Home Middle

ଅମୃତ ଉଦ୍ୟାନରେ ସିଜେଆଇଙ୍କ ସମେତ ଅନ୍ୟ ବିଚାରପତି…

ନୂଆଦିଲ୍ଲୀ,୫।୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବତନ୍ତ୍ର ନିମନ୍ତ୍ରଣ କ୍ରମେ ସୁପ୍ରିମକୋର୍ଟର ବିଚାରପତିମାନେ ଅମୃତ ଉଦ୍ୟାନରେ ରବିବାର ପହଞ୍ଚିଛନ୍ତି। ଏହି ସମୟରେ ଦେଶର ପ୍ରଧାନ ବିଚାରପତି(ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ସେ ଉଦ୍ୟାନରେ ରଙ୍ଗୀନ ଫୁଲ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଭେଟି: ୭ମ ବେତନ କମିଶନରେ ବଢ଼ିବ ୪ ପ୍ରତିଶତ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୫।୨ : କେନ୍ଦ୍ର ସରକାରଙ୍କ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ଭଲ ଖବର ଆସିବାକୁ ଯାଉଛି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଭେଟି ଦେବାକୁ ଯାଉଛନ୍ତି। କେନ୍ଦ୍ର ସରକାର ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ…

ଭାରତୀୟ ବାୟୁସେନା ବିମାନର ଲକ୍ଷ୍ୟ ଚ୍ୟୁତ ନ ହୋଇଥିଲେ କାର୍ଗିଲ ଯୁଦ୍ଧରେ ପରଭେଜଙ୍କ ଘଟିଥାନ୍ତା ମୃତ୍ୟୁ…

ଇସଲାମାବାଦ,୫।୨ : ପାକିସ୍ତାନର ପୂର୍ବତନ ଏକଛତ୍ରବାଦୀ ଶାସକ ତଥା ଆର୍ମି ଜେନେରାଲ ପରଭେଜ ମୁଶରଫଙ୍କ ଦୁବାଇରେ ଦେହାନ୍ତ ହୋଇଛି। ୭୯ ବର୍ଷ ବୟସରେ ମୁଶରଫ ଦୁବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପରଭେଜ ମୁଶରଫ ଭାରତର ଏକ ଜଣାଶୁଣା…

୧୯୯୯ କାର୍ଗିଲ ଯୁଦ୍ଧର ଖଳନାୟକ ଥିଲେ ପରଭେଜ, ଜନ୍ମଭୂମିକୁ ଦେଇଥିଲେ ବହୁ କ୍ଷତ…

ଇସଲାମା,୫।୨ : ସେ ୧୯୯୯ ମସିହାରେ ନୱାଜ ସରିଫଙ୍କ ଗଣତାନ୍ତ୍ରିକ ସରକାରଙ୍କ ପତନ ଘଟାଇ ପରଭେଜ ମୁଶାରଫ କ୍ଷମତା ଦଖଲ କରି ପାକିସ୍ତାନର ଶାସନ ଗ୍ରହଣ କରିଥିଲେ ଏବଂ ୨୦ ଜୁନ ୨୦୦୧ ରୁ ୧୮ ଅଗଷ୍ଟ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନର…

ଦିଲ୍ଲୀରେ ଜନ୍ମ , ହୋଇଥିଲେ ପାକିସ୍ତାନ ରାଷ୍ଟ୍ରପତି…

ଇସଲାମାବାଦ,୫।୨ : ପାକିସ୍ତାନର ପୂର୍ବତନ ସାମରିକ ଶାସକ ଜେନେରାଲ ପରଭେଜ ମୁଶରଫ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ୧୧ ଅଗଷ୍ଟ ୧୯୪୩ ରେ ନୂଆଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୪୭ ମସିହାରେ ଭାରତ ବିଭାଜନର କିଛି ଦିନ ପୂର୍ବରୁ ତାଙ୍କ…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ…

ଦୁବାଇ,୫।୨ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ ଘଟିଛି। ଦୁବାଇର ଏକ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନର ଅସୁସ୍ଥତା ପରେ ରବିବାର ଦୁବାଇର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ପାକିସ୍ତାନୀ…

ଏଏପି ଲଢ଼ିବ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: କଂଗ୍ରେସର ବଢ଼ିଲା ଚିନ୍ତା, ଗୁଜରାଟ ଭଳି ସ୍ଥିତି ହେବା ନେଇ ମନରେ ଛନକା…

ନୂଆଦିଲ୍ଲୀ,୫।୨ : ଆମ ଆଦମୀ ପାର୍ଟି ଏକ ବଡ ଘୋଷଣା କରିଛି। ଚଳିତ ବର୍ଷ ଶେଷରେ ହେବାକୁ ଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ସମସ୍ତ ୨୩୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଲୋକମାନଙ୍କୁ ସଂଯୋଗ କରିବା ପାଇଁ…

ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୫।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ ହୋଇଛି ଏବଂ…

ଭାରତ ବିରୋଧରେ ପାକିସ୍ତାନର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ: ଲୋନ ଓ୍ବଲ୍ଫ ଆଟାକ୍‌ ପାଇଁ ପ୍ରସ୍ତୁତି…

ହାଇଦ୍ରାବାଦ,୫।୨ : ଭାରତ ବିରୋଧରେ ପାକିସ୍ତାନର ବଡ ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ହାଇଦ୍ରାବାଦରେ ଲୋନ ଓଲ୍ଫ ଆଟାକ୍‌ ପାଇଁ ପ୍ରସ୍ତୁତି ଚାଲିଥିଲା। ହାଇଦ୍ରାବାଦରୁ ଗିରଫ ହୋଇଥିବା ଆତଙ୍କବାଦୀଙ୍କୁ ପଚରାଉଚରା ବେଳେ ଏହା ଜଣା ପଡ଼ିଛି। ଆଇଏସଆଇ ଏବଂ ଲଶ୍କର-ଇ-ତୋଏବା ଲିଙ୍କ…

ସେନ୍ୟ ବାହିନୀ-ନ୍ୟାୟପାଳିକା ବିରୋଧରେ ମନ୍ତବ୍ୟ ଦେଲେ ୫ ବର୍ଷ ଜେଲ୍‌: ପାକିସ୍ତାନରେ ନୂଆ ଆଇନ…

ଇସଲାମାବାଦ,୫।୨ : ପାକିସ୍ତାନରେ ସେନା ଏବଂ ନ୍ୟାୟପାଳିକା ବିରୋଧରେ ମନ୍ତବ୍ୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ଏକ ନୂତନ ବିଲ ପ୍ରସ୍ତୁତ କରିଛନ୍ତି। ଏହି ଅନୁଯାୟୀ, ସେନା ଏବଂ ନ୍ୟାୟପାଳିକା ବିରୁଦ୍ଧରେ ମନ୍ତବ୍ୟ ଦେଲେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ…

ଅଧିକ ସୈନ୍ୟ ମୁତୟନ କରୁଛି ରୁଷିଆ…

ମସ୍କୋ,୫।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରାୟ ଏକ ବର୍ଷ ଧରି ଚାଲିଛି। ଉଭୟ ପାର୍ଶ୍ୱରେ ହଜାର ହଜାର ମୃତ୍ୟୁ ଘଟିଛି। ୟୁକ୍ରେନର ସହରଗୁଡ଼ିକ ଧ୍ୱଂସ ହୋଇଯାଇଛି, କିନ୍ତୁ ଯୁଦ୍ଧ ଜାରି ରହିଛି। ଏହି ସମୟରେ, ରୁଷିଆ ୟୁକ୍ରେନ…

ଆକାଶମାର୍ଗରେ ଗୁଇନ୍ଦା ବେଲୁନକୁ ଫଟାଇଦେବା ପରେ ଆମେରିକାକୁ ଧମକ ଦେଲା ଚାଇନା

ବେଜିଂ,୫ ।୨: ଆମେରିକା ଚାଇନାର ଗୁଇନ୍ଦା ବେଲୁନ ବା ସ୍ପାଏ ବେଲୁନକୁ ଫଟାଇ ଦେଇଛି । ଇତିମଧ୍ୟରେ ବେଲୁନର ଶୁଟଡାଉନକୁ ନେଇ ଚାଇନାର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆମେରିକାର ଏହି କାର୍ଯ୍ୟକୁ ଚାଇନା କଡା ବିରୋଧ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?