Home Middle

ରୋମାଞ୍ଚକ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କଲା ଭାରତ

ମେଲବୋର୍ନ,୨୩।୧୦:ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକ ମୁକାବିଲାରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ଉଇକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ର ହିରୋ ଥିଲେ ବିରାଟ କୋହଲି। ସେ ମାତ୍ର ୫୨ ବଲ୍‌ରେ ୮୨ ରନ୍‌ କରି ଅପରାଜିତ ରହିଥିଲେ। ପ୍ରଥମେ ବ୍ୟାଟିଂ କରି…

ଋଷି ସୁନକ ଲଢିବେ ପ୍ରଧାନମନ୍ତ୍ରୀ ନିର୍ବାଚନ, କହିଲେ ବ୍ରିଟେନ ଅର୍ଥନୀତିକୁ ସୁଧାରିବାକୁ ଚାହୁଛି

ଲଣ୍ଡନ,୨୩ ।୧୦: ବ୍ରିଟେନର କଞ୍ଜରଭେଟିଭ ପାର୍ଟିର ନେତା ଋଷି ସୁନକ ପୁଣିଥରେ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ସେ କହିଛନ୍ତି ମୁଁ ବ୍ରିଟେନର ଅର୍ଥବ୍ୟବସ୍ଥାକୁ ସୁଧାରିବାକୁ ଚାହୁଁଛି । ଦଳକୁ ଏକାଠି କରିବାକୁ ଚାହୁଁଛି ଓ ଦେଶ…

ରାଜୀବ ଗାନ୍ଧୀ ଫାଉଣ୍ଡେଶନକୁ ନେଇ ଗାନ୍ଧୀ ପରିବାରକୁ ଟାର୍ଗେଟ କଲା ଭାଜପା, କହିଲା ଚାଇନରୁ ବି ହୋଇଛି ଫଣ୍ଡିଂ

ନୂଆଦିଲ୍ଲୀ,୨୩ ।୧୦: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରବିବାର ୨୩ ଅକ୍ଟୋବରରେ ରାଜୀବ ଗାନ୍ଧୀ ଫାଉଣ୍ଡେଶନର ଏଫସିଆରଏ ଲାଇସେନ୍ସ ରଦ୍ଦ କରି ଦେଇଛି । ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ଫରେନ କଣ୍ଟ୍ରିବ୍ୟୁଶନ(ରେଗୁଲେଶନ)ଆକ୍ଟ ଆଧାରରେ କରାଯାଇଛି । ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରବକ୍ତା ସମ୍ବିତ…

ଶି ଜିନ୍‌ପିଙ୍ଗ୍‌ଙ୍କ ଟପ୍‌ ଟିମ୍‌ରେ ନାହାନ୍ତି ମହିଳା

ବେଜିଂ,୨୩ା୧୦: ଶି ଜିନପିଙ୍ଗ କ୍ରମାଗତ ତୃତୀୟ ଥର ପାଇଁ ଚାଇନା ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ସେ ରବିବାର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ଦଳର ପ୍ରତିଷ୍ଠାତା ମାଓ ଜେଡୋଙ୍ଗଙ୍କ ପରେ ସେ ହେଉଛନ୍ତି…

ନୂଆ ଟିମ ସହ ସାମ୍ନାକୁ ଆସିଲେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ଲି କିୟାଙ୍ଗ ହୋଇପାରନ୍ତି ନୂଆ ପ୍ରଧାନମନ୍ତ୍ରୀ

ବେଜିଂ,୨୩ ।୧୦: ଚାଇନାରେ କମ୍ୟୁନିଷ୍ଟ ପାର୍ଟିର ୨୦ତମ ଦଳୀୟ କଂଗ୍ରେସର ବୈଠକ ଶେଷ ହେବା ପରେ ରବିବାର ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ତୃତୀୟ ଇନିଂସ ସହ ନୂଆ ଟିମକୁ ନେଇ ସାମ୍ନାକୁ ଆସିଛନ୍ତି । ଏହାସହ ଏହାବି ସ୍ପଷ୍ଟ ହୋଇଗଲା…

ଅଷ୍ଟ୍ରେଲିଆରେ ପ୍ରବଳ ବନ୍ୟା: ହାଇଆଲର୍ଟ ଜାରି

କାନବେରା,୨୩ା୧୦: ଆମେରିକାର ଫ୍ଲୋରିଡା ପରେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଗତ ସପ୍ତାହରୁ ଏଠାରେ ପ୍ରବଳ ବର୍ଷା ହେଉଛି। ରବିବାର ଦେଶର ବନ୍ୟା ପ୍ରଭାବିତ ଦକ୍ଷିଣ ଏବଂ ପୂର୍ବର ବଡ଼ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି…

ବ୍ରାହ୍ମଣୀ ଆଁରେ ବାଜିଙ୍କ ଗାଁ

ଭୁବନ, ୨୩।୧୦:  ଅକ୍ଟୋବର ୧୧, ୧୯୩୮। ବ୍ରାହ୍ମଣୀ ତଟରେ ଗର୍ଜିଥିଲା ଗୋରା ଫୌଜର ଗୁଳି। ଟଳି ପଡ଼ିଥିଲେ ୧୨ ବର୍ଷର ବାଳକ ବାଜି ରାଉତ। ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଥିଲା ସର୍ବକନିଷ୍ଠ ଶହୀଦଙ୍କ ବଳିଦାନର ଗାଥା। ଇତିମଧ୍ୟରେ ବିତିଗଲାଣି ଦୀର୍ଘ ଆଠ ଦଶନ୍ଧି।…

ଚାଇନାରେ ଆରମ୍ଭ ହେଲା ଜିନପିଙ୍ଗଙ୍କ ତୃତୀୟ ଯୁଗ, ସିପିସି ବୈଠକ ପରେ ହେବ ଘୋଷଣା

ବେଜିଂ,୨୩ ।୧୦: ଚାଇନାରେ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ସବୁଠାରୁ ବଡ ବୈଠକ ଶେଷ ହୋଇଛି । ୭ ଦିନ ପର୍ଯ୍ୟନ୍ତ ଚାଲିଥିବା ନ୍ୟାଶନାଲ କଂଗ୍ରେସର ୨୦ତମ ଅଧିବେଶନର ଶନିବାର ଥିଲା ଶେଷ ଦିନ । ଏହି ବୈଠକ ସମୟରେ ଚାଇନାରେ…

ପ୍ରଥମଥର ଲାଗି ଦ୍ୱିପୋତ୍ସବରେ ସାମିଲ ହେବେ ମୋଦି, ରାମଲଲା ବିରାଜମାନଙ୍କ ସାମ୍ନାରେ ଜଳାଇବେ ୫ ବିଶେଷ ଦୀପ

ଅଯୋଧ୍ୟା,୨୩।୧୦: ଅଯୋଧ୍ୟାରେ ଏଥର ଦୀପାବଳି କିଛି ଭିନ୍ନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାମଲଲା ବିରଜମାନ ସାମ୍ନାରେ ୫ଟି ଦୀପ ଜାଳିବେ । ଏହି ଦୀପ ପଞ୍ଚତତ୍ତ୍ୱ(ଜଳ, ଆକାଶ, ଅଗ୍ନି, ବାୟୁ, ପୃଥିବି)ର ପ୍ରତିକ ହେବ ।…

ରବିବାର ଭାରତ-ପାକିସ୍ତାନ ଲଢ଼େଇ…

ମେଲବୋର୍ନ,୨୦।୧୦ : ଆଇସିସି ଟି -୨୦ ବିଶ୍ୱକପର ବହୁ ପ୍ରତିକ୍ଷୀତ ଭୋଲଟେଜ୍‌ ଭାରତ-ପାକିସ୍ତାନ ମ୍ୟାଚ୍‌ ୨୩ ଅକ୍ଟୋବର ରବିବାର ଖେଳାଯିବ । ଭାରତ ସମ୍ମୁଖରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଦଳ ରହିବ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ମେଲବୋର୍ନରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ…

ପ୍ରଧାନମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ଋଷି ସୁନକ

ଲଣ୍ଡନ,୨୨ା୧୦: ବ୍ରିଟେନରେ ରାଜନୈତିକ ଅସ୍ଥିରତା ଶେଷ ହେଉନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପରେ ଲିଜ ଟ୍ରସ୍‌ କେବଳ ୪୪ ଦିନ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। କ୍ଷମା ମାଗିବା ସତ୍ତ୍ୱେ କଞ୍ଜରଭେଟିଭ୍‌ ପାର୍ଟି ମଧ୍ୟରେ ତାଙ୍କ ବିରୋଧରେ ବିଦ୍ରୋହ ପରେ ଟ୍ରସ୍‌…

୩୦ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ଜିଲା ଦାୟିତ୍ୱ ଦେଲେ ରାଜ୍ୟ ସରକାର, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟର ବରିଷ୍ଠ ଆଇଏଏସ ଅଫିସରମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବିଭିନ୍ନ ସରକାରୀ ଯୋଜନା, ପ୍ରକଳ୍ପର ତଦାରଖ, ସାଧାରଣ ଲୋକଙ୍କୁ ଜନସେବା ପ୍ରଦାନ ସହ ସ୍ଥାନୀୟ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଅଫିସରମାନଙ୍କୁ ଦାୟିତ୍ୱ ଦିଆଯାଇଛି। ୩୦ଟି ଜିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri