ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ଦମଦାର ବିଜୟ, ଲଢୁଆ ବ୍ୟାଟିଂ ସତ୍ତ୍ୱେ ହାରିଲା ଶ୍ରୀଲଙ୍କା…
ଗୁଆହାଟୀ,୯।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ଗୁଆହାଟିର ବାରସାପରା କ୍ରିକେଟ ଷ୍ଟାଡିୟମରେ ତିନିଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ଭ୍ରମଣକାରୀ ଦଳ ଶ୍ରୀଲଙ୍କାକୁ ପରାଜିତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ଶେଷରେ ପରାଜୟ…
ଜୋଷୀମଠରେ ସ୍ଥାପନ ହେବ ଭୂକମ୍ପ ଅବଲୋକନ ପ୍ରଣାଳୀ…
ନୂଆଦିଲ୍ଲୀ,୧୦।୧ : ଉତ୍ତରାଖଣ୍ଡର ଅନ୍ୟତମ ପ୍ରସିଦ୍ଧ ସହର ଜୋଷୀମଠ କ୍ରମାଗତ ଭାବରେ ଦବିବାରେ ଲାଗିଛି। ହୋଇଥିବା ଭୂସ୍ଖଳନ ମଧ୍ୟରେ କେନ୍ଦ୍ର ସରକାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଏଠାରେ ଏକ ମାଇକ୍ରୋ ସେସମିକ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା(ଭୂକମ୍ପ ଅବଲୋକନ ପ୍ରଣାଳୀ) ସ୍ଥାପନ କରାଯିବ।…
୩ ପ୍ରସ୍ତାବକୁ ମଞ୍ଜୁରୀ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ: ସେନା-ନୌସେନା ପାଇଁ କିଣାଯିବ ଅସ୍ତ୍ରଶସ୍ତ୍ର…
ନୂଆଦିଲ୍ଲୀ,୧୦।୧ : ଚାଇନା ସହିତ ଏଲଏସିରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ସେନା ଏବଂ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ତିନୋଟି ଅଧିଗ୍ରହଣ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଅନୁମୋଦନ ଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା…
ଶକ୍ତି ପରୀକ୍ଷାରେ ଜିତିଲେ ପ୍ରଚଣ୍ଡ…
କାଠମାଣ୍ଡୁ,୧୦।୧ : ନେପାଳ ସଂସଦରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଶକ୍ତି ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ହୋଇଥିବା ମତଦାନରେ ତାଙ୍କ ସମର୍ଥନରେ ୨୬୮ ଭୋଟ ମିଳିଥିଲା। ମୋଟ ଉପସ୍ଥିତ ଥିବା ୨୭୦ ସଦସ୍ୟଙ୍କ ଭୋଟ ମଧ୍ୟରୁ ସେ କେବଳ…
ବିଲାଓ୍ବଲଙ୍କୁ ଫୋନ କଲେ ଚାଇନାର ନୂଆ ବୈଦେଶିକ ମନ୍ତ୍ରୀ…
ବେଜିଂ,୧୦।୧ : ପାକିସ୍ତାନରେ ଚାଇନା ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଚାଇନାର ନୂଆ ବୈଦେଶିକ ମନ୍ତ୍ରୀ କୀିନ୍ ଗେଙ୍ଗ୍ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ପାକିସ୍ତାନୀ ପ୍ରତିପକ୍ଷ ବିଲାଓ୍ବଲ ଭୁଟ୍ଟୋ ଜରଦାରୀଙ୍କୁ ଫୋନ କରିିଛନ୍ତି। ଏହା ସହିତ ଚାଇନା ନାଗରିକଙ୍କ ସୁରକ୍ଷା…
ବୁଧବାର ଦିନ ୧ଟାରୁ ସାରା ରାଜ୍ୟରେ ସ୍କୁଲ ଛୁଟି ଘୋଷଣା
ଭୁବନେଶ୍ୱର,୧୦।୧(ବ୍ୟୁରୋ): ବୁଧବାର ସମଗ୍ର ରାଜ୍ୟରେ ଦିନ ୧ଟାରୁ ସ୍କୁଲ ଛୁଟି ରହିବ। ହକି ବିଶ୍ୱକପ ଉଦଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ଲାଗି ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଏନେଇ ମଙ୍ଗଳବାର…
୫୫ ଯାତ୍ରୀଙ୍କୁ ନେବାକୁ ଭୁଲିଗଲା ଗୋ ଫାଷ୍ଟ ବିମାନ: ଡିଜିସିଏ ପକ୍ଷରୁ ନୋଟିସ ଜାରି…
ନୂଆଦିଲ୍ଲୀ,୧୦।୧ : ଦେଶରେ ଗତ କିଛି ଦିନ ହେବ ବିମାନ ଉଡ଼ାଣ ସମୟରେ ପରିସ୍ରା ପ୍ରସଙ୍ଗ ହେଡଲାଇନରେ ରହିଛି। ଏହି ସମୟରେ ଗୋ ଫାଷ୍ଟ ଏୟାରଲାଇନ୍ସର ଏକ ବଡ ଭୁଲ ସାମ୍ନାକୁ ଆସିଛି। ଗୋ ଫାଷ୍ଟର ଏକ ବିମାନ ୫୫ଯାତ୍ରୀଙ୍କୁ ନେବାକୁ…
୨୯ ମାସର କ୍ଷମତା ଲଢ଼େଇରେ ପାଇଲଟଙ୍କ ଜରୁରୀ ଅବତରଣ, ଏବେ ଅନ୍ତିମ ଘେରାବନ୍ଦୀ ପାଇଁ ୩ ରଣନୀତି…
ଜୟପୁର,୧୦।୧ : ରାଜସ୍ଥାନରେ ପାଗର ତାପମାତ୍ରା ଶୀତରେ କମୁଥିବାବେଳେ କଂଗ୍ରେସ ଦଳରେ ରାଜନୈତିକ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି। ଦଳର ହାଇକମାଣ୍ଡ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଏହା…
ନିର୍ବାଚନ ଏକ ଅଧିକାର ଭିକ ନୁହେଁ: ଉମର ଅବଦୁଲା…
ଶ୍ରୀନଗର,୧୦।୧ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ନିର୍ବାଚନ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଲୋକମାନଙ୍କର ନିର୍ବାଚନ କରିବାର ଅଧିକାର ଅଛି, କିନ୍ତୁ ସେମାନେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଭିକ ମାଗିବେ…
୧୮୦ ବିଲିୟନ ଡଲାର ହରାଇ ରେକର୍ଡ କଲେ ଏଲନ ମସ୍କ…
ଓ୍ବାଶିଂଟନ,୧୦।୧ : ଟେସଲାର ଶେୟାରରେ ଏକ ବଡ଼ ଧରଣର ହ୍ରାସ ପରେ ଏହାର ମୁଖ୍ୟ ଏଲନ ମସ୍କଙ୍କ ସମ୍ପତ୍ତି କମିବାରେ ଲାଗିଛି। ଟେସଲାର ଷ୍ଟକରେ ଏହି ପତନ ପରେ ଏଲନ ମସ୍କ ବ୍ୟକ୍ତିଗତ ସମ୍ପତ୍ତି ହରାଇବା ଦୃଷ୍ଟିରୁ ଏକ ବିଶ୍ୱ ରେକର୍ଡ…
ଶ୍ରୀଲଙ୍କା ଆଗରେ ପାହାଡ଼ ଭଳି ଟାର୍ଗେଟ: ୫୦ ଓଭରରେ ଭାରତ ୩୭୩/୭
ଗୁଆହାଟି,୧୦।୧: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଚମକିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍। ଅଧିନାୟକ ରୋହିତ ଶର୍ମା, ଓପନର୍ ଶୁଭମନ ଗିଲ ଏବଂ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦଳ ବିରୋଧୀ ଟିମ୍ ଆଗରେ ବିଶାଳ ସ୍କୋର ଛିଡ଼ା କରିବାରେ ସଫଳ…
ପୋଙ୍ଗଲ ନିମନ୍ତ୍ରଣ ନେଇ ବିବାଦ ବଢ଼ିଲା…
ଚେନ୍ନାଇ,୧୦।୧ : ତାମିଲନାଡୁରେ ଶାସକ ଡିଏମକେ ଏବଂ ରାଜଭବନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ବିଧାନସଭାରୁ ରାଜ୍ୟପାଳଙ୍କ ଗୃହତ୍ୟାଗ ଏବଂ ତାମିଲନାଡୁ ବନାମ ଥିମିଜାଗାମ ବିବାଦ ଉପରେ ରାଜ୍ୟପାଳ ଆର.ଏନ ରବିଙ୍କ ମନ୍ତବ୍ୟ ଶାସକ ବିଧାୟକଙ୍କୁ ଅସନ୍ତୁଷ୍ଟ କରିଛି। ମଙ୍ଗଳବାର ଡିଏମକେ…
Archives


