Home Middle

ଦେଶ ହିତରେ ଅଗ୍ନିପଥ ଯୋଜନା କହିଲେ ହାଇକୋର୍ଟ, ବିରୋଧୀ ମାମଲା ଖାରଜ…

ନୂଆଦିଲ୍ଲୀ,୨୭।୨ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ସୋମବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ପ୍ରଧାନ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ କେନ୍ଦ୍ର ସରକାରଙ୍କ ଯୋଜନାକୁ…

ପ୍ରଥମ ପାଞ୍ଚ-ପ୍ରଥମ ଥର ମତଦାନ କରୁଥିବା ଭୋଟର ସମ୍ମାନିତ…

ଶିଲଂ,୨୭।୨ : ସୋମବାର ପୂର୍ବାହ୍ନରୁ ଦୁଇ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ଏବଂ ମେଘାଳୟରେ ମତଦାନ ଚାଲିଛି। ମେଘାଳୟର ପାଞ୍ଚ ଜଣ ପ୍ରଥମ ଭୋଟରଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କୁ ମତଦାନ ବୁଥରେ ସମ୍ମାନିତ କରାଯାଇଥିଲା। ଏହା ସହିତ ପ୍ରଥମ ଥର ମତଦାନ କରୁଥିବା…

ମେଘାଳୟର ଇକୋ ଫ୍ରେଣ୍ଡଲି ମତଦାନ କେନ୍ଦ୍ର ନେଇ ଆକର୍ଷଣର, କେନ୍ଦ୍ର ବାହାରେ ସୁନ୍ଦର ସେଲଫି ପଏଣ୍ଟ…

ଶିଲଂ,୨୭।୨ : ସୋମବାର ପୂର୍ବାହ୍ନରୁ ଦୁଇ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ଏବଂ ମେଘାଳୟରେ ମତଦାନ ଚାଲିଛି। ଲୋକମାନେ ଭୋଟ ଦେବାକୁ ବହୁତ ଉତ୍ସାହିତ ଥିବାର ଦେଖିବାକୁ ମିଳୁଛି। ସକାଳ ୭ ଟାରୁ ଉଭୟ ରାଜ୍ୟରେ ମତଦାନ କେନ୍ଦ୍ର ଆଗରେ ଲମ୍ବା ଧାଡି…

ନେପାଳ ପ୍ରଧାନମନ୍ତ୍ରୀଙ୍କ କତାର ଗସ୍ତ ବାତିଲ

କାଠମାଣ୍ଡୁ,୨୭ା୨: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ କତାର ଗସ୍ତ ବାତିଲ କରାଯାଇଛି। ସୋମବାର ଅଧିକାରୀମାନେ କହିଛନ୍ତି, ଦେଶର କିଛି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବ୍ୟବସ୍ଥା ହେତୁ ଏହି ଯାତ୍ରାକୁ ବାତିଲ କରିବାକୁ ପଡ଼ିଛି। ଦୁଇ ମାସ ପୂର୍ବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ…

ଇଣ୍ଡୋନେସିଆରେ ଘଣ୍ଟାଏ ମଧ୍ୟରେ ୫ ଥର ଭୂକମ୍ପ, ଲୋକେ ଆତଙ୍କିତ, ରାସ୍ତାରେ ବିତିଲା ରାତି…

ଜାକର୍ତ୍ତା,୨୭।୨ : ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ ହୋଇଛି। ସୋମବାର ମାତ୍ର ୧ ଘଣ୍ଟା ମଧ୍ୟରେ ଗୋଟିଏ ପରେ ଗୋଟିଏ ୫ ଥ ଭୂକମ୍ପ ହୋଇଥିଲା। ଏସବୁର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରୁ ୪.୫ ପର୍ଯ୍ୟନ୍ତ ଥିଲା। କୁହାଯାଉଛି ଯେ ଗୋଟିଏ…

ଭୋଟ ଦେବାକୁ ମେଘାଳୟ-ନାଗାଲାଣ୍ଡ ଜନସାଧାରଣଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୭।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଘାଳୟ ଏବଂ ନାଗାଲାଣ୍ଡର ଜନସାଧରଣଙ୍କୁ ଭୋଟ ପ୍ରକ୍ରିୟାରେ ଭାଗ ନେବାକୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି, ମୁଁ ମେଘାଳୟ ଏବଂ ନାଗାଲାଣ୍ଡର ଲୋକଙ୍କୁ ବିଶେଷ କରି ଯୁବକ ଏବଂ ପ୍ରଥମ ଥର…

ସକ୍ରିୟ ମାମଲା ଉପର ମୁହାଁ…

ନୂଆଦିଲ୍ଲୀ, ୨୭।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…

ଚାଇନାରେ ଭୂକମ୍ପ: ତୀବ୍ରତା ରିକ୍ଟର ସ୍କେଲରେ ୫.୧…

ବେଜିଂ,୨୭।୨ : ଚାଇନାର ଉତ୍ତର-ପଶ୍ଚିମ ପ୍ରଦେଶର ଶିଜିଆଙ୍ଗରେ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର ଅନୁଯାୟୀ, ଆକସୁ ଅଞ୍ଚଳର ୱେନସୁ କାଉଣ୍ଟିରେ ସକାଳ ୭ ଟା ୫୮ ରେ ଏହା ଘଟିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧…

ତାଇଓ୍ବାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭୟ କରୁଛନ୍ତି ଜିନପିଙ୍ଗ୍‌…

ବେଜିଂ/ତାଇପେ/ଓ୍ବାଶିଂଟନ,୨୭।୨ : ରୁଷିଆ ୟୁକ୍ରେନରେ ଯୁଦ୍ଧ ଆରମ୍ଭ କରିବା ଭୁଲ ହୋଇଥିବା ଚର୍ଚ୍ଚା ହେଉଛି। ଅନେକ ରିପୋର୍ଟରେ କୁହାଯାଇଛି ଯେ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ ନିଜେ ଜାଣି ନ ଥିଲେ ଯେ ଏହି ଯୁଦ୍ଧ ଏତେ ଦିନ ପର୍ଯ୍ୟନ୍ତ ଚାଲିବ ଏବଂ…

ମନ୍ଦିରରେ ପ୍ରକୃତ ହାତୀ ବଦଳରେ ରୋବୋ ହାତୀ କରିବେ ଧାର୍ମିକ ଅନୁଷ୍ଠାନ…

ଥିରୁଭାନନ୍ତପୁରମ୍‌,୨୭।୨ : କେରଳର ଥ୍ରୀସୁର ଜିଥଲାର ଇରିଞ୍ଜାଦାପଲ୍ଲୀ ଶ୍ରୀକୃଷ୍ଣ ମନ୍ଦିରରେ ବର୍ତ୍ତମାନ ରୀତିନୀତି ପାଇଁ ପ୍ରକୃତ ହାତୀ ବଦଳରେ ରୋବୋଟିକ ହାତୀ ବ୍ୟବହାର କରାଯିବ। ଏହି ହାତୀ ମନ୍ଦିର କମିଟିକୁ ଅଭିନେତ୍ରୀ ପାର୍ବତୀ ଥିରୁଭୋଥୁଙ୍କ ସହ ପେଟା ଇଣ୍ଡିଆ ଉପହାର ଦେଇଛନ୍ତି।…

ଆସନ୍ତା ୫ ବର୍ଷ ପାଇଁ ବିକାଶଶୀଳ ଦେଶର ସୈନ୍ୟଙ୍କୁ ତାଲିମ ଦେବ ଚାଇନା…

ବେଜିଂ,୨୭।୨ : ଆଗାମୀ ୫ ବର୍ଷ ପାଇଁ ଚାଇନା ବିକାଶଶୀଳ ଦେଶର ସୈନିକମାନଙ୍କୁ ତାଲିମ ଦେବ । ପ୍ରାୟ ୫ ହଜାର ସୁରକ୍ଷା କର୍ମୀଙ୍କୁ ତାଲିମ ଦେବ ବୋଲି ଚାଇନା ଯୋଜନା ପ୍ରକାଶ କରିଛି। ଏହି ପଦକ୍ଷେପ ଏପରି ଏକ ସମୟରେ…

ଉହାନ ଲ୍ୟାବରେ ତିଆରି ହୋଇଥିଲା କରୋନା ଭୂତାଣୁ: ଆମେରିକା…

ଓ୍ବାଶିଂଟନ/ବେଜିଂ,୨୭।୨ : କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଅନେକ ଦେଶ ଟିକା ଦେବାରେ ସଫଳ ହୋଇଥିଲେ ମଧ୍ୟ କରୋନା ମାମଲା ଥମି ନାହିଁ। ସମଗ୍ର ବିଶ୍ୱରେ ଅନୁସନ୍ଧାନକାରୀ ସଂସ୍ଥା ଚାଇନାକୁ କରୋନାଙ୍କ ଉତ୍ପତ୍ତି ପାଇଁ ଦାୟୀ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?