୩୬୫ ଦିନରେ ୭୩ ମାମଲାରେ ୩୬୮ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍, ଦୋଷୀ ସାବ୍ୟସ୍ତ ହାର ୯୪.୩୯ ପ୍ରତିଶତ…
ନୂଆଦିଲ୍ଲୀ,୩୧।୧୨ : ଜାତୀୟ ଅନୁସନ୍ଧାନ ଏଜେନ୍ସି ’ଏନଆଇଏ’ ୨୦୨୨ ମସିହାରେ ଜିହାଦି ଆତଙ୍କବାଦକୁ ଏକ ବଡ ଝଟକା ଦେଇଛି। ଗତ କିଛି ବର୍ଷ ତୁଳନାରେ, ଚଳିତ ବର୍ଷ ଏନଆଇଏ ଆତଙ୍କବାଦ ସହ ଜଡିତ ସର୍ବାଧିକ ମାମଲା ଅନୁସନ୍ଧାନ କରିଛି। ୨୦୨୨ମସିହାରେ ୩୬୫…
ଶେହବାଜ ସରକାରଙ୍କ ସମସ୍ୟା ପୁଣି ବଢ଼ାଇବେ ଇମ୍ରାନ…
ଇସଲାମାବାଦ,୩୧।୧୨ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେହବାଜ ଶରିଫ ସରକାରଙ୍କ ବିରୋଧରେ ପୁଣିଥରେ ରାସ୍ତାକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି। ଫଳରେ ଶେହବାଜ ସରକାରଙ୍କ ସମସ୍ୟା ପୁଣି ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନ ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ…
ମାର୍ଚ୍ଚ ପହିଲାରୁ ଯୁକ୍ତଦୁଇ ପରୀକ୍ଷା
ଭୁବନେଶ୍ୱର,୩୧ା୧୨(ବ୍ୟୁରୋ): ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତଦୁଇ ପରୀକ୍ଷା। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ହେବ। ମାର୍ଚ୍ଚ ୧ରୁ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ୨ରୁ…
ପୋପ୍ ବେନଡିକ୍ଟ ଷୋଡଶଙ୍କର ପରଲୋକ…
ଭଟିମାନ ସିଟି,୩୧।୧୨ : ପୂର୍ବତନ କ୍ୟାଥୋଲିକ ପୋପ ବେନେଡିକ୍ଟ ଷୋଡଶ ଶନିବାର ଭଟିକାନ ସିଟିରେ ପରଲୋକ ଘଟିଛି॥ ୯୫ବର୍ଷ ବୟସରେ ବେନେଡିକ୍ଟ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାଟିକାନ ଚର୍ଚ୍ଚ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ପୂର୍ବତନ ପୋପ ବେନେଡିକ୍ଟ…
ଭାଜପା-ଆରଏସଏସ ମତେ ଟାର୍ଗେଟ କରୁଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଇ ଗୁରୁ ଭାବେ ସ୍ବୀକାର କରୁଛି: ରାହୁଲ…
ନୂଆଦିଲ୍ଲୀ,୩୧।୧୨ : ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ଏପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅନୁଭୂତି ଗଣମାଧ୍ୟମକୁ ଜଣାଇଛନ୍ତି। ଏହା ସହିତ ସେ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ରାହୁଲ କହିଛନ୍ତି ଯେ ଏହି ଯାତ୍ରା ହିଂସା ବିରୁଦ୍ଧରେ। ଏହା…
କିମ୍ ପୁଣି ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କଲେ…
ସିଓଲ,୩୧।୧୨ : ଉତ୍ତର କୋରିଆ ପୁଣି ଥରେ ପୂର୍ବ ଅଞ୍ଚଳର ଜଳ କ୍ଷେତ୍ରରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆ ଅନୁଯାୟୀ ଉତ୍ତର କୋରିଆ ପୁଣି ସନ୍ଦିଗ୍ଧ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଉତ୍ତର କୋରିଆ ଏକ ଆନ୍ତମହାଦ୍ୱିପୀୟ ବାଲାଷ୍ଟିକ…
ଚାଇନାଠାରୁ କରୋନା ତଥ୍ୟ ପୁଣି ମାଗିଲା ବିଶ୍ୱସ୍ବାସ୍ଥ୍ୟ ସଂଗଠନ…
ଜେନେଭା,୩୧।୧୨ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। ଇତିମଧ୍ୟରେ ନୂଆ ବର୍ଷରୁ ଚାଇନା କରୋନା ସହ ଜଡିତ ତଥ୍ୟକୁ ମାସକୁ ଥରେ…
ରାତି ସାରା ୟୁକ୍ରେନ୍ରେ ଡ୍ରୋନ ଦ୍ୱାରା ଆକ୍ରମଣ କଲା ରୁଷିଆ…
କିଭ୍,୩୧।୧୨ : ରୁଷିଆ ୟୁକ୍ରେନ ଉପରେ ଏବେ ଆକ୍ରମଣ ଜୋରଦାର କରିଛି। ଏହି ସମୟ ମଧ୍ୟରେ ଏହା ସାମ୍ନାକୁ ଆସିଛି ଯେ ରୁଷିଆ ଶୁକ୍ରବାର ରାତି ସାରା ଇରାନର ଡ୍ରୋନ ସହାୟତାରେ ୟୁକ୍ରେନରେ ଆକ୍ରମଣ କରିଛି। ଏନେଇ ୟୁକ୍ରେନ କର୍ତ୍ତୃପକ୍ଷ ଏ…
ଜିନପିଙ୍ଗ ପୁଟିନଙ୍କୁ କଲେ ଆମନ୍ତ୍ରଣ…
ବେଜିଂ/ମସ୍କୋ,୩୧।୧୨ : ୟୁକ୍ରେନ ଯୁଦ୍ଧକୁ ନେଇ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ସାମ୍ନାକୁ ଆସିଥିବା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ଫୋନରେ କଥା ହୋଇଥିଲେ। ପୁଟିନ ଜିନପିଙ୍ଗଙ୍କୁ ରୁଷିଆ ପରିଦର୍ଶନ କରିବାକୁ ଆମନ୍ତ୍ରଣ କରି କହିଛନ୍ତି,…
ପ୍ରସିଦ୍ଧ ଟିଭି ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ…
ଓ୍ବାଶିଂଟନ,୩୧।୧୨ : ଭେଟେରାନ ଆମେରିକୀୟ ଟେଲିଭିଜନ ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ ଘଟିଛି। ସେ ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାରବରା ଆମେରିକୀୟ ଟେଲିଭିଜନରେ ପ୍ରମୁଖ ସାକ୍ଷାତକାରକାରୀ ଥିଲେ। ସୂଚନା ଅନୁଯାୟୀ, ପ୍ରସିଦ୍ଧ ମହିଳା ଟକ ଶୋ…
ଜାତିସଂଘରେ ଇସ୍ରାଏଲକୁ ପୁଣି ସମର୍ଥନ କଲା ଭାରତ…
ଜେନେଭା,୩୧।୧୨ : ଭାରତ ପୁଣି ଥରେ ଇସ୍ରାଏଲକୁ ସମର୍ଥନ କରିଛି। ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ଏକ ପ୍ରସ୍ତାବରେ ଭାରତ ଭୋଟ ଦାନରୁ ନିବୃତ୍ତ ହୋଇଛି। ଏଥିରେ ଇସ୍ରାଏଲର ପାଲେଷ୍ଟାଇନ ଅଞ୍ଚଳକୁ ଦୀର୍ଘ ଦିନ ଧରି ଦଖଲ କରିବା ନେଇ…
ଦୈନିକ ସଂକ୍ରମଣ-ସକ୍ରିୟ ମାମଲାକୁ ନେଇ ଚିନ୍ତାରେ ସରକାର…
ନୂଆଦିଲ୍ଲୀ, ୩୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ…
Archives


