ବଙ୍କିହାମ ପ୍ୟାଲେସରେ ଶପଥ ନେବେନି ନୂଆ ପ୍ରଧାନମନ୍ତ୍ରୀ, ପ୍ରଥମଥର ଭାଙ୍ଗିବ ରାଜକୀୟ ପରମ୍ପରା
ଲଣ୍ଡନ,୩୧ା୮: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୫ରେ ଶପଥ ନେବେ। ତେବେ ବ୍ରିଟେନର ରାଣୀ ଦ୍ୱିତୀୟ ଏଲିଜାବେଥ ବର୍ତ୍ତମାନ ସ୍କଟ୍ଲ୍ୟାଣ୍ଡରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ ନିଜେ ସ୍କଟଲ୍ୟାଣ୍ଡରେ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବେ। ସେ ପ୍ରଧାନମନ୍ତ୍ରୀଙ୍କୁ ଶପଥ ଗ୍ରହଣ…
ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ: ହଂକଂକୁ ୧୯୩ ରନ୍ର ବିଜୟ ଲକ୍ଷ୍ୟ
ଦୁବାଇ,୩୧।୮: ଏସିଆ କପ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍ ଭାରତ ଏବଂ ହଂକଂ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ୍ ହରାଇ ୧୯୨ ରନ ସଂଗ୍ରହ କରିଛି। ସୁର୍ଯ୍ୟକୁମାର ଯାଦବ ଏବଂ…
ଆସୁଛି ସବୁଠୁ ଶକ୍ତିଶାଳୀ ବାତ୍ୟା
ଟୋକିଓ,୩୧ା୮: ଚଳିତବର୍ଷ ଜାପାନରେ ସବୁଠୁ ଶକ୍ତିଶାଳୀ ବାତ୍ୟା ହେବ। ଯାହାକି ଅତ୍ୟନ୍ତ ଭୟଙ୍କର। ଜାପାନର ପାଣିପାଗ ବିଜ୍ଞାନ ଏଜେନ୍ସି କହିଛି, ବୁଧବାର ଏହା ମୁଖ୍ୟ ଓକିନାଓ୍ବା ଦ୍ୱୀପରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏପରିକି ଘଣ୍ଟାପ୍ରତି ୧୯୮ କିଲୋମିଟର ବେଗରେ ପବନ…
ଟସ୍ ଜିତିଲା ହଂକଂ: ପ୍ରଥମେ ବ୍ୟାଟିଂ କରିବ ଭାରତ
ଦୁବାଇ,୩୧।୮: ଏସିଆ କପ୍ ୨୦୨୨ରେ ଭାରତ ଦ୍ୱିତୀୟ ମ୍ୟାଚ୍ ଆଜି ହଂକଂକୁ ଭେଟୁଛି। ଏହି ମ୍ୟାଚ୍ରେ ହଂକଂ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ରେ ଭାରତର ଅଧିନାୟକ ରୋହିତ ଶର୍ମା ଟିମ୍ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛନ୍ତି।…
ଭାରତଠାରୁ ସହାୟତା ନେବ କି ନାହିଁ ଚିନ୍ତା କରୁଛି ପାକିସ୍ତାନ
ଇସଲାମାବାଦ,୩୧ା୮: କିଛି ସପ୍ତାହ ଧରି ପାକିସ୍ତାନରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଲାଗି ରହିଛି। ବନ୍ୟା ଯୋଗୁ ଦେଶରେ ବିସ୍ଥାପିତ ହୋଇଥିବା ହଜାର ହଜାର ଲୋକ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ବନ୍ୟାଜଳ ଦ୍ୱାରା ଫସଲ ନଷ୍ଟ ହୋଇଯାଇଛି। ବର୍ତ୍ତମାନ…
ଭୋଷ୍ଟୋକ -୨୦୨୨ ମିଳିତ ସମରାଭ୍ୟାସ ନେଇ ଚିନ୍ତାରେ ଆମେରିକା…
ମସ୍କୋ, ୩୧।୮ : ରୁଷିଆ ଭାରତ ମିଳିତ ସମାରାଭ୍ୟାସ ଭୋଷ୍ଟୋକ -୨୦୨୨ ଘୋଷଣା ହେବା ପରେ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅଭ୍ୟାସରେ ଭାରତ ଏବଂ ଚାଇନାର ୫୦ ହଜାର ସୈନିକ ଅଂଶଗ୍ରହଣ କରୁଛନ୍ତି।…
ସାଇବର ଅପରାଧରେ ୫ ପ୍ରତିଶତ ବୃଦ୍ଧି, ଆଗରେ ତେଲେଙ୍ଗାନା-ୟୁପି-କର୍ନାଟକ…
ନୂଆଦିଲ୍ଲୀ, ୩୧।୮ : ଗତ ବର୍ଷ ଦେଶରେ ସାଇବର ଅପରାଧ ମାମଲାରେ ପାଞ୍ଚ ପ୍ରତିଶତ ବୃଦ୍ଧି ଘଟିଛି। ଚିନ୍ତାଜନକ ବିଷୟ ହେଉଛି, ଏହି ସମ୍ବନ୍ଧୀୟ ମାମଲାଗୁଡ଼ିକର ଏକ ତୃତୀୟାଂଶରେ ଚାର୍ଜ ଶିଟ ଦାଖଲ କରାଯାଇଛି। ଏହି ସୂଚନା ଏନସିଆର୍ବି ରିପୋର୍ଟ ୨୦୨୧…
ଚେକ୍ ବାଉନ୍ସ୍ ମାମଲାର ଶୁଣାଣି ପାଇଁ ୫ ଅବସରପ୍ରାପ୍ତ ବିଚାରପତି ନିଯୁକ୍ତ…
ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀ ହାଇକୋର୍ଟ ପାଞ୍ଚଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଗୋସିଏବୁଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ ଅନୁଯାୟୀ ଚେକ ବାଉନ୍ସ ମାମଲାର ଶୁଣାଣି ପାଇଁ ସ୍ଥାପିତ ସ୍ବତନ୍ତ୍ର କୋର୍ଟର ପ୍ରିଜାଇଡିଂ ଅଫିସର ଭାବରେ ନିଯୁକ୍ତ କରିଛନ୍ତି। ହାଇକୋର୍ଟଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରଶାସନିକ…
ଛତିଶଗଡ଼ ରାଜନୀତିରେ ଲେମ୍ବୁ-ଲଙ୍କା ଏଣ୍ଟ୍ରି…
ରାଞ୍ଚି, ୩୧।୮ : ଲେମ୍ବୁ ଏବଂ ଲଙ୍କା ଏବେ ଛତିଶଗଡ ରାଜନୀତିରେ ଏଣ୍ଟ୍ରି କରିଛି। ରାଜ୍ୟରେ ବଢୁୁଥିବା ଅପରାଧ ସମ୍ପର୍କରେ ଭାଜପା ନେତାମାନେ କହିଛନ୍ତି ଯେ ପ୍ରତ୍ୟେକ ପୋଲିସ ଷ୍ଟେଶନରେ ଲେମ୍ବୁ ଏବଂ ଲଙ୍କା ଟାଙ୍ଗିବା ଉଚିତ। ପୋଲିସ ଦ୍ୱାରା ଅପରାଧ…
କେସିଆର-ନୀତୀଶ ଭେଟ,ଦୁଇ ଦିବାସ୍ବପ୍ନ ଦେଖୁଥିବା ନେତାଙ୍କ ସାକ୍ଷାତ ବୋଲି ସୁଶୀଲ ମୋଦିଙ୍କ କଟାକ୍ଷ…
ପାଟନା, ୩୧।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗୁରୁବାର ବିହାରର ରାଜଧାନୀ ପାଟନା ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ସ୍ବାଗତ କରିଛନ୍ତି। ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭେଟ ନେଇ ଭାଜପା ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ…
ପ୍ରଥମ ଭର୍ଚୁଆଲ ସ୍କୁଲର ଶୁଭାରମ୍ଭ କଲେ କେଜରିଓ୍ବାଲ…
ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶିକ୍ଷା ଏବଂ ଚିକିତ୍ସା କ୍ଷେତ୍ରରେ କେତେକ ବଡ଼ ଘୋଷଣା କରିଛନ୍ତି। ଏଥି ମଧ୍ୟରୁ ସବୁଠାରୁ ବିଶେଷ ଏବଂ ଭିନ୍ନ ଘୋଷଣା ହେଉଛି ବିଶ୍ୱର ପ୍ରଥମ ଭର୍ଚୁଆଲ ବିଦ୍ୟାଳୟର ଶୁଭାରମ୍ଭ। ଦେଶର ପ୍ରଥମ…
ରାଜନୈତିକ ଅସ୍ତ୍ର ଭାବେ ବ୍ୟବହୃତ ହେଉଛି ସିବିଆଇ, ତେଜସ୍ବୀଙ୍କ ସମାଲୋଚନା…
ପାଟନା, ୩୧।୮ : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଗୁରୁବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସିବିଆଇକୁ ଏକ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। ସେ ଟୁଇଟ କରି ଲେଖିଛନ୍ତି ଯେ ଏଜେନ୍ସିର ଅଧିକାରୀଙ୍କ ପ୍ରତି ଆମର…

