ଦାଉଦ-ହାଫିଜଙ୍କୁ ପ୍ରତ୍ୟାର୍ପଣ ନେଇ ପାକିସ୍ତାନୀ ଏଫଆଇଏ ପ୍ରମୁଖ ନୀରବ, ଜବାବ ଦେବାକୁ ମନାକଲେ…
ନୂଆଦିଲ୍ଲୀ,୧୮।୧୦ : ମଙ୍ଗଳବାର ଦିନ ପାକିସ୍ତାନର ସର୍ବୋଚ୍ଚ ଅନୁସନ୍ଧାନ ଏଜେନ୍ସି ମୁଖ୍ୟ ଅଣ୍ଡରୱାଲର୍ଡ ଡନ ଡାଉଡ ଇବ୍ରାହିମ ଏବଂ ୨୬/୧୧ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମନା କରି ଦେଇଛନ୍ତି। ଦିଲ୍ଲୀର ଇଣ୍ଟରପୋଲ ସାଧାରଣ ସଭାରେ…
୫ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ, ୧୮।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୭ ହଜାର ତଳେ ରହିଛି। ଗତ ୨୪…
କଲେଜିୟମ ଉପରେ ଆଇନମନ୍ତ୍ରୀଙ୍କ ପ୍ରଶ୍ନ, ବିଚାରପତିଙ୍କୁ ନିଯୁକ୍ତ କରିବା ସରକାରଙ୍କ କାମ…
ଅହମଦାବାଦ,୧୮।୧୦ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ କଲେଜିୟମ ବ୍ୟବସ୍ଥାରେ ଦେଶର ଲୋକମାନେ ଖୁସି ନୁହଁନ୍ତି ଏବଂ ସମ୍ବିଧାନ ଅନୁଯାୟୀ ବିଚାରପତି ନିଯୁକ୍ତ କରିବା ସରକାରଙ୍କ କାମ। ଆରଏସଏସର ମୁଖପତ୍ର ପଞ୍ଚଜନ୍ୟ ଦ୍ୱାରା ଏଠାରେ ଆୟୋଜିତ ଏକ…
ମୋଦିଙ୍କର ହେଉ ଲାଏ ଡିଟେକ୍ଟର ଟେଷ୍ଟ୍, ଏଏପିର ଦାବି…
ନୂଆଦିଲ୍ଲୀ,୧୮।୧୦ : ଏକ୍ସାଇଜ ସ୍କାମ ମାମଲାରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ୯ ଘଣ୍ଟାରୁ ଅଧିକ ସମୟ ପ୍ରଶ୍ନ କରିଛି। ସିବିଆଇର ପଚରାଉଚରା ପରେ ଆମ ଆଦମୀ ପାର୍ଟି ଭାଜପାର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠାଇଛି। ଏଏପିର ମୁଖପାତ୍ର ତଥା…
ୟୁନିଫର୍ମ ସିଭିଲ କୋଡ୍ ନେଇ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଦାଖଲ…
ନୂଆଦିଲ୍ଲୀ,୧୮।୧୦ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ କେନ୍ଦ୍ର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି। ଏଥିରେ କୁହାଯାଇଛି ଯେ ବିଭିନ୍ନ ଧର୍ମ ଏବଂ ସମ୍ପ୍ରଦାୟର ନାଗରିକଙ୍କ ବିଭିନ୍ନ ସମ୍ପତ୍ତି ଏବଂ ବିବାହ ନିୟମ ଅନୁସରଣ କରିବା ଜାତିର ଏକତା…
ସଞ୍ଜୟଙ୍କ ନ୍ୟାୟିକ ହେପାଜତ ଅକ୍ଟୋବର ୨୧ ପର୍ଯ୍ୟନ୍ତ ବଢ଼ିଲା…
ନୂଆଦିଲ୍ଲୀ,୧୮।୧୦ : ଶିବସେନା ଏମ୍ପି ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ସମୟକୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପାତ୍ରା ଚାଲ ମାମଲାରେ ସଞ୍ଜୟଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗିରଫ କରିଥିଲା। ଏହାପୂର୍ବରୁ ସୋମବାର ରାଉତଙ୍କୁ ସ୍ବତନ୍ତ୍ର ବିଚାରପତି ଏମ.ଜି ଦେଶପାଣ୍ଡେଙ୍କ…
ଏଟିଏଫ୍ ନେଇ ଭାଟ୍ କମ୍ କରିବାକୁ ୮ ରାଜ୍ୟଙ୍କୁ ସିନ୍ଧିଆଙ୍କ ଅପିଲ…
ନୂଆଦିଲ୍ଲୀ,୧୮।୧୦ : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ଆଠଟି ରାଜ୍ୟର ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରକୁ ବିମାନ ଚଳାଚଳ ସୁଗମ କରିବା ପାଇଁ ଏୟାର ଟର୍ବାଇନ ଇନ୍ଧନ (ଏଟିଏଫ) ଉପରେ ଭାଟ ହ୍ରାସ କରିବାକୁ…
ପାକିସ୍ତାନ ବିରୋଧି ମନ୍ତବ୍ୟ ଦେଇ ଏହାକୁ ସଂଶୋଧନ କଲା ଆମେରିକା…
ଓ୍ବାଶିଂଟନ,୧୮।୧୦ : ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିବୃତ୍ତି ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ପରମାଣୁ ଅସ୍ତ୍ରଶସ୍ତ୍ର ସହିତ ପାକିସ୍ତାନକୁ ସବୁଠାରୁ ବିପଜ୍ଜନକ ଦେଶ ବୋଲି ବାଇଡେନ କହିଥିଲେ। ଏହି ବିବୃତ୍ତି ପରେ ଅଭିନେତା…
ସୋମବାର ସପ୍ତାହର ଖରାପ ଦିନ, ଗିନିଜ୍ ବୁକ୍ ପକ୍ଷରୁ ଘୋଷଣା…
ନୂଆଦିଲ୍ଲୀ/ଲଣ୍ଡନ,୧୮।୧୦ : ସୋମବାର ସପ୍ତାହର ସବୁଠାରୁ ଖରାପ ଦିନ ବୋଲି ଗିନିଜ ୱାଲର୍ଡ ରେକର୍ଡ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ସୋମବାର ଦିନ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡ ଏକ ଟୁଇଟରେ ଲେଖିଛି ଯେ ଆମେ ସୋମବାର ଦିନ ସପ୍ତାହର…
ପୃଥିବୀ ପାଇଁ ବିବିଧତା-ଗଣତନ୍ତ୍ରର କେସ୍ ଷ୍ଟଡି ହେଉଛି ଭାରତ…
ନୂଆଦିଲ୍ଲୀ,୧୮।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଟରପୋଲର ୯୦ ତମ ସାଧାରଣ ସଭାର ଉଦଘାଟନ କରିଛନ୍ତି। ଏହି ଅବସରରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିବିଧତା ଏବଂ ଗଣତନ୍ତ୍ର ବଜାୟ ରଖିବାରେ ଭାରତ ବିଶ୍ୱ…
ଜୟଲଳିତାଙ୍କ ମୃତ୍ୟୁ ରିପୋର୍ଟ: ଶଶିକଳାଙ୍କ ସମେତ ଡାକ୍ତର-ସ୍ବାସ୍ଥ୍ୟ ସଚିବଙ୍କ ବିରୋଧରେ ତଦନ୍ତ ଦାବି…
ଚେନ୍ନାଇ,୧୮।୧୦ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ ଗଠିତ ଅରୁମୁଗାସାମି କମିଟି ମଙ୍ଗଳବାର ବିଧାନସଭାରେ ଏହାର ରିପୋର୍ଟ ଉପସ୍ଥାପନ କରିଛି। ଏହି ରିପୋର୍ଟରେ କମିଟି ଶଶିକଳାଙ୍କ ସମେତ ଜୟଲଳିତାଙ୍କ ଡାକ୍ତର କେ.ଏସ ଶିବକୁମାର, ତତ୍କାଳୀନ…
ଭାଜପା ଭୟରେ କରିଛି ପ୍ରାର୍ଥୀ ପ୍ରତ୍ୟାହାର…
ମୁମ୍ବାଇ,୧୮।୧୦: ମୁମ୍ବାଇରେ ଅନୁଷ୍ଠିତ ଅନ୍ଧେରୀ ଇଷ୍ଟ ବିଧାନସଭା ଉପ-ନିର୍ବାଚନରେ ଭାଜପା ପକ୍ଷର ୁପ୍ରାର୍ଥୀ ପ୍ରତ୍ୟାହାର କରିବା ଘୋଷଣା ପରେ ରାଜନୀତି ତୀବ୍ର ହୋଇଛି। ଭାଜପାର ଏହି ନିଷ୍ପତ୍ତିକୁ ଏବେ ଉଦ୍ଧବ ଠାକରେ ଦଳ ଟାର୍ଗେଟ କରିଛନ୍ତି। ଏହି ନିର୍ବାଚନରେ ଭାଜପା ଖରାପ…
Archives


