Home Middle

ଚାଇନାରେ ପୁଣି ଲକ ଡାଉନ, ସାଂଘାଇର ୟାଂଗପୁ ଜିଲାରେ ସାମୁହିକ କୋଭିଡ ଯାଞ୍ଚ ନିର୍ଦ୍ଦେଶ

ବେଜିଂ,୨୯ ।୧୦: ତିନି ବର୍ଷ ପୂର୍ବରୁ ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ପୁଣିଥରେ ଚାଇନାରେ ଦେଖିବାକୁ ମିଳିଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ସହରକୁ ଆଂଶିକ ଲକଡାଉନ ଘୋଷଣା କରାଯାଇଛି । ଶୁକ୍ରବାର ଚାଇନାର ବ୍ୟବସାୟୀକ ସହର…

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଇଣ୍ଡିଗୋ ଏୟାର ଲାଇନ୍ସର ବିମାନ, ଟେକଅପ୍ ପୂର୍ବରୁ ଇଞ୍ଜିନରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୨୯ ।୧୦: ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନକୁ ଶୁକ୍ରବାର ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଛି । ବିମାନଟି ରନୱେରେ ଟେକ୍ ଅପ୍ କରୁଥିବା ସମୟରେ ଏଥିରୁ ନିଆଁ ବାହାରୁଥିବା ଦେଖାଯାଇଥିଲା । ଆଉ ମାତ୍ର ୫-୭…

ଇମ୍ରାନଙ୍କ ହକିକି ଆଜାଦି ମାର୍ଚ୍ଚ ପରେ ହେବ କି ଗୃହଯୁଦ୍ଧ ? ଗୃହ ମନ୍ତ୍ରଣାଳୟର ଚେତାବନୀ ଦୂରେଇ ରୁହନ୍ତୁ ସରକାରୀ କର୍ମଚାରୀ

ଇସଲାମାବାଦ,୨୮ ।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଇସଲାମାବାଦ ପର୍ଯ୍ୟନ୍ତ ଲଙ୍ଗ ମାର୍ଚ୍ଚକୁ ନେଇ ଗୋଟିଏ ପଟେ ଫୌଜ ଅସୁବିଧାରେ ପଡି ଯାଉଛନ୍ତି ତ ଅନ୍ୟପଟେ ସରକାର ଏହାକୁ ନେଇ ହଡବଡେଇ ଯାଉଛନ୍ତି । ପାକିସ୍ତାନର ଗୃହ ମନ୍ତ୍ରଣାଳୟ ଇମ୍ରାନଙ୍କ…

ଦାରିଙ୍ଗବାଡ଼ିରେ ଖସିଲା ପାରଦ: ବୃଦ୍ଧି ପାଉଛି ଶୀତ

ଦାରିଙ୍ଗବାଡ଼ି,୨୮ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରହିଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ଫୁଲବାଣୀରେ ସର୍ବନିମ୍ନ ୧୫ଡିଗ୍ରୀ ତାପମାତ୍ରା ରହିଛି। ଧିରେ ଧିରେ ପାଗ…

ନଭେମ୍ବର ୪ରେ କୋଲକାତା ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ କୋଲକାତା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ନବୀନ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ୫ରେ କୋଲକାତା ରାଜ୍ୟ ସଚିବାଳୟରେ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ…

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଆର୍‌ ଡବ୍ଲ୍ୟୁଏସ୍‌ଏସ୍‌ର ଅତିରିକ୍ତ ଯନ୍ତ୍ରୀ ନିହାର ରଞ୍ଜନ ଦାସ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶୁକ୍ରବାର ସକାଳେ ତାଙ୍କ ଘର ସମେତ ଏକାକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ, ଅଫିସ, ଖୋର୍ଦ୍ଧା,…

ପାକ ସୀମାରେ ୩ ଏକେ ୪୭ ସହିତ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ

ଫିରୋଜପୁର,୨୮ ।୧୦: ସୀମା ସୁରକ୍ଷା ବଳ(ବିଏସଏଫ୍‌) ଫିରୋଜପୁର ସେକ୍ଟରରେ ଭାରତ-ପାକିସ୍ତାନ ସୀମାରୁ ୩ ଏକେ ୪୭ ରାଇଫଲ, ୩ ମିନି ଏକେ ୪୭ ରାଇଫଲ ଓ ୩ ପିସ୍ତଲ ଜବତ କରିଛନ୍ତି । ଶୁକ୍ରବାର ସକାଳୁ ଦ ଟ୍ରିବ୍ୟୁନକୁ ପଠାଇଥିବା ଏକ…

ଟୁଇଟର୍‌ର ମାଲିକ ହେବାପରେ ଆକ୍ସନ ମୋଡ୍‌ରେ ଏଲନ ମସ୍କ: ସିଇଓଙ୍କୁ ପଦରୁ ହଟାଇଲେ

ନ୍ୟୁୟର୍କ,୨୮।୧୦: ଟେସଲା କମ୍ପାନୀ ମାଲିକ ଏଲନ ମସ୍କ ଟୁଇଟରର ମାଲିକ ହୋଇଛନ୍ତି। ଏଲୋନ ମସ୍କ ନିଜ ଟୁଇଟର୍‌ ବାୟୋରେ ପ୍ଲାଟଫର୍ମର ମୁଖ୍ୟ ବୋଲି ଉଲ୍ଲେଖ କରିଛନ୍ତି। ଟୁଇଟର୍‌ର ମାଲିକ ହେବା ପରେ ଆକ୍ସନ ମୋଡ୍‌ରେ ଅଛନ୍ତି ମସ୍କ। ସେ ଟୁଇଟର୍‌ ସିଇଓ…

ମେଟା ଉପରେ ୨ ଅରବରୁ ଅଧିକ ଜରିମାନା, ଆମେରିକାର ନିର୍ବାଚନ ବିଜ୍ଞାପନରେ ଗଡବଡକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ

ୱାଶିଂଟନ,୨୮ ।୧୦: ଆମେରିକାରେ ନିର୍ବାଚନ ବିଜ୍ଞାପନ ସହ ଜଡିତ ଗଡବଡକୁ ନେଇ ୱାଶିଂଟନ ରାଜ୍ୟର ଏକ ଅଦାଲତ ବୁଧବାର ଫେସବୁକର ମୂଳ କମ୍ପାନୀ ମେଟା ଉପରେ ପ୍ରାୟ ୨.୫ କୋଟି ଆମେରିକୀୟ ଡଲାର ବା ୨ ଅରବରୁ ଅଧିକ ଟଙ୍କାର ଜରିମାନା…

ପୁଟିନ କହିଲେ ଭବିଷ୍ୟତ ଭାରତର, ମୋଦିଙ୍କ ନେତୃତ୍ୱକୁ କଲେ ପ୍ରଶଂସା

ମସ୍କୋ,୨୮ ।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ପୁଣିଥରେ ଭାରତ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ବିଶ୍ୱ ସ୍ତରରେ ଭାରତର ଭୂମିକା ବଢିବାରେ ଲାଗିଛି । ସେହିଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗତ…

ଇଟାଲି ସୁପରମାର୍କେଟରେ ଛୁରାମାଡ, ଫୁଟବଲ ଖେଳାଳିଙ୍କ ସମେତ ୪ ଆହତ, ଜଣେ ମୃତ

ରୋମ,୨୮ ।୧୦: ଇଟାଲିର ମିଲାନ ସହରରୁ ଏକ ବଡ ଖବର ଆସିଛି । ଏଠାରେ ଜଣେ ସନ୍ଦିଗ୍ଧ ଏକ ସୁପରମାର୍କେଟରେ ଲୋକଙ୍କୁ ଛୁରାମାଡ କରିଛନ୍ତି । ଏହି ଘଟଣାରେ ଆର୍ସେନଲର ଷ୍ଟାର ଫୁଟବଲର ପାବ୍ଲୋ ମାରି ସମେତ ୪ ଜଣ ଆହତ…

ଚାଇନା ଉଠାଇଲା କଶ୍ମୀର ରାଗ: କହିଲା, ଆଲୋଚନା ମାଧ୍ୟମରେ ସମାଧାନ ହେଉ କଶ୍ମୀର ପ୍ରସଙ୍ଗ

ବେଜିଂ,୨୭।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ମାଧ୍ୟମରେ କଶ୍ମୀର ପ୍ରସଙ୍ଗର ସମାଧାନ ହେବା ଆବଶ୍ୟକ ବୋଲି ଗୁରୁବାର ଚାଇନା କହିଛି। କୌଣସି ଏକପାଖିଆ କାର୍ଯ୍ୟାନୁଷ୍ଠାନ ସ୍ଥିତିକୁ ଅଧିକ ଜଟିଳ କରିବ ବୋଲି ଜଣେ ପାକିସ୍ତାନୀ ଖବରଦାତାଙ୍କ ପ୍ରଶ୍ନରେ ଚାଇନା ବହିର୍ବ୍ୟାପାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri