ଚାଇନା-ଆମେରିକା ମଧ୍ୟରେ ଏମିତି ସମ୍ପର୍କ ଚାହୁଁଛି ପାକିସ୍ତାନ
ଇସଲାମାବାଦ,୨୯ା୯: ପାକିସ୍ତାନ ବନ୍ୟା ପୀଡ଼ିତଙ୍କ ପାଇଁ ଆମେରିକାକୁ ସାହାଯ୍ୟ ମାଗିବା ପରେ ବୈଦେଶିକ ମନ୍ତ୍ରୀ ବିଲାଓ୍ବାଲ ଭୁଟ୍ଟୋ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଚାଇନା ଏବଂ ଆମେରିକା ମଧ୍ୟରେ ଖରାପ ସମ୍ପର୍କକୁ ସୁଦୃଢ଼ କରିବାରେ ପାକିସ୍ତାନ ଏକ ଗୁରୁତ୍ୱପୂର୍ଣ୍ଣ…
କମଳା ହାରିସ୍ଙ୍କୁ ଉତ୍ତର କୋରିଆର ଧମକ
ପ୍ୟୋଙ୍ଗୟାଙ୍ଗ୍,୨୯ା୯: ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍ ଗୁରୁବାର ଦକ୍ଷିଣ କୋରିଆ ଗସ୍ତ କରିବାର କିଛି ଘଣ୍ଟା ପରେ ଉତ୍ତର କୋରିଆ ଦୁଇଟି ସ୍ବଳ୍ପ ଦୂରଗାମୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। କମଳା ହାରିସ୍ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁ ସୁକ୍-ୟୋଲ…
ନିର୍ବାଚନ ଆୟୋଗଙ୍କ ସ୍ବାୟତ୍ତତା ମାମଲା, କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ, ୨୯।୯ : ନିର୍ବାଚନ ଆୟୋଗଙ୍କ ସ୍ବାୟତ୍ତତା ମାମଲାରେ ସୁପ୍ରିମକୋର୍ଟର ସମ୍ବିଧାନିକ ବେଞ୍ଚ କେନ୍ଦ୍ର ସରକାର, ଅର୍ଥ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟକୁ ନୋଟିସ ଜାରି କରିଛନ୍ତି। ନଭେମ୍ବର ୧୭ ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ତିନି ଜଣ କମିଶନରଙ୍କୁ…
ଭାଜପା କୃଷକଙ୍କ ପ୍ରତି ବିଶ୍ୱାସଘାତକତା କରିଛି, ଦଳ ସହିତ ମୋର ଖୋଲା ଲଢ଼େଇ, କହିଲେ ମେଘାଳୟ ରାଜ୍ୟପାଳ…
ଶିଲଂ, ୨୯।୯ : ମେଘାଳୟର ରାଜ୍ୟପାଳ ସତ୍ୟ ପାଲ ମଲିକ ଆସନ୍ତା ମାସରେ ଅବସର ନେବାକୁ ଯାଉଛନ୍ତି। କିନ୍ତୁ ଅବସର ନେବା ପରେ ସେ ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକ ଦଳରେ ଯୋଗଦେବେ କି ନାହିଁ ସେନେଇ ଚର୍ଚ୍ଚା ଜୋର ଧରିଛି।…
ବ୍ରହ୍ମପୁତ୍ରରେ ଡଙ୍ଗା ବୁଡ଼ି, ୨୦ ନିଖୋଜ…
ଗୁଆହାଟୀ, ୨୯।୯ : ଆସାମର ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ି ଯାଇଛି। ଧୁବ୍ରି ଜିଲାରେ ଏହି ଦୁର୍ଘଟଣା ଘଟିଛି। ଡଙ୍ଗାରେ ୫୦ ଜଣ ଲୋକ ଥିଲେ। ସେଥିମଧ୍ୟରୁ ୨୦ ଜଣ ନିଖୋଜ ଥିବା ଜଣାଯାଇଛି। ଆସାମ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର…
ଅଖିଳେଶ ତୃତୀୟ ଥର ଏସପି ଅଧ୍ୟକ୍ଷ…
ଲକ୍ଷ୍ନୌ, ୨୯।୯ : ସମାଜବାଦୀ ପାର୍ଟି(ଏସପି)ର ଜାତୀୟ ସମ୍ମିଳନୀରେ ଅଖିଳେଶ ଯାଦବ ତୃତୀୟ ଥର ପାଇଁ ଜାତୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ରାମ ଗୋପାଳ ଯାଦବତାଙ୍କୁ ଅଧ୍ୟକ୍ଷ ଭାବରେ ଘୋଷଣା କରିଛନ୍ତି। ଦଳର ନେତାମାନେ ତାଙ୍କୁ ଅଭିନନ୍ଦନ…
ଅଫିସରଙ୍କୁ ଶିବରାଜ ମନ୍ତ୍ରୀଙ୍କ ଧମକ, ଓଲଟା ଲଟକାଇ ଦେବି, ଅଡ଼ିଓ କ୍ଲିପ୍ ଭାଇରାଲ…
ଭୋପାଳ, ୨୯।୯ : ମଧ୍ୟପ୍ରଦେଶର ପଞ୍ଚାୟତ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାମଖେଲାୱନ ପଟେଲଙ୍କ ଜଣେ ସରକାରୀ ଅଫିସରଙ୍କୁ ଧମକ ଦେଉଥିବା ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଅଡିଓରେ ମନ୍ତ୍ରୀ ରାମଖେଲାୱନ ଖୋଲାଖୋଲି ଭାବେ ସରକାରୀ କର୍ମଚାରୀଙ୍କୁ…
ଭାରତରେ କାମ କରିବାକୁ ହେଲେ ଦେଶର ଆଇନକୁ ମାନିବାକୁ ପଡ଼ିବ, ସୋସିଆଲ ମିଡ଼ିଆ କମ୍ପାନୀଙ୍କୁ କେନ୍ଦ୍ରର ତାଗିଦ…
ନୂଆଦିଲ୍ଲୀ, ୨୯।୯ : ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ହ୍ବାଟସ୍ଆପ ସମେତ ସମସ୍ତ ସୋସିଆଲ ମିଡିଆ କମ୍ପାନୀକୁ ତାଗିଦ କରିଛନ୍ତସି। କେନ୍ଦ୍ର ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଜଣେ ଭାରତରେ କାମ କରିବାକୁ ଚାହାଁନ୍ତି, ତେବେ ଦେଶର ଆଇନ ଅନୁଯାୟୀ…
‘ଭାରତ ଆମର ପ୍ରଥମ ବନ୍ଧୁ’
ମାଲେ,୨୯ା୯: ଭାରତ ପ୍ରତି ମୁହୂର୍ତ୍ତରେ ମାଳଦ୍ୱୀପକୁ ସହାୟତା ଯୋଗାଇ ଆସିଛି। ଏହି କଥାକୁ କେହି ବି ଅସ୍ବୀକାର କରିପାରିବେ ନାହିଁ। ୧୯୮୮ରେ ଅପରେଶନ କାକଟସ୍ଠାରୁ ଆରମ୍ଭ କରି କରୋନା ମହାମାରୀ ସମୟରେ କରୋନା ଟିକା ବିତରଣ ପର୍ଯ୍ୟନ୍ତ ଭାରତ ମାଳଦ୍ୱୀପକୁ ପ୍ରମୁଖ…
ସୁରଟରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’…
ସୁରଟ, ୨୯।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଗୁଜରାଟ ଗସ୍ତରେ ଗୁରୁବାର ସୁରଟରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ଏକ ରୋଡ ଶୋ’ରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୨୯ ହଜାର କୋଟି ଟଙ୍କାର ପ୍ରକଳ୍ପ…
ବିବାହିତା ଅବା ଅବିବାହିତା ସମସ୍ତ ମହିଳାଙ୍କୁ ଗର୍ଭପାତ ଅଧିକାର, ୨୪ ସପ୍ତାହ ମଧ୍ୟରେ ଆଇନଗତ ଅନୁମତି…
ନୂଆଦିଲ୍ଲୀ, ୨୯।୯ : ସୁପ୍ରିମକୋର୍ଟ ଦେଶର ସମସ୍ତ ମହିଳାଙ୍କୁ ଗର୍ଭପାତ ଅଧିକାର ପ୍ରଦାନ କରିଛନ୍ତି। ବିବାହିତ ଅବା ଅବିବାହିତ ମହିଳା ଗର୍ଭର ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରି ପାରିବେ। ଏହି ଐତିହାସିକ ରାୟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ମେଡିକାଲ…
ସିମ କାର୍ଡ କିଣିବା ପାଇଁ ନକଲି ପ୍ରମାଣ ପତ୍ର ଦେଲେ, ବର୍ଷେ ଜେଲଦଣ୍ଡ ସହିତ ୫୦ ହଜାର ଜରିମାନା…
ନୂଆଦିଲ୍ଲୀ, ୨୯।୯ : ଯେଉଁମାନେ ନକଲି ପରିଚୟ ମାଧ୍ୟମରେ ସିମ କାର୍ଡ କିଣୁଛନ୍ତି ଏବଂ ହ୍ବାଟସ ଆପ, ସିଗ୍ନାଲ କିମ୍ବା ଟେଲିଗ୍ରାମରେ ମିଥ୍ୟା ପରିଚୟ ଦେଖାଉଛନ୍ତି ସେମାନଙ୍କ ଉପରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଧରାପଡ଼ିଲେ ଏଭଳି ବ୍ୟକ୍ତିଙ୍କୁ…
Archives


