Home Middle

ତାମିଲନାଡୁରେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦ, ଗୃହ ତ୍ୟାଗ କଲେ ରାଜ୍ୟପାଳ…

ଚେନ୍ନାଇ,୯।୧ : ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ଏବଂ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଅଭିଭାଷଣକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସୋମବାର ରାଜ୍ୟ ବିଧାନସଭାରେ ରାଜ୍ୟପାଳ ଆର.ଏନ ରବି ବିବାଦ ମଧ୍ୟରେ ଗୃହ ତ୍ୟାଗ କରିଛନ୍ତି। ବାସ୍ତବରେ ରାଜ୍ୟପାଳଙ୍କ ମୂଳ ଅଭିଭାଷଣ…

ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ: ୬ ଜିଲାକୁ ପଠାଗଲା ବହି

ଭୁବନେଶ୍ୱର,୯ା୧(ବ୍ୟୁରୋ): ଚଳିତ ବର୍ଷ ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ ହେବ। ଏନେଇ ସରକାରଙ୍କ ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ସବୁ ପିଲାଙ୍କ ପାଖରେ ପାଠ୍ୟପୁସ୍ତକ ପହଞ୍ଚାଇବା ପାଇଁ ୬ ଜିଲାର ୧୫ଟି ବ୍ଲକକୁ ଟ୍ରକ୍‌ ଯୋଗେ ପାଠ୍ୟପୁସ୍ତକ…

ଦେଶର ୧୩୦ କୋଟି ଜନସାଧରଣଙ୍କ ପକ୍ଷରୁ ପ୍ରବାସୀଙ୍କୁ ସ୍ବାଗତ: ପ୍ରଧାନମନ୍ତ୍ରୀ…

ଇନ୍ଦୋର,୯।୧ : ପ୍ରବାସୀ ଭାରତୀୟ ଦିବସ ଅବସରରେ ଇନ୍ଦୋରରେ ଆୟୋଜିତ ସମାବେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରି ପ୍ରବାସୀମାନଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପ୍ରାୟ ଚାରି ବର୍ଷ ପରେ ଏହି କାର୍ଯ୍ୟକ୍ରମ ପୁଣି ଆୟୋଜିତ ହୋଇଛି।…

କେନ୍ଦ୍ର ସରକାରଙ୍କୁ ପୁଣି ଘେରିଲେ ବରୁଣ…

ବରେଲି,୯।୧ : ଶାସକ ଭାରତୀୟ ଜନତା ପାର୍ଟିର ପିଲଭିତ ନିର୍ବାଚନମଣ୍ଡଳୀର ଏମପି ବରୁଣ ଗାନ୍ଧୀ ପୁଣି ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ଆଖୁ ଚାଷୀଙ୍କୁ ଚିନି କଳ ମାଲିକମାନେ ରହିଥିବା ବକେୟା ଶୀଘ୍ର ପୈଠ କରିବା ଆବଶ୍ୟକ। ନହେଲେ ଚାଷୀମାନଙ୍କର…

ଫେବୃୟାରୀ ୧୩ରୁ ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ…

ନୂଆଦିଲ୍ଲୀ,୯।୧ : ଫେବୃଆରୀ ୧୩ ରୁ ୧୭ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ -୨୦୨୩ ଆୟୋଜିତ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏହା ଘୋଷଣା କରିଛି। ମନ୍ତ୍ରଣାଳୟ କହିଛି ଯେ ଏହା ହେଉଛି ତୀର ଭାରତର ୧୪ ତମ ଶୋ।…

ମଙ୍ଗଳବାର ଭାରତ-ଶ୍ରୀଲଙ୍କା ପ୍ରଥମ ଏକଦିବସୀୟ: ସିରିଜ ଜିତିବା ଟିମ୍‌ ଇଣ୍ଡିଆର ଲକ୍ଷ୍ୟ…

ଗୁଆହାଟୀ,୯।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁଥିବା ତିନୋଟି ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ ୧୦ ଜାନୁଆରୀ ମଙ୍ଗଳବାର ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଗୁଆହାଟିର ବାରସାପରା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସିରିଜ ଜିତିବା ଲକ୍ଷ୍ୟ…

ଜୋଷୀମଠ ପ୍ରସଙ୍ଗର ଶୁଣାଣି ଶୀଘ୍ର କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୯।୧ : ଉତ୍ତରାଖଣ୍ଡର ଅନ୍ୟତମ ପ୍ରସିଦ୍ଧ ସହର ଜୋଷୀମଠ କ୍ରମାଗତ ଭାବରେ ଦବିବାରେ ଲାଗିଛି। ଏହି ପ୍ରସଙ୍ଗରେ ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରଧାନ ବିଚାରପତି ଠି.ଓ୍ବାଇ.ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସେ ଏହି ମାମଲାକୁ ମଙ୍ଗଳବାର ଉଲ୍ଲେଖ…

ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ…

ନୂଆଦିଲ୍ଲୀ, ୯।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା ବଢ଼ିଛି। ଲଗାତାର ଦୁଇ ଦିନ…

ଯୋଗୀଙ୍କୁ ଅନୁସରଣ କଲେ ଗେହଲଟ: ଶିକ୍ଷକ ନିଯୁକ୍ତି ପେପର ଲିକ୍‌ ମାମଲାର ମାଷ୍ଟରମାଇଣ୍ଡ କୋଚିଂ ସଂସ୍ଥା ଉପରେ ବୁଲଡୋଜର…

ଜୟପୁର,୯।୧ : ଜେଡିଏ କାର୍ଯ୍ୟନିର୍ବାହୀ ଦଳ ସୋମବାର ସକାଳ ସାଢ଼େ ୭ଟା ରୁ ଜୟପୁରର ଜୋନ-୫ ଅଞ୍ଚଳର ଗୋପାଳପୁର ବାଇପାସ ମୁଖ୍ୟ ରୋଡ ଗୁର୍ଜର ଥାଡିରେ ପହଞ୍ଚିଛି। ଯେଉଁଠାରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ପେପର ଲିକ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ଦ୍ୱାରା…

ବ୍ରାଜିଲ ସଂସଦ ମାମଲା: ମୋଦି ଚିନ୍ତାବ୍ୟକ୍ତ କଲେ, ବାଇଡେନ କହିଲେ ଅପମାନଜନକ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୧ : ବ୍ରାଜିଲ ସଂସଦ, ରାଷ୍ଟ୍ରପତି ଭବନ ଏବଂ ସୁପ୍ରିମକୋର୍ଟରେ ପୂର୍ବତନ ରାଷ୍ଟ୍ରପତି ବୋଲସନାରୋ ସମର୍ଥକଙ୍କ ଦ୍ୱାରା ହୋଇଥିବା ଦୁର୍ନୀତି ଏବଂ ଭଙ୍ଗାରୁଜା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହିତ ଚିନ୍ତାବ୍ୟକ୍ତ କରିଛନ୍ତି। ବ୍ରାଜିଲର…

୨୦୨୪ ନିର୍ବାଚନରେ ସୁନକଙ୍କର ପରାଜୟ ଆଶଙ୍କା ଘନେଇଲା…

ଲଣ୍ଡନ,୯।୧ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମ୍ପର୍କରେ ଗଣମାଧ୍ୟମ ରିପୋର୍ଟରେ ଏକ ବଡ଼ ଦାବି କରାଯାଇଛି। କୁହାଯାଇଛି ଯେ ୨୦୨୪ ମସିହାରେ ବ୍ରିଟେନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସୁନକ ଏବଂ ତାଙ୍କ ଦଳର ୧୫ ଜଣ ମନ୍ତ୍ରୀ…

ବ୍ରିଟିଶ ସେନାରେ ଓବିସିଟି-ଡାଇବେଟିସ-ବ୍ଳଡପ୍ରେସର ଆତଙ୍କ…

ଲଣ୍ଡନ,୯।୧ : ସମ୍ପ୍ରତି ବ୍ରିଟିଶ ସେନା ଏହାର ସୈନିକମାନଙ୍କର ଓଜନ ବଢ଼ିବା ଯୋଗୁ ଅସୁବିଧାରେ ପଡ଼ିଛି। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଆକଳନ ଅନୁଯାୟୀ ବ୍ରିଟେନ ସୈନ୍ୟବାହିନୀର ୧୪୫ ହଜାର କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୪୦ ହଜାର ସରକାରୀ ଭାବରେ ଓବିସିଟି ଶ୍ରେଣୀଭୁକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri