ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୮୯ ମୃତ, ବହୁ ନିଖୋଜ …
ଦାମାସକସ, ୨୪।୯ : ସିରିଆ ଉପକୂଳରେ ମଝି ସମୁଦ୍ରରେ ଏକ ଡଙ୍ଗା ଓଲଟି ପଡ଼ିଛି। ଏହି ଡଙ୍ଗା ବୁଡ଼ି ଘଟଣାରେ ଏପର୍ଯ୍ୟନ୍ତ ୮୯ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ବହୁ ଲୋକ ଏବେ ବି ନିଖୋଜ ଅଛନ୍ତି। ତେଣୁ ମୃତକଙ୍କ…
ମଇଳା ଉଠାଇବାରେ ୮୪ କୋଟିର ଦୁର୍ନୀତି, ଭାଜପାକୁ ଘେରିଲା ଏଏପି…
ନୂଆଦିଲ୍ଲୀ, ୨୪।୯ : ଆମ ଆଦମୀ ପାର୍ଟି ପକ୍ଷରୁ ଭାଜପା ବିରୋଧରେ ଦିଲ୍ଲୀ ଏମସିଡିରେ ଭ୍ରଷ୍ଟାଚାର ଅଭିଯୋଗ ଅଣାଯାଇଛି। ଏଏପିର ଏମସିଡି ଦାୟିତ୍ୱରେ ଥିବା ଦୁର୍ଗେଶ ପାଠକ କହିଛନ୍ତି ଯେ ମୁଁ ଭାଜପାର ଏମସିଡି ଦୁର୍ନୀତିର ପର୍ଦ୍ଦାଫାଶ୍ କରୁଛି। ମୋ ପାଖକୁ…
‘ମୋ ଦୃଷ୍ଟିରେ ଦୁନିଆ ଏକ ପରିବାର’
ନ୍ୟୁୟର୍କ,୨୪ା୯: ମିଳିତ ଜାତିସଂଘର ସାଧାରଣ ସଭାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଅଷ୍ଟାଦଶ ଶତାବ୍ଦୀରେ ଭାରତ ବିଶ୍ୱର ମୋଟ୍ ଅର୍ଥନୀତିର ଏକ ଚତୁର୍ଥାଂଶ ଥିଲା, କିନ୍ତୁ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଦାସତ୍ୱ ହେତୁ…
ଅପରେଶନ ମେଘଚକ୍ର, ୨୦ ରାଜ୍ୟର ୫୬ ଅଞ୍ଚଳରେ ସିବିଆଇ ଚଢ଼ାଉ…
ନୂଆଦିଲ୍ଲୀ, ୨୪।୯ : ଅନଲାଇନରେ ଶିଶୁ ଯୌନ ଶୋଷଣ ସାମଗ୍ରୀ ମାମଲାରେ ୨୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୬ ଅଞ୍ଚଳରେ ସିବିଆଇ ଚଢ଼ାଉ ଚାଲିଛି। ଏହାର ନାମ ଅପରେଶନ ମେଘଚକ୍ର ରଖାଯାଇଛି। ସିଙ୍ଗାପୁର ଏବଂ ନ୍ୟୁଜିଲାଣ୍ଡର ଇଣ୍ଟରପୋଲ ୟୁନିଟ…
ସବକା ସାଥ-ସବକା ବିକାଶ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା: ଉପରାଷ୍ଟ୍ରପତି…
ନୂଆଦିଲ୍ଲୀ ୨୪।୯ : ଉପରାଷ୍ଟ୍ରପତି ଜଗଦୀପ ଧନକର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ’ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସାବକା ପ୍ରୟାସ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇଛି। ଗାନ୍ଧୀ ଆଦର୍ଶର ସମ୍ବିଧାନର ମୌଳିକ…
ଦିବ୍ୟାଙ୍ଗଙ୍କ ପାଇଁ ବିଚାର ସର୍ଚ୍ଚ ପୋର୍ଟାଲ…
ନୂଆଦିଲ୍ଲୀ, ୨୪।୯ : ଦିବ୍ୟାଙ୍ଗଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥାରେ ଡିଜିଟାଲ ଭିତ୍ତିଭୂମିକୁ ଅଧିକ ସୁଗମ ତଥା ସହଜ କରିବାକୁ ସୁପ୍ରିମକୋର୍ଟର ଇ-କମିଟି କାର୍ଯ୍ୟ କରୁଛି। ସୁପ୍ରିମକୋର୍ଟର ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚ୍ୂଡ ଶନିବାର ଏହି ସୂଚନା ଦେଇଛନ୍ତି। ତୃତୀୟ ପ୍ରଫେସର ଶାମନାଦ ବଶିର…
ଇଣ୍ଡୋନେସିଆରେ ଭୂକମ୍ପ
ଜାକର୍ତ୍ତା,୨୪ା୯: ଇଣ୍ଡୋନେସିଆରେ ଶନିବାର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ରୁ ଅଧିକ ଥିଲା। ହଠାତ୍ ସବୁକିଛି ଥରିବାରୁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି। ଆଉ ଏକ…
ମିଥୁନ ପୁଣି ଦୋହରାଇଲେ ଦାବି, ୨୧ ଟିଏମସି ବିଧାୟକ ରହିଛନ୍ତି ସିଧାସଳଖ ଯୋଗାଯୋଗରେ…
କୋଲକାତା, ୨୪।୯ : ପଶ୍ଚିମବଙ୍ଗର ଭାଜପା ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପୁଣି ଥରେ ଦାବି କରିଛନ୍ତି ଯେ ଶାସକ ଟିଏମସିର ୨୧ ଜଣ ବିଧାୟକ ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିଛନ୍ତି। ଶନିବାର ରାଜଧାନୀ କୋଲକାତାରେ ଭାଜପା କାର୍ଯ୍ୟାଳୟରେ…
‘ଯେକୌଣସି ସଂସଦୀୟ କମିଟିର ଅଧ୍ୟକ୍ଷ ପଦ ଆମକୁ ଦିଅ’ ଲୋକସଭା ବାଚସ୍ପତିଙ୍କୁ ଅଧୀର ରଞ୍ଜନଙ୍କ ଚିଠି…
ନୂଆଦିଲ୍ଲୀ, ୨୪।୯ : କେନ୍ଦ୍ର ସରକାର ସଂସଦୀୟ ପରମ୍ପରାର ପାଳନ କରୁ ନାହାନ୍ତି ବୋଲି କଂଗ୍ରେସ ପକ୍ଷରୁ ଶନିବାର ଅଭିଯୋଗ କରାଯାଇଛି। ଏହି ମର୍ମରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ଚିଠି ଲେଖାଯାଇଛି। ସ୍ବରାଷ୍ଟ୍ର, ବହିର୍ବ୍ୟାପାର, ପ୍ରତିରକ୍ଷା ଏବଂ ଅର୍ଥ…
ମାଉଣ୍ଟ ଡୋମ୍ ଖାଙ୍ଗ ଉପରେ ବିଜୟ: ତ୍ରିରଙ୍ଗା ଉତ୍ତୋଳନ କଲେ ଆଇଟିବିପି ଯବାନ…
ନୂଆଦିଲ୍ଲୀ, ୨୪।୯ : ଭାରତ-ତିବ୍ଦତୀୟ ସୀମା ପୋଲିସର ପର୍ବତାରୋହୀମାନେ ଇତିହାସ ସୃଷ୍ଟି କରିଛନ୍ତି। ଆଇଟିବିପି ଯବାନମାନେ ସଫଳତାର ସହିତ ଉତ୍ତର ସିକିମରେ ଅବସ୍ଥିତ ମାଉଣ୍ଟ ଡୋମ ଖାଙ୍ଗ ଉପରେ ବିଜୟ ହାସଲ କରିଛନ୍ତି। ଯବାନମାନେ ସେଠାରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା…
ପିଏଫଆଇ ବିରୋଧରେ ପ୍ରତିବନ୍ଧକ ଲାଗୁ କରନ୍ତୁ କେନ୍ଦ୍ର ସରକାର: ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏକ ଇକୋ-ସିଷ୍ଟମ ସୃଷ୍ଟି କରୁଛି ବୋଲି କହିଲେ ହିମନ୍ତ ସରମା…
ଗୁଆହାଟୀ, ୨୪।୯ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ଶନିବାର କହିଛନ୍ତି ଯେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରକୁ ତାଙ୍କ ସରକାର ନିରନ୍ତର ଅନୁରୋଧ କରୁଛନ୍ତି। ଏହି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଯିବା…
ନିଯୁକ୍ତି ନାମରେ ଭାରତୀୟ ଯୁବବର୍ଗଙ୍କୁ ଥାଇଲାଣ୍ଡରେ ଠକେଇ, ଆଡଭାଇଜରୀ ଜାରି କଲା ବହିର୍ବ୍ୟାପାର ମନ୍ତ୍ରଣାଳୟ…
ନୂଆଦିଲ୍ଲୀ, ୨୪।୯ : ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଥାଇଲାଣ୍ଡରେ ଲାଭଜନକ ଆଇଟି କ୍ଷେତ୍ରରେ ଚାକିରି ଯୋଗାଇବାର ବାହାନା କରି ଭାରତୀୟ ଯୁବବର୍ଗଙ୍କୁ ନକଲି ଅଫର ପ୍ରଦାନ କରାଯାଉଥିବା ନେଇ ଉପରେ ଏକଆଡଭାଇଜରୀ ଜାରି କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ…
Archives


