Home Middle

ଆତଙ୍କବାଦୀ ଶିବିରରେ ଚଢ଼ାଉ, ୬ ଷ୍ଟିକି ବୋମା ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ…

ଶ୍ରୀନଗର, ୪।୭ : ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ଆତଙ୍କବାଦୀ ଶିବିର ଉପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଇ କରାଯାଇଛି। ସେଠାରୁ ୬ ଷ୍ଟିକ ବୋମା ସମେତ ବହୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ସୋମବାର କଶ୍ମୀର ଜୋନ୍‌ ପୋଲିସ…

ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ: ଆରମ୍ଭରୁ ହଟ୍ଟଗୋଳ

ଭୁବନେଶ୍ୱର,୪ା୭(ବ୍ୟୁରୋ): ବିଧାନସଭା ମେସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ବିରୋଧୀମାନେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଛନ୍ତି। ବିରୋଧୀ ଭାଜପା ଓ କଂଗ୍ରେସ ବିଧାୟକ ଏହି ନାରାବାଜି କରିଥିଲେ। ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ହେବାରୁ ପୂର୍ବାହ୍ନ ସାଢ଼େ…

ତାଜମହଲ ବନ୍ଦ କୋଠରୀରେ କେତେ ମୂର୍ତ୍ତି ରହିଛି ? ଉତ୍ତର ଦେଲା ଏଏସଆଇ…

ଆଗ୍ରା, ୪।୭ : ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ) ଆଗ୍ରାର ବିଶ୍ୱ ପ୍ରସିଦ୍ଧ ତାଜମହଲର ଏକ ପ୍ରାଚୀନ ମନ୍ଦିର ଏବଂ ଏହାର ବନ୍ଦ କୋଠରୀରେ ରହିଥିବା ମୂର୍ତ୍ତି ଦାବିକୁ ପୁଣି ଥରେ ଖାରଜ କରିଦେଇଛି। ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ଜାତୀୟ…

୮୪ ଔଷଧର ମୂଲ୍ୟ ନିର୍ଦ୍ଧାରଣ, ଦାମ୍‌ ବଢ଼ାଇପାରିବେ ନାହିଁ କମ୍ପାନୀ …

ନୂଆଦିଲ୍ଲୀ, ୪।୭ : ଡାଇବେଟିସ୍‌, ମୁଣ୍ଡବିନ୍ଧା ଏବଂ ଉଚ୍ଚ ରକ୍ତଚାପ ଆଦି ଚିକିତ୍ସାରେ ବ୍ୟବହୃତ ୮୪ ଔଷଧର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ପକ୍ଷରୁ ଏହା କରାଯାଇଛି। ଏହା ସହିତ ଉଚ୍ଚ କୋଲେଷ୍ଟ୍ରଲ ଏବଂ…

ରାସ୍ତା ତଳକୁ ଖସିଲା ବସ୍‌, ସ୍କୁଲ ପିଲାଙ୍କ ସହିତ ୧୬ ମୃତ, ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା…

କୁଲୁ, ୪।୭ : ହିମାଚଳ ପ୍ରଦେଶର କୁଲୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୁଲୁର ଶୈନଶରରୁ ସୈଞ୍ଜ ଆଡକୁ ଆସୁଥିବା ଘରୋଇ ବସ ଜଙ୍ଗଲା ଗାଁ ନିକଟରେ ନିୟନ୍ତ୍ରଣ ହରାଇ ରାସ୍ତାର ୨୦୦ ମିଟର ତଳକୁ ଖସିପଡିଛି। ଏହି ଦୁର୍ଘଟଣାରେ…

ସକ୍ରିୟ ମାମଲା ଲକ୍ଷେ ୨୦ ହଜାର ମୁହାଁ…

ନୂଆଦିଲ୍ଲୀ, ୪।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

୫୦୦ ଜିଲାରେ ପ୍ରତିଶ୍ରୁତି ପୂରଣ ଖିଲାପ ସଭା, ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଘୋଷଣା …

ଗାଜିଆବାଦ, ୪।୭ : ମିଳିତ କୃଷକ ମୋର୍ଚ୍ଚା (ଏସକେଏମ୍‌) ପକ୍ଷରୁ ସର୍ବନିମ୍ନ ସମର୍ଥନ ମୂଲ୍ୟର ଆଇନଗତ ଗ୍ୟାରେଣ୍ଟି ତଥା ଅନ୍ୟାନ୍ୟ ବିଚାରାଧୀନ ଦାବି ସମ୍ବନ୍ଧରେ ଜୁଲାଇ ୧୮ ରୁ ଦେଶର ୫୦୦ ଜିଲାରେ ପ୍ରତିଶ୍ରୁତି ପୂରଣ ଖିଲାପ ସଭା ଆୟୋଜନ କରିବ।…

ସୋସିଆଲ ମିଡ଼ିଆରେ ଘୃଣା ପ୍ରସାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସରକାରଙ୍କ ପ୍ରସ୍ତୁତି…

ନୂଆଦିଲ୍ଲୀ, ୪।୭ : ଦେଶରେ ଘୃଣାର ବକ୍ତବ୍ୟ ମାମଲା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ତ୍ତମାନ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି। ଯେଉଁମାନେ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ଘୃଣ୍ୟ ବିଷୟବସ୍ତୁ ରଖୁଛନ୍ତି ସେମାନଙ୍କ ବିରୋଧରେ…

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ, ପଓ୍ବାରଙ୍କ ଚେତାବନୀ…

ମୁମ୍ବାଇ, ୪।୭ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପୱାର କହିଛନ୍ତି ଯେ ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବାର ଆଶଙ୍କା ରହିଛି। କାରଣ ବିଦ୍ରୋହୀ ଶିବସେନା ନେତା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ରାଜ୍ୟ ସରକାର ଆସନ୍ତା ୬…

ଆଲପାଇନର ବିଶାଳ ହିମଖଣ୍ଡ ଭାଙ୍ଗିଲା, ବରଫ ତଳେ ଦବି ୫ ମୃତ…

ରୋମ୍‌, ୪।୭ : ଇଟାଲୀର ଆଲପାଇନ ପର୍ବତମାଳାରେ ଏକ ବିଶାଳ ହିମଖଣ୍ଡ ଭାଙ୍ଗିଯାଇଛି। ଏହି ଘଟଣା ରବିବାର ଅପରାହ୍ନରେ ଘଟିଛି। ଏଥିରେ ବରଫ ତଳେ ଦବି ହୋଇ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଠ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ…

ଶପିଂ ମଲ୍‌ରେ ଗୁଳିକାଣ୍ଡ, ୩ ମୃତ…

କୋପେନହେଗେନ୍‌, ୪।୭ : ଡେନମାର୍କର କୋପେନହେଗେନ୍‌ସ୍ଥିତ ଏକ ଶପିଂ ମଲ୍‌ରେ ଗୁଳିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଡେନମାର୍କ ପୋଲିସ କହିଛି ଯେ ଏହି ମାମଲାରେ ଜଣେ ୨୨ ବର୍ଷୀୟ ଡେନମାର୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି…

ବିରୋଧୀଙ୍କ ଭୁଲ୍‌ରୁ ଶିକ୍ଷା ନେଉ ଭାଜପା

ହାଇଦ୍ରାବାଦ,୪ା୭: ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ବଂଶବାଦ ରାଜନୀତିର ଅନ୍ତ ଘଟାଇବା ପାଇଁ ରବିବାର ଭାଜପା ସଂକଳ୍ପ ନେଇଛି। ଦକ୍ଷିଣ ଭାରତର କର୍ନାଟକ ଓ ପୁଡୁଚେରୀରେ ସୀମିତ ଥିବା ଗୈରିକ ଦଳ ଆଗକୁ ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ ଓ ତାମିଲନାଡୁରେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri