Home Middle

ଭିମ ୟୁପିଆଇ-ରୁପେ କାର୍ଡ ବ୍ୟବହାର କଲେ ମିଳିବ ପ୍ରୋତ୍ସାହନ : କ୍ୟାବିନେଟ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୧।୧ : କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭିମ ୟୁପିଆଇ ଏବଂ ରୁପେ କାର୍ଡର ବ୍ୟବହାର ଉପରେ ପ୍ରୋତ୍ସାହନ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ଆର୍ଥିକ ପ୍ରସଙ୍ଗ ସହ ଜଡିତ କିଛି…

ମହାସାଗରରେ ତାତି ସଙ୍କଟ : ଭାଙ୍ଗୁଛି ସମସ୍ତ ପୁରୁଣା ରେକର୍ଡ…

ଓ୍ବାଶିଂଟନ,୧୧।୧ : ୨୦୨୨ ମସିହାରେ ପୃଥିବୀର ମହାସାଗର ସବୁଠୁ ଉଷ୍ମ ଥିଲା। ଏହା ମାନବ ଦ୍ୱାରା ନିର୍ଗତ ହେଉଥିବା ଗ୍ୟାସ ପୃଥିବୀର ଜଳବାୟୁରେ ଗଭୀର ଏବଂ ବ୍ୟାପକ ପରିବର୍ତ୍ତନକୁ ପ୍ରତିଫଳିତ କରିଛି। ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ଦ୍ୱାରା ଉତ୍ପାଦିତ ଅତିରିକ୍ତ…

ଗୁରୁବାର ଇଡେନ ଗାର୍ଡେନ୍ସରେ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଏକଦିବସୀୟ, ଶ୍ରୀଲଙ୍କା ପାଇଁ କର ବା ମର ସ୍ଥିତି…

କୋଲକାତା,୧୧।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ଜାନୁଆରୀ ୧୨ ଗୁରୁବାର ଅପରାହ୍ନ ସାଢ଼େ ୧ଟାରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ଏହି ସିରିଜରେ ଶ୍ରୀଲଙ୍କା ଦଳ ୦-୧ରେ ପଛୁଆ ରହିଛି।…

ସିଏପିଏଫ୍‌ଙ୍କୁ ମିଳିବ ପୁରୁଣା ପେନସନ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୧।୧ : କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ)ରେ ପୁରୁଣା ପେନସନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଶ୍ରୀନିବାସ ଶର୍ମା ବନାମ ୟୁନିଅନ ଅଫ ଇଣ୍ଡିଆରେ କୋର୍ଟ କେନ୍ଦ୍ରୀୟ ପାରାମିଲିଟାରୀ ବାହିନୀକୁ ଭାରତର ସଶସ୍ତ୍ର ବାହିନୀ…

ଶ୍ରୀଲଙ୍କା ସ୍ଥିତି ମୁହାଁ ପାକିସ୍ତାନ…

ଇସଲାମାବାଦ,୧୧।୧ : ପାକିସ୍ତାନରେ ନଗଦ ସଙ୍କଟ ମଧ୍ୟରେ ମୁଦ୍ରାସ୍ଫୀତି ବେଲଗାମ ହୋଇଛି। ଦେଶର ସ୍ଥିତି ଏବେ ଶ୍ରୀଲଙ୍କା ମୁହାଁ ହେବାରେ ଲାଗିଛି। ଖାଦ୍ୟ ସାମଗ୍ରୀ ଇନ୍ଧନ ସାମଗ୍ରୀର ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିବା ସହିତ ମୁଦ୍ରାସ୍ଫୀତି ପୂର୍ବ ବର୍ଷ ତୁଳନାରେ ପ୍ରାୟ…

ଚାଇନା ଶ୍ମଶାନ ଘାଟରେ ଭିଡ଼: ପର୍ଦ୍ଦାଫାଶ କଲା ଉପଗ୍ରହ ଚିତ୍ର…

ବେଜିଂ,୧୧।୧ : ଚାଇନାରେ କରୋନା ମହାମାରୀ ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ସଙ୍କଟ ଜନକ ହୋଇପଡ଼ିଛି। ଯଦିଓ ଚାଇନା ସରକାର ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି, କିନ୍ତୁ ବର୍ତ୍ତମାନ ଉପଗ୍ରହର ଫଟୋରୁ ଜଣାପଡିଛି ଯେ ଚାଇନାର ଶ୍ମଶାନ ବାହାରେ ବହୁ ସଂଖ୍ୟାରେ…

କର୍ନାଟକରେ କଂଗ୍ରେସର ନିର୍ବାଚନ ଅଭିଯାନ ଆରମ୍ଭ…

ବେଙ୍ଗାଲୁରୁ,୧୧।୧ : କଂଗ୍ରେସ ପକ୍ଷରୁ ୨୦୨୩ କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ଗୁରୁବାରଠାରୁ ଆରମ୍ଭ ହୋଇଛି। ପାର୍ଟି ରାଜ୍ୟ ଅଧ୍ୟକ୍ଷ ଡି.କେ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବେଲାଗାଭିରୁ ଦଳର “ପିପୁଲ୍ସ ଭଏସ ଯାତ୍ରା” ଲଞ୍ଚ କରିଛନ୍ତି।…

ଆଶିଷଙ୍କ ଜାମିନ ଆବେଦନର ବିଚାର ୨୦ ଜାନୁୟାରୀରେ…

ନୂଆଦିଲ୍ଲୀ,୧୧।୧ : ଲଖିମପୁର ଖେରୀରେ ଚାଷୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ ଗୁରୁବାର କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି ଜାନୁଆରୀ ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଆଲ୍ଲାହାବାଦ ହାଇକୋର୍ଟଙ୍କ…

ଇସଲାମିକ ନିୟମ ଅନୁସାରେ ପୋଷାକ ପିନ୍ଧିଲେ ବାଳିକାଙ୍କୁ ମିଳିବ ପ୍ରାଥମିକ ଶିକ୍ଷା: ଘୋଷଣା କଲା ତାଲିବାନ…

କାବୁଲ,୧୧।୧ : ଆଫଗାନିସ୍ତାନରେ ତାଲିବାନ ଶାସକ ବାଳିକାମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ବାଳିକାମାନଙ୍କୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାକୁ ଅନୁମତି ଦିଆ ଯାଇଥିବାବେଳେ ଶିକ୍ଷା ମନ୍ତ୍ରଣାଳୟ ଏକ ସର୍ତ୍ତ ରଖିଛି…

ଆଣ୍ଟିବାୟୋଟିକକୁ ସାବଧାନ ! ୪୮ ପ୍ରତିଶତ ପେଟ ସମସ୍ୟା ସୃଷ୍ଟି କରୁଥିବା ଆଶଙ୍କା…

ନ୍ୟୁୟର୍କ,୧୧।୧ : ଆଣ୍ଟିବାୟୋଟିକ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ ୪୦ ବର୍ଷ ବୟସ ପରେ, ଟିକେ ଯତ୍ନର ସହ ଆଣ୍ଟିବାୟୋଟିକ ଖାଆନ୍ତୁ, କାରଣ ସେଗୁଡିକ ଯୋଗୁ ପ୍ରଦାହଜନକ ଅନ୍ତଃସ୍ଥଳୀ (ଆଇବିଡି) ହେବାର ଆଶଙ୍କା ୪୮ ପ୍ରତିଶତ…

ନ୍ୟାୟିକ ପ୍ରକ୍ରିୟାରେ ସୃଷ୍ଟି ହେବ ନୂଆ ଇତିହାସ: କୋର୍ଟରେ ତର୍କ କରିବେ ରୋବୋ ଆଇନଜୀବୀ…

ନ୍ୟୁୟର୍କ,୧୧।୧ : ନ୍ୟାୟିକ ପ୍ରକ୍ରିୟାରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି। ପ୍ରଥମ ରୋବୋ ଆଇନଜୀବୀ ଆସନ୍ତା ମାସରେ କୋର୍ଟରେ ଜଣେ ବ୍ୟକ୍ତିଙ୍କ ପକ୍ଷ ରଖି ବିଚାରପତିଙ୍କ ସମ୍ମୁଖରେ ତର୍କ ପ୍ରତିନିଧିତ୍ୱ କରିବେ। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଆସନ୍ତା ମାସରେ ବିଶ୍ୱର…

ଚାଇନାକୁ ଘେରିବେ ଆମେରିକା-ଜାପାନ, ଗୁରୁବାର ପଞ୍ଚମ ଇଣ୍ଡୋ-ପାସିଫିକ ବ୍ୟବସାୟ ଫୋରମ ବୈଠକ…

ଓ୍ବାଶିଂଟନ/ଟୋକିଓ,୧୧।୧ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ଚ୍ୟାଲେଞ୍ଜ ଏବଂ ଚାଇନା ଆକ୍ରୋଶକୁ ରୋକିବା ପାଇଁ ଆମେରିକା ଏବଂ ଜାପାନର ପ୍ରତିପକ୍ଷ ଶୀଘ୍ର ସାକ୍ଷାତ କରିବାକୁ ଯାଉଛନ୍ତି। ପେଣ୍ଟାଗନ କହିଛି ଯେ ୨୦୨୩ ଆମେରିକା-ଜାପାନ ସୁରକ୍ଷା ପରାମର୍ଶଦାତା କମିଟି ବୈଠକରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?