Home Middle

ମୃତ୍ୟୁ ଉପତ୍ୟକାରେ ନବଜାତ ଶିଶୁକନ୍ୟାଙ୍କର କୁଆଁ ରାବ: ମାଟି ତଳେ ଜନ୍ମ ନେଲେ, ୩୦ ଘଣ୍ଟା ପରେ ଉଦ୍ଧାର…

ଇସ୍ତାନବୁଲ,୮।୨ : ତୁର୍କୀ ଏବଂ ସିରିଆରେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ୩୦ ହଜାରରୁ ଅଧିକ ଲୋକଙ୍କ ଆହତ ହୋଇଛନ୍ତି। ଭାରତ ସମେତ ବିଶ୍ୱର ଅନେକ ଦେଶ ଭୂକମ୍ପ ପ୍ରଭାବିତଙ୍କୁ ସାହାଯ୍ୟ ହାତ ବଢ଼ାଇଛନ୍ତି।…

ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ସୁପ୍ରମକୋର୍ଟଙ୍କ ନୋଟିସ: ମେୟର ନିର୍ବାଚନ ନେଇ ଜବାବ ତଲବ…

ନୂଆଦିଲ୍ଲୀ,୮।୨ : ସୁପ୍ରିମକୋର୍ଟ ଦିଲ୍ଲୀର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ନୋଟିସ ଜାରି କରଛନ୍ତି। ନୋଟିସରେ ମେୟର ନିର୍ବାଚନ ସମ୍ପର୍କରେ ଜବାବ ତଲବ କରାଯାଇଛି। ଆମ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ଶୈଲି ଓବରୋଇଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ…

ମହଙ୍ଗା ହେଲା ଇଏମଆଇ: ରେପୋ ରେଟ ୦.୨୫ ପ୍ରତିଶତ ବୃଦ୍ଧି କଲା ରିଜର୍ଭବ୍ୟାଙ୍କ…

ନୂଆଦିଲ୍ଲୀ,୮।୨ : ସାଧାରଣ ଲୋକ ପୁଣି ଥରେ ମହଙ୍ଗା ମାଡ଼ର ସମ୍ମୁଖୀନ ହେଉଛନ୍ତି। ଏବେ ଘର କିମ୍ବା କାର୍‌ ଋଣ କରି ଏହାର କିସ୍ତି ଦେବା ମହଙ୍ଗା ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ଏକ ବଡ ପଦକ୍ଷେପ ନେଇଛି। ଆରବିଆଇ…

୪୦ରୁ ଅଧିକ ଦେଶକୁ ଚାଇନା ପଠାଇଛି ଗୁପ୍ତଚର ବେଲୁନ, ଭାରତରେ ହୋଇଛି ଗୁପ୍ତଚରୀ…

ନୂଆଦିଲ୍ଲୀ,୮।୨ : ଚାଇନା ଗୁପ୍ତଚର ବେଲୁନ ବିଷୟରେ ଏକ ବଡ଼ ପର୍ଦ୍ଦାଫାଶ ହୋଇଛି। ଆମେରିକାର ଅଧିକାରୀମାନେ ଦାବି କରିଛନ୍ତି ଯେ ଚାଇନା କେବଳ ଆମେରିକା ଏବଂ ଭାରତରେ ନୁହେଁ ବରଂ ଅନ୍ୟାନ୍ୟ ଦେଶକୁ ମଧ୍ୟ ଗୁପ୍ତଚର ବେଲୁନ ପଠାଇଛି। ଆମେରିକାର ଡେପୁଟି…

ଶାହବାଜଙ୍କ ତୁର୍କୀ ଗସ୍ତ ବାତିଲ, ମନାକଲେ ତୁର୍କୀ ସରକାର…

ଇସଲାମାବାଦ,୮।୨ : ଭୟଙ୍କର ଭୂକମ୍ପ ଯୋଗୁଁ ଘଟିଥିବା ବିନାଶର ମୁକାବିଲା କରୁଥିବାରୁ ତୁର୍କୀ ସରକାର ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ତୁର୍କୀ ଗସ୍ତକୁ ବାତିଲ କରିଦେଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୁଧବାର ତୁର୍କୀ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ତୁର୍କୀ ସରକାର…

ବାଇଡେନଙ୍କ ସ୍ତ୍ରୀ କମଲା ହାରିସଙ୍କ ସ୍ବାମୀଙ୍କୁ ଦେଲେ ଚୁମ୍ବନ, ଭିଡ଼ିଓ ଭାଇରାଲ…

ଓ୍ବାଶିଂଟନ,୮।୨ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର କ୍ୟାପିଟାଲ ହିଲ ଉପରେ ୟୁନିୟନର ରାଜ୍ୟକୁ ସମ୍ବୋଧିତ କରିଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ଅଭିଭାଷଣ ପୂର୍ବରୁ, ଏପରି କିଛି ଘଟିଥିଲା ଯାହାକୁ ସମସ୍ତେ ଦେଖୁଥିଲେ । ସୋସିଆଲ…

ରାହୁଲଙ୍କ ବିରୋଧରେ ବିଶେଷ ଅଧିକାର ହନନ ନୋଟିସ, ବାଚସ୍ପତିଙ୍କୁ ଚିଠି ଲେଖିଲେ ଭାଜପା ଏମ୍‌ପି…

ନୂଆଦିଲ୍ଲୀ,୮।୨ : ସଂସଦର ଉଭୟ ଗୃହରେ ଆଦାନୀ-ହିଣ୍ଡନବର୍ଗ ପ୍ରସଙ୍ଗରେ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି। ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ ର୍ବିଲାଙ୍କୁ ଏକ ଚିଠି ଲେଖିଛନ୍ତି। କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷ ଅଧିକାର ହନନ…

ତୁର୍କୀ ଲୋକଙ୍କର ଜୀବନ ବଞ୍ଚାଉଛନ୍ତି ଭାରତର ସ୍ବତନ୍ତ୍ର ତାଲିମପ୍ରାପ୍ତ କୁକୁର ରୋମିଓ-ଜୁଲି-ହନି-ରାମ୍ବୋ…

ଇସ୍ତାନବୁଲ,୮।୨ : ତୁର୍କୀରେ ହୋଇଥିବା ଭୂମିକମ୍ପରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ବହୁ ସଂଖ୍ୟକ ଲୋକେ ଏବେ ବି ମାଟିଗଦା ତଳେ ଦବି ରହିଛନ୍ତି। ଦବି ହୋଇ ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ବର୍ତ୍ତମାନ ଏକ ପ୍ରାଥମିକତା ଏବଂ ବିଶ୍ୱର…

ଆଦିତ୍ୟ ଠାକରେଙ୍କ ସଭାରେ ପଥରମାଡ଼ ଅଭିଯୋଗ…

ମୁମ୍ବାଇ,୮।୨ : ମହାରାଷ୍ଟ୍ରର ଔରଙ୍ଗାବାଦରେ ଶିବସେନା ନେତା ଆଦିତ୍ୟ ଠାକରେଙ୍କ ସଭାରେ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଶିବ ସମ୍ବାଦ ଯାତ୍ରା ସମୟରେ ବୈଜାପୁରର ମହଲଗାଓଁରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାକୁ ଆଦିତ୍ୟ ଠାକୁର ପହଞ୍ଚିଥିଲେ। ଏହି ସମୟରେ…

ପୃଥିବୀରେ ବୃହତ ଯୁଦ୍ଧର ଆଶଙ୍କା, ବିନାଶ ସମ୍ପର୍କରେ ଚେତାବନୀ ଦେଲେ ଜାତିସଂଘ ମୁଖ୍ୟ…

ଜେନେଭା,୮।୨ : ପୃଥିବୀ ଏବେ ବିନାଶ ମୁହାଁ ହେବାରେ ଲାଗିଛି। ପୃଥିବୀରେ ବୃହତ ଯୁଦ୍ଧର ଆଶଙ୍କା ସମ୍ପର୍କରେ ଜାତିସଂଘ ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଚେତାବନୀ ଦେଇଛନ୍ତି ଯେ ବିଶ୍ୱ ଏପର୍ଯ୍ୟନ୍ତ ସବୁଠାରୁ ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଛି ଏବଂ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୮।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌…

ଗୁଗଲକୁ ଟକ୍କର ଦେବ ବିଙ୍ଗ୍‌…

ଓ୍ବାଶିଂଟନ,୮।୨ : ଅନ୍ଲାଇନ ସର୍ଚ୍ଚ ଜଗତରେ ସର୍ଚ୍ଚ ଇଞ୍ଜିନ ଗୁଗୁଲ ପ୍ରାଧାନ୍ୟ ଦେଇଥାଏ। ତେବେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ଅନୁସାରେ ଗୁଗୁଲର ଏହି ପ୍ରାଧାନ୍ୟ ସମାପ୍ତ ହେବାକୁ ଯାଉଛି। ବାସ୍ତବରେ, କମ୍ପାନୀ ମାଇକ୍ରୋସଫ୍ଟର ସର୍ଚ୍ଚ ଇଞ୍ଜିନ ବିଙ୍ଗକୁ ଭାଷା ଭିତ୍ତିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri