୫ ରାଜ୍ୟରେ ସ୍ଥିତି ସଙ୍କଟ ଜନକ …
ନୂଆଦିଲ୍ଲୀ, ୧୯।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ସରିଲା କ୍ୟାବିନେଟ୍ ବୈଠକ, ୧୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ବର,୧୯।୭(ବ୍ୟୁରୋ): ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ,ରାଜ୍ୟ ସରକାରଙ୍କ ଆଇଟି ପଲିସିକୁ କ୍ୟାବିନେଟ୍ର ଅନୁମୋଦନ ମିଳିଛି।…
ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ
ନୂଆଦିଲ୍ଲୀ,୧୯।୭: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବକାଳୀନ ଦୁର୍ବଳ ହୋଇଛି। ମଙ୍ଗଳବାର ବଜାର ୭୯.୯୯ରେ ଖୋଲିବା ପରେ ଡଲାର ତୁଳନାରେ ଟଙ୍କା ୮୦.୦୨ ରେ ପହଞ୍ଚିଥିଲା। ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି କାରଣରୁ ଏହାର ପ୍ରଭାବ ଭାରତୀୟ…
ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଆଗକୁ ବଢୁଛନ୍ତି ଋଷି ସୁନକ
ଲଣ୍ଡନ,୧୯ ।୭: ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଧୀରେ ଧୀରେ ଆଗକୁ ବଢୁଛନ୍ତି । ସେ ତୃତୀୟ ରାଉଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଏହି ରାଉଣ୍ଡରେ ତାଙ୍କୁ ୧୧୫ ଭୋଟ ମିଳିଛି । ଫଳରେ…
ବିଧାନସଭାରେ ଚୁଡ଼ା, ମୁଢ଼ି ଝଡ଼
ଭୁବନେଶ୍ୱର,୧୯ା୭(ବ୍ୟୁରୋ):ଧନୀ, ଗରିବ ସମସ୍ତ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଚୁଡ଼ା, ମୁଢ଼ି ଓ ଖଇ। ଏହା ଏବେ ମହଙ୍ଗା ହୋଇଯାଇଛି। କେନ୍ଦ୍ର ସରକାର ଏହି ଖାଦ୍ୟ ସାମଗ୍ରୀ ଉପରେ ୫% ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି) ଲଗାଇଛନ୍ତି। କେବଳ ଏହି ୩ଟି…
ସରିଯିବ କୋଭିଶିଲ୍ଡ ଟିକା
ଭୁବନେଶ୍ୱର, ୧୯।୭(ବ୍ୟୁରୋ):କରୋନା ପ୍ରତିଷେଧକ ଭାବେ ରାଜ୍ୟରେ ବ୍ୟବହାର କରାଯାଉଥିବା କୋଭିଶିଲ୍ଡ ଟିକା ଆସନ୍ତା ଦୁଇତିନି ଦିନ ଭିତରେ ସରିଯିବ। ସବୁ ଜିଲାରେ କମ୍ ସଂଖ୍ୟକ କୋଭିଶିଲ୍ଡ ଟିକା ମହଜୁଦ ଥିବାବେଳେ ରାଜ୍ୟରେ ମାତ୍ର ୨ ଲକ୍ଷ ୨୧ ହଜାର ଡୋଜ୍ ରହିଛି।…
ରୁଚିକାଙ୍କୁ ନ୍ୟାୟ: ଆଜି ଓଡ଼ିଶା ବନ୍ଦ
ଭୁବନେଶ୍ୱର,୧୯ା୭(ବ୍ୟୁରୋ): ଆତ୍ମହତ୍ୟା କରିଥିବା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ କୃଷକ ସଂଗଠନ ଏବଂ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ମଙ୍ଗଳବାର ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ…
ଗଣେଶନ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ
କୋଲକାତା,୧୮।୭: ଜଗଦୀପ ଧନକର ନିଜ ପଦରୁ ଇସ୍ତଫା ଦେବା ପରେ ଏଲ୍ ଗଣେଶନ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବେ ଲା. ଗଣେଶନ ଶପଥ ଗ୍ରହଣ କରିଛନ୍ତି। ମଣିପୁର ରାଜ୍ୟପାଳ ଗଣେଶନଙ୍କୁ…
ବିଭିନ୍ନ ରାଜ୍ୟରେ କ୍ରସ୍ଭୋଟିଂ: ୮ଏମ୍ପି ଦେଇନାହାନ୍ତି ଭୋଟ
ନୂଆଦିଲ୍ଲୀ,୧୮।୭: ଦେଶର ୧୫ତମ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ସୋମବାର ନିର୍ବାଚନ ଶେଷ ହୋଇଛି। ପୂର୍ବାହ୍ନ ୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପାର୍ଲାମେଣ୍ଟ ହାଉସ୍ ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭାରେ ଭୋଟ ଗ୍ରହଣ କରାଯାଇଛି।…
ଉଦ୍ଧବଙ୍କୁ ଝଟକା: ଶିନ୍ଦେ ଗୋଷ୍ଠୀଙ୍କ ବୈଠକରେ ଅନ୍ଲାଇନ୍ରେ ସାମିଲ ହେଲେ ବିଦ୍ରୋହୀ ଏମ୍ପି
ମୁମ୍ବାଇ,୧୮।୭: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍ରେଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବରୁ ହାତରୁ ଶାସନ କ୍ଷମତା ହରାଇଥିବା ବେଳେ ବର୍ତ୍ତମାନ ଦଳକୁ ବଞ୍ଚାଇବା ପାଇଁ ସେ ସଂଗ୍ରାମ ଚଳାଇଛନ୍ତି। ପ୍ରତିଦିନ ନୂଆ ନୂଆ…
୨୩୧ ବର୍ଷର ବନ୍ଧୁକ ସଂସ୍କୃତି, ନିୟନ୍ତ୍ରଣ କରିବାରେ ସରକାର ବିଫଳ…
ଓ୍ବାଶିଂଟନ,୧୮।୭ : ଆମେରିକାରେ ଗୁଳିକାଣ୍ଡ ଥମିବାର ନା ଧରୁନି। ଦେଶରେ ଜାରି ରହିଥିବା ବନ୍ଧୁକ ସଂସ୍କୃତି ଯୋଗୁ ଏଭଳି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ଏଭଳି ଘଟଣାରେ ବହୁ ଧନ ଜୀବନର ହାନି ଘଟୁଛି। ରାଷ୍ଟ୍ରପତି ଜୋ ବାଇଡେନ୍…
ଜୁବେରଙ୍କ ମାମଲାର ଶୀଘ୍ର ଶୁଣାଣି ନେଇ ସିଜେଆଇ କହିଲେ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ବେଞ୍ଚକୁ ଯାଅ…
ନୂଆଦିଲ୍ଲୀ,୧୮।୭ : ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ତଥା ଫ୍ୟାକ୍ଟ ଚେକର୍ ମହମ୍ମଦ ଜୁବେରଙ୍କ ଏଫଆଇଆର୍ ରଦ୍ଦ କରିବାକୁ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୀଘ୍ର ଶୁଣାଣି ପାଇଁ ଦାବି ହୋଇଛି। ଏହା ଉପରେ ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମନା ଜୁବେରଙ୍କ ଆଇନଜୀବୀଙ୍କୁ…
Archives


