Home Middle

ସୁରକ୍ଷାକର୍ମୀଙ୍କୁ ସଫଳତା,୨ ଆତଙ୍କବାଦୀଙ୍କ ଆତ୍ମସମର୍ପଣ…

ଶ୍ରୀନଗର, ୬।୭ : ଜମ୍ମୁ-କଶ୍ମୀରର କୁଲଗାମର ହଦିଗାମ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ମିଳିତ ସୁରକ୍ଷାକର୍ମୀଙ୍କୁ ଏହି ଅପରେଶନ୍‌ରେ ସଫଳତା ମିଳିଛି। ଦୁଇଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ଗୁପ୍ତ ସୂଚନା ଆଧାରରେ ଆତଙ୍କବାଦୀମାନଙ୍କୁ ମିଳିତ ସୁରକ୍ଷାକର୍ମୀ…

ସ୍ଥିତି ପୁଣି ଅଣାୟତ୍ତ ମୁହାଁ, ସକ୍ରିୟ ମାମଲା ଲକ୍ଷେ ୧୫ ହଜାର ଟପିଲା…

ନୂଆଦିଲ୍ଲୀ, ୬।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ପୁଣି ବଢିଲା ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୬ ।୭: ରୋଷେଇ ଘରେ ପୁଣି ମହଙ୍ଗା ମାଡ । ସାଧାରଣ ଜନତାଙ୍କୁ ପୁଣି ଲାଗିଲା ଝଟକା । ବୁଧବାର ଅର୍ଥାତ୍ ଜୁଲାଇ ୬ରୁ ବୃଦ୍ଧି ପାଇଛି ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ । ଏଥର ପ୍ରତି ସିଲିଣ୍ଡର ଦାମ…

ଲଗାତାର ଦ୍ୱିତୀୟ ଦିନ ଗୁଳିକାଣ୍ଡରେ ଥରିଲା ଆମେରିକା, ଇଣ୍ଡିଆନାରେ ୩ ମୃତ, ୨୪ ଘଣ୍ଟାରେ ତୃତୀୟ ଗୁଳିକାଣ୍ଡ

ୱାଶିଂଟନ,୬ ।୭: ଆମେରିକାରେ ଲାଗାତାର ଭାବେ ଦ୍ୱିତୀୟ ଦିନରେ ପୁଣି ଏକ ଗୁଳିକାଣ୍ଡ ସମସ୍ତଙ୍କୁ ଚମକାଇ ଦେଇଛି । ଏହି ଗୁଳିକାଣ୍ଡ ପରେ ଲୋକଙ୍କ ମନରେ ଛନକା ପଶିଯାଇଛି । ଗଣମାଧ୍ୟମ ସୂଚନା ଅନୁଯାୟୀ, ଏଥର ଇଣ୍ଡିଆନାର ଗେରି ଷ୍ଟ୍ରିଟରେ ଏକ…

ଆଜି ମାଟ୍ରିକ୍‌ ପରୀକ୍ଷାଫଳ

କଟକ ଅଫିସ, ୬ା୭: ମାଟ୍ରିକ୍‌ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ମଧ୍ୟମା ଓ ମୁକ୍ତ ବିଦ୍ୟାଳୟର ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବ୍‌ସାଇଟ୍‌ ଏବଂ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଫଳାଫଳ ଜାଣିପାରିବେ। ୱେବ୍‌ସାଇଟ୍‌ www.bseodisha.ac.in…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ସିରିଜ ଡ୍ର

ବର୍ମିଂହାମ,୫।୭: ଏଠାର ଏଜବାଷ୍ଟନ ମଇଦାନରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ବାଜିମାତ କରିଛି ଘରୋଇ ଦଳ। ଚତୁର୍ଥ ଇନିଂସରେ ଇଂଲଣ୍ଡ ୩୭୮ ରନ୍‌ ସ୍କୋର କରି ରେକର୍ଡ କରିବା ସହ ସିରିଜକୁ ୨-୨ରେ ଡ୍ର କରିବାରେ ସଫଳ ହୋଇଛି। ଅପରପକ୍ଷେ…

‘ଦର୍‌ଦାମ୍‌ ବୃଦ୍ଧି, ବେକାରୀ ସମସ୍ୟା ପାଇଁ ମୋଦି ନୁହେଁ, ମୋଗଲ ସମ୍ରାଟ ଦାୟୀ’

ନୂଆଦିଲ୍ଲୀ ,୫।୭:ଏଆଇଏମଆଇଏମ ମୁଖ୍ୟ ତଥା  ଏମ୍‌ପି ଅସାଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି । ଦର୍‌ଦାମ୍‌ ବୃଦ୍ଧି ଏବଂ ବେକାରୀ ଭଳି ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କୁ  ସେ ତାତ୍ସଲ୍ୟ କରି କହିଛନ୍ତି, ଦେଶରେ ଦର୍‌ଦାମ୍‌ ବୃଦ୍ଧି,…

୮୯ ୟୁକ୍ରେନ୍‌ ଆଥଲେଟ୍‌ଙ୍କୁ ହତ୍ୟା କରିଛି ରୁଷିଆ, ୧୩ ଜଣଙ୍କୁ ରଖିଛି ବନ୍ଧକ…

କ୍ୱିଭ୍‌, ୪।୭ : ରୁଷିଆ ୟୁକ୍ରେନ୍‌ର ୮୯ ଆଥଲେଟ୍‌ କୋଚ୍‌ ଏବଂ ଖେଳାଳିଙ୍କୁ ହତ୍ୟା କରିଛି। ସେହିପରି ୧୩ ଆଥଲେଟ୍‌ଙ୍କୁ ଏବେ ବନ୍ଧକ ରଖାଯାଇଛି। ଏନେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍ଡମିର ଜେଲେନସ୍କି ସୂଚନା ପ୍ରଦାନ କରିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଅଧ୍ୟକ୍ଷ…

ଶ୍ରୀଲଙ୍କାରେ ତୈଳ ସଙ୍କଟ, ପୁଣି ସପ୍ତାହେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ…

କଲମ୍ବୋ, ୪।୭ : ଗୁରୁତର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଦେଶରେ ତେଲ କିଣିବା ପାଇଁ ଟଙ୍କା ନାହିଁ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ବହୁତ ଅଭାବ ଦେଖାଦେଇଛି। ଦୁଇ…

୬ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୪ା୭(ବ୍ୟୁରୋ): ଆଉ ମାତ୍ର ଦିନକ ପରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଆସନ୍ତା ୬ ତାରିଖ ଅପରାହ୍ନ ୧ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଛାତ୍ରୀଛାତ୍ର ବୋର୍ଡ…

ସୁପ୍ରିମ୍‌କୋର୍ଟରେ ଅଗ୍ନିପଥ ଯୋଜନା, ଆଗାମୀ ସପ୍ତାହରେ ଶୁଣାଣି…

ନୂଆଦିଲ୍ଲୀ, ୪।୭ : ସେନା ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା ବିରୋଧରେ ଆଇନଜୀବୀ ଏମ.ଏଲ ଶର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ରାଜି ହୋଇଛନ୍ତି।…

ଶକ୍ତି ପରୀକ୍ଷାରେ ସିନ୍ଧେ ସଫଳ, ସପକ୍ଷରେ ୧୬୪ ଭୋଟ…

ମୁମ୍ବାଇ୍‌, ୪।୭ : ସୋମବାର ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶକ୍ତି ପରୀକ୍ଷାରେ ସଫଳ ହୋଇଛନ୍ତି। ତାଙ୍କ ସରକାର ସପକ୍ଷରେ ୧୬୪ ଜଣ ବିଧାୟକ ଭୋଟ ଦେଇଛନ୍ତି। ଫଳରେ ଏବେ ସିନ୍ଧେ ଦ୍ୱିତୀୟ ପରୀକ୍ଷାରେ ମଧ୍ୟ ପାଶ୍‌ ହୋଇଛନ୍ତି। ବାଚସ୍ପତିଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri