Home Middle

ମତଦାନ କଲେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ

ପାଇକମାଳ, ୫।୧୧(ଡି.ଏନ.ଏ.): ବରଗଡ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ଏହି ନିର୍ବାଚନ ମଣ୍ଡଳୀର ପାଇକମାଳ ଛକସ୍ଥିତ ପ୍ରକଳ୍ପ ପ୍ରାଥମିକ…

ପଦ୍ମପୁର ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ

ବରଗଡ଼ ଅଫିସ, ୫।୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ଉକ୍ତ ନିର୍ବାଚନ ମଣ୍ଡଳୀର ସମସ୍ତ ୩୧୯ ବୁଥରେ ଭୋଟ ଗ୍ରହଣ ଚାଲିଛି। ତେବେ ଦିନ ୯ଟା ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀରେ ୮.୫ ପ୍ରତିଶତ ମତଦାନ…

ପ୍ରବାସୀ ଶ୍ରମିକ ଭାରତକୁ ପଠାଇଛନ୍ତି ସର୍ବାଧିକ ଟଙ୍କା: ବିଶ୍ୱବ୍ୟାଙ୍କ ରିପୋର୍ଟ…

ନୂଆଦିଲ୍ଲୀ,୫।୧୨ : ଅନ୍ୟ ଦେଶ ତୁଳନାରେ ଦେଶକୁ ଟଙ୍କା ପଠାଇବାରେ ପ୍ରବାସୀ ଭାରତୀୟ ଶ୍ରମିକମାନେ ଆଗରେ ରହିଛନ୍ତି। ବିଶ୍ୱବ୍ୟାଙ୍କର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୨ ମସିହାରେ ଭାରତର ଟଙ୍କା ୧୦୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଗତ…

ସମ୍ବିଧାନ ଭଙ୍ଗ କରିବାକୁ ଦାବି କଲେ ଟ୍ରମ୍ପ୍‌…

ଓ୍ବାଶିଂଟନ,୫।୧୨ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଦିନ ତଳେ ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଥିଲେ। ସେ ପୁଣିଥରେ ୨୦୨୦ ନିର୍ବାଚନ ପ୍ରସଙ୍ଗ ଉଠାଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଆମେରିକାର ସମ୍ବିଧାନକୁ…

ଆଣବିକ ଶକ୍ତି କେନ୍ଦ୍ର ନିର୍ମାଣ ପାଇଁ ଘୋଷଣା କଲା ଇରାନ…

ତେହରାନ,୫।୧୨ : ଆଣବିକ ଶକ୍ତି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଇରାନ ଘୋଷଣା କରିଛି। ଇରାନର ରାଜ୍ୟ ଟିଭି ଚ୍ୟାନେଲ ଅନୁଯାୟୀ କାରୁନ ନାମକ ୩୦୦ ମେଗାୱାଟ ପାୱାର ପ୍ଲାଣ୍ଟ ଆଠ ବର୍ଷରେ ଦୁଇ ଶହ କୋଟି ଡଲାର ମୂଲ୍ୟରେ…

ଭୋଟ ଦେଲେ ବର୍ଷା ସିଂ ବରିହା

ପଦ୍ମପୁର,୫।୧୨(ଡି.ଏନ.ଏ.): ବରଗଡ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ସକାଳୁ ଆସି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ଏହି ନିର୍ବାଚନ ମଣ୍ଡଳୀର ରଜାପଡା ସରକାରୀ…

ମହାକାଶ ଷ୍ଟେଶନରେ ସଫଳତାର ସହିତ ‘ସୋଲାର ଆରେ’ ସ୍ଥାପନ କଲା ନାସା…

ଓ୍ବାଶିଂଟନ,୫।୧୨ : ଆମେରିକାର ସ୍ପେସ ଏଜେନ୍ସି (ନାସା) ର ଜ୍ୟୋର୍ତିବିଜ୍ଞାନୀ ଜୋସ କାସାଡା ଏବଂ ଫ୍ରାଙ୍କ ରୁବିଓ ନୂତନ ରୋଲ ଆଉଟ ସୋଲାର୍‌ ଆରେକୁ ସଫଳତାର ସହ ସ୍ଥାପନ କରିଛନ୍ତି। ଟୁଇଟରରେ ଭିଡିଓ ଶେୟାର କରି ନାସା ଲେଖିଛି, ଆମେ ଏହାକୁ…

ପଦ୍ମପୁର ଉପନିର୍ବାଚନ: ମତଦାନ ଆରମ୍ଭ

ବରଗଡ଼ ଅଫିସ୍‌/ପଦ୍ମପୁର,୫।୧୨(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟର ନିର୍ବାଚନୀ ମଇଦାନକୁ…

ଗୁଜରାଟର ୧୪ ଜିଲାର ୯୩ ଆସନରେ ମତଦାନ ଆରମ୍ଭ…

ଅହମଦାବାଦ,୫।୧୨ : ଶେଷ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସୋମବାର ଗୁଜରାଟର ୧୪ ଟି ଜିଲ୍ଲାର ୯୩ ଟି ଆସନରେ ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିମଧ୍ୟରେ କେନ୍ଦ୍ରୀୟ ଏବଂ ଉତ୍ତର ଜିଲ୍ଲାର ୧୫ ଟି ସିଟ…

ଆକାଶରେ ୧୫ କି.ମି. ବ୍ୟାପିଲା ପାଉଁଶ

ଜାକର୍ତ୍ତା,୫ା୧୨: ଇଣ୍ଡୋନେସିଆର ସର୍ବୋଚ୍ଚ ଆଗ୍ନେୟଗିରି ମାଉଣ୍ଟ ସେମେରୁରୁ ରବିବାର ଲାଭା ଉଦ୍‌ଗିରଣ ହୋଇଛି। ଏହାର ପ୍ରଭାବରେ ୧୫ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ଆକାଶ ପାଉଁଶ ଓ ବାଷ୍ପରେ ମେଘାଚ୍ଛନ୍ନ ହୋଇଛି। ଆସନ୍ନ ବିପଦକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରୁ ୨,୦୦୦ ଲୋକଙ୍କୁ…

ମୋରାଲିଟି ପୋଲିସ ହଟିଲା

ତେହରାନ,୫ା୧୨: ଦୀର୍ଘ ଅଢ଼େଇ ମାସର ଆନ୍ଦୋଳନ ପରେ ଶେଷରେ ମୁଣ୍ଡ ନୁଅଁାଇଛନ୍ତି ଇରାନର ଇବ୍ରାହିମ ରଇସି ସରକାର। ଧର୍ମୀୟ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ମୋରାଲିଟି ପୋଲିସ ହାଜତରେ ମହସା ଅମିନିଙ୍କ ମୃତ୍ୟୁ ପରେ ଦେଶରେ ମୁଣ୍ଡ ଟେକିଥିବା ହିଜାବ ବିରୋଧୀ ଆନ୍ଦୋଳନ…

ଗାଡ଼ି ସାଇଡ୍‌ ମାରି ଖଣ୍ଡାରେ ହାଣିଲେ

ଭୁବନେଶ୍ୱର (ବ୍ୟୁରୋ)/ଯଁାଳା,୫।୧୨(ଡି.ଏନ୍‌.ଏ.) :ଛାତ୍ର ନେତାଙ୍କ ଗୁଣ୍ଡାରାଜ୍‌। ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ତାଙ୍କ ଭାଇଙ୍କୁ ହତ୍ୟା ଯୋଜନା କରିଥିଲେ। ଗାଡି ସାଇଡ୍‌ ମାରିବା ପରେ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ହେଲେ ସୌଭାଗ୍ୟ ବଶତଃ ଖଣ୍ଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri