‘ନାଟୁ ନାଟୁ’କୁ ଗୋଲ୍ଡେନ୍ ଗ୍ଲୋବ୍ ଆଓ୍ବାର୍ଡ
ଓ୍ବାଶିଂଟନ୍,୧୨।୧: ଗତବର୍ଷର ସୁପରହିଟ୍ ପାନ୍ ଇଣ୍ଡିଆ ଫିଲ୍ମ ‘ଆର୍ଆର୍ଆର୍’ର ଗୀତ ‘ନାଟୁ ନାଟୁ’କୁ ‘ଗୋଲ୍ଡେନ୍ ଗ୍ଲୋବ୍’ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବେଷ୍ଟ୍ ଅରିଜିନାଲ୍ ସଙ୍ଗ୍ କାଟାଗୋରି ପାଇଁ ଏହି ପୁରସ୍କାର ଦିଆଯାଇଥିବାବେଳେ ଏହା ହେଉଛି ଭାରତୀୟ ମନୋରଞ୍ଜନ ଜଗତ ପାଇଁ ପ୍ରଥମ…
ପୃଥିବୀ ସଦୃଶ ଗ୍ରହ ଚିହ୍ନଟକଲା ନାସା
ଓ୍ବାଶିଂଟନ୍,୧୨।୧: ମହାକାଶର ଗ୍ରହ, ଉପଗ୍ରହ ଓ ତାରକା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ବୈଜ୍ଞାନିକଙ୍କ ଅନୁସନ୍ଧାନ ଜାରି ରହିଛି। ନିକଟରେ ନାସାର ଏକ ମିଶନ୍ ମହାକାଶରେ ଅବିକଳ ପୃଥିବୀ ସଦୃଶ ଏକ…
ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପୁଣି ପଥର ମାଡ଼
ଭୋପାଳ,୧୧ା୧: ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ଫିଙ୍ଗିବା ଘଟଣା ବନ୍ଦ ହେବାର ନାଁ ନେଉନାହିଁ। ଏକ ସଦ୍ୟତମ ମାମଲା ଆନ୍ଧ୍ରପ୍ରଦେଶରୁ ଆସିଛି। ଯେଉଁଠାରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ଫିଙ୍ଗାଯାଇଛି। ଜାନୁୟାରୀ ୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଦେ…
ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ
କଟକ ଅଫିସ,୧୧ା୧: ବାରବାଟୀରେ ବୁଧବାର ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏଥିରେ ଯୋଗଦେଇ ଓଡ଼ିଶାକୁ ଭୂୟସୀ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଓଡ଼ିଶା…
କାର୍ଯ୍ୟରେ ଯୋଗ ନ ଦେଲେ ନିଲମ୍ବନ କରାଯିବ: ଭଗଓ୍ବନ୍ତ ମାନଙ୍କ ଚେତାବନୀ…
ଚଣ୍ଡିଗଡ଼,୧୧।୧ : ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ବୁଧବାର ପଞ୍ଜାବ ଜନସେବା (ପିସିଏସ) ଅଧିକାରୀଙ୍କୁ ସେମାନଙ୍କ ସହକର୍ମୀଙ୍କ ବେଆଇନ ଗିରଫଦାରୀକୁ ବିରୋଧ କରି ସାମୁହିକ ଛୁଟିରେ ଯାଇଥିବା ଲୋକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ମାନ ପିସିଏସ ଅଧିକାରୀମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ସେମାନେ…
କେଜରିୱାଲ ସରକାର ରାଜନୈତିକ ପରିପକ୍ୱତା ଦେଖାଉ ନାହାନ୍ତି: କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୧।୧ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାର ରାଜନୈତିକ ପରିପକ୍ୱତା ଦେଖାଉ ନାହାନ୍ତି ବୋଲି ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ ମାମଲାରେ କେନ୍ଦ୍ର ସରକାର ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛନ୍ତି ଯେ ଦିଲ୍ଲୀ ସରକାର ଏକ ଭୁଲ ଧାରଣା…
କମ୍ପୁଛି ବାରବାଟୀ: ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ ଆରମ୍ଭ
କଟକ ଅଫିସ,୧୧ା୧: ବୁଧବାର ହକି ବିଶ୍ୱକପ ଉଦ୍ଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଜି କମ୍ପିଛି ବାରବାଟୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ହକି ମହାକୁମ୍ଭର ଉଦ୍ଘାଟନ କରିଛନ୍ତି। ବଲିଉଡ୍ ସୁପରଷ୍ଟାର ରଣବୀର ସିଂ,…
ସୋଲେଦାର ସହର କାବୁ କରିବା ନେଇ ରୁଷିଆର ରଣନୀତି
କିଭ୍,୧୧ା୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବୁଧବାର ଶୂନଠୁ କମ୍ ତାପମାତ୍ରାରେ ସୋଲେଦାର ସହରକୁ କାବୁ କରିବା ପାଇଁ ଦୁଇ ଦେଶର ସେନା ମଧ୍ୟରେ ଏକ ଯୁଦ୍ଧ ଆରମ୍ଭ ହୋଇଥିଲା। ରୁଷିଆର ଓ୍ବାଗନର ସୈନ୍ୟମାନେ ପୂର୍ବ ୟୁକ୍ରେନର…
ଜାରି ହେଲା ୨୦୨୩ର ଶକ୍ତିଶାଳୀ ପାସପୋର୍ଟ ତାଲିକା, ଜାପାନ ଶୀର୍ଷରେ- ଭାରତ ୮୫ତମ ସ୍ଥାନରେ…
ଲଣ୍ଡନ/ନୂଆଦିଲ୍ଲୀ,୧୧।୧ : ଲଣ୍ଡନର ଫାର୍ମ ହେଲନ ଆଣ୍ଡ ପାର୍ଟନର୍ସ ଦ୍ୱାରା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ମାନ୍ୟତା ପ୍ରକାଶ ପାଇଛି। ୨୦୨୩ ବର୍ଷ ପାଇଁ ଜାରି କରାଯାଇଥିବା ଏହି ପାସପୋର୍ଟ ତାଲିକାରେ, ଦୁର୍ବଳ ପାସପୋର୍ଟଠାରୁ ଆରମ୍ଭ କରି ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ…
ତାଇଓ୍ବାନ ଉପରେ ଆକ୍ରମଣ ପାଇଁ ପୁଣି ଚାଇନାର ଧମକ
ବେଜିଂ,୧୧ା୧: ବୁଧବାର ତାଇଓ୍ବାନ ଉପରେ ଆକ୍ରମଣ କରିବାକୁ ଚାଇନା ପୁଣି ଥରେ ଧମକ ଦେଇଛି। ଏଥିସହିତ ଚାଇନା ବିଦେଶୀ ନେତାଙ୍କୁ ‘ନିଆଁ ସହ ଖେଳୁଛନ୍ତି’ ବୋଲି ଚେତାବନୀ ମଧ୍ୟ ଦେଇଛି। ଚାଇନାର ତାଇଓ୍ବାନ ବ୍ୟାପାର କାର୍ଯ୍ୟାଳୟର ମୁଖପାତ୍ର କହିଛନ୍ତି, ନୂତନ ବର୍ଷରେ…
ଭିମ ୟୁପିଆଇ-ରୁପେ କାର୍ଡ ବ୍ୟବହାର କଲେ ମିଳିବ ପ୍ରୋତ୍ସାହନ : କ୍ୟାବିନେଟ ନିଷ୍ପତ୍ତି…
ନୂଆଦିଲ୍ଲୀ,୧୧।୧ : କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭିମ ୟୁପିଆଇ ଏବଂ ରୁପେ କାର୍ଡର ବ୍ୟବହାର ଉପରେ ପ୍ରୋତ୍ସାହନ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ଆର୍ଥିକ ପ୍ରସଙ୍ଗ ସହ ଜଡିତ କିଛି…
ମହାସାଗରରେ ତାତି ସଙ୍କଟ : ଭାଙ୍ଗୁଛି ସମସ୍ତ ପୁରୁଣା ରେକର୍ଡ…
ଓ୍ବାଶିଂଟନ,୧୧।୧ : ୨୦୨୨ ମସିହାରେ ପୃଥିବୀର ମହାସାଗର ସବୁଠୁ ଉଷ୍ମ ଥିଲା। ଏହା ମାନବ ଦ୍ୱାରା ନିର୍ଗତ ହେଉଥିବା ଗ୍ୟାସ ପୃଥିବୀର ଜଳବାୟୁରେ ଗଭୀର ଏବଂ ବ୍ୟାପକ ପରିବର୍ତ୍ତନକୁ ପ୍ରତିଫଳିତ କରିଛି। ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ଦ୍ୱାରା ଉତ୍ପାଦିତ ଅତିରିକ୍ତ…
Archives


