Home Middle

‘ଆମକୁ ୧୦ ଲକ୍ଷ ଟଙ୍କାର ବୀମା ଦିଅନ୍ତୁ ସରକାର…’ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ମମତା

କୋଲକାତା,୧୩ ।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବିଧାନସଭାରେ ସମ୍ବୋଧନ ଦେବା ଅବସରରେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ୍ ବର୍ଷିଛନ୍ତି । ‘କାଓ ହଗ ଡେ’କୁ ନେଇ ଉଠିଥିବା ବିବାଦକୁ ନେଇ ମମତା କହିଛନ୍ତି, ସେମାନେ ଆମକୁ କହୁଛନ୍ତି…

ଲିଫ୍ଟରେ ଖସି ଖଣ୍ଡ ଖଣ୍ଡ ହୋଇଗଲେ ନାବାଳକ

ନୂଆଦିଲ୍ଲୀ,୧୩ା୨: ଦିଲ୍ଲୀର ଏକ କାରଖାନାର ଦ୍ୱିତୀୟ ମହଲାରେ ଥିବା ଲିଫ୍ଟରେ ହଠାତ୍‌ ଖସିପଡ଼ି ଜଣେ ୧୫ ବର୍ଷ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଆଲୋକ ବୋଲି ପୋଲିସ କହିଛି। ଲିଫ୍ଟ ତଳ ମହଲାରୁ ଉପରକୁ ଆସିବା ପରେ ଆଲୋକ ଖସିପଡ଼ିଥିଲେ।…

ତୁର୍କୀ ଭୂକମ୍ପର ସପ୍ତାହକ ପରେ ଜୀବନ୍ତ ଉଦ୍ଧାର ହେଲେ ମହିଳା

ଆଙ୍କାରା,୧୩ା୨: ତୁର୍କୀରେ ଭୂକମ୍ପ ହେବାର ଏକ ସପ୍ତାହ ପରେ ସୋମବାର ଉଦ୍ଧାରକାରୀ ଦଳ ଭୁଶୁଡ଼ି ପଡ଼ିଥିବା ଏକ କୋଠାର ଧ୍ୱଂସାବଶେଷରୁ ଜଣେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ଏକ ରିପୋର୍ଟରୁ ପ୍ରକାଶ ଯେ, ଦକ୍ଷିଣ ଗାଜିଆଣ୍ଟେପ ପ୍ରଦେଶରେ ୪୦ ବର୍ଷୀୟା ମହିଳା…

କେନ୍ଦୁଝରବାସୀଙ୍କୁ ୪,୭୦୩ କୋଟି ୨୪ ଲକ୍ଷ ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୩ା୨(ସ୍ବ.ପ୍ର.): ସୋମବାର କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାବାସୀଙ୍କୁ ୪ ହଜାର ୭୦୩ କୋଟି ୨୪ ଲକ୍ଷ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଧରଣୀଧର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦ୍‌ଘାଟନ କରିଛନ୍ତି।…

ନବଦାସ ହତ୍ୟା ମାମଲା: ରିମାଣ୍ଡ ପରେ ଜେଲ୍‌ ଗଲେ ଗୋପାଳ

ବ୍ରଜରାଜନଗର,୧୩ା୨(ଡି.ଏନ୍‌.ଏ.): ନବଦାସ ହତ୍ୟା ମାମଲାରେ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତ ଗୋପାଳ ଦାସ ପୁଣି ଜେଲ୍‌ ଯାଇଛନ୍ତି। ଗୋପାଳଙ୍କୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ନିଆଯାଇଛି। ତୃତୀୟ ପର୍ଯ୍ୟାୟ…

ଏଲଟିଟିଇ ପ୍ରମୁଖ ପ୍ରଭାକରନ ବଞ୍ଚିଛନ୍ତି: ତାମିଲ ନେତାଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୧୩।୨ : ତାମିଲ ନେତା ଲିବରେଶନ ଟାଇଗର୍ସ ଅଫ ତାମିଲ ଏଲାମ (ଏଲଟିଟିଇ) ମୁଖ୍ୟ ଭେଲୁପିଲାଇ ପ୍ରଭାକରନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ବିଶ୍ୱ ତାମିଲ ଫେଡେରେଶନ ସଭାପତି ପାଜା ନେଡୁମାରନ କହିଛନ୍ତି ଯେ ଆମ ତାମିଲ ଜାତୀୟ ନେତା…

ଆଦାନୀ ପ୍ରସଙ୍ଗ ନେଇ ପ୍ରବଳ ହଟ୍ଟଗୋଳ: ରାଜ୍ୟସଭା ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ…

ନୂଆଦିଲ୍ଲୀ,୧୩।୨ : ବିରୋଧୀ ସାଂସଦମାନେ ଆଦାନୀ ମାମଲାକୁ ନେଇ ରାଜ୍ୟସଭାରେ ସୋମବାର ପ୍ରବଳ ହଟ୍ଟଗୋଳ କରି ଏକ ଅଡୁଆ ସୃଷ୍ଟି କରିଥିଲେ। ଏହି ସମୟରେ, ବିରୋଧୀଦଳର ଏମ୍‌ପିମାନେ ରେକର୍ଡରୁ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଭାଷଣର କିଛି ଅଂଶ ହଟାଇବାକୁ ନେଇ ଉତ୍ତେଜିତ ହୋଇ…

ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ବାଟ ଫିଟିଲା: ପରସିମନ ବିରୋଧୀ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୧୩।୨ : ଜମ୍ମୁ-କଶ୍ମୀରରେ ହୋଇଥିବା ନୂତନ ସୀମା ଅନୁଯାୟୀ ନିର୍ବାଚନ ପାଇଁ ରାସ୍ତା ସଫା ହୋଇଛି। ଜମ୍ମୁ-କଶ୍ମୀରରେ ପରସିମନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ସୁପ୍ରିମକୋର୍ଟରେ ଖାରଜ କରାଯାଇଛି। ବିଧାନସଭା ଆସନ ବଦଳାଇବା ଏବଂ ପରିବର୍ତ୍ତନ ପ୍ରକ୍ରିୟାକୁ କୋର୍ଟ ସମର୍ଥନ କରିଛନ୍ତି। ଜଷ୍ଟିସ…

ଟ୍ରାନ୍ସଜେଣ୍ଡର କେବେ ବି ସନ୍ତାନ ଜନ୍ମ କରିପାରିବେ ନାହିଁ: ଏମ୍‌.କେ. ମୁନିର…

ଥିରୁଭାନନ୍ତପୁରମ,୧୩।୨ : ଇଣ୍ଡିଆନ ୟୁନିଅନ ମୁସଲିମ ଲିଗର ବରିଷ୍ଠ ନେତା ଏମ.କେ ମୁନିର କହିଛନ୍ତି ଯେ ଯେଉଁମାନେ ବିଶ୍ୱାସ କରନ୍ତି ଯେ ଟ୍ରାନ୍ସଜେଣ୍ଡରମାନେ ସନ୍ତାନ ଜନ୍ମ କରିପାରିବେ, ତାହା କେବଳ ମୁର୍ଖାମୀ। ସେ କହିଛନ୍ତି ଯେ ଜଣେ ଟ୍ରାନ୍ସଜେଣ୍ଡର କଦାପି ଗର୍ଭଧାରଣ…

ବିଚାରପତି ବିନ୍ଦଲ-ଅରବିନ୍ଦ ନେଲେ ଶପଥ: ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି…

ନୂଆଦିଲ୍ଲୀ,୧୩।୨ : ଜଷ୍ଟିସ ରାଜେଶ ବିନ୍ଦଲ ଏବଂ ଅରବିନ୍ଦ କୁମାର ସୋମବାର ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଉଭୟ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। ସର୍ବୋଚ୍ଚ ଅଦାଲତର ବିଚାରପତି ଭାବରେ ଉନ୍ନୀତ ହେବା…

ଭୂକମ୍ପ ମୃତ୍ୟୁସଂଖ୍ୟା ୩୪୦୦୦ ଟପିଲା

ଆଙ୍କାରା,୧୩ା୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୩୪ ହଜାର ଟପିଛି। ମିଳିତ ଜାତିସଂଘ ଭୂକମ୍ପ ପ୍ରଭାବିତ ସିରିଆକୁ ବହୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାରେ ବିଫଳତାକୁ ନିନ୍ଦା କରିଛି ଏବଂ ମୃତ୍ୟୁସଂଖ୍ୟା ୩୪,୮୦୦ରୁ ଅଧିକ ହୋଇପାରେ ବୋଲି ଚେତାବନୀ…

ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥା ବିପର୍ଯ୍ୟସ୍ତ: ଷ୍ଟାଲିନ ସରକାରଙ୍କୁ ରାଜ୍ୟପାଳଙ୍କ ଟାର୍ଗେଟ…

ଚେନ୍ନାଇ,୧୩।୨ : ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ସୋମବାର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଦଳିତଙ୍କ ବିରୋଧରେ ଅପରାଧ ସଂଖ୍ୟା ବୃଦ୍ଧି ପାଇଛି। ଦଳିତଙ୍କ ବିରୋଧରେ ଆସିଥିବା ଅପରାଧକୁ ରୋକିବାରେ ରାଜ୍ୟ ସରକାର ବିଫଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri