୬୬ ହଜାର ତଳେ ସକ୍ରିୟ ମାମଲା, ଦୈନିକ ସଂକ୍ରମଣ ୩ ହଜାରରୁ କମ୍…
ନୂଆଦିଲ୍ଲୀ, ୩୦।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬୬ ହଜାର…
କଂଗ୍ରେସକୁ ବଡ଼ ଝଟ୍କା: ଜମ୍ମୁ-କଶ୍ମୀରରେ ୬୪ନେତାଙ୍କ ସମୂହ ଇସ୍ତଫା
ଶ୍ରୀନଗର,୩୦।୮: ଜମ୍ମୁ-କଶ୍ମୀର କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି। ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଜମ୍ମୁ-କଶ୍ମୀରରେ କଂଗ୍ରେସର ଏକାଧିକ ନେତା ଏକାସାଙ୍ଗରେ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ରାଜ୍ୟର ୬୪ଜଣ ନେତା ଆଜାଦଙ୍କ ଉପସ୍ଥିତିରେ ସମୂହ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଇସ୍ତଫା…
ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ
ନୂଆଦିଲ୍ଲୀ,୩୦।୮: ଭାରତର ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ ଗୌତମ ଆଦାନୀ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଫ୍ରାନ୍ସର ବ୍ୟବସାୟୀ ବର୍ନାର୍ଡ ଆର୍ନାଲ୍ଟଙ୍କୁ ସେ ପଛରେ ପକାଇ ଦେଇଛନ୍ତି ଏହି ସ୍ଥାନ ହାସଲ କରିଛନ୍ତି। ଗୌତମ ଆଦାନୀ ହେଉଛନ୍ତି ପ୍ରଥମ ଏସୀୟ ବ୍ୟକ୍ତି…
ଚାଇନାକୁ ପୁଣି ଫେରିଲା କରୋନା ମହାମାରୀ, ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରୋନିକ ମାର୍କେଟ ଅସ୍ଥାୟୀ ଭାବେ ବନ୍ଦ
ବେଜିଂ,୩୦ ।୮: ପୁଣିଥରେ ଚାଇନାରେ କରୋନା ମହାମାରୀ ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଶେନଝେନର ହୁଆକିୟାଂଗବେଇ ସ୍ଥିତ ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରୋନିକ ରିଟେଲ ମାର୍କେଟକୁ ୪ ଦିନ ପାଇଁ ଲକଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି…
ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆଓ୍ବାର୍ଡ
ଭୁବନେଶ୍ୱର,୩୦ା୮(ବ୍ୟୁରୋ):ସଫଳ ଓ ଉଲ୍ଲେଖନୀୟ ନେତୃତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆଓ୍ବାର୍ଡ ମିଳିବ। ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ କ୍ୟାପିଟାଲ୍ ଫାଉଣ୍ଡେଶନ ପକ୍ଷରୁ ଏହି ଆଓ୍ବାର୍ଡରେ ସମ୍ମାନିତ କରାଯିବ। ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ୍.ଭି.…
ଆତ୍ମହତ୍ୟା: ଦିନମଜୁରିଆ ଆଗରେ
ନୂଆଦିଲ୍ଲୀ, ୩୦ା୮:ଗତ କିଛି ବର୍ଷ ଭଳି ୨୦୨୧ରେ ଦେଶରେ ଆତ୍ମହତ୍ୟା ବୃଦ୍ଧିପାଇଛି। ପାରିବାରିକ ସମସ୍ୟା, ଅସୁସ୍ଥତା ଦୁଇଟି ପ୍ରମୁଖ କାରଣ ହୋଇଥିବାବେଳେ ବୃତ୍ତି ଓ ପେସାଗତ ସମସ୍ୟା ଜନିତ ଆତ୍ମହତ୍ୟା ଚିନ୍ତାଜନକ ରହିଛି। କାରଣ ମହାମାରୀ କରୋନା ଯୋଗୁ ଆର୍ଥିକ ସ୍ଥିତ…
୧୩୭ ବର୍ଷରେ ୫୬ ନେତା ସମ୍ଭାଳିଛନ୍ତି ଦାୟିତ୍ୱ: ପରବର୍ତ୍ତୀ ଅଧ୍ୟକ୍ଷ ରେସ୍ରେ ରହିଛି ଏମାନଙ୍କ ନାମ
xନୂଆଦିଲ୍ଲୀ,୨୯।୮: କଂଗ୍ରେସରେ ଜାରି ରହିଥିବା ରାଜନୈତିକ ଅଶାନ୍ତି ମଧ୍ୟରେ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ସୋମବାର କାର୍ଯ୍ୟସୂଚୀ ଜାରି କରାଯାଇଛି। ଅକ୍ଟୋବର ୧୭ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ୧୯ରେ ଫଳାଫଳ ଆସିବ। ତେବେ ନିର୍ବାଚନ ପାଇଁ ସେପ୍ଟେମ୍ବର ୨୨ରେ…
ଚଳିତବର୍ଷ ଦୀପାବଳିରେ ଆରମ୍ଭ ହେବ ଜିଓ ୫ଜି ସେବା
ମୁମ୍ବାଇ,୨୯।୮: ଦେଶରେ ସ୍ମାର୍ଟଫୋନ ଓ ଇଣ୍ଟରନେଟ ବ୍ୟବହାରକାରୀମାନଙ୍କ ପାଇଁ ଖୁସିଖବର। ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ସଭାରେ ୫ଜି ସେବା ଆରମ୍ଭ ବିଷୟରେ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି। ମୁକେଶ ଅମ୍ବାନୀ କହିଛନ୍ତି, ଚଳିତବର୍ଷ ଦୀପାବଳିରେ ଜିଓ…
ଉପରାଜ୍ୟପାଳଙ୍କ ଦ୍ୱାରା ହୋଇଛି ୧୪୦୦ କୋଟି ଦୁର୍ନୀତି, ଏଏପି ବିଧାୟକଙ୍କ ଅଭିଯୋଗ…
ନୂଆଦିଲ୍ଲୀ, ୨୯।୮ : ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଦୁର୍ଗେଶ ପାଠକ ଦିଲ୍ଲୀର ଉପରାଜ୍ୟପାଳି ବିନୟ କୁମାର ସାକ୍ସେନାଙ୍କ ବିରୋଧରେ ୧୪୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି। ବିଧାନସଭାରେ ସେ ଦାବି କରିଛନ୍ତି ଯେ ବିମୁଦ୍ରୀକରଣ ସମୟରେ ଖଦୀ…
ଲିଭ୍ଇନ୍-ସମଲିଙ୍ଗୀ ସମ୍ପର୍କ ମଧ୍ୟ ପରିବାର, ସୁପ୍ରିମ୍କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ…
ନୂଆଦିଲ୍ଲୀ, ୨୯।୮ : ସୁପ୍ରିମକୋର୍ଟ କହିଛନ୍ତି ଯେ ପାରିବାରିକ ସମ୍ପର୍କ ଘରୋଇ, ଅବିବାହିତଙ୍କ ସହିତ ଜୀବନ କିମ୍ବା ସମଲିଙ୍ଗୀ ସମ୍ପର୍କ ହୋଇପାରେ। ଏଥି ସହିତ, ଏହା ପରିବାରର ଅଭିବ୍ୟକ୍ତି ପରିବାର ସମ୍ବନ୍ଧୀୟ ପାରମ୍ପାରିକ ବ୍ୟବସ୍ଥା ଭଳି ବାସ୍ତବ ବୋଲି କୋର୍ଟ ଦର୍ଶାଇଛନ୍ତି।…
ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେଉଛନ୍ତି ସରକାରୀ ବିଭାଗ, ସିଭିସି ରିପୋର୍ଟ ନେଇ ହୋଇନି କାର୍ଯ୍ୟାନୁଷ୍ଠାନ…
ନୂଆଦିଲ୍ଲୀ, ୨୯।୮ : ସରକାରୀ ବିଭାଗ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି ବୋଲି ଏକ ସରକାରୀ ରିପୋର୍ଟରୁ ଜଣାପଡିଛି। ଏହି ବିଭାଗଗୁଡ଼ିକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ପରାମର୍ଶକୁ ଅନୁସରଣ କରିନାହାଁନ୍ତି।…
ଘର ଲୋକେ ଘର ଛାଡ଼ିବାକୁ ବାଧ୍ୟ କଲେ, ବର୍ତ୍ତମାନ କଂଗ୍ରେସରେ ଡାକ୍ତର ଜଣେ କମ୍ପାଉଣ୍ଡର, ଗୁଲାମ ନବୀ ବଖାଣିଲେ ଅନ୍ତର ବ୍ୟଥା…
ନୂଆଦିଲ୍ଲୀ, ୨୯।୮ : କଂଗ୍ରେସ ଛାଡିବା ପରେ ଗୁଲାମ ନବୀ ଆଜାଦ ପୁଣି ଥରେ ଗଣମାଧ୍ୟମ ସହ କଥା ହୋଇଛନ୍ତି। ଏହି ସମୟରେ ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର ଦେଇଥିଲେ। ସେ କହିଛନ୍ତି ଯେ ଘର ଲୋକେ ତାଙ୍କୁ…
Archives


