Home Middle

ଦୁର୍ଗମ ଅଞ୍ଚଳରେ ନିର୍ବାଚନ ଡ୍ୟୁଟି କଲେ ମିଳିବ ଦୁଇଗୁଣା ପାରିଶ୍ରମିକ, ନିର୍ବାଚନ କମିଶନଙ୍କ ନିଷ୍ପତ୍ତି…

ନୂଆଦିଲ୍ଲୀ, ୭।୬ : ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଉତ୍ତରାଖଣ୍ଡର ଏକ ଦୁର୍ଗମ ମତଦାନ ବୁଥକୁ  ପରିଦର୍ଶନ କରିବାର କିଛି ଦିନ ପରେ ନିର୍ବାଚନ ଆୟୋଗ ମଙ୍ଗଳବାର ଏଭଳି ମତଦାନ କେନ୍ଦ୍ରକୁ ଡ୍ୟୁଟିରେ ଯାଉଥିବା ନିର୍ବାଚନ ଅଧିକାରୀଙ୍କ ଦରମାକୁ ଦ୍ୱିଗୁଣିତ…

ଏଭରେଷ୍ଟ ସମେତ ୪ ଗିରିଶୃଙ୍ଗରୁ ମିଳିଲା ୩୪ ଟନ୍‌ ଆବର୍ଜନା…

କାଠମାଣ୍ଡୁ, ୭।୬ : ନେପାଳ ସୈନ୍ୟବାହିନୀଙ୍କ ନେତୃତ୍ୱରେ ଏକ ଟିମ ‘ସଫା ହିମାଲ ଅଭିଯାନ -୨୦୨୨’ ସମୟରେ ୩୩.୮ ଟନ ଆବର୍ଜନା ସଂଗ୍ରହ କରିଛନ୍ତି। ଏହି ଅଭିଯାନ ୫ ଏପ୍ରିଲରେ ଆରମ୍ଭ ହୋଇଥିଲା। ୨୦୧୯ରେ ଆରମ୍ଭ ହୋଇଥିବା ଏହି ଅଭିଯାନ, କରୋନା…

ସତ୍ୟେନ୍ଦ୍ରଙ୍କ ଘରେ ଚଢ଼ାଉ, ମିଳିଲା ନଗଦ ୨.୮୨ କୋଟି ସହିତ ୧୩୩ ସୁନା ମୁଦ୍ରା…

ନୂଆଦିଲ୍ଲୀ, ୭।୬ : ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା ପୁଣି ବଢ଼ିଛି। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ଏବଂ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)…

ସୀମାରେ ଡ୍ରୋନ୍‌ ଦ୍ୱାରା ନିଶା କାରବାର, ୧୫ କୋଟି ଟଙ୍କାର ହେରୋଇନ ଜବତ…

ଶ୍ରୀଗଙ୍ଗାନଗର, ୭।୬ : ଇଣ୍ଡୋ-ପାକ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟ ବନ୍ଦ ହେବାର ନା ଧରୁନି। ଭାରତ-ପାକ ସୀମାରେ ଥିବା ଶ୍ରୀଗଙ୍ଗନଗର ଜିଲାରେ ସାଢ଼େ ୩ କିଲୋଗାମ୍‌ ହେରୋଇନ ବିଏସ୍‌ଏଫ୍‌ ପକ୍ଷରୁ ଜବତ ହୋଇଛି। ଏହା ସହିତ ଚାରିଜଣ ଚୋରା…

ଜୀବନ ଦେଇଦେବି ପଛେ ପଶ୍ଚିମବଙ୍ଗର ବିଭାଜନ ହେବାକୁ ଦେବିନି, କହିଲେ ମମତା…

କୋଲକାତା, ୭।୬ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ଅଧ୍ୟକ୍ଷା ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରଛନ୍ତି। ସେ କହିଛନ୍ତି ଯେ ମୁଁ ମୋ ଜୀବନ ଦେବି ପଛେ କିନ୍ତୁ ଭାଜପାକୁ ପଶ୍ଚିମବଙ୍ଗକୁ ବିଭାଜନ କରିବାକୁ ଦେବି ନାହିଁ।…

ଜାତିସଂଘରେ ମହାପୁରୁଷ ମହମ୍ମଦ ବିବାଦ…

ଜେନେଭା, ୭।୬ : ମହାପୁରୁଷ ମହମ୍ମଦଙ୍କ ବିବାଦ ଏବେ ଜାତିସଂଘରେ ପହଞ୍ଚିଛି। ବହୁ ମୁସଲମାନ ଦେଶରୁ ମହମ୍ମଦଙ୍କ ଉପରେ ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପରେ ଏନେଇ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ରଙ୍କ…

ପରିବେଶ ସଂରକ୍ଷଣ ତାଲିକାରେ ଭାରତ ତଳେ…

ନୂଆଦିଲ୍ଲୀ, ୭।୬ : ପରିବେଶ ସଂରକ୍ଷଣ ନେଇ ସମଗ୍ର ବିଶ୍ୱରେ ଏକ ଅଭିଯାନ ଚାଲିଛି ଏବଂ ଏହାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯାଉଛି। ବିଭିନ୍ନ ଦେଶ ପରିବେଶକୁ ବଞ୍ଚାଇବା ପାଇଁ ଏକ ଅଭିଯାନ ଚଳାଉଛନ୍ତି। ଭାରତରେ ମଧ୍ୟ ଏହି ଅଭିଯାନ…

ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି କରି ଖସାଇଲେ ବିଏସ୍‌ଏଫ୍‌ ଯବାନ…

ଶ୍ରୀନଗର, ୭।୬ : ଜମ୍ମୁ-କଶ୍ମୀରର କାନାଚକ ଅଞ୍ଚଳରେ ସୁରକ୍ଷା ବାହିନୀ ପୁଣିଥରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଷଡଯନ୍ତ୍ରକୁ ପଣ୍ଡ କରିଛନ୍ତି। ସୀମା ଆରପାରିକୁ ପଠାଯାଇଥିବା ଏକ ଡ୍ରୋନ୍‌କୁ ବିଏସ୍‌ଏଫ୍‌ ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଛି। ସୋମବାର-ମଙ୍ଗଳବାର ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ସୀମାରେ…

୩ ମାସରେ ୭୮୮ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ଲକ୍ଷ୍ନୌ, ୭।୬ : ଉତ୍ତରପ୍ରଦେଶରେ ନୂତନ ସରକାର ଗଠନ ହେବା ପରଠାରୁ ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ଗତ ୩ ମାସରେ ମୋଟ ୭୮୮ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳିରେ ମାଫିଆଙ୍କ ବିରୋଧରେ କଡ଼ା…

୨୬ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୭।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…

ୟୁକ୍ରେନରୁ ଚୋରି କରି ନେଇଥିବା ପାଞ୍ଚ ଲକ୍ଷ ଟନ ଗହମକୁ ଆଫ୍ରିକୀୟ ଦେଶକୁ ବିକ୍ରି କରୁଛି ରୁଷିଆ

କ୍ୱିଭ/ମସ୍କୋ/ ନାଇରୋବି,୭ ।୬: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୨ ମାସରୁ ଅଧିକ ସମୟ ହୋଇ ଗଲାଣି । ହେଲେ ଏବେବି ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଯୁଦ୍ଧ ପରେ ବୋମାମାଡ କରି ଓ ଅନ୍ୟ ଉପାୟରେ ରୁଷିଆ…

ଭାରତ ପାଇଁ ଆର୍ଥିକ ଝଟକା

ନୂଆଦିଲ୍ଲୀ,୭ା୬: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ସାଉଦି ଆରବ ଏବଂ ଇରାକ୍‌ ୨୦୨୧-୨୨ରେ ଭାରତର ତୃତୀୟ, ଚତୁର୍ଥ ଓ ପଞ୍ଚମ ବୃହତ୍‌ ବାଣିଜି୍ୟକ ସହଯୋଗୀ ଥିଲେ। ଏହି ୩ ରାଷ୍ଟ୍ରରେ ବହୁସଂଖ୍ୟକ ଭାରତୀୟ ପ୍ରବାସୀ ରହୁଥିବାରୁ ସେମାନେ ଏଠାକୁ ବିପୁଳ ପରିମାଣର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri