କାହିଁକି ମାନୁନାହାନ୍ତି
ଭୁବନେଶ୍ୱର,୬।୬(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦୁଇଟି ସରକାରୀ ଚିଠି ନିକଟରେ ଧରିତ୍ରୀର ହସ୍ତଗତ ହୋଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଲେଖାଯାଇଥିବା ଏହି ଚିଠି ମାଧ୍ୟମରେ ଜନୈକ ଅଧିକାରୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଅନେକ ପ୍ରଶ୍ନ…
ଆରମ୍ଭରୁ ଜଗନ୍ନାଥ ଶେଷରେ ବାସନ୍ତୀ
ଭୁବନେଶ୍ୱର,୬।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ସବୁ କାମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିଥାଆନ୍ତି। ବିଜେଡି ସରକାରର ପଞ୍ଚମ ପାଳିର ଦ୍ୱିତୀୟ ପର୍ଯ୍ୟାୟ ମନ୍ତ୍ରିମଣ୍ଡଳ ଗଠନ ବେଳେ ଜଗନ୍ନାଥଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଛି। ରବିବାର ଶପଥ ଗ୍ରହଣ ଉତ୍ସବ ଜଗନ୍ନାଥରୁ…
ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି: ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ
ଭୁବନେଶ୍ୱର, ୬।୬(ବ୍ୟୁରୋ): ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା। ଏପଟେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ସ୍ଥିତି ବିଗାଡୁଛି ଗୁଳୁଗୁଳି। ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଉଛି। ପଶ୍ଚିମର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ରବିବାର…
ନୂଆ ମନ୍ତ୍ରୀଙ୍କୁ ୬-ଟି ମନ୍ତ୍ର ଦେଲେ ନବୀନ
ଭୁବନେଶ୍ୱର,୬।୬(ବ୍ୟୁରୋ): ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀମାନେ ୫-ଟି ବଦଳରେ ୬-ଟି ରେ କାମ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି। ପୂର୍ବର ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟେକ୍ନୋଲୋଜି, ଟାଇମ୍, ଟ୍ରାନ୍ସଫରମେଶନ(୫-ଟି)କୁ ନେଇ କାର୍ଯ୍ୟ ହେଉଥିଲା। ଏବେ ଏଥିରେ…
ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍: ନାଡାଲ ପୁଣି ଚାମ୍ପିୟନ
ପ୍ୟାରିସ,୫।୬: ସ୍ପେନର ରାଫେଲ ନାଡାଲ ପୁଣି ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ ହୋଇଛନ୍ତି। ରବିବାର ଖେଳାଯାଇଥିବା ଏକପାଖିଆ ଫାଇନାଲ ମ୍ୟାଚରେ ୩୬ ବର୍ଷୀୟ ନାଡାଲ ନରୱେର କାସପର୍ ରୁଡଙ୍କୁ ୬-୩, ୬-୩, ୬-୦ ସେଟ୍ରେ ପରାସ୍ତ କରିଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ…
ଖାଲକୁ ଖସିଲା ବସ୍: ଚାଲିଗଲା ୨୨ ଜୀବନ, ଉଦ୍ଧାର କାର୍ଯ୍ୟ ଜାରି
ଡେରାଡୁନ୍,୫।୬: ଉତ୍ତରାଖଣ୍ଡରେ ରବିବାର ଏକ ବଡ଼ ବସ୍ ଦୁର୍ଘଟଣା ଘଟିଛି। ଯମୁନୋତ୍ରୀ ଯାଉଥିବା ଏକ ବସ୍ ଖାଲରେ ଖସି ପଡ଼ିଛି। ଏଥିରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା ରହିଛି।…
ସଲମାନ ଖାନ୍ଙ୍କୁ ହତ୍ୟା ଧମକ
ମୁମ୍ବାଇ,୫।୬:ବଲିଉଡର ସୁପରଷ୍ଟାର୍ ସଲମାନ ଖାନଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହି ଧମକ ଏକ ଚିଠି ମାଧ୍ୟମରେ ଦିଆଯାଇଛି। ସଲମାନ ଖାନଙ୍କ ପିତା ସଲିମ ଖାନ ରବିବାର ସକାଳେ ବୁଲିବାକୁ ଯାଇଥିଲେ। ସେ କିଛି ସମୟ ବିଶ୍ରାମ ନେବାକୁ ବେଞ୍ଚରେ ବସିଥିବାବେଳେ ତାଙ୍କୁ…
ପୂର୍ବତନ ବାଚସ୍ପତିଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫ା୬(ବ୍ୟୁରୋ): ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ସ୍ବାସ୍ଥ୍ୟଗତ କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହା ଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ପୂର୍ବତନ ବାଚସ୍ପତି…
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ
ଭୁବନେଶ୍ୱର,୫ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ଏଥିରେ ୧୩ ଜଣ କ୍ୟାବିନେଟ୍ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ୱ) ରହିଛନ୍ତି। ପୂର୍ବ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା କିଛି ସଦସ୍ୟ ମଧ୍ୟ ଏଥର ମନ୍ତ୍ରୀ ହୋଇ…
ଆମେରିକାରେ ପୁଣି ଗୁଳିକାଣ୍ଡ, ଫିଲାଡେଲଫିଆରେ ୩ ମୃତ ୧୧ ଆହତ…
ନୂଆଦିଲ୍ଲୀ, ୫।୬ : ଆମେରିକାରେ ପୁଣି ଗୁଳିକାଣ୍ଡ ଘଟିଛି। ଶନିବାର ବିଳମ୍ବିତ ରାତ୍ରରେ ଫିଲାଡେଲଫିଆର ସାଉଥ୍ ଷ୍ଟ୍ରିଟ୍ରେ ସପ୍ତାହ ଶେଷରେ ଅବସର ବିନୋଦନ ପାଇଁ ବହୁ ଲୋକ ଜମା ହୋଇଥିଲେ। ହଠାତ୍ ଜଣେ ଅଜ୍ଞାତ ବନ୍ଧୁଧାରୀ ପହଞ୍ଚି ଲୋକଙ୍କ ଉପରକୁ ଆଖିବୁଜା…
ହାଇବ୍ରିଡ୍ ଆତଙ୍କବାଦ ବିରୋଧରେ ନୂଆ ରଣନୀତି…
ଶ୍ରୀନଗର, ୫।୬ : ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀଙ୍କ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ପ୍ରତିହିଂସା ପରାୟଣ ହୋଇ ଆତଙ୍କବାଦୀମାନେ ବର୍ତ୍ତମାନ ଟାର୍ଗେଟ କିଲିଂ କରିବା ଜୋର ଦାର କରିଛନ୍ତି। ତାଙ୍କ ନିର୍ଦ୍ଦେଶରେ ଏବଂ ଯୋଗାଇ ଦିଆଯାଉଥିବା ଅସ୍ତ୍ରଶସ୍ତ୍ର ମାଧ୍ୟମରେ ଓଭର ଗ୍ରାଉଣ୍ଡ ଆତଙ୍କବାଦୀ…
କଶ୍ମୀରରେ ଚାଲିଛି ନରସଂହାର, ଦେଶବାସୀ ମାଗୁଛନ୍ତି ଜବାବ, ଭାଜପା ସରକାର ନୀରବ…
ନୂଆଦିଲ୍ଲୀ, ୫।୬ : କଶ୍ମୀରରେ ପୁଣି ଥରେ ଆରମ୍ଭ ହୋଇଥିବା ଟାର୍ଗେଟ କିଲିଂ ମାମଲା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହା ବିରୋଧରେ ସାରା ଦେଶରେ ସ୍ବର ଉତ୍ତୋଳନ କରାଯାଉଛି। ଏହି ପ୍ରସଙ୍ଗକଚ ନେଇ ରବିବାର ଆମ ଆଦମୀ ପାର୍ଟି…
Archives


