‘ଲଗାନ୍ ସେ ଲଗାମ୍ ତକ୍’: ସୁନକଙ୍କୁ ନେଇ ଶଶି ଥରୁରଙ୍କ ଟୁଇଟ…
ନୂଆଦିଲ୍ଲୀ,୨୫।୧୦ : କଂଗ୍ରେସ ନେତା ଶଶି ଥରୁର ମଙ୍ଗଳବାର ମୂଳ ଭାରତୀୟ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ନେଇ ଏକ ନିଆରା ଟୁଇଟ କରିଛନ୍ତି। ସେ ଲେଖିଛନ୍ତି ‘ଲଗାନ୍ ସେ ଲଗାମ୍ ତକ୍’। ମାତ୍ର ୭୫ ବର୍ଷ ମଧ୍ୟରେ ଜୟ…
ବାଣଫୁଟାକୁ ନେଇ ଦୁଇପକ୍ଷ ମୁହାଁମୁହିଁ, ୧୯ ଜଣ ପୋଲିସ ହେପାଜତରେ…
ଅହମଦାବାଦ,୨୫।୧୦: ଦୀପାବଳି ଅବସରରେ ଗୁଜରାଟର ବଡୋଦରା ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ବାଣଫୁଟାକୁ ନେଇ ସଂଘର୍ଷ ହୋଇଥିଲା। ଏହା ପରେ ପୋଲିସ ଉଭୟ ପକ୍ଷରୁ ୧୯ ଜଣଙ୍କୁ ଗିରଫ କରିଥିଲା। ମଙ୍ଗଳବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଘଟଣା…
ଦୈନିକ ସଂକ୍ରମଣ ହଜାରେ ତଳେ, ମୃତ୍ୟୁ ସଂଖ୍ୟା ୧…
ନୂଆଦିଲ୍ଲୀ, ୨୫।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୩ ହଜାର ତଳେ ରହିଛି। ଗତ ୨୪…
ହ୍ୱାଇଟ ହାଉସରେ ଦୀପାବଳି ପାଳିଲେ ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ
ୱାଶିଂଟନ,୨୫ ।୧୦: ଆଲୋକର ପର୍ବ ଦୀପାବଳି ସୋମବାର କେବଳ ଭାରତ କାହିଁକି ସାରା ବିଶ୍ୱରେ ପାଳନ କରାଯାଇଥିବା ଦେଖାଯାଇଛି । ଆମେରିକାର ହ୍ୱାଇଟ ହାଉସରେ ପାଳନ କରାଯାଇଥିବା ଦୀପାବଳିକୁ ନେଇ ବିଶେଷ ଚର୍ଚ୍ଚା ହୋଇଛି । ଏବେ ପର୍ଯ୍ୟନ୍ତ ହ୍ୱାଇଟ ହାଉସରେ…
ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ/ଲଣ୍ଡନ,୨୫ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଆପଣଙ୍କ ସହ ବିଶ୍ୱର ଅନେକ ପ୍ରସଙ୍ଗକୁ ନେଇ କାମ କରବାକୁ ଉତ୍ସାହିତ…
ଦୀପାବଳି ପରେ ବଢିଲା ଦିଲ୍ଲୀ-ଏନସିଆରର ବାୟୁ ପ୍ରଦୂଷଣ
ନୂଆଦିଲ୍ଲୀ,୨୫ ।୧୦: ଦୀପାବଳି ଉତ୍ସବ ପାଳନ ପରେ ଦିଲ୍ଲୀ ସମେତ ଅନେକ ସହରର ବାୟୁ ବିଷାକ୍ତ ହୋଇଯାଇଛି । ବାଣ ଫୁଟିବା ଫଳରେ ପ୍ରଦୂଷଣ ସ୍ତର ଅତ୍ୟନ୍ତ ଖରାପ ହୋଇଯାଇଛି । ଏହାର ପ୍ରଭାବରେ ଆଗାମୀ ଦିନରେ ରାଜଧାନୀର ବାୟୁ ଆହୁରି…
‘ସିତ୍ରାଙ୍ଗ’ର ତାଣ୍ଡବ ବାଂଲାଦେଶରେ ୭ ମୃତ, ମେଘାଳୟରେ ହାଇ ଆଲର୍ଟ
ନୂଆଦିଲ୍ଲୀ,୨୫ ।୧୦: ବଙ୍ଗୋପସାଗରେ ସୃଷ୍ଟ ଘୁର୍ଣ୍ଣିବଳୟ ‘ସିତ୍ରାଙ୍ଗ’ର ପ୍ରଭାବ ପଶ୍ଚିମବଙ୍ଗରେ ଧୀରେ ଧୀରେ ଦେଖିବାକୁ ମିଳିଛି । କୋଲକାତା ସମେତ କିଛି ଜିଲାରେ ମେଘୁଆ ପାଗ ରହିଥିବା ବେଳେ ପୂର୍ବ ମେଦିନାପୁରର କିଛି ସ୍ଥାନରେ ହାଲକା ବର୍ଷା ବି ହୋଇଛି ।…
ଆକାଶଦୀପ ଵାଣ ଖସିପଡି ଗୋପଵନ୍ଧୁ ଙ୍କ ଷଠିଘରେ ଅଗ୍ନିକାଣ୍ଡ
ସାକ୍ଷୀଗୋପାଳ, ୨୪।୧୦ (ଡି. ଏନ୍. ଏ)ପୁରୀଜିଲ୍ଲା ସତ୍ୟଵାଦୀ ବ୍ଲକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରେ ଦୀପାବଳୀ ସନ୍ଧ୍ୟାରେ ଆକଷ୍ମିକ ଅଗ୍ନିକାଣ୍ଡ ଘଟିଛି। ଦୀପାବଳିରେ ଅବସରରେ ଏହି ଅଘଟଣ କୁ ନେଇ ଗ୍ରାମବାସୀ ମାନେ ଦୁଃଖ ପ୍ରକାଶ କରିଛନ୍ତି । ଘରର…
ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଋଷି ସୁନକ: ୧୮୫ ଏମ୍ପିଙ୍କ ମିଳିଲା ସମର୍ଥନ
ଲଣ୍ଡନ,୨୪।୧୦: ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କୁ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ପ୍ରଥମ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଇତିହାସ ରଚି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ। ସୋମବାର ଋଷି ସୁନକଙ୍କୁ ୧୮୦ରୁ ଊର୍ଦ୍ଧ୍ୱ ଏମ୍ପିଙ୍କ ସମର୍ଥନ ମିଳିଛି। ସେ ପୋନ୍ନି ମୋର୍ଡାଣ୍ଟଙ୍କୁ ମଧ୍ୟ…
ଇମ୍ରାନଙ୍କ ଆବେଦନ ଖାରଜ
ଇସଲାମାବାଦ,୨୪ା୧୦: ଇସଲାମାବାଦ ହାଇକୋର୍ଟ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ତୋଶଖାନା ମାମଲାରେ ଅଯୋଗ୍ୟ ଘୋଷଣାକୁ ତୁରନ୍ତ ସ୍ଥଗିତ ରଖିବା ଆବେଦନକୁ ସୋମବାର ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ପାକିସ୍ତାନର ନିର୍ବାଚନ ଆୟୋଗ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଅନ୍ୟ ଦେଶର ମୁଖ୍ୟ ତଥା…
ଦିଲ୍ଲୀରେ ବଢ଼ୁଛି ବାୟୁ ପ୍ରଦୂଷଣ
ନୂଆଦିଲ୍ଲୀ,୨୪।୧୦: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଲଗାତର ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳେ ଅର୍ଥାତ୍ ଅକ୍ଟୋବର ୨୪ରେ ରବିବାର ତୁଳନାରେ ଦିଲ୍ଲୀ ଓ ନୋଏଡାରେ ପ୍ରଦୂଷଣ ସ୍ତର ଅଧିକ ବୃଦ୍ଧି ପାଇଛି। ଦିଲ୍ଲୀର ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୨୭୬…
ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୯ କୁଳପତି…
ଥିରୁଭାନନ୍ତପୁରମ୍,୨୪।୧୦ : କେରଳର ନଅ ବିଶ୍ୱବିଦ୍ୟାଳୟର କୁଳପତିମାନେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ଇସ୍ତଫା ଆଦେଶକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମସ୍ତ କୁଳପତିମାନେ ଇସ୍ତଫା ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। ଏଥି ସହ କେରଳ ହାଇକୋର୍ଟ…
Archives


