Home Middle

୧୩ ଦେଶ ଉପରେ ଚାଇନାର ନଜର…

ଓ୍ବାଶିଂଟନ/ବେଜିଂ, ୧୭।୮ : ଚାଇନା ବହୁ ପୂର୍ବରୁ ସମଗ୍ର ପୃଥିବୀକୁ ନିଜ ଦଖଲରେ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲା। ବର୍ତ୍ତମାନ ଏହା ଧୀରେ ଧୀରେ ନିଜ ଲକ୍ଷ୍ୟ ଆଡକୁ ଗତି କରୁଛି। ବିଭିନ୍ନ ଦେଶରେ ସାମରିକ ବେସ ନିର୍ମାଣ କରି ଚାଇନା…

ନିର୍ବାଚନରେ ଉପହାର ପ୍ରଦାନ ନେଇ ରାଜନୈତିକ ଦଳଙ୍କୁ ରୋକା ଯାଇ ପାରିବ ନାହିଁ…

ନୂଆଦିଲ୍ଲୀ, ୧୭।୮ : ନିର୍ବାଚନ ସମୟରେ ମାଗଣା ସୁବିଧା ତଥା ଜିନିଷ ଯୋଗାଇବା ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ଯୋଜନା ଘୋଷଣା ତଥା ଉପହାର ପ୍ରଦାନକୁ ରୋକା ଯାଇପାରିବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଏହାକୁ ବନ୍ଦ କରିପାରିବୁ ନାହିଁ।…

ଭାରତ-ପାକିସ୍ତାନ ଆଣବିକ ଯୁଦ୍ଧରେ ୨୦୦ କୋଟିରୁ ଅଧିକଙ୍କର ହେବ ମୃତ୍ୟୁ, ଆମେରିକା-ରୁଷିଆ ଯୁଦ୍ଧରେ ଧ୍ୱଂସ ହେବ ଅଧା ପୃଥିବୀ, ରିପୋର୍ଟ…

ଓ୍ବାଶିଂଟନ, ୧୭।୮ : ଯଦି ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଆଣବିକ ଯୁଦ୍ଧ ଆରମ୍ଭ ହୁଏ ତେବେ ୨୦୦ ଶହ କୋଟିରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଆମେରିକାର ରଟଗର୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରେ…

ମୁଖ୍ୟମନ୍ତ୍ରୀଙ୍କ କଥା ମାନୁ ନାହାନ୍ତି ପାଇଲଟ, ପୁଣି ସଙ୍କଟ, ଭାଜପା ପାଇଁ ନୂଆ ସୁଯୋଗ…

ଜୟପୁର, ୧୭।୮ : ରାଜସ୍ଥାନ ଜାଲୋରରେ ଜଣେ ଦଳିତ ଛାତ୍ରଙ୍କ ମୃତ୍ୟୁକୁ ନେଇ ପୁଣି ଥରେ ରାଜ୍ୟ ରାଜନୀତିରେ ବିବାଦ ସୃଷ୍ଟି ହୋଇଛି। ଭାରତୀୟ ଜନତା ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି (ଭଳି ବିରୋଧୀ ରାଜସ୍ଥାନ ସରକାରଙ୍କୁ ଘେରିଛନ୍ତି। ଏପରିସ୍ଥଳେ…

ରାଜ୍ୟ ସଭା ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବେନି ହରିବଂଶ

ନୂଆଦିଲ୍ଲୀ, ୧୭।୮ : ନୀତୀଶ କୁମାର ବିହାରରେ ଭାଜପା ସହିତ ମେଣ୍ଟ ଭାଙ୍ଗି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ପରେ ବି ରାଜ୍ୟ ସଭା ଉପାଧ୍ୟକ୍ଷ ପଦରୁ ଜେଡିୟୁ ନେତା ହରିବଂଶ ନାରାୟଣ ସିଂ ଇସ୍ତଫା ଦେଇନାହାଁନ୍ତି। ସେ ଏହି ପଦରେ…

ପାସେଞ୍ଜର-ମାଲ ଗାଡ଼ି ଧକ୍କା, ୫୦ରୁ ଅଧିକ ଆହତ, ୧୩ ଗୁରୁତର…

ମୁମ୍ବାଇ, ୧୭।୮ : ମହାରାଷ୍ଟ୍ରର ଗୋନ୍ଦିଆ ସହର ନିକଟରେ ରାୟପୁରରୁ ନାଗପୁର ଅଭିମୁଖେ ଯାଉଥିବା ଏକ ପାସେଞ୍ଜର ଟ୍ରେନ ମାଲ ଗାଡ଼ି ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣା ଯୋଗୁ ପାସେଞ୍ଜର ଟେନ୍‌ର ୩ ବଗି ରେଳ ଲାଇନଚ୍ୟୁତ ହୋଇଛି। ଭୋର୍‌…

ମାଓବାଦୀଙ୍କ ସହିତ ଲଢ଼ିବେ କିନ୍ନର, ବସ୍ତର ଫାଇଟର୍ସରେ ୯ କିନ୍ନର କନଷ୍ଟେବଳ…

ରାୟପୁର, ୧୭।୮ : ଏବେ ମାଓବାଦୀଙ୍କ ସହିତ କିନ୍ନରମାନେ ଲଢ଼ିବେ। ଛତିଶଗଡର ମାଓବାଦୀ ପ୍ରଭାବିତ ବସ୍ତର ଜିଲାରେ ନିୟୋଜିତ ହେବାକୁ ଥିବା ରାଜ୍ୟ ପୋଲିସର ନୂତନ ସ୍ବତନ୍ତ୍ର ୟୁନିଟ ବସ୍ତର ଫାଇଟର୍ସରେ ୯ ଜଣ କିନ୍ନରଙ୍କୁ ଚୟନ କରାଯାଇଛି। ଏହି ସ୍ବତନ୍ତ୍ର…

ପୋଷ୍ଟର ବିବାଦ: ସୁଭାଷ ବୋଷ-ସାବରକରଙ୍କ ଫଟୋ ଏକାଠି, ହଟାଇବାକୁ କଂଗ୍ରେସର ଦାବି…

ବେଙ୍ଗାଲୁରୁ,୧୭।୮ : କର୍ନାଟକର ଉଡୁପିରେ ଥିବା ବ୍ରହ୍ମଗିରି ସର୍କଲରେ ଥିବା ଏକ ପୋଷ୍ଟର ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହି ପୋଷ୍ଟରରେ ବୀର ସାବରକର ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋ ଏକାଠି ରଖାଯାଇଛି। ପୋଷ୍ଟରରେ ଲେଖା ଅଛି ଜୟ…

ସକ୍ରିୟ ମାମଲା-ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୧୭।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ବିଲକିସ ବାନୋ ମାମଲାରେ ୧୧ ଦୋଷୀଙ୍କୁ ଖଲାସ, ଭାଜପାକୁ ଘେରିଲା କଂଗ୍ରେସ…

ନୂଆଦିଲ୍ଲୀ, ୧୬।୮ : ଗୁଜୁରାଟ ୨୦୦୨ ଦଙ୍ଗାରେ ବିଲକିସ ବାନୋ ଗଣ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ମୁକ୍ତ କରିବା ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛି। ଅଷ୍ଟେ ୧୫ରେ…

ଭଙ୍ଗାଯିବ ୧୦୦ ବର୍ଷ ତଳର ବିଲ୍ଡିଂ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ…

ମୁମ୍ବାଇ, ୧୬।୮ : ଦକ୍ଷିଣ ମୁମ୍ବାଇର ବ୍ୟସ୍ତବହୁଳ ଭୁଲେଶ୍ୱର ଅଞ୍ଚଳରେ ଥିବା ୧୦୦ ବର୍ଷ ପୁରୁଣା ବିଲ୍ଡିଂକୁ ଭାଙ୍ଗିବା ପାଇଁ ବମ୍ବେ ହାଇକୋର୍ଟ ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମସି)କୁ ଅନୁମତି ଦେଇଛନ୍ତି। ଏହା ସହିତ ବିଲ୍ଡିଂ ବାସିନ୍ଦାଙ୍କୁ ଘର ଖାଲି କରିବାକୁ…

ନିର୍ବାଚନରେ ଉପହାର ପ୍ରଦାନ ବନ୍ଦ କରିବା ଅସମ୍ଭବ ବୋଲି କହିଲା ଏଏପି…

ନୂଆଦିଲ୍ଲୀ, ୧୬।୮ : ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଦାନ କରାଯାଉଥିବା ଉପହାର ବ୍ୟବସ୍ଥାକୁ ବନ୍ଦ କରିବା ଅସମ୍ଭବ। ଏହା ଜଙ୍ଗଲୀ ହଂସର ପିଛା କରିବା ଭଳି ବୋଲି ଆମ୍‌ ଆଦମୀ ପାର୍ଟି(ଏଏପି) ପକ୍ଷରୁ କୁହାଯାଇଛି। ଏନେଇ ଏକ ବିଶେଷଜ୍ଞ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri