ସାପ୍ତାହିକ ସଂକ୍ରମଣ ୦.୧୫ ପ୍ରତିଶତ…
ନୂଆଦିଲ୍ଲୀ, ୨।୧: ବର୍ଷର ପ୍ରଥମ ଦିନରେ ଦେଶରେ କରୋନା ସଂକ୍ରମଣ କମିବା ଖବର ମିଳିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ପ୍ରଥମ ଦିନରେ ଦେଶରେ ଖୁବ କମ କରୋନା ମାମଲା ପଞ୍ଜିକୃତ ହୋଇଛି। ଦୈନିକ ପଜିଟିଭ୍ ହାର ଏକ ପ୍ରତିଶତରୁ କମ…
ଜୟପୁର ରାଜ ପରିବାରର ଶେଷ ରାଣୀଙ୍କ ପରଲୋକ
ଜୟପୁର,୨ା୧(ନି.ପ୍ର.): ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଦୀର୍ଘବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ପରେ ଶେଷରେ ଜୟୁପରସ୍ଥିତ ମୋତି ମହଲରେ ରବିବାର ରାତିରେ ରାଣୀଙ୍କ ପରଲୋକ…
ଗୋରେଖନାଥରେ ଆତଙ୍କବାଦୀ ଅନୁପ୍ରବେଶ ସୂଚନା ନେଇ ଉତ୍ତେଜନା…
ଗୋରଖପୁର,୨।୧ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରରେ ଥିବାବେଳେ ରବିବାର ମଧ୍ୟାହ୍ନ ୧୨ଟା ୩୦ ସମୟରେ ଆତଙ୍କବାଦୀଙ୍କ ମନ୍ଦିର ପରିସରରେ ଅନୁପ୍ରବେଶ କରୁଥିବା ସୂଚନାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଡିଏମ କୃଷ୍ଣ କରୁଣେଶ, ଏସଏସପି ଡ.ଗୌରବ ଗ୍ରୋଭର…
ବିମୁଦ୍ରୀକରଣ ନେଇ ନାଗରତ୍ନାଙ୍କ ଅସହମତି: ଖଣ୍ଡପୀଠ ଦୁଇଭାଗ…
ନୂଆଦିଲ୍ଲୀ,୨।୧ : ବିମୁଦ୍ରୀକରଣ ନେଇ ସୁପ୍ରିମ୍ କୋର୍ଟର ଏହି ମାମଲାର ବିଚାର ପାଇଁ ଗଠିତ ସାମ୍ବିଧାନୀକ ପୀଠ ଦୁଇଭାଗ ହୋଇଛି। ଜଷ୍ଟିସ ବି.ଆର. ଗବାଇ. ଏ.ଏସ.ବୋପନ୍ନା, ବି.ରାମ ସୁବ୍ରମଣ୍ୟମ,ବି.ବି. ନାଗରତ୍ନା. ଏସ.ଅବଦୁଲ ନାଜୀର ପ୍ରମୁଖ ପୀଠରେ ସାମିଲ ଥିଲେ। ମାତ୍ର ବିଚାରପତି…
ରୁଷିଆ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ
କିଭ୍,୨ା୧: ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରାୟ ଏକ ବର୍ଷ ପୂରଣ ହେବାକୁ ଯାଉଛି। ତଥାପି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ୟୁକ୍ରେନ ରୁଷିଆ ଉପରେ ସୋମବାର ଡ୍ରୋନ୍ ଆକ୍ରମଣ କରିଛି। ଫଳରେ ରୁଷିଆରେ ବିଦ୍ୟୁତ ଯୋଗାଣ…
ସେନାରୁ ହଟିବ ୮୦ ହଜାର ପଦବୀ !…
ନୂଆଦିଲ୍ଲୀ,୨।୧ : ଭାରତୀୟ ସେନା ଗତ ବର୍ଷ ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରିଥିଲା, ଯାହା ମାଧ୍ୟମରେ ୪ ବର୍ଷ ପାଇଁ ଅଗ୍ନିବୀର ନିଯୁକ୍ତ ହେଉଛନ୍ତି। ଏହାକୁ ନେଇ ବହୁ ବିବାଦ ଦେଖାଦେଇଥିଲା ଏବଂ ବିହାର, ଆନ୍ଧ୍ରପ୍ରଦେଶ, ହରିୟାଣା, ଉତ୍ତରପ୍ରଦେଶ ସମେତ ଦେଶର…
ବିମୁଦ୍ରୀକରଣ ନିଷ୍ପତ୍ତି ଠିକ ଥିଲା: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨।୧ : କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ ଥିଲା ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ୨୦୧୬ ନଭେମ୍ବର ୮ରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ସରକାରଙ୍କ ପଦକ୍ଷେପକୁ ଉପଯୁକ୍ତ ଦର୍ଶାଇ…
ଦଳାଚକଟା ମୃତ୍ୟୁ ପାଇଁ ଜଗନ ମୋହନ ସରକାରଙ୍କ ମୁଣ୍ଡରେ ଅଠା ବୋଳିଲା ଟିଡିପି…
ହାଇଦ୍ରାବାଦ,୨।୧ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ଦଳାଚକଟାରେ ତିନି ଜଣଙ୍କ ମୃତ୍ୟୁ ନେଇ ତେଲୁଗୁ ଦେଶମ ପାର୍ଟି(ଟିଡିପି) ପକ୍ଷରୁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସରକାରଙ୍କୁ ଦାୟୀ କରାଯାଇଛି। ଦଳାଚକଟା ମୃତ୍ୟୁ ପାଇଁ ଜଗନ ମୋହନ ସରକାରଙ୍କ…
ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ ନକଲି ହାତ ଲଗାଉଥିବା ଚର୍ଚ୍ଚା ! କେତେ ସତ କେତେ ମିଛ ଜାଣନ୍ତୁ…
ଓ୍ବାଶିଂଟନ,୨।୧ : ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ତାଙ୍କ ସୁରକ୍ଷାକର୍ମୀଙ୍କ ବିଷୟରେ ଅନେକ ପ୍ରକାରର ତଥ୍ୟ ବେଳେବେଳେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ। ତାଙ୍କ କାର କାହିଁକି ସ୍ବତନ୍ତ୍ର ଏବଂ ସୁରକ୍ଷାକର୍ମୀଙ୍କ ବିଷୟରେ ଅନେକ ପ୍ରକାରର ସୂଚନା ମଧ୍ୟ ସାମ୍ନାକୁ…
ପୁଟିନଙ୍କ ସହିତ ସୈନ୍ୟ ପୋଷାକରେ ଥିବା ମହିଳା ଜଣକ କିଏ ? ସୋସିଆଲ ମିଡ଼ିଆରେ ଭାଇରାଲ…
ମସ୍କୋ,୨।୧ : ଜଣେ ମହିଳା ପ୍ରାୟତଃ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦେଖାଯାଇଥାନ୍ତି। ଏହି ରହସ୍ୟମୟୀ ମହିଳାଙ୍କୁ ନେଇ ରୁଷିଆରେ ଏକ ପୃଥକ ବିତର୍କ ଆରମ୍ଭ ହୋଇଛି। ନୂତନ ବର୍ଷ ଅବସରରେ ରାଷ୍ଟ୍ରପତି ପୁଟିନ ଅନେକ ବଡ ଦେଶର ନେତାଙ୍କୁ…
ହ୍ୟାଟ୍ରିକ ବିଜୟ ପାଇଁ ଭାଜପାର ପ୍ରସ୍ତୁତି: ଦକ୍ଷିଣ ଭାରତ ଦାୟିତ୍ୱରେ ୨ ମହାସଚିବ…
ନୂଆଦିଲ୍ଲୀ,୨।୧ : ଲଗାତାର ଦୁଇଟି ଲୋକସଭା ନିର୍ବାଚନରେ ଜିତିବା ପରେ କେନ୍ଦ୍ରର ଶାସକ ଭାଜପା ୨୦୨୪ ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଦଳ ଦକ୍ଷିଣ ଭାରତରେ ଅଧିକ ଗୁରୁତ୍ୱ ଦେବାକୁ ଚେଷ୍ଟା କରୁଛି। ଦକ୍ଷିଣରେ କର୍ନାଟକରେ…
ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଅଚଳ, ବିମାନ ଉଡ଼ାଣ ବାତିଲ, ଅଟକି ରହିଲେ ୫୬ ହଜାର ଯାତ୍ରୀ…
ମାନିଲା,୨।୧ : ନୂଆ ବର୍ଷର ପ୍ରଥମ ଦିନରେ ଫିଲିପାଇନ୍ସରେ ଯାତ୍ରୀମାନଙ୍କ ପାଇଁ ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) ରେ ଏକ ତ୍ରୁଟି ଦେଖାଦେଇଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଅଚଳ ହେବାରୁ ରାଜଧାନୀ ମାନିଲା ଏବଂ ଅନ୍ୟ ସହରରେ ବିମାନ ସେବା ସମ୍ପୂର୍ଣ୍ଣ…
Archives


