Home Middle

ମନ୍ଦିର ପରିସରରେ ମୋବାଇଲ ଫୋନ୍‌ ବ୍ୟବହାର ମନା : ହାଇକୋର୍ଟଙ୍କ ରାୟ…

ଚେନ୍ନାଇ,୩।୧୨ : ମାଡ୍ରାସ ହାଇକୋର୍ଟ ମନ୍ଦିର ପରିସର ମଧ୍ୟରେ ମୋବାଇଲ ଫୋନ୍‌ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ତାମିଲନାଡୁ ସରକାରଙ୍କ ଏଚଆର୍‌ ଆଣ୍ଡ ସିଇ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ସମ୍ବିଧାନର ଧାରା ୨୫ ଅନୁଯାୟୀ ସମସ୍ତଙ୍କୁ ଧର୍ମ…

ଧର୍ମାନ୍ତରୀକରଣ ପରେ ସଂରକ୍ଷଣ : ପଛୁଆ ବର୍ଗ ସଂରକ୍ଷଣ ଦାବି ଖାରଜ କଲେ ହାଇକୋର୍ଟ…

ମଦୁରାଈ,୩।୧୨ : ଧର୍ମାନ୍ତରୀକରଣ ପରେ ମୂଳ ଧର୍ମରେ ଥିବା ସମୟରେ ମିଳୁଥିବା ସଂରକ୍ଷଣ ଆଉ ମିଳିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି। ମଦୁରାଈ ବେଞ୍ଚର ବିଚାରପତି ଜିଆର୍‌ ସ୍ବାମୀନାଥନ ତାମିଲନାଡୁ…

ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ରୁହ : ଭାଜପାକର୍ମୀଙ୍କୁ ଶୁଭେନ୍ଦୁଙ୍କ ପରାମର୍ଶ…

କୋଲକାତା,୩।୧୨ : ପଶ୍ଚିମବଙ୍ଗ ବିପକ୍ଷ ନେତା ଶୁଭେନ୍ଦୁ ଅଧିକାରୀ ଭାଜପାକର୍ମୀଙ୍କୁ ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ନେଇଛନ୍ତି। ଆସନ୍ତା ୨୦୨୩ ବର୍ଷରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଲାଗି ପ୍ରତି କର୍ମୀ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ ବୋଲି…

ଗୁଗଲର ଆର୍ଥିକ ସହାୟତା, ଶିକ୍ଷାର୍ଥୀଙ୍କୁ ୭୫ ହଜାର ଟଙ୍କାର ଛାତ୍ରବୃତ୍ତି…

ଓ୍ବାଶିଂଟନ,୩।୧୨ : ଗ୍ରାଜୁଏଶନରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର ଆସିଛି। ଗୁଗଲ ସେମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଯାଉଛି। ଗୁଗୁଲ ନିର୍ଦ୍ଦିଷ୍ଟ ସର୍ତ୍ତରେ ଶିକ୍ଷାର୍ଥୀମାନଙ୍କୁ ପ୍ରାୟ ୭୫ ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରିବ। ଛାତ୍ରବୃତ୍ତି ପାଇଁ ଆବେଦନ…

ଓପନ ଓ୍ବାର୍କ ପରିମିଟ ଘୋଷଣା କଲେ କାନାଡା ସରକାର : ଭାରତୀୟଙ୍କ ପାଇଁ ସୁଯୋଗ…

ଓଟଓ୍ବା/ନୂଆଦିଲ୍ଲୀ,୩।୧୨ : କାନାଡାର ଓପନ ୱାର୍କ ପରିମିଟ (ଓଡବ୍ଲୁପି) ଧାରକମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ବାସ୍ତବରେ ସରକାର ଖୋଲା କାର୍ଯ୍ୟ ଅନୁମତି ବିସ୍ତାର କରିବାକୁ ଯାଉଛନ୍ତି। ଓଡବ୍ଲୁପି ଧାରକଙ୍କ ପରିବାରକୁ ଏକାଠି ରଖିବା ପାଇଁ ସମସ୍ତ ଅସ୍ଥାୟୀ ବିଦେଶୀ…

ବାକ୍‌ ସ୍ବାଧୀନତାର ଅର୍ଥ ନୁହେଁ କାହାକୁ ବଦନାମ କରିବା : ହାଇକୋର୍ଟ…

ଚେନ୍ନାଇ,୩।୧୨ : ଅଣ ସରକାରୀ ସଂଗଠନ ଅରାପ୍ପୋର ଇକ୍କମ ପକ୍ଷରୁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏ.କେ. ପଲାନିସାମୀଙ୍କ ବିରୋଧ ସର୍ବସାଧାରଣରେ ଦିଆଯାଉଥିବା ମନ୍ତବ୍ୟ ଉପରେ ମାଡ୍ରାସ ହାଇକୋର୍ଟ ରୋକ ଲଗାଇଛନ୍ତି। ବିଚାରପତି କୃଷ୍ଣନ ରାମାସ୍ବାମୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପଲାନିସାମୀଙ୍କ ସପକ୍ଷରେ…

