Home Middle

ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ହେବ ଭୋଟିଂ, ମଇଦାନରେ ୪୧୨ ପ୍ରାର୍ଥି

ଶିମଲା,୧୨ ।୧: ହିମାଚଳ ପ୍ରଦେଶର ସମସ୍ତ ୬୮ ବିଧାନସଭା ଆସନ ଲାଗି ଶନିବାର ଭୋଟିଂ ହେବ । ସାରା ରାଜ୍ୟରେ ଏଥିପାଇଁ ୭,୮୮୪ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ଏଠାରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ…

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅଗ୍ରହଣୀୟ: କଂଗ୍ରେସ

ନୂଆଦିଲ୍ଲୀ,୧୧।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ନଳୀନି ଶ୍ରୀହରନ୍‌ଙ୍କ ସମେତ ୬ଜଣ ଦୋଷୀଙ୍କୁ ପୂର୍ଣ୍ଣ ସମୟସୀମା ଆଗରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି…

ପ୍ରକାଶ ପାଇଲା ଓଜେଏସ୍‌-୨୦୨୧ ପରୀକ୍ଷାଫଳ: ଅନୁଗୋଳର ଆଦ୍ୟାଶା ମିଶ୍ର ଟପ୍ପର

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଓଜେଏସ୍‌-୨୦୨୧ର ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାରେ ଅନୁଗୋଳର ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ଚେତନା ପଟ୍ଟନାୟକ ଦ୍ୱିତୀୟ ଓ ଏ.ଗୀତାଞ୍ଜଳି ନାଇଡୁ ତୃତୀୟ…

ଜେଲ୍‌ରୁ ମୁକ୍ତ ହେବେ ରାଜୀବ ଗାନ୍ଧୀଙ୍କ ହତ୍ୟାକରୀ: ନଳିନୀଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୧।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସମସ୍ତ ଅଭିଯୁକ୍ତଙ୍କୁ ଏବେ ମୁକ୍ତ ହେବେ। ଶୁକ୍ରବାର ସୁପ୍ରିମକୋର୍ଟ ଏକ ଆବେଦନର ଶୁଣାଣି କରି ନଳିିନୀ ଏବଂ ଆରପି ରବିଚନ୍ଦ୍ରନଙ୍କ ସମେତ ୬ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ…

ଚାଇନାରେ ପୁଣି ଫେରିଲା କରୋନା ମହାମାରୀ, ଅଧିକାଂଶ ସହର ସମ୍ପୂର୍ଣ୍ଣ ଲକଡାଉନ, ହଜାର ହଜାର ଲୋକ ଘରେ ବନ୍ଦୀ

ବେଜିଂ,୧୧ ।୧୧: ଗତ ଏପ୍ରିଲ ମାସ ପରେ ଗୁରୁବାର ପୁଣିଥରେ ଚାଇନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ୧୦,୨୦୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ରାଜଧାନୀ…

୨୧ ଲକ୍ଷ ଲୋକଙ୍କ ଚାକିରି ଉପରେ ପଡ଼ିପାରେ ପ୍ରଭାବ

ଓ୍ବାଶିଂଟନ,୧୧ା୧୧: ଆମେରିକାରେ ବିମୁଦ୍ରୀକରଣ ହେବାର ସମ୍ଭାବନାକୁ ନେଇ ଲୋକଙ୍କ ଚିନ୍ତା ବୃଦ୍ଧି ପାଇଛି। ଏହି ବିମୁଦ୍ରୀକରଣ ମଧ୍ୟରେ ଆମେରିକାର ସ୍ଥାନୀୟ ଖବରକାଗଜରେ ଏକ ସର୍ଭେ ବାହାରିଛି। ସର୍ଭେ ରିପୋର୍ଟ ଆଶ୍ଚର୍ଯ୍ୟଜନକ। ଏହି ସର୍ଭେରେ ଆକଳନ କରାଯାଇଛି, ଅର୍ଥନୈତିକ ଦୃଷ୍ଟିକୋଣରୁ ଆମେରିକାରେ ଆସନ୍ତା…

ଏମସିଡି ନିର୍ବାଚନ ପାଇଁ କେଜରିୱାଲ ଜାରି କଲେ ୧୦ ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୧୧ ।୧୧: ଏମସିଡି ନିର୍ବାଚନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଶୁକ୍ରବାର ‘କେଜରିୱାଲଙ୍କ ୧୦ ଗ୍ୟାରେଣ୍ଟି’ ଲଞ୍ଚ କରିଛନ୍ତି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଯାହା କହୁ ତାହା କରୁ…

ଅର୍ଚ୍ଚନାଙ୍କ ବିଜ୍‌ନେସ ପାର୍ଟନ୍‌ରଙ୍କୁ ଗିରଫ କଲା ଇଡି

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ୍‌ଙ୍କ ବିଜ୍‌ନେସ ପାର୍ଟନର ଖଗେଶ୍ୱରଙ୍କୁ ଗିରଫ କରିଛି ଇଡି। ଗୁରୁବାର ଖଗେଶ୍ୱରଙ୍କ ଘର ଏବଂ କାର୍‌ ଶୋ’ ରୁମ୍‌ରେ ଇଡି ଚଢ଼ାଉ କରିଥିଲା। ତେବେ ଆଜି ତାଙ୍କୁ ଗିରଫ କରିଛି। ଅର୍ଚ୍ଚନା, ଜଗବନ୍ଧୁ ଏବଂ ଖଗେଶ୍ୱରଙ୍କ…

ୟୁକ୍ରେନ୍ ଛାଡିଥିବା ଭାରତୀୟ ଛାତ୍ରଙ୍କୁ ଅଫର ଦେଲା ରୁଷିଆ

ମସ୍କୋ,୧୧ ।୧୧: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ବହୁ ଭାରତୀୟ ମେଡିକାଲ ଛାତ୍ରୀଛାତ୍ର ପ୍ରଭାବିତ ହୋଇଛନ୍ତି । ଫେବୃୟାରୀ ୨୦୨୨ର ଶେଷ ଭାଗରେ ଯେତେବେଳେ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କଲା ସେତେବେଳେ ଅଧିକାଂଶ ଭାରତୀୟ ଛାତ୍ରଙ୍କୁ…

କଂସ ହେବେ ହୃଷୀକେଶ

ବରଗଡ଼ ଅଫିସ୍‌,୧୧।୧୧:ବରଗଡ଼ ଧନୁଯାତ୍ରା ମହୋତ୍ସବ କଳାକାର ଚୟନ ପ୍ରକ୍ରିୟାର ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ରାତି ପ୍ରାୟ ୧୧ଟାରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ଫଳାଫଳ ଘୋଷଣା କରିଛନ୍ତି। ହୃଷୀକେଶ ଭୋଇ କଂସ ଚରିତ୍ର ପାଇଁ ମନୋନିତ ହୋଇଛନ୍ତି। ସେ ଏହାପୂର୍ବରୁ…

କରୋନା ମହାମାରୀ ସମୟରେ ୪୩ ପ୍ରତିଶତ ପିଲା ଶିକ୍ଷାରୁ ବଞ୍ଚିତ: ରିପୋର୍ଟ

ନୂଆଦିଲ୍ଲୀ,୧୧ ।୧୧: ସାରା ବିଶ୍ୱରେ ପ୍ରଭାବ ବିସ୍ତାର କରିଥିବା କରୋନା ମହାମାରୀ ଦେଶ ଉପରେ ବି ବେଶ ପ୍ରଭାବ ପକାଇଛନ୍ତି । ଏହି ସମୟରେ ଦେଶରେ ପ୍ରାୟ ୪୩ ପ୍ରତିଶତ ପିଲାଙ୍କ ନିକଟରେ ୧୯ ମାସ ପର୍ଯ୍ୟନ୍ତ ଘରେ ବସି ପାଠ…

ପୁଣି ଘନଉଛି ବିପଦ: ରାୱଲପିଣ୍ଡିର ସିକ୍ରେଟ ଲ୍ୟାବ୍‌ରେ ତିଆରି ହେଉଛି ‘ବାୟୋ ଓ୍ବିପନ୍‌’

ଇସ୍‌ଲାମାବାଦ୍‌/ବେଜିଂ,୧୦।୧୧: କରୋନା ସଙ୍କଟରୁ ସାରା ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ନ ଥିବା ବେଳେ ଆଉ ଏକ ଖବର ସମସ୍ତଙ୍କ ନିଦ ଏବେ ହଜାଇଦେଇଛି। ଚାଇନାରୁ ଆସିଥିବା କରୋନା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏବେ ପୁଣି ବେଜିଂ ପାକିସ୍ତାନ ସହ ମିଶି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri