Home Middle

ଗୁଆଙ୍ଗଝୋଉରେ ସୁରକ୍ଷିତ ଅବତରଣ କଲା ଇରାନୀ ବିମାନ: ବୋମା ଗୁଜବ ପରେ ଦିଲ୍ଲୀରେ ମିଳି ନ ଥିଲା ଅବତରଣ ଅନୁମତି

ବେଜିଂ,୩।୧୦: ଇରାନରୁ ବାହାରି ଭାରତ ଓ ଚାଇନା ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଥିବା ଇରାନ ବିମାନ ଡବ୍ଲୁ୫୮୧ ଶେଷରେ ନିଜର ଗନ୍ତବ୍ୟ ସ୍ଥଳ ଗୁଆଙ୍ଗଝୋଉରେ ସୁରକ୍ଷିତ ଅବତରଣ କରିଛି। ଏଥିରେ କୌଣସି ବୋମା କି ସନ୍ଦିଗ୍ଧ ଜିନିଷ ମିଳି ନ ଥିବା…

ମୁଲାୟମଙ୍କୁ କିଡନୀ ଦାନ କରିବାକୁ ପହଞ୍ଚିଲେ ବିଏଚୟୁ ଛାତ୍ର…

ଗୁରୁଗ୍ରାମ,୩।୧୦: ସମାଜବାଦୀ ପାର୍ଟି (ଏସପି)ର ବରିଷ୍ଠ ନେତା ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଏଥିସହିତ…

ପିକେଙ୍କ ଜନ ସୁରାଜ ଯାତ୍ରା ଭାଜପା ଦ୍ୱାରା ପ୍ରାୟୋଜିତ, ଲଲନଙ୍କ ଅଭିଯୋଗ…

ପାଟନା,୩।୧୦ :ଜନତା ଦଳ ୟୁନାଇଟେଡର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ଓରଫ ଲଲନ ସିଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ)ଙ୍କ ଜନ ସୁରାଜ ଯାତ୍ରାକୁ ଭାଜପା ଦ୍ୱାରା ପ୍ରୟୋଜିତ ବୋଲି କହିଛନ୍ତି। ଲଲନ ସିଂଙ୍କ କହିବାନୁସାରେ, ଏଭଳି ଏକ ପୁରୁଣା ପାର୍ଟି…

ସାବରମତିରେ ରାଷ୍ଟ୍ରପତି, ଚରଖାରେ କାଟିଲେ ସୂତା…

ସାବରମତି,୩।୧୦ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଦୁଇ ଦିନିଆ ଗସ୍ତରେ ସୋମବାର ଗୁଜୁରାଟର ଅହମଦାବାଦରେ ପହଞ୍ଚିଛନ୍ତି। ସେ ପ୍ରଥମେ ସାବରମତି ଆଶ୍ରମରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସେ ଚରଖାରେ ସୂତା କାଟିଥିଲେ।…

ଚାଇନା ଯାଉଥିବା ଇରାନ ବିମାନରେ ବୋମା ଆତଙ୍କ, ବାୟୁସେନା ବିମାନ କଲା ପିଛା…

ଜୟପୁର/ତେହେରାନ,୩।୧୦ : ସୋମବାର ସକାଳେ ଇରାନରୁ ଚାଇନା ଯାଉଥିବା ବିମାନରେ ବୋମା ଥିବା ଖବର ନେଇ ଆତଙ୍କ ସୃଷ୍ଟି ହୋଇଛି। ବିମାନଟି ଦିଲ୍ଲୀର ଆକାଶ ସୀମା ଆଡକୁ ଯାଉଥିଲା। ତେବେ ବିମାନଟି ଜୟପୁର ଯିବାକୁ କୁହାଯାଇଥିବା। ଖବର ପାଇ ଭାରତୀୟ ବାୟୁସେନାର…

ମୋଦିଙ୍କ ୧.୨ ଟ୍ରିଲିୟନ ଡଲାର ଯୋଜନା: ଚାଇନା ହାତରୁ ଛଡ଼ାଇ ଅଣାଯିବ କାରଖାନା…

ନୂଆଦିଲ୍ଲୀ,୩।୧୦ : ଚାଇନା ହାତରୁ ବିଭିନ୍ନ କାରଖାନା ଛଡ଼ାଇ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ୧.୨ ଟ୍ରିଲିୟନ ଡଲାର ଯୋଜନା କରାଯାଇଥିବା କୁହାଯାଉଛି। ଭାରତରେ, ସମସ୍ତ ଭିତ୍ତିଭୂମି ପ୍ରକଳ୍ପର ଅଧା ଧାର୍ଯ୍ୟ ସମୟଠାରୁ ବିଳମ୍ବରେ ଚାଲିଛି। ସେସବୁ…

ବାୟୁସେନାରେ ସ୍ବଦେଶୀ ହେଲିକପ୍ଟର ଏଲସିଏଚ…

ଯୋଧପୁର,୩।୧୦ : ବାୟୁସେନାରେ ଆନୁଷ୍ଠାନିକ ଭାବରେ ବିକଶିତ ଲାଇଟ କମ୍ବାଟ ହେଲିକପ୍ଟର (ଏଲସିଏଚ)କୁ ସୋମବାର ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀଙ୍କ ଉପସ୍ଥିତିରେ ଯୋଧପୁରର ବାୟୁସେନା ଷ୍ଟେଶନରେ ଆୟୋଜିତ ହୋଇ ଥିବା କାର୍ଯ୍ୟକ୍ରମରେ…

ଯୁଦ୍ଧ ଅପରାଧ: ଯୁଦ୍ଧ କଲେ ମିଳିବ ଖାଇବା,ୟୁକ୍ରେନ ଖାଦ୍ୟଶସ୍ୟ ଚୋରି କରୁଛି ରୁଷିଆ…

ମସ୍କୋ/କ୍ୱିଭ୍‌,୩।୧୦ : ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ବିଭିନ୍ନ ଯୁଦ୍ଧ ଅପରାଧ କରିଥିବା ଅଭିଯୋଗ ହୋଇଛି। ଏବେ ଅଭିଯୋଗ ହୋଇଛି ଯେ, ୟୁକ୍ରେନର ଖାଦ୍ୟଶସ୍ୟ ରୁଷିଆ ଚୋରି କରୁଛି। ରୁଷିଆ ପାଇଁ ଯୁଦ୍ଧ କରୁଥିବା ସୈନ୍ୟଙ୍କୁ ଖାଦ୍ୟ ଯୋଗାଇବା ଲାଗି ରୁଷିଆ ଏଭଳି…

ଔଷଧ ଅସଲି କି ନକଲି, କ୍ୟୁଆର କୋଡ୍‌ ସ୍କାନ୍‌ କଲେ ମିଳିବ ସୂଚନା…

ନୂଆଦିଲ୍ଲୀ,୩।୧୦ : ଆମେ କିଣୁଥିବା ଔଷଧ ଅସଲି ନା ନକଲି? ଏହା ଶରୀର ପାଇଁ କ୍ଷତିକାରକ କି? ମେଡିକାଲ ଷ୍ଟୋରରୁ ଔଷଧ କିଣିବାବେଳେ ପ୍ରାୟତଃ ଏହି ପ୍ରଶ୍ନ ସଭିଙ୍କ ମନକୁ ଆସିଥାଏ। କିନ୍ତୁ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି।…

ପଦ୍ମପୁର ବିଧାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ…

କୁଲ୍ଲୁରେ ଦଶହରା ପାଳନ କରିବେ ପ୍ରଧାନମନ୍ତ୍ରୀ, ରଥଯାତ୍ରାରେ ହେବେ ସାମିଲ…

ନୂଆଦିଲ୍ଲୀ,୩।୧୦ : ହିମାଚଳ ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜାରି ରହିଛି। ଏପରିସ୍ଥଳେ କୁଲ୍ଲୁରେ ଦଶହରା ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯିବେ। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ପ୍ରଧାନମନ୍ତ୍ରୀ ବୁଧବାର ବିଲାସପୁରରେ ଲୋକାର୍ପିତ…

୧୦ ମିନିଟରେ ପୋଡ଼ି ପାଉଁଶରେ ପରିଣତ ହେଲା ପୂଜା ପେଣ୍ଡାଲ, ଜୀବନ ବିକଳରେ ପୋଖରୀକୁ ଡେଇଁଲେ ଶ୍ରଦ୍ଧାଳୁ…

ଭଦୋହି,୩।୧୦ : ଉତ୍ତରପ୍ରଦେଶର ଭଦୋହି ସହରରେ ଏକ ଦୁର୍ଗା ପୂଜାପେଣ୍ଡାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଦୁଇ ଶିଶୁଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୪ ଜଣ ଲୋକ ଆହତ ଜହୋଇଇଛନ୍ତି। ରବିବାର ରାତି ପ୍ରାୟ ୯ ଟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri