ବିହାର ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍…
ପାଟନା, ୩୧।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗୁରୁବାର ବିହାରର ରାଜଧାନୀ ପାଟନା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୨୦୨୦ ମସିହାରେ ଗାଲୱାନ ଉପତ୍ୟକାରେ ସହିଦ ହୋଇଥିବା ୧୯ ଜଣ ଭାରତୀୟ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ…
ଭାରତ-ଫ୍ରାନ୍ସ ରଣନୀତିକ ଚୁକ୍ତି ନେଇ ଆଲୋଚନା…
ନୂଆଦିଲ୍ଲୀ/ପ୍ୟାରିସ, ୩୧।୮ : ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରଣନୀତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ପାଇଁ ମଙ୍ଗଳବାର ପ୍ୟାରିସରେ ଏକ ଆଲୋଚନା ହୋଇଥିଲା। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏଜେଣ୍ଡା ସହିତ ପାରସ୍ପରିକ ସ୍ବାର୍ଥର କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ…
ଗର୍ଭାଶୟ କର୍କଟ ପାଇଁ ପ୍ରଥମ ସ୍ବଦେଶୀ ଟିକାର ଗୁରୁବାର ଶୁଭାରମ୍ଭ…
ନୂଆଦିଲ୍ଲୀ, ୩୧।୮ : ଗର୍ଭାଶୟ କର୍କଟ ବିରୋଧରେ ଭାରତ ପ୍ରଥମ ସ୍ବଦେଶୀ ଟିକା ପାଇବାକୁ ଯାଉଛି। ଏହା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ଦ୍ୱାରା ସେପ୍ଟେମ୍ବର ୧ରେ ଶୁଭାରମ୍ଭ ହେବ। ସରକାରୀ ସୂତ୍ର ଅନୁଯାୟୀ, ଭାରତର ପ୍ରଥମ…
ଚିନୁକ୍ ହେଲିକପ୍ଟର ଇଞ୍ଜିନରେ ନିଆଁ ଲାଗିବା ଆଶଙ୍କା, ବୋଇଙ୍ଗ୍ କମ୍ପାନୀକୁ ଜବାବ ମାଗିଲା ଭାରତ…
ନୂଆଦିଲ୍ଲୀ, ୩୧।୮ : ଭାରତୀୟ ସେନାର ବଡ ଶକ୍ତି କୁହାଯାଉଥିବା ଚିନୁକ୍ ହେଲିକପ୍ଟର ବିଷୟରେ ଏକ ବଡ଼ ଖବର ଆସିଛି। ଆମେରିକାର ସେନା ସମସ୍ତ ଚିନୁକ୍ ହେଲିକପ୍ଟରକୁ ଏହାର ସେନାର କୌଣସି ଅପରେଶନ କିମ୍ବା ଟ୍ରେନିଂରେ ବ୍ୟବହୃତ ନ କରିବାକୁ ନିଷ୍ପତ୍ତି…
ଧ୍ୟାନ ହଟାଇବା ଲାଗି ଏଏପି କରିଛି ଯୋଜନା, ୭ ଭାଜପା ଏମ୍ପି ଉପରାଜ୍ୟପାଳଙ୍କୁ ଲେଖିଲେ ଚିଠି…
ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀର ୭ ଜଣ ଭାଜପା ଏମ୍ପି ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଡିଆଙ୍କ ଭାଜପା ବିଧାୟକ କିଣିବା ଅଭିଯୋଗ ମଦ ନୀତି ବିବାଦରୁ…
ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରୁଛି ଭାଜପା, ଅପରେଶନ ଲୋଟସରେ କିଣା ହୋଇଛନ୍ତି ୨୭୭ ବିଧାୟକ, ଏଏପିର ଅଭିଯୋଗ…
ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀର ମଦ ନୀତିକୁ ନେଇ ଏଏପି ଏବଂ ଭାଜପା ମଧ୍ୟରେ ଆରମ୍ଭ ହୋଇଥିବା ଆରୋପ ପ୍ରତ୍ୟାରୋପ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ତଥା ମୁଖପାତ୍ର ଆତିଶି ମାର୍ଲେନା ଏକ ଗଣମାଧ୍ୟମ ସମ୍ମିଳନୀରେ…
ଭୋଟର ତାଲିକା ବିନା କିଭଳି ହେବ ନିରପେକ୍ଷ ଅଧ୍ୟକ୍ଷ ନିର୍ବାଚନ, ମନୀଷ ତିଓ୍ବାରୀଙ୍କ ପ୍ରଶ୍ନ …
ନୂଆଦିଲ୍ଲୀ, ୩୧।୮ : କଂଗ୍ରେସର ବରିଷ୍ଠ ତଥା ଅସନ୍ତୁଷ୍ଟ ଜି-୨୩ର ସଦସ୍ୟ ମନୀଷ ତିୱାରୀ ଦଳର ଅଧ୍ୟକ୍ଷ ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଭୋଟର ତାଲିକା ବିନା କିପରି ନିର୍ବାଚନ ନିରପେକ୍ଷ ହେବ? ନିରପେକ୍ଷ ନିର୍ବାଚନ…
ଥମୁଛି କରୋନା…
ନୂଆଦିଲ୍ଲୀ, ୩୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬୫ ହଜାର ତଳେ…
ତାଜମହଲ ନାମ ପରିବର୍ତ୍ତନ ପାଇଁ ଆଗତ ହେବ ପ୍ରସ୍ତାବ…
ଆଗ୍ରା, ୩୧।୮ : ତାଜମହଲର ନାମ ତେଜୋ ମହଲକୁ ପରିବର୍ତ୍ତନ ପାଇଁ ଏକ ପ୍ରସ୍ତାବ ଆଗ୍ରା ମ୍ୟୁନିସିପାଲ କର୍ପୋରେଶନରେ ବୁଧବାର ଅଣାଯିବ। ଗତ ସାଢ଼େ ଚାରି ବର୍ଷ ମଧ୍ୟରେ ଆଗ୍ରାର ୮୦ ରୁ ଅଧିକ ରାସ୍ତା ଏବଂ ଛକର ନାମ ବଦଳା…
ହୁବଲି ଇଦଗାହ ପଡ଼ିଆରେ ଗଣେଶ ଉତ୍ସବ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…
ବେଙ୍ଗାଲୁରୁ, ୩୧।୮ : କର୍ନାଟକ ହାଇକୋର୍ଟ ହୁବଲି-ଧାରୱାଡର ଇଦଗାହ ପଡ଼ିଆରେ ଗଣେଶ ଉତ୍ସବକୁ ଅନୁମତି ଦେବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଧାର୍ମିକ କାର୍ଯ୍ୟକୁ ଅନୁମତି ନଦେବାକୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଗଣେଶ ପ୍ରତିମା ସ୍ଥାପନ ପାଇଁ ପ୍ରସ୍ତୁତି ଚାଲିଛି।…
ଆଇନ ମନ୍ତ୍ରୀଙ୍କଠାରୁ ଦାୟିତ୍ୱ ଛଡ଼ାଇ ନେଲେ ନୀତୀଶ…
ପାଟନା,୩୧।୮ : ବିହାରରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅପହରଣ ଅଭିଯୋଗରେ ଘେରି ରହିଥିବା କାର୍ତ୍ତିକେୟ ସିଂଙ୍କ ଠାରୁ ଆଇନ ମନ୍ତ୍ରଣାଳୟର ଦାୟିତ୍ୱ ଛଡ଼ାଇ ନେଇଛନ୍ତି। ବର୍ତ୍ତମାନ ସେ ଆଖୁ ଏବଂ ଶିଳ୍ପ ବିଭାଗରେ କାର୍ଯ୍ୟ କରିବେ।…
ସାବତ ବାପା ନିଜର କର୍ତ୍ତବ୍ୟ ପାଳନ କଲେ ପୁତ୍ର ଦାୟିତ୍ୱ ପାଳନକୁ ମନା କରିପାରିବେ ନାହିଁ, ହାଇକୋର୍ଟ…
କୋଲକାତା, ୩୦।୮ : ଏକ ମାମଲାର ବିଚାର କରି କୋଲକାତା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଯଦି ସାବତ ବାପା ପୁତ୍ରଙ୍କ ପ୍ରତି ନିଜର କର୍ତ୍ତବ୍ୟ ସୂଚାରୁ ରୂପେ ପାଳନ କରିଥାନ୍ତି। ତେବେ ସେଭଳି କ୍ଷେତ୍ରରେ ସାବତ ପୁତ୍ର ପିତାଙ୍କ…
Archives


