ଶାହା କହୁଛନ୍ତି ସ୍ଥିତି ସାମାନ୍ୟ, କିନ୍ତୁ ମୁଁ ଘରେ ନଜର ବନ୍ଦୀ: ମେହବୁବା…
ଶ୍ରୀନଗର,୫।୧୦ : ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି ଦାବି କରିଛନ୍ତି ଯେ ତାଙ୍କୁ ଉତ୍ତର କଶ୍ମୀରର ପଟ୍ଟନ ସହରକୁ ଯିବାକୁ ବାରଣ କରାଯାଇ ଘରେ ନଜର ବନ୍ଦୀ ରଖାଯାଇଛି। ସେ ଟୁଇଟ କରି କହିଛନ୍ତି ଯେ ଯେତେବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା…
ସଂସଦୀୟ କମିଟିରେ ପରିବର୍ତ୍ତନ, କଂଗ୍ରେସ ହାତରୁ ଆଇଟି-ସ୍ବରାଷ୍ଟ୍ର ମାମଲା ଅଧ୍ୟକ୍ଷତା ଛଡ଼ାଇ ନେଲା ଶାସକ ଭାଜପା…
ନୂଆଦିଲ୍ଲୀ,୫।୧୦ : କେନ୍ଦ୍ର ସରକାର ସ୍ବରାଷ୍ଟ୍ର ବିଭାଗର ସଂସଦୀୟ କମିଟିର ଅଧ୍ୟକ୍ଷତା କଂଗ୍ରେସ ହାତରୁ ଛଡ଼ାଇ ନେଇଛି। ଏହା ସହିତ ବହିର୍ବ୍ୟାପାର ବିଭାଗ, ପ୍ରତିରକ୍ଷା ବିଭାଗ, ଅର୍ଥ ବିଭାଗ ଆଦି ସମସ୍ତ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କମିଟିର ଅଧ୍ୟକ୍ଷ ପଦବୀ ଶାସକ ଭାଜପା…
ଗୋଟିଏ ହେଉ ସଭିଙ୍କ ମନ୍ଦିର, ପାଣି-ଶ୍ମଶାନ-ଘୋଡ଼ୀ ଚଢ଼ିବା ନେଇ ବିବାଦ ଠିକ୍ ନୁହେଁ: ଭାଗଓ୍ବତ…
ନାଗପୁର,୫।୧୦ : ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ ତାଙ୍କ ଦଶହରା ଅଭିଭାଷଣରେ ସମାଜରେ ଏକତା ପାଇଁ ନିବେଦନ କରିଛନ୍ତି। ବିଶେଷକରି ଦଳିତଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ମୋହନ ଭାଗବତ କହିଛନ୍ତି ଯେ କିଏ ଘୋଡୀ ଚଢ଼ିପାରିବ ଏବଂ କିଏ ପାରିବ…
ମହିଷାସୁର ସ୍ଥାନରେ ମହାତ୍ମା : ମୁହଁ ଖୋଲିଲା ହିନ୍ଦୁ ମହାସଭା…
କୋଲକାତା,୫।୧୦ : ପଶ୍ଚିମବଙ୍ଗ ଦୁର୍ଗା ପୂଜାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଦକ୍ଷିଣ-ପଶ୍ଚିମ କୋଲକାତାର ରୁବି କ୍ରସିଂ ନିକଟରେ ଥିବା ପୂଜା ପେଣ୍ଡାଲରେ ମହିଷାସୁର ବଦଳରେ ମହାତ୍ମା ଗାନ୍ଧୀଙ୍କ ଭଳି ଦେଖାଯାଉଥିବା ମୂର୍ତ୍ତି ରଖାଯାଇଥିଲା। ଜାତିର ପିତାଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ…
ଦେଶର ସୁରକ୍ଷା ସୁରକ୍ଷିତ ହାତରେ: ରାଜନାଥ…
ଚାମୋଲି,୫।୧୦ : ଦଶହରାର ଶୁଭ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଉତ୍ତରାଖଣ୍ଡର ଚାମୋଲିସ୍ଥିତ ଔଲି ମିଲିଟାରୀ ଷ୍ଟେଶନରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଉପସ୍ଥିତିରେ ଶସ୍ତ୍ର ପୂଜା କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ଭାରତ…
ପ୍ରଫେଟ ବିବାଦ ନେଇ ଭାଗଓ୍ବତଙ୍କ ପରାମର୍ଶ, କାହାର ଶ୍ରଦ୍ଧାକୁ ଆଘାତ ଦେବା ଉଚିତ ନୁହେଁ…
ନାଗପୁର,୫।୧୦ : ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ ବିଜୟାଦଶମୀ ଉପରେ ଦେଇଥିବା ଅଭିଭାଷଣରେ ପ୍ରଫେଟ ମହମ୍ମଦଙ୍କୁ ନେଇ ବିବୃତ୍ତି ହେତୁ ନିକଟରେ ଆରମ୍ଭ ହୋଇଥିବା ବିବାଦ ବିଷୟରେ କହିଛନ୍ତି। ଏହି ସମୟ ମଧ୍ୟରେ ସେ କାହାର ନାମ ନେଇ ନଥିଲେ, କିନ୍ତୁ…
ଦୈନିକ ସଂକ୍ରମଣରେ ୩୦ ପ୍ରତିଶତ ବୃଦ୍ଧି…
ନୂଆଦିଲ୍ଲୀ,୫।୧୦ : ଦେଶରେ କରୋନା ଆତଙ୍କ ଥମିବାର ନା ଧରୁନି। ବୁଧବାର (ଅକ୍ଟୋବର ୫) ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨,୪୬୮ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଯାହା ଗତକାଲି ତୁଳନାରେ…
ମଣିଷଙ୍କୁ ନେଇ ଉଡ଼ିବ ଡ୍ରୋନ୍, ନୌସେନାରେ ହେବ ସାମିଲ…
ନୂଆଦିଲ୍ଲୀ,୫।୧୦ : ପ୍ରଥମ ଥର ପାଇଁ ଭାରତ ମଣିଷଙ୍କୁ ନେଇ ଉଡୁଥିବା ବରୁଣ ଡ୍ରୋନକୁ ବିକଶିତ କରାଯାଇଛି। ସ୍ବଦେଶୀ ନିର୍ମିତ ଏହି ପାଇଲଟ ବିହୀନ ଡ୍ରୋନ ଶୀଘ୍ର ଭାରତୀୟ ନୌସେନାରେ ସାମିଲ ହେବ। ପୁଙ୍ଖାନୁପୁଙ୍ଖ ପରୀକ୍ଷଣ ପରେ ଭାରତୀୟ ନୌସେନା ଏହାକୁ…
ଭାଗଓ୍ବତ କହିଲେ ଶୁଭ କାର୍ଯ୍ୟ ପାଇଁ ଶକ୍ତି ଜରୁରୀ, ପ୍ରଥମ ଥର ପାଇଁ ଆରଏସଏସ ଶସ୍ତ୍ର ପୂଜନରେ ମହିଳା ମୁଖ୍ୟ ଅତିଥି…
ନାଗପୁର,୫।୧୦ : ପ୍ରଥମ ଥର ପାଇଁ ଜଣେ ମହିଳା ମୁଖ୍ୟ ଅତିଥି ଆରଏସଏସର ଦଶହରା ଶସ୍ତ୍ର ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏଥର ପଦ୍ମଶ୍ରୀ ସାନ୍ତୋଷ ଯାଦବ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ସେ ହେଉଛନ୍ତି ଏକମାତ୍ର…
ବୁଧବାର ରସାୟନ ବିଜ୍ଞାନରେ ନୋବେଲ, ଶୁକ୍ରବାର ଶାନ୍ତି ପାଇଁ ନୋବେଲ…
ଷ୍ଟକହୋମ,୪।୧୦ : ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ବୁଧବାର ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯିବ। ଏଥି ସହିତ ଗୁରୁବାର ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯିବ। ସେହିପରି ଚଳିତ ୨୦୨୨ବର୍ଷ ପାଇଁ ନୋବେଲ…
ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଚରିତ୍ର ପ୍ରମାଣ ପତ୍ର ମାଗିବା ନିର୍ଦ୍ଦେଶ ପ୍ରତ୍ୟାହୃତ…
ଶିମଲା,୪।୧୦ : ସମାଲୋଚନାର ସମ୍ମୁଖୀନ ହୋଇ ହିମାଚଳ ପ୍ରଦେଶ ସରକାର ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଚରିତ୍ର ପ୍ରମାଣ ପତ୍ର ମାଗିବା ନିର୍ଦ୍ଦେଶ ପ୍ରତ୍ୟାହାର କରିନେଇଛନ୍ତି। ବୁଧବାର ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବିତ ରାଲିର କଭରେଜ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଚରିତ୍ର…
ଭାଜପା ଏମସିଡି ବିରୋଧରେ ସାଢ଼େ ୩ ହଜାର ଆବର୍ଜନା ରାବଣ ଜଳାଇ ଏଏପି କଲା ପ୍ରଦର୍ଶନ…
ନୂଆଦିଲ୍ଲୀ,୪।୧୦ : ଦଶହରା ଅବସରରେ ଆମ ଆଦମୀ ପାର୍ଟି ମଙ୍ଗଳବାର ରାଜଧାନୀ ଦିଲ୍ଲୀର ସାଢ଼େ ୩ ହଜାର ସ୍ଥାନରେ ରାବଣକୁ ଅଳିଆ ଆବର୍ଜନା ଜାଳି ଭାଜପା ଶାସିତ ନିଗମ ବିରୋଧରେ ପ୍ରତୀକାତ୍ମକ ପ୍ରଦର୍ଶନ କରିଥିଲା। ବୁରାଡିରେ ଏଏପି ବିଧାୟକ ସଞ୍ଜୀବ ଝା…
Archives


