Home Middle

ଉର୍ମିଳାଙ୍କ ଏମ୍‌ଏଲସି ହେବାରେ ବାଧା,ଉଦ୍ଧବଙ୍କ ସୁପାରିଶକୁ ଶିନ୍ଦେଙ୍କ ବିରୋଧ…

ମୁମ୍ବାଇ, ୪।୯ : ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ଏମଏଲସି ହେବାର ସ୍ବପ୍ନ ଭାଙ୍ଗିବାକୁ ଯାଉଛି। ଏନେଇ ଏବେ ବାଧା ଉପୁଜିଛି। ଏହାର କାରଣ ହେଉଛି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ଏକ ଚିଠି ପଠାଇଛନ୍ତି…

ମମତାଙ୍କ ବିରୋଧରେ କହିଲେ ପିଠିରେ ମାଡ଼ ଖାଇବାକୁ ପ୍ରସ୍ତୁତ ରୁହ, ଟିଏମ୍‌ସି ଏମ୍‌ପିଙ୍କ ବିବାଦୀୟ ମନ୍ତବ୍ୟ…

କୋଲକାତା,୪।୯ : ତୃଣମୂଳ କଂଗ୍ରେସ(ଟିଏମସି) ଏମ୍‌ପି ସୌଗତ ରାୟ ପୁଣି ଥରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନ କହିବାକୁ ବିରୋଧୀ ଦଳର ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ଏହା ସତ୍ତ୍ୱେ…

ସକ୍ରିୟ ମାମଲା-ଦୈନିକ ସଂକ୍ରମଣ ତଳ ମୁହାଁ…

ନୂଆଦିଲ୍ଲୀ, ୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫୬ ହଜାର ତଳେ…

ପାକିସ୍ତାନରେ ଗୃହ ଯୁଦ୍ଧ ପରିସ୍ଥିତି , ୫୦ ଲକ୍ଷ କୋଟି ଋଣ, ପ୍ରାକୃତିକ ବିପର୍ଯ୍ୟୟ ପରେ ଅଣ୍ଟା ଭାଙ୍ଗିଦେଉଛି ବର୍ଦ୍ଧିତ ଦରଦାମ

ଇସଲାମାବାଦ,୪ ।୯: ପାକିସ୍ତାନରେ ୪୭ ବର୍ଷ ମଧ୍ୟରେ ଏବେ ସବୁଠାରୁ ଭୟଙ୍କର ବନ୍ୟା ଆସିଛି । ରିପୋର୍ଟରେ କୁହଯାଇଛି କି ଦେଶର ଏକ ତୃତିୟାଂଶ ଭାଗ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଏନଡିଏମଏ) ଅନୁଯାୟୀ,…

ଦିଲ୍ଲୀରେ ପୁରସ୍କାର, ବଲଣ୍ଡାରେ ତିରସ୍କାର

ତାଳଚେର, ୪।୯: ୬୨ ବର୍ଷ ତଳେ ୪୧୧ ପରିବାରର ପୈତୃକ ଜମି ନିଆଗଲା। ପରେ ବାସଗୃହ ଅଧିଗ୍ରହଣ କରି ପ୍ରଥମ ଖଣି ଖୋଳାଗଲା। କୋଇଲା ଶେଷ ହୋଇଯିବାରୁ ୧୬ ବର୍ଷ ହେଲା ଖନନ ବନ୍ଦ ହେଲାଣି। ହେଲେ ଖଣି ପାଇଁ ବାସ…

ସୁରକ୍ଷିତ ଭାବେ ଅବତରଣ କଲା ହାଇଜାକ୍ ହୋଇଥିବା ବିମାନ, ପାଇଲଟ ଗିରଫ

ୱାଶିଂଟନ,୪ ।୯: ଆମେରିକାର ମିସିସିପି ରାଜ୍ୟରେ ଜଣେ ପାଇଲଟ ଏକ ବିମାନକୁ ଜାଣିଶୁଣି ଦୁର୍ଘଟଣା ଘଟାଇବାକୁ ଧମକ ଦେବା ପରେ ସମସ୍ତେ ଅସ୍ତବ୍ୟସ୍ତ ହୋଇଯାଇଥିଲେ । କିଛି ଘଣ୍ଟା ପରେ ଗଭର୍ନର ଟେଟେ ରିଭସ୍ ଏକ ଆଶ୍ୱସ୍ତିକର ଖବର ଦେଇ କହିଛନ୍ତି,…

ଗାନ୍ଧୀ-ମଣ୍ଡେଲା ଭିତ୍ତି ଚିତ୍ର ଲୋକାର୍ପିତ…

କେପ୍‌ଟାଉନ୍‌, ୩।୯ : ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀ, ନେଲସନ୍‌ ମଣ୍ଡେଲା, ଦେଶମଣ୍ଡ୍‌ ଟୁଟୁ, ଅହମଦ କଥରାଡା ଏବଂ ଅନ୍ୟ ନେତାଙ୍କ ଭିତ୍ତି ଚିତ୍ର କାନ୍ଥରେ ଲୋକାର୍ପିତ କରାଯାଇଛି। ଏହାକୁ ମୂଳ ଭାରତୀୟ ଚିତ୍ରକର ନନ୍ଦା ସୋବେନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।…

ପ୍ରଳୟଙ୍କରୀ ବନ୍ୟା, ଅନ୍ତର୍ଜାତୀୟସ୍ତରରେ ସହାୟତା ଲୋଡ଼ିଲା ପାକିସ୍ତାନ, ମୃତ୍ୟୁ ସଂଖ୍ୟା ୧,୨୬୫ ଛୁଇଁଲା..

ଇସଲାମାବାଦ, ୩।୯ : ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ପାକିସ୍ତାନ ଶନିବାର ଅନ୍ତର୍ଜାତୀୟସ୍ତରରେ ସହାୟତା ଲୋଡ଼ିଛି। ଏହା ସହିତ ପାକିସ୍ତାନ ଆଶା ପ୍ରକାଶ କରିଛି ଯେ, ଅନ୍ତର୍ଜାତୀୟସ୍ତରରୁ ଦେଶକୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ଇତିମଧ୍ୟରେ…

ଦ୍ୱିତୀୟ ଥର ବିଫଳ ହେଲା ନାସାର ଚନ୍ଦ୍ର ମିଶନ…

ଓ୍ବାଶିଂଟନ, ୩।୯ : କ୍ରମାଗତ ଦ୍ୱିତୀୟଥର ପାଇଁ ନାସାର ଚନ୍ଦ୍ର ମିଶନ ବିଫଳ ହୋଇଛି। ରକେଟ ଇଞ୍ଜିନରେ କେତେକ ତ୍ରୁଟି ଯୋଗୁ ଶେଷ ମୁହୁର୍ତ୍ତରେ ମିଶନକୁ ବନ୍ଦ କରି ଦିଆଯାଇଛି। ଇଞ୍ଜିନରୁ ଇନ୍ଧନ ଲିକ୍‌ ହେଉଥିବା ଜଣାପଡ଼ିବା ପରେ ଏଭଳି ନିଷ୍ପତ୍ତି…

ଲୋକଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି କେନ୍ଦ୍ର ସରକାର, କଂଗ୍ରେସର ଅଭିଯୋଗ, ରବିବାର ହଲ୍ଲାବୋଲ ରାଲି…

ନୂଆଦିଲ୍ଲୀ, ୩।୯ : ଦରଦାମ ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଛି। ଶନିବାର କଂଗ୍ରେସ ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାର ଲୋକଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି। କଂଗ୍ରେସ ସାଂଗଠନିକ ମହାସଚିବ କେ.ସି.ବେଣୁଗୋପାଳ କହିଛନ୍ତି ତାଙ୍କ ଦଳ…

ଏକଜୁଟ ହେଲେ ଭାଜପା ପାଇବନି ଗୋଟିଏ ବି ସିଟ୍‌, ସରପଞ୍ଚଙ୍କୁ କେଜରିଓ୍ବାଲଙ୍କ ପରାମର୍ଶ…

ଅହମଦାବାଦ, ୩।୯ : ଗୁଜରାଟର ସୁରେନ୍ଦ୍ର ନଗରରେ ସରପଞ୍ଚଙ୍କ ସହ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ସାକ୍ଷାତ୍‌ କରିଛନ୍ତି। ସେ କହିଛନ୍ତି ଯେ ଆଜି ସମସ୍ତ ସରପଞ୍ଚ ଏବଂ ଭିସି ଏଠାରେ ଅଛନ୍ତି। ଯଦି ସେମାନେ ଏକଜୁଟ…

୨୦୨୯ ସୁଦ୍ଧା ଭାରତ ହେବ ପୃଥିବୀର ତୃତୀୟ ବୃହତ୍‌ ଅର୍ଥବ୍ୟବସ୍ଥା: ଏସବିଆଇ ରିପୋର୍ଟ…

ନୂଆଦିଲ୍ଲୀ, ୩।୯ : ଭାରତ ୨୦୨୯ ସୁଦ୍ଧା ପୃଥିବୀର ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥାଭାବରେ ଉଭା ହୋଇପାରେ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅର୍ଥନୈତିକ ଅନୁସନ୍ଧାନ ବିଭାଗର ଏକ ଅନୁସନ୍ଧାନ ରିପୋର୍ଟରେ ଏହା ଦାବି କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୧୪ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri