ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା: ୫ ତୀର୍ଥଯାତ୍ରୀ ମୃତ, ଅନେକ ନିଖୋଜ
ଶ୍ରୀନଗର,୮।୭: ଜମ୍ମୁ-କଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ବାଦଲ ଫଟା ବର୍ଷା ହୋଇଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ତୀର୍ଥଯାତ୍ରୀ ନିଖୋଜ ଥିବା ଜଣାପଡ଼ିଛି। ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ଆଇଟିବିପିର ଟିମ୍ ରିଲିଫ୍ ଏବଂ…
ମୁଖ୍ୟମନ୍ତ୍ରୀରୁ ପରିଚୟ, ପ୍ରଧାନମନ୍ତ୍ରୀ ପରେ ଗଭୀର ହେଲା ବନ୍ଧୁତ୍ୱ
ନୂଆଦିଲ୍ଲୀ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶୁକ୍ରବାର ପରଲୋକ ଘଟିଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମ୍ରିୟମାଣ ହୋଇ ଟୁଇଟ କରିିଛନ୍ତି। ସେ କହିଛନ୍ତି, ସିଞ୍ଜୋ ଆବେ ମୋର ଜଣେ ପ୍ରିୟ ବନ୍ଧୁ ଥିଲେ ତାଙ୍କ ଦେହାନ୍ତ ମୋତେ…
ସିଞ୍ଜୋ ଆବେଙ୍କ ବିୟୋଗରେ ଏକ ଦିନିଆ ରାଷ୍ଟ୍ରୀୟ ଶୋକ
ନୂଆଦିଲ୍ଲୀ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶୁକ୍ରବାର ନାରା ସହରରେ ଏକ ନିର୍ବାଚନୀ ପ୍ରଚାର ସଭାରେ ଉଦ୍ବୋଧନ ଦେଉଥିବା ବେଳେ ଗୁଳି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆବେଙ୍କ ବିୟୋଗରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି…
ପରଲୋକରେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ
ଟୋକିଓ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶୁକ୍ରବାର ପରଲୋକ ଘଟିଛି। ନାରା ସହରରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ୨ଟି ଗୁଳି ଚଳାଇଥିଲେ। ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ବଞ୍ଚାଇବା ସମ୍ଭବପର…
ନବୀନଙ୍କୁ ଭାଇ କହିଲେ ଦ୍ରୌପଦୀ
ଭୁବନେଶ୍ୱର,୮ା୭: ଏନ୍ଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସକାଳେ ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଆସିଥିଲେ। ଏଠାରେ ପହଞ୍ଚିବା ପରେ ସିଧା ଅତିଥି ଭବନ ଯାଇଥିଲେ। ସେଠାରୁ ପୁଣି ବିଧାନସଭା ଆସିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ…
ଲାଞ୍ଚ ନେଇ ଧରାପଡ଼ିଲେ ତହସିଲଦାର
ବାରିପଦା ଅଫିସ,୮ା୭: ମୟୂରଭଞ୍ଜ ଜିଲା ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏକ ଘରବାଡ଼ି ପଟ୍ଟା କରାଇ ଦେବା ବାବଦରେ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମି…
ରାଜ୍ୟ ସଭା ଏମ୍ପି ଭାବେ ଶପଥ ନେଲେ ମାନସ, ସୁଲତା
ନୂଆଦିଲ୍ଲୀ/ଭୁବନେଶ୍ୱର,୮ା୭(ବ୍ୟୁରୋ): ରାଜ୍ୟ ସଭା ଏମ୍ପି ଭାବେ ଶୁକ୍ରବାର ଶପଥ ନେଇଛନ୍ତି ମାନସ ମଙ୍ଗରାଜ ଓ ସୁଲତା ଦେଓ। ନବ ନିର୍ବାଚିତ ଏମ୍ପି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ନିଜ ନିଜ ପରିବାର ସହିତ ୨ ଏମ୍ପି ଶପଥ ଗ୍ରହଣ ଉତ୍ସବରେ…
ଭୁବନେଶ୍ୱରରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର,୮।୭(ବ୍ୟୁରୋ): ଓଡ଼ିଶାରେ ପହଞ୍ଚିଲେ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଶୁକ୍ରବାର ଦିଲ୍ଲୀରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଦ୍ରୌପଦୀଙ୍କୁ ସ୍ବାଗତ ପାଇଁ ବିମାନବନ୍ଦରଠାରେ ଭବ୍ୟ ଆୟୋଜନ କରାଯାଇଛି। ଏହା ପରେ ବିଧାନସଭାରେ ବିଜେଡ଼ି ବିଧାୟକ ଏବଂ ଏମ୍ପିଙ୍କ ଦ୍ରୌପଦୀଙ୍କୁ…
ସିଞ୍ଜୋ ଆବେଙ୍କୁ ଗୁଳିମାଡ଼
ଟୋକିଓ,୮ା୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶୁକ୍ରବାର ଗୁଳିମାଡ଼ ହୋଇଛି। ଜାପାନର ନାରା ସହରରେ ତାଙ୍କୁ ଏହି ଗୁଳିମାଡ଼ ହୋଇଛି। ସେ ଏକ ମଞ୍ଚରେ ଭାଷଣ ଦେଉଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ଜାପାନର ସ୍ଥାନୀୟ ସମୟ ଅନୁସାରେ ସିଞ୍ଜୋଙ୍କୁ…
ଆଜି ଓଡ଼ିଶା ଆସୁଛନ୍ତି ଦ୍ରୌପଦୀ
ଭୁବନେଶ୍ୱର,୮ା୭(ବ୍ୟୁରୋ): ଭାଜପା ସମର୍ଥିତ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବା ଲାଗି ପ୍ରାୟ ସବୁ ରାଜ୍ୟ ଗସ୍ତ କରୁଥିବାବେଳେ ଏହି କ୍ରମରେ ସେ…
ଯୁକ୍ତ ୨ରେ ସିଟ୍ ପାଇବା ଚିନ୍ତା ବଢ଼ିଲା
ଭୁବନେଶ୍ୱର,୮ା୭(ବ୍ୟୁରୋ): ୨୦୨୧-୨୨ ଶିକ୍ଷାବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଚଳିତବର୍ଷ ଆଶାତୀତ ଫଳ ହୋଇଛି। ୨୦୨୦ରେ ମାଟ୍ରିକ ପରୀକ୍ଷାଫଳ ୭୮.୭୬ ପ୍ରତିଶତ ହୋଇଥିବା ବେଳେ ଚଳିତବର୍ଷ ୯୦.୫୫ ପ୍ରତିଶତ ପିଲା ପାସ୍ କରିଛନ୍ତି। ମୋଟ ୫ ଲକ୍ଷ ୨୬…
ଓଡ଼ିଶା ବିମୁଖ ବିଦେଶୀ ପର୍ଯ୍ୟଟକ
ଭୁବନେଶ୍ୱର,୮ା୭(ବ୍ୟୁରୋ): କୋଭିଡ୍ ପରେ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ର ଏକପ୍ରକାର ବିପର୍ଯ୍ୟସ୍ତ ହୋଇଛି। ଦେଶ ଭିତରର କିଛି ପର୍ଯ୍ୟଟକ ରାଜ୍ୟର କେତେକ ଅଞ୍ଚଳ ବୁଲାବୁଲି କରୁଥିବା ବେଳେ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ବିମୁଖ ଥିବା ଦେଖିବାକୁ ମିଳିଛି। କୋଭିଡ୍ ମହାମାରୀକୁ ୨ ବର୍ଷ…
Archives


