Home Middle

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ହରାରେ,୨୨ା୮(ପି.ଟି.): ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ ସୋମବାର ଖେଳାଯିବ। ଏହି ମୁକାବିଲା ଜିତି କ୍ଲିନ୍‌ ସୁଇପ୍‌ କରିବାକୁ ପ୍ରୟାସ କରିବ ଭାରତ। ପ୍ରଥମ ଦୁଇ ମ୍ୟାଚ୍‌ ଏକପାଖିଆ ଭାବେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ…

ଗୁଜରାଟରେ ୧୦ ହଜାର କୋଟିର ଅବକାରୀ ଠକେଇ

ନୂଆଦିଲ୍ଲୀ,୨୨ା୮: କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ଟଣାଓଟରା ଚରମ ସୀମାରେ ପହଞ୍ଚତ୍ଲାଣି। ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ୨୦୨୧-୨୨ର କାର୍ଯ୍ୟକାରିତାରେ ଅନିୟମିତତା ହୋଇଥିବା ଦର୍ଶାଇ ଉପରାଜ୍ୟପାଳ ବିନୟ ସକ୍ସେନା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଏହାର ତଦନ୍ତ ସୁପାରିସ କରିବା…

ମହଙ୍ଗା ହୋଇପାରେ ୟୁପିଆଇ କାରବାର

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ନଗଦ ଟଙ୍କା କାରବାରକୁ ବନ୍ଦ କରିବା ସହ ଡିଜିଟାଲ ପଦ୍ଧତିରେ ଅର୍ଥ ନେଣଦେଣ କରିବା ପାଇଁ ୟୁନିଫାଏଡ୍‌ ପେମେଣ୍ଟ୍‌ସ ଇଣ୍ଟରଫେସ୍‌ (ୟୁପିଆଇ) ସେବାର ଶୁଭାରମ୍ଭ…

ଫିଫାର ସମସ୍ତ ଦାବିକୁ ଗ୍ରହଣ କଲେ ସରକାର

ନୂଆଦିଲ୍ଲୀ, ୨୨ା୮ (ପି.ଟି.): ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଉପରୁ ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂଗଠନ ‘ଫିଫା’ର ବାସନ୍ଦ ଦଣ୍ଡକୁ ହଟାଇବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ରବିବାର ସୁପ୍ରିମ୍‌କୋର୍ଟଙ୍କୁ ଏକ ଦରଖାସ୍ତ କରିଛନ୍ତି। ଏଥିରେ ବର୍ତ୍ତମାନ ଏଆଇଏଫ୍‌ଏଫ୍‌ ସାମୟିକ ପରିଚାଳନା ଦାୟିତ୍ୱରେ…

ଦିଲ୍ଲୀ ହସ୍ପିଟାଲରେ ବ୍ରେନ୍‌ ମ୍ୟାପିଙ୍ଗ୍‌ ସୁବିଧା

ନୂଆଦିଲ୍ଲୀ,୨୨।୮: ଦିଲ୍ଲୀର ଆଇବିଏସ୍‌ ହସ୍ପିଟାଲ ରବିବାର ବ୍ରେନ୍‌ ମ୍ୟାପିଙ୍ଗ ଟେକ୍ନୋଲୋଜି ସୁବିଧା ଉପଲବ୍ଧ ହୋଇଛି। କୌଣସି ଡାକ୍ତରଖାନାରେ ଏହି ଟେକ୍ନୋଲୋଜି ରହିବା ଦେଶରେ ପ୍ରଥମ। ଏହା ଜରିଆରେ ବ୍ରେନ୍‌ ଟ୍ୟୁମର ସାଙ୍ଗକୁ ଜଟିଳ ମସ୍ତିଷ୍କ ଅସ୍ତ୍ରୋପଚାର ସହଜରେ କରାଯାଇପାରିବ। ଏଥିସହ ମସ୍ତିଷ୍କର…

ଅପରାଧମୁକ୍ତ ହେବ ସମଲିଙ୍ଗୀ ସମ୍ପର୍କ

ସିଙ୍ଗାପୁର, ୨୨ା୮ : ସିଙ୍ଗାପୁରରେ ପୁରୁଷଙ୍କ ସମଲିଙ୍ଗୀ ସମ୍ପର୍କକୁ ଅପରାଧମୁକ୍ତ କରାଯିବ ବୋଲି ରବିବାର ସେଠାର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ ଘୋଷଣା କରିଛନ୍ତି। ବ୍ରିଟିଶ ଉପନିବେଶ ଯୁଗୀୟ ଆଇନ ଅନୁସାରେ ସିଙ୍ଗାପୁର ପେନାଲ କୋଡ୍‌ର ଧାରା ୩୭୭ ଏ ବଳରେ…

୨୪ରେ ବଡ଼ ଆକ୍ରମଣ କରିବ ରୁଷିଆ

କିଭ୍‌, ୨୨ା୮: ସୋଭିଏଟ୍‌ ସଂଘଠାରୁ ଅଲଗା ହୋଇଥିବା ୟୁକ୍ରେନ୍‌ ଆସନ୍ତା ୨୪ ତାରିଖରେ ଏହାର ସ୍ବାଧୀନତା ଦିବସ ପାଳନ କରିବ। ପ୍ରାୟ ୬ ମାସ ଧରି ରୁଷିଆ ଆକ୍ରମଣର ମୁକାବିଲା କରୁଥିବା ଏହି ପୂର୍ବ ୟୁରୋପୀୟ ଦେଶର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି…

ଚାଇନା ମୁକାବିଲା ପାଇଁ ଜାପାନର ୧,୦୦୦ ମିଶାଇଲ

ଟୋକିଓ, ୨୨ା୮: ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ପକ୍ଷରୁ କରାଯାଇଥିବା ସମରାଭ୍ୟାସବେଳେ ଜାପାନର ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌(ଇଇଜେଡ୍‌)ରେ ୫ଟି ଦୂରଗାମୀ କ୍ଷେପଣାସ୍ତ୍ର ପଡ଼ିଥିଲା। ଏହାକୁ ନେଇ କ୍ଷୁବ୍ଧ ଜାପାନ…

ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ୨୫% ଅତିରିକ୍ତ ସିଟ୍‌

ନୂଆଦିଲ୍ଲୀ, ୨୨ା୮: ଭାରତରେ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଇଁ ୟୁନିଭର୍ସିଟି ଗ୍ରାଣ୍ଟ୍‌ କମିଶନ (ୟୁଜିସି) ନୂଆ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି। ଏଣିକି ଦେଶର ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ବିଦେଶୀ ଛାତ୍ରୀଛାତ୍ରଙ୍କ ନିମନ୍ତେ…

୩ ଦିନରେ ୫୦ ମୃତ

ନୂଆଦିଲ୍ଲୀ,୨୨ା୮ : ବାଦଲ ଫଟା ଓ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଦେଶର ବିଭିନ୍ନ ଭାଗରେ ବନ୍ୟା ବିତ୍ପାତ ଲାଗିରହିଛି। ନଦୀଗୁଡ଼ିକ ଫୁଲିଉଠିଥିବାରୁ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଓଡ଼ିଶାରେ ଭୂସ୍ଖଳନ ସହ ବ୍ରିଜ୍‌ ଭାଙ୍ଗିବା…

ଏମକ୍ୟୁ-୯ବି ଡ୍ରୋନ ସାହାଯ୍ୟରେ ଚାଇନା-ହିନ୍ଦ ମହାସାଗର ଉପରେ ନଜର ରଖିବ ଭାରତ

ନୂଆଦିଲ୍ଲୀ,୨୨ ।୮: ଚାଇନାକୁ ଲାଗି ରହିଥିବା ଏଲଏସି ସହ ହିନ୍ଦ ମହାସାଗର ଅଞ୍ଚଳରେ ତୀକ୍ଷ୍ଣ ନଜର ରଖିବାକୁ ୩ ଅରବ ଡଲାରରୁ ଅଧିକ ପରିମାଣରେ ୩୦ ଏମକ୍ୟୁ-୯ବି ପ୍ରିଡେଟର ସଶସ୍ତ୍ର ଡ୍ରୋନ କ୍ରୟକୁ ନେଇ ଭାରତ ଆମେରିକା ସହ ହେଉଥିବା କଥାବାର୍ତ୍ତା…

ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼

ପାଟନା,୨୧।୮: ବିହାରର ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼ କରାଯାଇଛି। ଏହି ପଥର ମାଡ଼ରେ ଗାଡିର ଗ୍ଲାସ ଭାଙ୍ଗିଯାଇଛି। ଅବଶ୍ୟ ପଥର ଫିଙ୍ଗିବା ସମୟରେ ମୁଖ୍ୟମନ୍ତ୍ରୀ କାର୍‌ରେ ନ ଥିଲେ। ଏହି ଘଟଣା ସମ୍ପର୍କରେ ଅଧିକାରୀମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri