ଜର୍ମାନୀରେ ସଶସ୍ତ୍ର କ୍ଷମତା ଦଖଲ ଷଡ଼ଯନ୍ତ୍ରରେ ୨୫ ସନ୍ଦିଗ୍ଧ ଗିରଫ…
ବର୍ଲିନ,୮।୧୨ : ସଶସ୍ତ୍ର କ୍ଷମତା ଦଖଲ ଷଡ଼ଯନ୍ତ୍ର କରୁଥିବା ସନ୍ଦେହରେ ଦକ୍ଷିଣପନ୍ଥୀ ଉଗ୍ରବାଦୀଙ୍କ ବିରୋଧରେ ପୋଲିସ ପକ୍ଷରୁ ଜର୍ମାନୀର ଅନେକ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ପୋଲିସ ଚଢ଼ାଉ ସମୟରେ ୨୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏହି ସନ୍ଦିଗ୍ଧ ଉଗ୍ରବାଦୀଙ୍କ ପାଇଁ…
ପଦ୍ମପୁର ଉପନିର୍ବାଚନ: ଚାଲିଛି ଭୋଟ ଗଣତି
ପଦ୍ମପୁର, ୮।୧୧(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଦ୍ମପୁର ଆର୍ଏମ୍ସି ପରିସର ଭୋଟଗଣତି କେନ୍ଦ୍ରରେ ଏହା ଚାଲିଛି। ୧୪ ଟେବୁଲରେ ଗଣତି ଚାଲିଥିବାବେଳେ ୨୩ ରାଉଣ୍ଡରେ…
୨୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ…
ନୂଆଦିଲ୍ଲୀ,୮।୧୨ : ଟୁଇଟର, ଗୁଗଲ, ଫେସବୁକ, ପେପସିକୋ ପରେ ବର୍ତ୍ତମାନ ଆମାଜନ ମଧ୍ୟ ବହୁ ପରିମାଣରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। କମ୍ପ୍ୟୁଟର ୱାଲର୍ଡର ଏକ ରିପୋର୍ଟ ଅନୁଯାୟୀ, ଆମାଜନ ଆସନ୍ତା ମାସରେ ପ୍ରାୟ ୨୦,୦୦୦କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି।…
ଗୁଜରାଟରେ ଭାଜପା ଆଗୁଆ, ହିମାଚଳପ୍ରଦେଶରେ କଂଗ୍ରେସ-ଭାଜପା କଡ଼ା ଟକ୍କର…
ଅମହଦାବାଦ/ଶିମଲା,୮।୧୨ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ଗଣତିରେ ରାଜ୍ୟର ୧୮୨ ବିଧାନସଭା ଆସନ ମଧ୍ୟରୁ ୧୦୦ରେ ଭାଜପା ଆଗୁଆ ରହିଛି। ସେହିପରି ୨୪ରେ କଂଗ୍ରେସ ଏବଂ ଏଏପି ୩ରେ…
ଚାଷୀଙ୍କୁ ଫସଲ ବୀମା ଅର୍ଥ ଦିଅ: ସଙ୍ଗୀତା
ନୂଆଦିଲ୍ଲୀ,୮।୧୨ : ଓଡ଼ିଶାର ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫ୍ବିଓ୍ବାଇ)ରେ ସେମାନଙ୍କ ପ୍ରାପ୍ୟ ରାଶି ପ୍ରଦାନ ସକାଶେ ରାଜ୍ୟର ବିଜେଡି ସରକାରଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଦେଉ ବୋଲି ଲୋକ ସଭାରେ ଭାଜପା ସଦସ୍ୟ ସଙ୍ଗୀତା କୁମାରୀ ସିଂଦେଓ ଦାବି କରିଛନ୍ତି।…
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ୧୭୪ କି.ମି. ନିର୍ମାଣ ବାକି
ନୂଆଦିଲ୍ଲୀ,୮।୧୨: ୨୮୯ କି.ମି. ବିିଶିଷ୍ଠ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ୧୧୫ କି.ମି. ରେଳ ଲାଇନ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ୧୭୪ କି.ମି. ନିର୍ମାଣ କାର୍ଯ୍ୟ ବାକି ରହିଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକ ସଭାକୁ ଅବଗତ…
ଚାଇନାର ଏକଚାଟିଆ ଗୁଣକୁ ବରଦାସ୍ତ କରାଯିବ ନାହିଁ : ଜୟଶଙ୍କର
ନୂଆଦିଲ୍ଲୀ,୮।୧୨: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଯେ ପର୍ଯ୍ୟନ୍ତ ଚାଇନା ନିଜର ବେଆଇନ ନିର୍ମାଣ ବନ୍ଦ ନ କରିବ ସେ ପର୍ଯ୍ୟନ୍ତ ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ସ୍ବାଭାବିକ ହେବ ନାହିଁ। ଭାରତର ବୈଦେଶିକ ନୀତି ସମ୍ପର୍କରେ ପାର୍ଲାମେଣ୍ଟ ଶୀତ…
ଯୋଗୀଙ୍କୁ ଭେଟିଲେ ମେଲିଣ୍ଡା
ଶ୍ରୀନଗର,୮।୧୨: ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେଶନ୍ର ସହ-ସଂସ୍ଥାପିକା ମେଲିଣ୍ଡା ଗେଟ୍ସ ବୁଧବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଏହି ଅବସରରେ ମେଲିଣ୍ଡା ଉତ୍ତର ପ୍ରଦେଶ ମଡେଲ୍କୁ ପ୍ରଶଂସା କରିବା ସହ ଏହା କେବଳ ଭାରତ ପାଇଁ ନୁହେଁ…
ଭାରତରେ ବଢ଼ିବ ଗ୍ରୀଷ୍ମପ୍ରବାହ
ଓ୍ବାଶିଂଟନ୍,୮।୧୨: ଗତ ୧୦ ବର୍ଷ ଧରି ଭାରତରେ ଗ୍ରୀଷ୍ମପ୍ରବାହ କ୍ରମାଗତ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ବର୍ଦ୍ଧିତ ତାପମାତ୍ରା ଯୋଗୁ ପ୍ରତିବର୍ଷ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟୁଛି। ଆସନ୍ତା ଦିନରେ ଭାରତରେ ଏହି ଗ୍ରୀଷ୍ମପ୍ରବାହ ଆହୁରି ବଢ଼ିବ ଏବଂ ଲୋକଙ୍କ ଜୀବନଯାପନ…
ଏକଜୁଟ ହେଲେ ବିରୋଧୀ
ନୂଆଦିଲ୍ଲୀ,୮ା୧୨: ସଂସଦର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ବୁଧବାର ପୂର୍ବାହ୍ନରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଆୟୋଜିତ ସମଭାବାପନ୍ନ ଦଳଗୁଡ଼ିକର ବୈଠକରେ ଭାଗ ନେଇଛନ୍ତି ଆମ୍ ଆଦ୍ମୀ ପାର୍ଟି (ଏଏପି) ଏବଂ ତୃଣମୂଳ କଂଗ୍ରେସ (ଟିଏମ୍ସି)। କଂଗ୍ରେସ ସଭାପତି ତଥା…
ଏଏପି ଦଖଲରେ ଏମ୍ସିଡି
ନୂଆଦିଲ୍ଲୀ,୮ା୧୨: ଦିଲ୍ଲୀ ମହାନଗର ନିଗମ (ଏମ୍ସିଡି) ନିର୍ବାଚନରେ କେନ୍ଦ୍ରଶାସିତ ଅଞ୍ଚଳର ଶାସକ ଆମ୍ ଆଦ୍ମୀ ପାର୍ଟି (ଏଏପି)କୁ ବଡ଼ ସଫଳତା ମିଳିଛି। ମ୍ୟୁନିସିପାଲ କାଉନ୍ସିଲକୁ ଦୀର୍ଘ ୧୫ ବର୍ଷ ଧରି ଦଖଲରେ ରଖିଥିବା ଭାରତୀୟ ଜନତା ପାର୍ଟି (ଭାଜପା) ହାତରୁ ଦିଲ୍ଲୀ…
ଇଭିଏମ୍ ଅଦଳବଦଳ ଅଭିଯୋଗ: ଗଣତି ପୂର୍ବରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଭାଜପା
ବରଗଡ଼ ଅଫିସ,୭ା୧୨: ଆସନ୍ତାକାଲି ଅର୍ଥାତ୍ ଗୁରୁବାର ପୂର୍ବାହ୍ନ ୮ଟାରୁ ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହେବ। ଏହାର ଅବ୍ୟବହିତ ପୂର୍ବରୁ ମତଦାନ ହୋଇଥିବା କିଛି ଇଭିଏମ୍କୁ ନେଇ ଅଭିଯୋଗ ଉଠିଛି। ୧୧ ବୁଥ୍ରେ ଇଭିଏମ୍ ଅଦଳବଦଳ ହୋଇଥିବା…
Archives


