ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ୩ ଓ୍ବିକେଟରେ ହରାଇଲା ଭାରତ…
ଢାକ୍କା,୨୫।୧୨ : ଦୁଇଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ବାଂଲାଦେଶକୁ ତିନି ୱିକେଟରେ ପରାସ୍ତ କରିଛି। ମ୍ୟାଚର ଚତୁର୍ଥ ଦିନରେ ରବିବାର ୭ ୱିକେଟ ହରାଇବା ସହିତ ଭାରତ ୧୪୫ ରନର ଲକ୍ଷ୍ୟ ହାସଲ କରିଥିଲା। ସପ୍ତମ ୱିକେଟ ପାଇଁ…
ବଡ଼ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୫।୧୨ : ବଡ଼ଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଏହି ଦିନ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କରୁଣା ଏବଂ ବଳିଦାନର ବାର୍ତ୍ତା…
ଏଲଟିଟିଇକୁ ପୁଣି ସକ୍ରିୟ କରିବାକୁ ଆଇଏସଆଇ ରଚିଛି ଷଡ଼ଯନ୍ତ୍ର…
ଚେନ୍ନାଇ,୨୫।୧୨ : ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ତାମିଲନାଡୁର ଲିବରେଶନ ଟାଇଗର୍ସ ଅଫ ତାମିଲ ଇଲମ (ଏଲଟିଟିଇ) କୁ ପୁଣି ସକ୍ରିୟ କରିବାକୁ ଷଡ଼ଯନ୍ତ୍ର ରଚିଛି। ଦ ଆଇଲାଣ୍ଡ ଅନଲାଇନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ପ୍ରକାଶ ପାଇଛି।…
ଭୟଭୀତ କରାଇବା-ନିଜର ଆନନ୍ଦ ପାଇଁ ପୁଟିନ କରୁଛନ୍ତି ଆକ୍ରମଣ: ଜେଲେନସ୍କି…
କିଭ୍,୨୫।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୧୦ମାସ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ପୁଣି ଥରେ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଶନିବାର ମୁକ୍ତ ହୋଇଥିବା ୟୁକ୍ରେନ ସହର ଖେରସନ ଉପରେ ରୁଷିଆର ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ…
ପୃଥିବୀରେ ପ୍ରଦୂଷଣ ସୃଷ୍ଟି କରୁ ନ ଥିବା ବିମାନ ସଂଖ୍ୟା ମାତ୍ର ୨୦ ପ୍ରତିଶତ: ଆମେରିକା -ୟୁରୋପଠାରୁ ଭାରତର ସ୍ଥିତି ସନ୍ତୋଷ ଜନକ…
ବର୍ଲିନ,୨୫।୧୨ : କାର୍ବନ ନିର୍ଗମନ ହ୍ରାସକୁ ନେଇ ସାରା ବିଶ୍ୱରେ ଏକ ବିତର୍କ ଚାଲିଛି। ଆମେରିକାର ବିଭିନ୍ନ ଦେଶ, ୟୁରୋପ ଚାଇନା ଏବଂ ଭାରତ ଭଳି ବିକାଶଶୀଳ ଦେଶମାନଙ୍କରୁ କାର୍ବନ ନିର୍ଗମନସ୍ତରକୁ ହ୍ରାସ କରିବାକୁ ଦାବି କରୁଛନ୍ତି। ତେବେ ଏହି ଦିଗରେ…
ଭାରତ ସହ ମିଳିମିଶି କାମ କରିବାକୁ ଆମେ ପ୍ରସ୍ତୁତ: ଚାଇନା ବୈଦେଶିକ ମନ୍ତ୍ରୀ…
ବେଜିଂ,୨୫।୧୨ : ନିକଟରେ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏବେ ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି। ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ କୂଟନୈତିକ…
ଚାଇନାରେ କରୋନା ହାହାକାର, ଡାକ୍ତରଙ୍କ ଦାବି ୧୦ କୋଟି ଲୋକ ହେବେ ସଂକ୍ରମିତ, ୧୦ ଲକ୍ଷରୁ ଅଧିକଙ୍କର ହୋଇପାରେ ମୃତ୍ୟୁ
ବେଜିଂ,୨୫ ।୧୨: ଚାଇନାରେ କରୋନା ସ୍ଥିତି ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ପ୍ରତିଦିନ କୋଟି କୋଟି ସଂଖ୍ୟାରେ ଲୋକେ ଏହି ମହାମାରୀ ଦ୍ୱାରା ସଂକ୍ରମିତ ହେଉଛନ୍ତି । ଫଳରେ ହସ୍ପିଟାଲରେ ବେଡ ସଂଖ୍ୟା କମ ପଡିବା ସହ ଔଷଧ…
ଚିନ୍ତା ବଢ଼ାଇଛି ପ୍ଲାଷ୍ଟିକ୍ ବର୍ଜ୍ୟ
ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ରାଜ୍ୟରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଚିନ୍ତା ବଢ଼ାଇଲାଣି। ଯୁଆଡ଼େ ଦେଖିବ କୁଢ଼ କୁଢ଼ ପଲିଥିନ ଓ ଭଙ୍ଗା, ଫଟା ବ୍ୟବହୃତ ପ୍ଲାଷ୍ଟିକ୍। ବାହାଘର ଓ ବିଭିନ୍ନ ପର୍ବପର୍ବାଣିରେ ପ୍ଲାଷ୍ଟିକ୍, ଥର୍ମୋକୁଲର ଅତିମାତ୍ରାରେ ବ୍ୟବହାର କେବଳ ସହର ନୁହେଁ, ଗ୍ରାମାଞ୍ଚଳକୁ ମଧ୍ୟ ଆବର୍ଜନାମୟ…
ଖ୍ରୀଷ୍ଟମାସ ଅବସରରେ ଚଳିତ ବର୍ଷର ଶେଷ ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କଥା ହେବେ ମୋଦି
ନୂଆଦିଲ୍ଲୀ,୨୫ ।୧୨: ରବିବାର ୨୫ ଡିସେମ୍ବର ଖ୍ରୀଷ୍ଟମାସ ଅବସରରେ ଦେଶବାସୀଙ୍କୁ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହ କଥା ହେବେ ଏହି କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ମୋଦି ସମ୍ବୋଧନ କରିବେ । ଗତ ସପ୍ତାହରେ ମୋଦି…
ତାଲିବାନ ଶାସନର ଆଉ ଏକ କ୍ରୁରତା, ଏନଜିଓରେ କାମ କରିପାରିବେ ନାହିଁ ମହିଳା
କାବୁଲ,୨୫ ।୧୨: ମହିଳାମାନଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବା ପରେ ଆଫଗାନିସ୍ତାନର ତାଲିବାନ ସରକାର ଆଉ ଏକ ଆଇନ ଜାରି କରିଛନ୍ତି । ସମାଚାର ଏଜେନ୍ସି ରଏଟର୍ସର ସୂଚନା ଆଧାରରେ ଏଏନଆଇ କହିଛି ଆଫଗାନିସ୍ତାନର ତାଲିବାନ ସରକାର ଶନିବାର ସମସ୍ତ…
କରୋନା ପ୍ରସ୍ତୁତି ମକ୍ ଡ୍ରିଲ୍ ଡିସେମ୍ବର ୨୭ରେ…
ନୂଆଦିଲ୍ଲୀ,୨୪।୧୨ : ଚାଇନା ସମେତ ବିଶ୍ୱର ୧୦ଟି ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଭାରତ କରୋନା ମୁକାବିଲା ପାଇଁ କେତେଦୂର ପ୍ରସ୍ତୁତ ତାହା ଜାଣିବା ପାଇଁ ଡିସେମ୍ବର ୨୭ରେ ବିଭିନ୍ନ ରାଜ୍ୟରେ ମକ୍ ଡ୍ରିଲ୍ କରାଯିବ। ଏନେଇ କେନ୍ଦ୍ର…
ଚାଇନା ସ୍ଥିତି ଭୟଙ୍କର, ମାସକରେ ୧୧ ଲକ୍ଷ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ, ୧୬୦ ନୂଆ କବରସ୍ତାନ ନିର୍ମାଣ…
ବେଜିଂ,୨୪।୧୨ : ଚାଇନାରେ କରୋନା ସଂକ୍ରମଣ ନେଇ ପ୍ରତିଦିନ ନୂଆ ନୂଆ ଭୟଙ୍କର ତଥ୍ୟ ସାମ୍ନାକୁ ଆସୁଛି। ଜିନପିଙ୍ଗ ସରକାର ମଧ୍ୟ କରୋନାର ଆକଳନ ଲୁଚାଇଥିବା ଅଭିଯୋଗ ହୋଇଛି। ସରକାରଙ୍କ କହିବାନୁସାରେ, ଗତ ଏକ ସପ୍ତାହ ମଧ୍ୟରେ କରୋନା ଯୋଗୁଁ କେବଳ…
Archives