୧୬-୧୮ ବର୍ଷ ବୟସ୍କ ଅନ୍ତରଙ୍ଗ ସମ୍ପର୍କରେ କ’ଣ କରୁଛନ୍ତି ତାହା ଜାଣନ୍ତି : ପୋକ୍ସୋ ମାମଲାରେ ପୂର୍ବତନ ବିଚାରପତି ଲୋକୁରଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୩।୧୨ : କିଶୋର ବୟସ ସମ୍ପର୍କରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ମଦନ ବି, ଲୋକୁର କହିଛନ୍ତି ଯେ, ୧୬-୧୮ ବର୍ଷ ବୟସ୍କ ସେମାନଙ୍କ ଅନ୍ତରଙ୍ଗ ସମ୍ପର୍କରେ କ’ଣ କରୁଛନ୍ତି ତାହା ଭଲ ଭାବେ ଜାଣନ୍ତି। ଏହାର ଫଳଫଳା ନେଇ ମଧ୍ୟ ସେମାନଙ୍କୁ…

୪ ଦଫା ଦାବିରେ ଆଶାକର୍ମୀଙ୍କ ଗଣଧାରଣା

ହିଞ୍ଜିଳିକାଟୁ,୩ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଓ ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ଶନିବାର ବିକ୍ଷୋଭ ଓ ଗଣଧାରଣା କରାଯାଇଛି। ଭାରତୀୟ ମଜଦୂର ସଂଘ ଡାକରାରେ ୪ ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବ୍ଲକ ଆଶାକର୍ମୀ ସଂଘ…

ନାମ ବଦଳାଇବା ପାଇଁ ନିର୍ଦ୍ଦେଶ ଜାରି କଲେ ଏକଛତ୍ରବାଦୀ ଶାସକ କିମ୍‌…

ପ୍ୟୋଙ୍ଗୟାଙ୍ଗ,୩।୧୨ : ଉତ୍ତର କୋରିଆର ସର୍ବୋଚ୍ଚ ନେତା ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ବର୍ତ୍ତମାନ ଦେଶରେ ପିଲାମାନଙ୍କର ନାମକରଣ ଉପରେ କଟକଣା ଲଗାଇଛନ୍ତି। କିମ ଜୋଙ୍ଗ ନିର୍ଦ୍ଦେଶ ଦେଇଛନ୍ତି ଯେ ପିଲାମାନଙ୍କର ଏପରି ନାମକରଣ କରାଯିବା ଉଚିତ ନୁହେଁ ଯାହା…

ଭାରତରେ ୨ ପ୍ରତିଶତରୁ ଅଧିକ ଜନସଂଖ୍ୟା ବିଦ୍ୟାଙ୍ଗ, ସେମାନଙ୍କୁ ମିଳୁ ଶିକ୍ଷା-ରୋଜଗାର ସୁଯୋଗ: ରାଷ୍ଟ୍ରପତି…

ନୂଆଦିଲ୍ଲୀ,୩।୧୨ : ବିଦ୍ୟାଙ୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ଉପରେ ଅଧିକ ଗୁରୁତ୍ୱ ଦେବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଶନିବାର ସେ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଭାଷା ପ୍ରତିବନ୍ଧକକୁ ହଟାଇବା ଏବଂ ବିଦ୍ୟାଙ୍ଗମାନଙ୍କ ପାଇଁ ଶିକ୍ଷାକୁ ଅଧିକ ସୁଗମ…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୩ା୧୨: ଇଣ୍ଡୋନେସିଆରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଶନିବାର ଦେଶର ପଶ୍ଚିମ ଜାଭା ଅଞ୍ଚଳରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ୬.୪ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୧୮ କିଲୋମିଟର ଗଭୀରରେ ଅବସ୍ଥିତ। ଦେଶର ଜିଓଫିଜିକ୍ସ ଏଜେନ୍ସି ବିଏମ୍‌କେଜି ଦ୍ୱାରା…

ରାଜ୍ୟପାଳଙ୍କ ପାଇଁ ଯୋଗ୍ୟତା ମାନଦଣ୍ଡ ହେବା ଜରୁରୀ : ଉଦ୍ଧବ…

ମୁମ୍ବାଇ,୩।୧୨ : ଅନେକ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦ ବନ୍ଦ ହେବାର ନା ଧରୁନି। ତାମିଲନାଡୁରୁ ରାଜ୍ୟପାଳଙ୍କୁ ହଟାଇବାକୁ ଦାବି ହେଉଛି ଏବଂ କେରଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠିଛି। ଏଥି ସହିତ ମହାରାଷ୍ଟ୍ରର ପୂର୍ବତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri