶାହାନଓ୍ବାଜଙ୍କୁ ଆଶ୍ୱସ୍ତି, ହାଇକୋର୍ଟଙ୍କ ଏଫଆଇଆର ରୁଜୁ ଆଦେଶ ଉପରେ ଏସସିଙ୍କ ରୋକ…

ନୂଆଦିଲ୍ଲୀ, ୨୨।୮ : ଭାଜପା ନେତା ଶାହନୱାଜ ହୁସେନଙ୍କୁ ତାଙ୍କ ବିରୋଧରେ ଆସିଥିବା ୨୦୧୮ ବଳାତ୍କାର ମାମଲାରେ ଅପରାଧିକ ଅଭିଯୋଗ ମାମଲାରେ ସୁପ୍ରିମକୋର୍ଟ (ଏସସି) ରେ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଏହି ମାମଲାରେ ଶାହାନଓ୍ବାଜ ବିରୋଧରେ ଏଫଆଇଆର୍‌ ପଞ୍ଜିକରଣ କରିବାକୁ ଦିଲ୍ଲୀ…

ପିଏମଏଲଏ ଆଧାରରେ ଇଡି ଯାଞ୍ଚ୍‌: ରାୟର ସମୀକ୍ଷା ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟଙ୍କ ସହମତି…

ନୂଆଦିଲ୍ଲୀ, ୨୨।୮ : ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ମନି ଲଣ୍ଡରିଂ ସହିତ ଜଡିତ ଇଡିର କ୍ଷମତା, ଗିରଫ କରିବାର ଅଧିକାର, ସାକ୍ଷୀଙ୍କୁ ଡକାଇବା ଏବଂ ସମ୍ପତ୍ତି ଜବତ କରିବା ଏବଂ ଜାମିନ ପ୍ରକ୍ରିୟା ସମ୍ପର୍କିତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର କ୍ଷମତାକୁ…

ଏଆଇଏଫଏଫ ନିର୍ବାଚନ ସପ୍ତାହେ ଘୁଞ୍ଚାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୨।୮ : ସୁପ୍ରିମକୋର୍ଟ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡ଼େରେଶନ (ଏଆଇଏଫଏଫ) ନିର୍ବାଚନକୁ ଏକ ସପ୍ତାହ ସ୍ଥଗିତ ରଖିଛନ୍ତି। ଫିଫା ଏଆଇଏଫଏଫକୁ ନିଲମ୍ବିତ କରିଥିବାରୁ କେନ୍ଦ୍ର ଏବଂ ଏଆଇଏଫଏଫ ପକ୍ଷରୁ କୁହାଯାଇଛି ଏହା ଦ୍ୱାରା ୧୭ ବିଶ୍ୱକପର ମହିଳା ଦଳଙ୍କୁ ପ୍ରଭାବିତ…

କେଜରିଓ୍ବାଲଙ୍କୁ ଭୟ କରୁଛି ଭାଜପା,ଶରଦ ପାଓ୍ବାରଙ୍କ ଶୈଳୀରେ ଇଡି-ସିବିଆଇର ମୁକାବିଲା କରୁଛନ୍ତି କେଜରିଓ୍ବାଲ-ସିସୋଡିଆ…

ନୂଆଦିଲ୍ଲୀ, ୨୨।୮ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗତ ଦୁଇ ଦିନ ଧରି ଏକ୍ସାଇଜ ସ୍କାମ ମାମଲାରେ ସିବିଆଇ ସ୍କାନରରେ ଅଛନ୍ତି। କୁହାଯାଉଛି ଯେ ଶୀଘ୍ର ଏହି ମାମଲା ଇଡିକୁ ହସ୍ତାନ୍ତର କରା ଯାଇପାରେ। ଏହି ସମସ୍ୟା ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ବର୍ଷରେ ୫ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା, ରାଜ୍ୟ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ କଲେ ଗଡ଼କରୀ…

ନୂଆଦିଲ୍ଲୀ, ୨୨।୮ : ଦେଶରେ ଘଟୁଥିବା ସଡ଼କ ଦୁର୍ଘଟଣା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଆଲୋଚନା କରିଛନ୍ତି। ପ୍ରତିବର୍ଷ ଘଟୁଥିବା ଦୁର୍ଘଟଣାର କାରଣ ମଧ୍ୟ ସେ ଦର୍ଶାଇଛନ୍ତି। ନୂତନ ଭାବେ ଆରମ୍ଭ ହୋଇଥିବା ବ୍ୟବସାୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା…

ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କ ଗୁପ୍ତଚରୀ, ଦିଲ୍ଲୀରୁ ଗିରଫ କଲା ରାଜସ୍ଥାନ ଇଣ୍ଟେଲିଜେନ୍ସ…

ନୂଆଦିଲ୍ଲୀ, ୨୨।୮ : ପାକିସ୍ତାନ ନିଜର ଭାରତ ବିରୋଧୀ ଷଡଯନ୍ତ୍ରରୁ ନିବୃତ୍ତ ହେଉ ନାହିଁ। ଭାରତରେ ଅଶାନ୍ତି ସୃଷ୍ଟି ଲାଗି ପାକିସ୍ତାନ ବିଭିନ୍ନ କୌଶଳ ପ୍ରୟୋଗ ଜାରି ରଖିଛି। ଏବେ ପାକିସ୍ତାନର ଏକ ଷଡ଼ନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ପାକିସ୍ତାନ ପାଇଁ ଗୁପ୍ତଚରୀ…

ଚାଷୀଙ୍କ ମହାପଞ୍ଚାୟତ, ଦିଲ୍ଲୀ ଜାମ, ଟିକରି ସୀମାରୁ ଜନ୍ତର ମନ୍ତର ପର୍ଯ୍ୟନ୍ତ କଡ଼ା ସୁରକ୍ଷା…

ନୂଆଦିଲ୍ଲୀ, ୨୨।୮ : ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସୋମବାର ଜନ୍ତର ମନ୍ତରଠାରେ ଚାଷୀଙ୍କ ମହାପଞ୍ଚାୟତ ଆୟୋଜନ କରିବାକୁ ଘୋଷଣା କରାଯାଇଛି। ମହାପଞ୍ଚାୟତକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ସୀମାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ରାଜଧାନୀର ଟ୍ରାଫିକ ଉପରେ…

ଓମାର ଅବଦୁଲ୍ଲାଙ୍କ ପ୍ରଶ୍ନ, ଇଡି-ସିବିଆଇ କଂଗ୍ରେସ ପାଇଁ ଭାଜପା ଏଜେଣ୍ଟ,ଏଏପି କ୍ଷେତ୍ରରେ ବିଶ୍ୱସନୀୟ…

ଶ୍ରୀନଗର, ୨୨।୮ : ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ସିବିଆଇ, ଇଡି ଏବଂ ଏନଆଇଏ ଭଳି କେନ୍ଦ୍ରୀୟ ଏଜେନ୍ସିର ଭୂମିକା ଉପରେ କଂଗ୍ରେସର ଦୋମୁହାଁ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ ସିବିଆଇ ଚଢ଼ାଉ…

କିମ୍‌ଙ୍କ ଆଣବିକ ଆକ୍ରମଣ ଧମକକୁ ଭୟ ନାହିଁ, ଆମେରିକା-ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ଆରମ୍ଭ…

ଓ୍ବାଶିଂଟନ/ସିଓଲ, ୨୨।୮ : ଉତ୍ତରକୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଆଣବିକ ଆକ୍ରମଣ ଧମକକୁ ଭୟ ନ କରି ସୋମବାର ଆମେରିକା ଏବଂ ଦକ୍ଷିଣ କୋରିଆ ଏକ ବୃହତ ସାମରିକ ଅଭ୍ୟାସ ଆରମ୍ଭ କରିଛନ୍ତି। ଉତ୍ତର କୋରିଆର ବଢୁଥିବା…

ଆଣବିକ ଆକ୍ରମଣ, ରାସାୟନିକ ବିପର୍ଯ୍ୟୟ ପୀଡ଼ିତଙ୍କ ପାଇଁ ଝାଜର-ଚେନ୍ନାଇରେ ହେବ ସ୍ବତନ୍ତ୍ର ହସ୍ପିଟାଲ…

ନୂଆଦିଲ୍ଲୀ, ୨୨।୮ : ଭବିଷ୍ୟତରେ ଭୋପାଳ ଗ୍ୟାସ ଦୁର୍ଘଟଣା କିମ୍ବା କାନପୁର ଆମୋନିୟା ଗ୍ୟାସ ଲିକ ଭଳି ଦୁର୍ଘଟଣା ଘଟିଲେ ପୀଡିତମାନେ ଦୁଇଟି ନୂତନ ଉଚ୍ଚ ବିଶେଷଜ୍ଞତା ବିଶିଷ୍ଟ ମେଡିକାଲରେ ଚିକିତ୍ସା ଯୋଗାଇ ଦିଆଯିବ। ଝାଜର ଏବଂ ଚେନ୍ନାଇରେ ଏଭଳି ହସ୍ପିଟାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?