Home Middle

ଦେଢ଼ ଲକ୍ଷ ମୁହାଁ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୩।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ରାଷ୍ଟ୍ରପତି ନିର୍ବାଚନ, ବିମାନରେ ଯାଉଛି ମିଷ୍ଟର ବାଲଟ ବକ୍ସ…

ନୂଆଦିଲ୍ଲୀ,୧୩।୭ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲଟ ବକ୍ସଗୁଡ଼ିକ ବିମାନ ଦ୍ୱାରା ବିଭିନ୍ନ ରାଜ୍ୟକୁ ଯାତ୍ରୀ ଭାବରେ ପଠାଯାଉଛି। ବିମାନରେ ଏଥି ପାଇଁ ମିଷ୍ଟର ବାଲଟ ବକ୍ସ ନାମରେ ଟିକେଟ ବୁକ କରାଯାଉଛି ଏବଂ ଏହାକୁ ଇଂରାଜୀ ଉଚ୍ଚାରଣ ହି ଭାବେ…

ସେନା ବିମାନରେ ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୩।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଦେଶ ଛାଡି ପଳାୟନ କରିଛନ୍ତି। ଇସ୍ତଫାର ସରକାରୀ ଘୋଷଣା ପୂର୍ବରୁ ରାଜପକ୍ସେ ନିଜ ସପରିବାର ସହ…

ଜାତୀୟ ପ୍ରତୀକକୁ ବିକୃତ କରିଛି କେନ୍ଦ୍ର: ବିରୋଧୀ

ନୂଆଦିଲ୍ଲୀ, ୧୩।୭: ନୂଆ ପାର୍ଲାମେଣ୍ଟ ଭବନ ଛାତ ଉପରେ ତିଆରି ହୋଇଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ସିଂହକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ। ତେବେ ଉକ୍ତ ନବନିର୍ମିତ ସିଂହକୁ ନେଇ ବିବାଦ ଦେଖାଦେଇଛି। ଅଶୋକ ସ୍ତମ୍ଭରେ ପୂର୍ବରୁ…

ଜିନପିଙ୍ଗଙ୍କ ସହିତ ଚାଇନାର ଲୋକପ୍ରିୟତା ହ୍ରାସ ପାଉଛି, ରିପୋର୍ଟ…

ଓ୍ବାଶିଂଟନ/ବେଜିଂ, ୧୨।୭ : ପୃଥିବୀରେ ଚାଇନାର ଲୋକପ୍ରିୟତା କମିବାରେ ଲାଗିଛି। ସେହିପରି ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଲୋକପ୍ରିୟତାରେ ମଧ୍ୟ ହ୍ରାସ ଘଟୁଛି। ଏସମ୍ପର୍କିତ ଏକ ରିପୋର୍ଟ ଏହା ଉଲ୍ଲେଖ କରାଯାଇଛି। ଆମେରିକାର ଏକ ଗବେଷଣା କମ୍ପାନୀ ଦ୍ୱାରା ପ୍ରକାଶିତ ତଥ୍ୟରେ ଏହା…

ଭାରତର ସହଜ ବିଜୟ …

ଲଣ୍ଡନ, ୧୨।୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ସହଜ ବିଜୟ ହାସଲ କରିଛି। ଧାର୍ଯ୍ୟ ୧୧୧ ରନ୍‌ ଲକ୍ଷ୍ୟର ପିଛା କରି ଭାରତ ୧୮.୪ ଓଭରରେ କୌଣସି ଓ୍ବିକେଟ ନ ହରାଇ ୧୧୪…

ପିଏମ୍‌ କେୟାର୍ସ ଫଣ୍ଡ ନେଇ ଏକ ପୃଷ୍ଠାର ସତ୍ୟପାଠ ଦାଖଲ, ତାଗିଦ୍‌ କଲେ ହାଇକୋର୍ଟ…

ନୂଆଦିଲ୍ଲୀ, ୧୨।୭ : ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଭାରତର ସମ୍ବିଧାନର ଧାରା ୧୨ ଅନୁଯାୟୀ ପିଏମ୍‌ କେୟାର୍ସ ଫଣ୍ଡକୁ ଦ ଷ୍ଟେଟ୍‌ ଘୋଷଣା କରିବାକୁ ଏକ ଆବେଦନ ଉପରେ ଗୋଟିଏ ପୃଷ୍ଠାର ସତ୍ୟପାଠ ଦାଖଲ କରିବାକୁ ନେଇ କେନ୍ଦ୍ରକୁ ତାଗିଦ୍‌ କରିଛନ୍ତି।…

ରାଜ୍ୟ ସରକାରଙ୍କୁ ଭାଙ୍ଗି ଲୋକତନ୍ତ୍ର ଉପରେ ଆକ୍ରମଣ କରୁଛି ଭାଜପା, କହିଲେ ପଓ୍ବାର…

ମୁମ୍ବାଇ, ୧୨।୭ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ମୁଖ୍ୟ ଶରଦ ପୱାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବହୁ ରାଜ୍ୟ ସରକାରଙ୍କୁ ଅସ୍ଥିର କରିବା ପାଇଁ ଉଦ୍ୟମ କରାଯାଉଛି। ଲୋକମାନେ କ୍ଷମତାରେ ଥିବା ଲୋକମାନଙ୍କୁ ସେମାନଙ୍କ ଭଳି ବ୍ୟବହାର…

୧୧୦ରେ ଇଂଲଣ୍ଡ ଅଲଆଉଟ୍‌

ଲଣ୍ଡନ,୧୨।୭: ଟି୨୦ ସିରିଜରେ ଇଂଲଣ୍ଡକୁ ପରାଜିତ କରିବା ପରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଏହାର ଝଲକ୍‌ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରୁ ସ୍ପଷ୍ଟ ହୋଇଛି। ମଙ୍ଗଳବାର ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ…

ଇଂଲଣ୍ଡ ବ୍ୟାଟିଂ ଲାଇନ୍‌ ବିପର୍ଯ୍ୟସ୍ତ, ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୧୧ ରନ୍‌…

ଲଣ୍ଡନ, ୧୨।୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଲଣ୍ଡନର କେନିଂଟନ୍‌ ଓଭାଲରେ ଖେଳାଯାଉଥିବା ଏହି ଏକ ଦିବସୀୟ ମ୍ୟାଚ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ…

ଏମଭିଏରେ ଫାଟ !…

ମୁମ୍ବାଇ, ୧୨।୭ : ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ତଥା ଶିବସେନାର ବିଦ୍ରୋହୀ ବିଧାୟକ ଦଳର ସମର୍ଥିତ ନେତା ଏକନାଥ ଶିନ୍ଦେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କ ଦଳ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ…

ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ଉଦ୍ଧବ

ମୁମ୍ବାଇ,୧୨।୭: ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଉଦ୍ଧବ ଠାକରେ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଏନେଇ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଉଦ୍ଧବ ଶିବସେନା ପକ୍ଷରୁ ସମର୍ଥନର ଘୋଷଣା କରିଛନ୍ତି। ସେ କହିଛନ୍ତି, ଶିବସେନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri