ସିଦ୍ଧାରମୈୟାଙ୍କ ବିରୋଧରେ ଅଭିଯୋଗ ଆଣିଲେ ୟେଦୁରପ୍ପା…
ବେଙ୍ଗାଲୁରୁ, ୨୩।୮ : କର୍ନାଟକରେ ଭାଜପାର ବରିଷ୍ଠ ନେତା ବି.ଏସ୍. ୟେଦୁରପ୍ପା ମଙ୍ଗଳବାର ମହୀଶୁରରେ ସାବରକର ରଥାଯାତ୍ରାର ଶୁଭାରମ୍ଭ କରିଛନ୍ତି। ବିନାୟକ ଦାମୋଦର ସବରକରଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ରଥଯାତ୍ରାର ଉଦ୍ଦେଶ୍ୟ।…
ବିଲ୍କିସ ବାନୋ ମାମଲାର ଅପରାଧୀଙ୍କୁ ଫୁଲମାଳରେ ସ୍ବାଗତ, ଫଡ଼ନଭିସ କହିଲେ ଏହା ଠିକ ନୁହେଁ…
ମୁମ୍ବାଇ, ୨୩।୮ : ଗୁଜରାଟରେ ୨୦୦୨ରେ ହୋଇଥିବା ଦଙ୍ଗା ସମୟରେ ବିଲ୍କିସ ବାନୋଙ୍କୁ ଗଣ ବଳାତ୍କାର କରିଥିବା ଅପରାଧୀଙ୍କୁୂ ଫୁଲମାଳ ପିନ୍ଧାଇ ସ୍ବାଗତ କରାଯିବା ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଗୁଜରାଟ ହାଇକୋର୍ଟଙ୍କ…
ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ମନା କଲେ ବିଜୟ ସିହ୍ନା…
ପାଟନା, ୨୩।୮ : ବିହାର ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ଏହି ପଦରୁ ଇସ୍ତଫା ଦେବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯିବା ଯୋଗୁ ଯଦି ସେ ଇସ୍ତଫା…
ଏଲୋପାଥିକୁ ସମାଲୋଚନା ନେଇ ରାମଦେବଙ୍କୁ ତାଗିଦ୍ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୨୩।୮ : ଯୋଗ ଗୁରୁ ରାମଦେବଙ୍କୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି। ଏଲୋପାଥି ଏବଂ ଏଲୋପାଥିକ ଡାକ୍ତରଙ୍କୁ ସମାଲୋଚନା କରିଥିବାରୁ ସୁପ୍ରିମକୋର୍ଟ ରାମଦେବଙ୍କୁ କହିଛନ୍ତି ଯେ ସେ ଡାକ୍ତର ଏବଂ ଅନ୍ୟାନ୍ୟ ଚିକିତ୍ସା ପ୍ରଣାଳୀକୁ ଦାୟୀ କରିବା ଉଚିତ ନୁହେଁ। ଟିକାକରଣ…
ଭୁଲରେ ପାକିସ୍ତାନରେ ଖସି ପଡ଼ିଥିଲା କ୍ଷେପଣାସ୍ତ୍ର, ୩ ବାୟୁସେନା ଅଧିକାରୀଙ୍କ ଚାକିରି ଗଲା…
ନୂଆଦିଲ୍ଲୀ, ୨୩।୮ : ପାକିସ୍ତାନରେ ଭୁଲରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ଖସି ପଡିଥିଲା। ଏହି ଘଟଣାର ତଦନ୍ତ ପରେ ତିନିଜଣ ଅଧିକାରୀଙ୍କୁ ଦାୟୀ କରାଯାଇଛି। ଭାରତୀୟ ବାୟୁସେନା ଏହି ସୂଚନା ଦେଇଛି। ବାୟୁସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ…
ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି- ଅନ୍ୟ ବିଚାରପତିଙ୍କ ସୁବିଧା ସୁଯୋଗ ବଢ଼ାଇଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ, ୨୩।୮ : ବିଚାରପତିଙ୍କ ଦରମା ଭତ୍ତା ଏବଂ ସେବା ନିୟମର ଅଧିନିୟମ ୧୯୫୮ରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ଏହା ଅନ୍ତର୍ଗତ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଏବଂ ଅନ୍ୟ ବିଚାରପତିଙ୍କ ସୁବିଧା ସୁଯୋଗ ବଢ଼ାଯାଇଛି। ନୂଆ ସଂଶୋଧିତ ଆଇନ ଅନୁସାରେ…
ସୁରକ୍ଷା ପରିଷଦରେ ଭାରତ କଡ଼ା ଆଭିମୁଖ୍ୟ,ଆତଙ୍କବାଦ ନେଇ ଦୋମୁହାଁ ମାପଦଣ୍ଡ ବନ୍ଦ କରୁ ଚାଇନା…
ଜେନେଭା, ୨୩।୮ : ଆତଙ୍କବାଦ ଉପରେ ଦୋମୁହାଁ ମାପଦଣ୍ଡ ଗ୍ରହଣ ନକରିବାକୁ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ଚାଇନାକୁ ଚେତାବନୀ ଦେଇଛି। ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛି ଯେ ଯଥାସ୍ଥିତିରେ ପରିବର୍ତ୍ତନ କରିବାକୁ ଚାହୁଁଥିବା କୌଣସି ବାଧ୍ୟତାମୂଳକ କିମ୍ବା…
ଯୁକ୍ତ ୨ରେ ଏଥର ମଧ୍ୟ ତ୍ରୈମାସିକ ପରୀକ୍ଷା
ଭୁବନେଶ୍ୱର,୨୩।୮(ବ୍ୟୁରୋ): ଗତ ବର୍ଷ ଭଳି ଏଥର ମଧ୍ୟ ଯୁକ୍ତ ୨ରେ ତ୍ରୈମାସିକ ପରୀକ୍ଷା ହେବ। ଏନେଇ ସିଏଚ୍ଏସ୍ଇ ଅଧ୍ୟକ୍ଷଙ୍କୁ ଚିଠି ଲେଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ଅବଗତ କରିଛି। ୨୦୨୨-୨୩ ଶିକ୍ଷା ବର୍ଷରେ ତ୍ରୈମାସିକ ପରୀକ୍ଷା ପାଇଁ ଏଥିରେ ନିର୍ଦ୍ଦେଶ…
ଇମ୍ରାନ୍ଙ୍କୁ ପାଗଳ କରିଛି କ୍ଷମତା ଲୋଭ…
ଇସଲାମାବାଦ୍, ୨୩।୮ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ନିକଟରେ ତାଙ୍କ ବିରୋଧରେ ଆତଙ୍କବାଦ ବିସ୍ତାର କରିଥିବା ଅଭିଯୋଗ ହୋଇଛି। ଏବେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଇମ୍ରାନଙ୍କ ନାମ ନ ନେଇ…
କଂଗ୍ରେସ ସରକାର ସମୟରେ ପାକିସ୍ତାନ ଲଗାତାର କରୁଥିଲା ଆତଙ୍କବାଦୀ ଆକ୍ରମଣ…
ନୂଆଦିଲ୍ଲୀ, ୨୩।୮ : କେନ୍ଦ୍ରରେ କଂଗ୍ରେସ ସରକାର ବହୁବର୍ଷ ଧରି ରହିଥିଲେ। ଏହି ସମୟରେ ପାକିସ୍ତାନ ନିଜ ଇଛା ଅନୁସାରେ ଯେବେ ଚାହୁଁଥିଲା ଲଗାତାର ଆତଙ୍କବାଦୀ ଆକ୍ରମଣ କରୁଥିଲା ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଅଭିଯୋଗ କରିଛନ୍ତି। ମଙ୍ଗଳବାର ଦିଲ୍ଲୀରେ…
ରାହୁଲଙ୍କୁ ବାଧ୍ୟ କରି ପାରିବୁ ନାହିଁ, କଂଗ୍ରେସ ଅଧ୍ୟକ୍ଷ ନେଇ ଦିଗବିଜୟଙ୍କ ଉତ୍ତର…
ନୂଆଦିଲ୍ଲୀ, ୨୩।୮ : କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରିବା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଦଳର ନୂତନ ଅଧ୍ୟକ୍ଷ ହେବାକୁ ବାଧ୍ୟ କରାଯାଇ ପାରିବ…
ଏଏପି ପାଖରେ ଯଦି ଅଫର ରେକର୍ଡିଂ ଅଛି ତେବେ ଭାଜପାର ପର୍ଦ୍ଦାଫାଶ୍ କରାଯାଉ, କହିଲା ଏନସିପି…
ନୂଆଦିଲ୍ଲୀ, ୨୩।୮ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଭାଜପା ପକ୍ଷରୁ ଦିଆଯାଇଥିବା ଅଫରକୁ ନେଇ ରାଜନୈତିକସ୍ତରରେ କାଦୁଅ ଫିଙ୍ଗା ଜାରି ରହିଛି। ମଙ୍ଗଳବାର ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି କହିଛି ଯେ, ଯଦି ଏଏପି ପାଖରେ ଏହି ଅଫର ରେକର୍ଡିଂ…
Archives


