Advertisement

ଶି ଜିନ୍‌ପିଙ୍ଗ୍‌ଙ୍କ ଟପ୍‌ ଟିମ୍‌ରେ ନାହାନ୍ତି ମହିଳା

ବେଜିଂ,୨୩ା୧୦: ଶି ଜିନପିଙ୍ଗ କ୍ରମାଗତ ତୃତୀୟ ଥର ପାଇଁ ଚାଇନା ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ସେ ରବିବାର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ଦଳର ପ୍ରତିଷ୍ଠାତା ମାଓ ଜେଡୋଙ୍ଗଙ୍କ ପରେ ସେ ହେଉଛନ୍ତି ପ୍ରଥମ ନେତା ଯିଏକି ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି।

ଶି ଜିନ୍‌ପିଙ୍ଗ୍‌ଙ୍କ ବରିଷ୍ଠ ସହାୟକମାନେ ଚାଇନାର ପଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟିର କମ୍ୟୁନିଷ୍ଟ ପାର୍ଟିରେ ପଦୋନ୍ନତି ପାଇଥିଲେ। ନୂତନ ତାଲିକା ଅନୁଯାୟୀ, ଶି ଜିନ୍‌ପିଙ୍ଗ୍‌ଙ୍କ ଟପ୍‌ ଟିମ୍‌ରେ କୌଣସି ମହିଳା ସ୍ଥାନ ପାଇ ନାହାନ୍ତି। ଯାହାକି ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୈବିକ ଆକ୍ରମଣ ଆଶଙ୍କାରେ ତାଇଓ୍ବାନ

ତାଇପେଇ, ୨୧ା୮: ଚାଇନା-ତାଇଓ୍ବାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଥିବାବେଳେ ବେଜିଂ ଏହି ଦ୍ୱୀପରାଷ୍ଟ୍ର ଉପରେ ଜୈବିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ତାଇପେଇ ଆଶଙ୍କା କରିଛି।...

ଚାଇନାରେ ଫଶିଥିବା ପାକିସ୍ତାନ ଛାତ୍ର ଇମ୍ରାନଙ୍କୁ କହିଲେ ଭାରତଠାରୁ କିଛି ଶିଖ

ବେଜିଂ,୨।୨: କରୋନାଭାଇରସ କାରଣରୁ ଚାଇନାର ଉହାନ ସହରରେ ବହୁଲୋକ ଫଶି ରହିଛନ୍ତି। ଏବେ ସେଠାକୁ ଯିବାକୁ ଚାଇନା ପକ୍ଷରୁ ବାରଣ କରାଯାଇଛି। କାରଣ ଉହାନ ସହରରେ...

ଲୁଣରେ ଆୟୋଡ଼ିନ୍‌: ଆମେରିକା, ଜର୍ମାନୀ ସମେତ ପୃଥିବୀର ୫୬ ଦେଶରେ ପ୍ରତିବନ୍ଧିତ

ଓ୍ବାଶିଂଟନ,୧୧।୬: ଭାରତରେ ଆୟୋଡ଼ିନ୍‌ଯୁକ୍ତ ଲୁଣର ବ୍ୟବହାର ପାଇଁ ସରକାରଙ୍କ ସ୍ବୀକୃତି ମିଳିଛି। ତେବେ ଏହାକୁ ଆମେରିକା, ଜର୍ମାନୀ ସମେତ ପୃଥିବୀର ୫୬ଟି ଦେଶରେ ପ୍ରତିବନ୍ଧିତ କରାଯାଇଛି।...

ୟୁରୋପର ୮ ଦେଶରେ କରୋନାର ନୂଆ ଷ୍ଟ୍ରେନ୍‌: ଡବ୍ଲୁଏଚଓ

ଜେନେଭା,୨୬ ।୧୨: କରୋନା ଭାଇରସର ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିବା ପରେ ସାରା ବିଶ୍ୱ ଏକ ପ୍ରକାର ଚିନ୍ତାରେ ପଡିଯାଇଛି । ଏବେ ୟରୋପର ପ୍ରାୟ...

ଚର୍ଚ୍ଚରେ ୩ ଛୁଆଙ୍କୁ ଗୁଳି କରି ହତ୍ୟା

ସାକ୍ରାମେଣ୍ଟୋ,୧।୩: ଚର୍ଚ୍ଚରେ ୩ ଛୁଆଙ୍କୁ ଗୁଳି କରି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ବାପା। କାଲିଫର୍ନିଆର ସାକ୍ରାମେଣ୍ଟୋଠାରେ ଘଟିଥିବା ଏହି ଗୁଳିକାଣ୍ଡରେ ୫ ଜଣଙ୍କ...

ବିମାନରେ ଉଡ଼ିଲେ ସବୁଠୁ ଡେଙ୍ଗୀ

ଅଙ୍କାରା, ୬।୧୧: ତୁର୍କୀର ରୁମେୟସା ଗେଲ୍‌ଗିଙ୍କ ଉଚ୍ଚତା ୭ ଫୁଟ୍‌ ୭ ଇଞ୍ଚ (୨୧୫.୧୬ ସେଣ୍ଟିମିଟର)। ୨୦୧୪ରେ ସେ ବିଶ୍ୱର ସବୁଠୁ ଡେଙ୍ଗୀ ଟିନ୍‌ ଏଜର...

ଜନ୍ମହାର ବୃଦ୍ଧି ପାଇଁ ଇରାନ ସରକାରଙ୍କ ନୂଆ ଫର୍ମୁଲା

ତେହେରାନ,୨୨ ।୭: ଗତ କିଛି ବର୍ଷ ହେବ ଇରାନରେ ଜନ୍ମହାର କମ୍ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି । ବିଶ୍ୱର କିଛି ଦେଶ ତୁଳନାରେ...

ସର୍ବିୟାକୁ ଗୁପ୍ତରେ ଏଚ୍‌କ୍ୟୁ-୨୨ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପଠାଇଲା ଚାଇନା…

ବେଜିଂ, ୧୧।୪ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିଥିବା ସମୟରେ ଚାଇନାର ଏକ ଗୁପ୍ତ କାର୍ଯ୍ୟର ପର୍ଦ୍ଦାଫାଶ୍‌ ହୋଇଛି। ଚାଇନା ରୁଷିଆର ବନ୍ଧୁ ରାଷ୍ଟ୍ର...

Advertisement
Archives

Model This Week