ବାଲେଶ୍ୱରରେ ୧୮୦୬ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତ କରି ସେଠାରେ ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ, ୧୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତପ୍ରସ୍ତର…
ଦ୍ୱିତୀୟ ଟେଷ୍ଟ: ବାଂଲାଦେଶ ୨୨୭ ରନ୍ରେ ଅଲଆଉଟ୍
ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଢାକାରେ ଚାଲିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦଳ ପ୍ରଥମ ଇନିଂସରେ ୨୨୭ ରନରେ ଅଲଆଉଟ୍ ହୋଇଯାଇଥିଲା। ମୋମିନୁଲ ହକ ବାଂଲାଦେଶ ପାଇଁ…
କରୋନାକୁ ନେଇ ଚିନ୍ତା: ଏପ୍ରିଲ୍ଠାରୁ ୭ ମାସ ମଧ୍ୟରେ ହୋଇନି କୋଭିଡ ନ୍ୟାଶନାଲ ଟାସ୍କଫୋର୍ସ ବୈଠକ…
ନୂଆଦିଲ୍ଲୀ,୨୨।୧୨ : ଚାଇନାରେ କରୋନା ସଂକ୍ରମଣ ବ୍ୟାପିବା ପରେ ଭାରତ ସରକାର ସତର୍କ ହୋଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ତେବେ ଏତେ ଚିନ୍ତା କରୁଥିବା ସରକାରଙ୍କ କୋଭିଡ ନ୍ୟାଶନାଲ ଟାସ୍କଫୋର୍ସର ବୈଠକ ଏପ୍ରିଲଠାରୁ ଅନୁଷ୍ଠିତ ହୋଇନାହିଁ। ସରକାରଙ୍କ…
ଭାରତ-ଆମେରିକା ସୈନ୍ୟ ପ୍ରମୁଖଙ୍କ ମଧ୍ୟରେ ଫୋନରେ ଆଲୋଚନା…
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୧୨ : ସୀମାରେ ଭାରତ ଏବଂ ଚାଇନେ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏହି ସମୟରେ ଆମେରିକାର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ଜେନେରାଲ ମାର୍କ ଏ ମାଇଲି ଏବଂ ତାଙ୍କ ଭାରତୀୟ ପ୍ରତିପକ୍ଷ ଭାରତୀୟ ପ୍ରତିରକ୍ଷା ବାହିନୀର ମୁଖ୍ୟ ଜେନେରାଲ…
ମୋରବି ଝୁଲାପୋଲ ମାମଲା: ଯାଞ୍ଚ ଅଗ୍ରଗତି ରିପୋର୍ଟ ଲୋଡିଲେ ହାଇକୋର୍ଟ…
ଅହମଦାବାଦ,୨୨।୧୨ : ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ମୋରବି ଝୁଲାପୋଲ ଭୁଶୁଡ଼ିବା ଘଟଣାର ଯାଞ୍ଚ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଘଟଣାର ଅନୁସନ୍ଧାନ ପାଇଁ ଏପର୍ଯ୍ୟନ୍ତ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ କ’ଣ କରିଛନ୍ତି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଉ…
ରାଇଟ୍ ଟୁ ଫରଗଟନ: ପାରିବାରିକ ମାମଲାରେ ପରିଚୟ ହଟାଇବାକୁ ନିଦ୍ଦେଶ ଦେଲେ ହାଇକୋର୍ଟ…
ଥିରୁଭାନନ୍ତପୁରମ୍,୨୨।୧୨ : ଭୁଲିଯିବା ଅଧିକାର(ରାଇଟ୍ ଟୁ ଫରଗଟନ) ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବିଚାରରେ କେରଳ ହାଇକୋର୍ଟ ଗୁରୁବାର ଦିନ କହିଛନ୍ତି ଯେ ପରିବାର ତଥା ବିବାହ ସମ୍ବନ୍ଧୀୟ ମାମଲା ସମ୍ବନ୍ଧରେ ମକଦ୍ଦମାକାରୀଙ୍କ ବ୍ୟକ୍ତିଗତ ସୂଚନା ମକଦ୍ଦମାକାରୀଙ୍କ ଅନୁରୋଧ କ୍ରମେ ହାଇକୋର୍ଟ ୱେବସାଇଟରେ…
କରୋନାକୁ ନେଇ ଚିନ୍ତାରେ ଡବ୍ଲ୍ୟୁଏଚ୍ଓ: ଟିକାକରଣ ବୃଦ୍ଧି ନେଇ ଚାଇନାକୁ ନିବେଦନ
ଓ୍ବାଶିଂଟନ,୨୨ା୧୨: ଚାଇନାରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି। ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରୋସ ଅଧନୋମ ଗେବ୍ରେୟେସସ୍ କହିଛନ୍ତି, ଚାଇନାରେ ଦ୍ରୁତ ଗତିରେ ବଢୁଥିବା କରୋନା ମାମଲାକୁ ନେଇ ସେ…
ସଂସଦରେ କରୋନା ସଚେତନତା : ଧନକର-ବିର୍ଲା ମାସ୍କ ପିନ୍ଧି ପହଞ୍ଚିଲେ…
ନୂଆଦିଲ୍ଲୀ,୨୨।୧୨ : ଚାଇନାରେ କରୋନା ଭାଇରସର ଆତଙ୍କ ପରେ ଭାରତରେ ସତର୍କତା ମଧ୍ୟ ବୃଦ୍ଧି କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ଭିଡ଼ରେ ମାସ୍କ ପିନ୍ଧିବା ଏବଂ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଏଥି ସହିତ ରାଜ୍ୟ ସରକାର…
ପୀୟୂଷ ଗୋଏଲ ନିଜ ମନ୍ତବ୍ୟ ଫେରାଇ ନେଲେ, କାହାକୁ ଆଘାତ ଦେବାକୁ ଚାହିଁ ନଥିଲି ବୋଲି କହିଲେ…
ନୂଆଦିଲ୍ଲୀ,୨୨।୧୨ : ବିହାର ଉପରେ ତାଙ୍କର ବିବାଦୀୟ ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଶୁକ୍ରବାର ସଂସଦରେ କହିଛନ୍ତି ଯେ ବିହାର କିମ୍ବା ବିହାର ଲୋକଙ୍କୁ ଅପମାନିତ କରିବାର ମୋର ଉଦ୍ଦେଶ୍ୟ ନାହିଁ। ଯଦି କାହାର ଭାବନା ଏହା ଦ୍ୱାରା…
ସ୍କୁଲରେ ଭୂତପ୍ରେତ ନେଇ ଗୁଜବ, ତାନ୍ତ୍ରିକଙ୍କ ଦ୍ୱାରା ଛାତ୍ରୀଛାତ୍ରଙ୍କ ଚିକିତ୍ସା କରାଯାଉଥିବା ଭିଡିଓ ଭାଇରାଲ…
ଲକ୍ଷ୍ନୌ,୨୨।୧୨ : ଉତ୍ତରପ୍ରଦେଶ ମହୋବାର ପାନୱାଡିରେ ଅବସ୍ଥିତ ଜୁନିଅର ହାଇସ୍କୁଲ ୧୫ ଜଣ ଛାତ୍ରୀଛାତ୍ର୍ର ଅଚେତ ହେବା ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି। ଅଭିଭାବକମାନେ ନିଜ ପିଲାମାନଙ୍କୁ ସୁସ୍ଥ କରିବା ପାଇଁ ତନ୍ତ୍ର-ମନ୍ତ୍ର କରୁଥିବା ଚର୍ଚ୍ଚା ହେଉଛି। ଏବେ ତାନ୍ତ୍ରିକଙ୍କ…
ଭାରତରେ ବିଏଫ୍.୭ ଭାରିଆଣ୍ଟର ୪ ମାମଲା ଚିହ୍ନଟ…
ନୂଆଦିଲ୍ଲୀ,୨୨।୧୨ : ସମଗ୍ର ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିଛି। ଚାଇନାରେ ବଢୁଥିବା କରୋନା ଓମିକ୍ରନର ସବ-ଭାରିଆଣ୍ଟ ବିଏଫ୍.୭ ଏବଂ ବିଏଫ୍.୧୨ ମାମଲା କାୟା ବିସ୍ତାର କରିବା ପରେ ଭୟର ବାତାବରଣ ଦେଖାଦେଇଛି। ତେବେ ଏନେଇ କେନ୍ଦ୍ର ସରକାର ସତର୍କ…
ପୁଣି ଆତଙ୍କ ଘନେଇଲା, ବିଏଫ୍.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ ପରାମର୍ଶ…
ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର…
Archives


