Home Middle

୪ ଦଫା ଦାବିରେ ଆଶାକର୍ମୀଙ୍କ ଗଣଧାରଣା

ହିଞ୍ଜିଳିକାଟୁ,୩ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଓ ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ଶନିବାର ବିକ୍ଷୋଭ ଓ ଗଣଧାରଣା କରାଯାଇଛି। ଭାରତୀୟ ମଜଦୂର ସଂଘ ଡାକରାରେ ୪ ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବ୍ଲକ ଆଶାକର୍ମୀ ସଂଘ…

ନାମ ବଦଳାଇବା ପାଇଁ ନିର୍ଦ୍ଦେଶ ଜାରି କଲେ ଏକଛତ୍ରବାଦୀ ଶାସକ କିମ୍‌…

ପ୍ୟୋଙ୍ଗୟାଙ୍ଗ,୩।୧୨ : ଉତ୍ତର କୋରିଆର ସର୍ବୋଚ୍ଚ ନେତା ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ବର୍ତ୍ତମାନ ଦେଶରେ ପିଲାମାନଙ୍କର ନାମକରଣ ଉପରେ କଟକଣା ଲଗାଇଛନ୍ତି। କିମ ଜୋଙ୍ଗ ନିର୍ଦ୍ଦେଶ ଦେଇଛନ୍ତି ଯେ ପିଲାମାନଙ୍କର ଏପରି ନାମକରଣ କରାଯିବା ଉଚିତ ନୁହେଁ ଯାହା…

ଭାରତରେ ୨ ପ୍ରତିଶତରୁ ଅଧିକ ଜନସଂଖ୍ୟା ବିଦ୍ୟାଙ୍ଗ, ସେମାନଙ୍କୁ ମିଳୁ ଶିକ୍ଷା-ରୋଜଗାର ସୁଯୋଗ: ରାଷ୍ଟ୍ରପତି…

ନୂଆଦିଲ୍ଲୀ,୩।୧୨ : ବିଦ୍ୟାଙ୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ଉପରେ ଅଧିକ ଗୁରୁତ୍ୱ ଦେବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଶନିବାର ସେ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଭାଷା ପ୍ରତିବନ୍ଧକକୁ ହଟାଇବା ଏବଂ ବିଦ୍ୟାଙ୍ଗମାନଙ୍କ ପାଇଁ ଶିକ୍ଷାକୁ ଅଧିକ ସୁଗମ…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୩ା୧୨: ଇଣ୍ଡୋନେସିଆରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଶନିବାର ଦେଶର ପଶ୍ଚିମ ଜାଭା ଅଞ୍ଚଳରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ୬.୪ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୧୮ କିଲୋମିଟର ଗଭୀରରେ ଅବସ୍ଥିତ। ଦେଶର ଜିଓଫିଜିକ୍ସ ଏଜେନ୍ସି ବିଏମ୍‌କେଜି ଦ୍ୱାରା…

ରାଜ୍ୟପାଳଙ୍କ ପାଇଁ ଯୋଗ୍ୟତା ମାନଦଣ୍ଡ ହେବା ଜରୁରୀ : ଉଦ୍ଧବ…

ମୁମ୍ବାଇ,୩।୧୨ : ଅନେକ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦ ବନ୍ଦ ହେବାର ନା ଧରୁନି। ତାମିଲନାଡୁରୁ ରାଜ୍ୟପାଳଙ୍କୁ ହଟାଇବାକୁ ଦାବି ହେଉଛି ଏବଂ କେରଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠିଛି। ଏଥି ସହିତ ମହାରାଷ୍ଟ୍ରର ପୂର୍ବତନ…

୨୦୪୭ ସୁଦ୍ଧା ଭାରତୀୟ ନୌସେନା ହେବ ଆତ୍ମନିର୍ଭର : ନୌସେନା ପ୍ରମୁଖ…

ନୂଆଦିଲ୍ଲୀ,୩।୧୨ : ନୌସେନା ଦିବସର ଗୋଟିଏ ଦିନ ପୂର୍ବରୁ ଭାରତୀୟ ନୌସେନାର ବାର୍ଷିକ ଗଣମାଧ୍ୟମ ସମ୍ମିଳନୀକୁ ଶନିବାର ରାଜଧାନୀ ଦିଲ୍ଲୀରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଆଇଏନଏସ ବିକ୍ରାନ୍ତର କମିଶନକୁ ଐତିହାସିକ…

ଏମ୍ସ ସର୍ଭର ହ୍ୟାକ ଏକ ଆତଙ୍କବାଦୀ ଷଡ଼ଯନ୍ତ୍ର : ପୂର୍ବତନ ଦିଲ୍ଲୀ ଡିସିପି…

ନୂଆଦିଲ୍ଲୀ,୩।୧୨ : ଦିଲ୍ଲୀ ଏମ୍ସ ସର୍ଭର ଉପରେ ହୋଇଥିବା ସାଇବର ଆକ୍ରମଣକୁ ଇତିମଧ୍ୟରେ ୧୦ ଦିନ ବିତିଛି। ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକୁ ଏହା ଚିନ୍ତାରେ ପକାଇ ଦେଇଛି। ଇତିହାସରେ ପ୍ରଥମ ଥର ପାଇଁ ଏହା ଘଟିଛି ଯେତେବେଳେ ଦେଶର ଏତେ ବଡ…

ଭାରତ ଯୁଦ୍ଧ-ହିଂସାକୁ କେବେ ମଧ୍ୟ ସମର୍ଥନ କରେ ନାହିଁ : ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୩।୧୨ : ଭାରତ ଅନ୍ୟ ଦେଶର କୌଣସି ଅନିଷ୍ଟ କରେ ନାହିଁ କିମ୍ବା ସମସ୍ୟା ସୃଷ୍ଟି କରୁଥିବା ଲୋକଙ୍କୁ ସୁରକ୍ଷା ଦିଏ ନାହିଁ। ଭାରତ ଯୁଦ୍ଧ ଏବଂ ହିଂସା ସପକ୍ଷରେ ନାହିଁ। ତଥାପି, ଏହା ଅନ୍ୟାୟ ଏବଂ ଅତ୍ୟାଚାର ପ୍ରତି ନିରପେକ୍ଷ…

ଆଣବିକ ଯୁଦ୍ଧ ମୁହାଁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ…

ମସ୍କୋ/କ୍ୱିଭ,୩।୧୨ : ଗତ ୧୦ ମାସ ଧରି ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାର ଆଶଙ୍କା ଏବେ ବୃଦ୍ଧି ପାଇଛି। ୟୁକ୍ରେନ ସେନା ଦାବି କରିଛି ଯେ ରୁଷିଆ ବର୍ତ୍ତମାନ ଆଣବିକ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଛି।…

ପାକିସ୍ତାନ ଦୂତାବାସ ଆକ୍ରମଣ ମାମଲା : ଜବାବ ତଲବ ପରେ ଆଫଗାନ ରାଷ୍ଟ୍ରଦୂତ ହାଜର…

ଇସଲାମାବାଦ,୩।୧୨ : କାବୁଲରେ ଥିବା ପାକିସ୍ତାନ ଦୂତାବାସ ଉପରେ ହୋଇଥିବା ଆକ୍ରମଣକୁ ନେଇ ଇସଲାମାବାଦରେ ଆଫଗାନିସ୍ତାନ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ କରିଥିଲା। ପରେ ସେ ହାଜର ହୋଇଥିଲେ। କାବୁଲରେ ଏହାର ମିଶନ ପ୍ରମୁଖଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପାକିସ୍ତାନ ସରକାର…

ପୃଥିବୀକୁ ଧ୍ୱଂସ କରିଦେବ ବି-୨୧ ରାଡାର ଯୁଦ୍ଧ ବିମାନ…

ଓ୍ବାଶିଂଟନ,୩।୧୨ : ବିଶ୍ୱର ସବୁଠାରୁ ବିପଜ୍ଜନକ ଏବଂ ଉନ୍ନତ ବିମାନ ବି -୨୧ ରାଇଡର ଆମେରିକାର ବାୟୁସେନାରେ ଯୋଗ ଦେଇଛି। ଫ୍ରାନ୍ସର ସବୁଠାରୁ ଆଧୁନିକ ଯୁଦ୍ଧ ବିମାନ ରାଫାଲ ଅଧିକ ବିକଶିତ। ଏହି ବିମାନଟି ଡିସେମ୍ବର ୨ ରେ ଲଞ୍ଚ କରାଯାଇଥିଲା।…

ସକ୍ରିୟ ମାମଲା ୫ ହଜାର ତଳେ…

ନୂଆଦିଲ୍ଲୀ, ୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଦୈନିକ ସଂକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?