ବିଲକିସ ବାନୋ ମାମଲାରେ ୧୧ ଦୋଷୀଙ୍କୁ ଖଲାସ, ଭାଜପାକୁ ଘେରିଲା କଂଗ୍ରେସ…
ନୂଆଦିଲ୍ଲୀ, ୧୬।୮ : ଗୁଜୁରାଟ ୨୦୦୨ ଦଙ୍ଗାରେ ବିଲକିସ ବାନୋ ଗଣ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ମୁକ୍ତ କରିବା ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛି। ଅଷ୍ଟେ ୧୫ରେ…
ଭଙ୍ଗାଯିବ ୧୦୦ ବର୍ଷ ତଳର ବିଲ୍ଡିଂ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ…
ମୁମ୍ବାଇ, ୧୬।୮ : ଦକ୍ଷିଣ ମୁମ୍ବାଇର ବ୍ୟସ୍ତବହୁଳ ଭୁଲେଶ୍ୱର ଅଞ୍ଚଳରେ ଥିବା ୧୦୦ ବର୍ଷ ପୁରୁଣା ବିଲ୍ଡିଂକୁ ଭାଙ୍ଗିବା ପାଇଁ ବମ୍ବେ ହାଇକୋର୍ଟ ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମସି)କୁ ଅନୁମତି ଦେଇଛନ୍ତି। ଏହା ସହିତ ବିଲ୍ଡିଂ ବାସିନ୍ଦାଙ୍କୁ ଘର ଖାଲି କରିବାକୁ…
ନିର୍ବାଚନରେ ଉପହାର ପ୍ରଦାନ ବନ୍ଦ କରିବା ଅସମ୍ଭବ ବୋଲି କହିଲା ଏଏପି…
ନୂଆଦିଲ୍ଲୀ, ୧୬।୮ : ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଦାନ କରାଯାଉଥିବା ଉପହାର ବ୍ୟବସ୍ଥାକୁ ବନ୍ଦ କରିବା ଅସମ୍ଭବ। ଏହା ଜଙ୍ଗଲୀ ହଂସର ପିଛା କରିବା ଭଳି ବୋଲି ଆମ୍ ଆଦମୀ ପାର୍ଟି(ଏଏପି) ପକ୍ଷରୁ କୁହାଯାଇଛି। ଏନେଇ ଏକ ବିଶେଷଜ୍ଞ…
ୟୁଟ୍ୟୁବ୍ ଟପ୍ ଟ୍ରେଣ୍ଡିଂ ଲିଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଅଗଷ୍ଟ ୧୫ ଭାଷଣ…
ନୂଆଦିଲ୍ଲୀ, ୧୬।୮ : ୟୁଟ୍ୟୁବ୍ ଟପ୍ ଟ୍ରେଣ୍ଡିଂ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗଷ୍ଟ ୧୫ ଭାଷଣ ରହିଛି। ଏହାକୁ ବହୁ ୟୁଜର ପସନ୍ଦ କରିଛନ୍ତି। ସାାଧାରଣତଃ ଫିଲ୍ମ ଏବଂ ଗୀତ ଭିଡ଼ିଓ ୟୁଟ୍ୟୁବ୍ ଟପ୍ ଟ୍ରେଣ୍ଡିଂ ଲିଷ୍ଟରେ ରହିଥାଏ। ତେବେ…
ବୁଷ୍ଟର ଡୋଜ୍ ପାଇଁ କ୍ୟାମ୍ପ୍ ଲଗାଇବାକୁ ରାଜ୍ୟଙ୍କୁ କେନ୍ଦ୍ରର ଅପିଲ୍…
ନୂଆଦିଲ୍ଲୀ, ୧୬।୮ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ସେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା, ସ୍ବାସ୍ଥ୍ୟ ଭିତ୍ତିଭୂମି ମିଶନ, ଟିକାକରଣ ଅଭିଯାନ ଏବଂ…
ନିର୍ବାଚନରେ ଉପହାର ପ୍ରଦାନ ବନ୍ଦ କରିବା ଅସମ୍ଭବ ବୋଲି କହିଲା ଏଏପି…
ନୂଆଦିଲ୍ଲୀ, ୧୬।୮ : ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଦାନ କରାଯାଉଥିବା ଉପହାର ବ୍ୟବସ୍ଥାକୁ ବନ୍ଦ କରିବା ଅସମ୍ଭବ। ଏହା ଜଙ୍ଗଲୀ ହଂସର ପିଛା କରିବା ଭଳି ବୋଲି ଆମ୍ ଆଦମୀ ପାର୍ଟି(ଏଏପି) ପକ୍ଷରୁ କୁହାଯାଇଛି। ଏନେଇ ଏକ ବିଶେଷଜ୍ଞ…
ତଲାକ୍-ଇ-ଅହସନ ନେଇ ସୁପ୍ରିମ୍ କୋର୍ଟଙ୍କ ଟିପ୍ପଣୀ, ଏହା ମହିଳା ବିରୋଧୀ ଭଳି ମନେ ହେଉନି…
ନୂଆଦିଲ୍ଲୀ, ୧୬।୮ : ଦୁଇ ମୁସଲମାନ ମହିଳା ତଲାକ୍-ଇ-ଅହସନ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ସେମାନେ କହିଛନ୍ତି ଯେ ଏହା ମହିଳାମାନଙ୍କ ପ୍ରତି ନ୍ୟାୟ କରେ ନାହିଁ। ତେଣୁ, ତିନି ତଲାକ୍ ଭଳି ତଲାକ୍-ଇ-ଅହସନକୁ ମଧ୍ୟ ବେଆଇନ ଘୋଷିତ…
ହାତ ନ ଭାଙ୍ଗି ପାରୁଛ ଯଦି ଗୋଡ଼ ଭାଙ୍ଗିଦିଅ, ଜାମିନ କରାଇଦେବି, ବିଧାୟକଙ୍କ ଧମକ…
ମୁମ୍ବାଇ, ୧୬।୮ : ଉଦ୍ଧବ ଠାକରେଙ୍କ ଶିବସେନାରୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଥିବା ବିଧାୟକ ପ୍ରକାଶ ସୁର୍ଭେ ତାଙ୍କ ସମର୍ଥକଙ୍କୁ ଶିବ ସୈନିକଙ୍କ ଉପରେ ଆକ୍ରମଣ କରିବାକୁ କହିଛନ୍ତି। ଏକ ଭାଇରାଲ ଭିଡିଓରେ ସେ କହୁଥିବାର ଦେଖିବାକୁ ମିଳୁଛି…
ଦେଶ ବିଭାଜନ ମୃତକଙ୍କ ପାଇଁ ସଂସଦରେ ଶୋକ ପ୍ରସ୍ତାବ ଆଣନ୍ତୁ ଭାରତ-ପାକିସ୍ତାନ ସରକାର…
ଚଣ୍ଡିଗଡ଼, ୧୬।୮ : ଶ୍ରୀ ଅକାଳ ତଖତ୍ ସାହେବ ଜାଠେଦାର ଜ୍ଞାନୀ ହରପ୍ରୀତ ସିଂ କହିଛନ୍ତି ଯେ ଦେଶ ବିଭାଜନ ସମୟରେ ପ୍ରାଣ ହରାଇଥିବା ଏବଂ ବିସ୍ଥାପନର ଯନ୍ତ୍ରଣା ଭୋଗୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଭାରତ ଏବଂ ପାକିସ୍ତାନ ସରକାର…
ବସ୍ ତେଲ ଟ୍ୟାଙ୍କର ଧକ୍କା, ୨୦ ଜୀବନ୍ତ ଦଗ୍ଧ…
ଇସଲାମାବାଦ, ୧୬।୮ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲାହୋରଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଥିବା ମୁଲତାନରେ ଏକ ଯାତ୍ରୀବାହୀ ବସ ଏବଂ ଏକ…
ଗୁଜରାଟର ୪ ଗାଁ ଦାଦର-ନଗର ହଭେଲିରେ ମିଶିବ…
ଅହମଦାବାଦ, ୧୬।୮ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗୁଜରାଟର ୪ ଗାଁ ଏବଂ କିଛି ଜମି କେନ୍ଦ୍ରଶାସିତ ଅଞ୍ଚଳ ଦାଦର-ନଗର ହଭେଲି ଏବଂ ଦାମନ-ଡିୟୁକୁରେ ମିଶାଇବାକୁ ଯୋଜନା କରୁଛନ୍ତି। ପ୍ରସଙ୍ଗରେ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ଅଧିକାରୀମାନେ…
ଆମେ ସରକାର ଚଳାଉ ନାହୁଁ, ପରିଚାଳନା କରୁଛୁ, ମନ୍ତ୍ରୀଙ୍କ ଅଡିଓ କ୍ଲିପ୍ ଲିକ୍…
ବେଙ୍ଗାଲୁରୁ, ୧୬।୮ : କର୍ନାଟକ ସରକାରରେ ଜଣେ ମନ୍ତ୍ରୀଙ୍କ ମନ୍ତବ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଅଡିଓ କ୍ଲିପ୍ ଲିକ୍ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କୁ ଅଡୁଆରେ ପକାଇଛି। ମୁଖ୍ୟମନ୍ତ୍ରୀ ଏହି ଅଡିଓ…
Archives


