ପ୍ରଗତିକୁ ତ୍ୱରାନ୍ବିତ କରିବ
ନୂଆଦିଲ୍ଲୀ,୨୩ା୯: କେନ୍ଦ୍ର ସରକାର ଦ୍ରବ୍ୟ ଓ ସେବା ଟିକସରେ ଆଣିଥିବା ସଂସ୍କାର (ଜିଏସ୍ଟି ୨.୦) ସୋମବାରରୁ ଲାଗୁ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ଏକ ଖୋଲାଚିଠି ଜରିଆରେ ଏହାକୁ ‘ଜିଏସ୍ଟି ସଞ୍ଚୟ ଉତ୍ସବ’ କହିବା ସହ ଉଚ୍ଚ…
ଏମିରେଟ୍ସ ବିମାନରୁ ଓହ୍ଲାଇ ପଡ଼ିଲେ ଭାରତୀୟ ଯାତ୍ରୀ
ଓ୍ବାଶିଂଟନ୍, ୨୩ା୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପକ୍ଷରୁ ଏଚ୍-୧ବି ଓ୍ବର୍କର ଭିଜାର ନୂତନ ଆବେଦନକାରୀଙ୍କ ପାଇଁ ଫିକୁ ୧ ଲକ୍ଷ ଡଲାର ବୃଦ୍ଧିର ନିର୍ଦ୍ଦେଶ ପରେ ସେଠାରେ ଥିବା ଭାରତୀୟଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଏହି ଘୋଷଣାର ଠିକ୍ ପରେ ଶୁକ୍ରବାର…
୭ ଦିନ ପ୍ରବଳ ବର୍ଷା ସମ୍ଭାବନା: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଭୁବନେଶ୍ୱର, ୨୩ା୯ (ବନ୍ଦନା ସେଠୀ):ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ପଛକୁ ପଛ ୩ ଲଘୁଚାପ ଚିନ୍ତା ବଢ଼ାଇଛି। ଆସନ୍ତା ୭ଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଦଶହରା ଫିକା ପଡ଼ିବ ବୋଲି କୁହାଯାଉଛି।…
ନବୀନଙ୍କ ସ୍ବାସ୍ଥ୍ୟକୁ ନେଇ ଉଠିଲା ଝଡ଼: ଚିହିଁକି ଉଠିଲା ବିଜେଡି
ଭୁବନେଶ୍ୱର,୨୩ା୯(ସୁନିତ୍ ମିଶ୍ର):ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା କିଛିଦିନ ତଳେ ଖରାପ ଥିଲା। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କୁ ଦେଖିବା ପାଇଁ ସବୁ ଦଳର ନେତା, ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ସମସ୍ତେ ଯାଇଥିଲେ। ପ୍ରଧାନମନ୍ତ୍ରୀ…
ଅରୁଣାଚଳକୁ ପ୍ରଧାନମନ୍ତ୍ରୀଙ୍କ ୫,୧୦୦ କୋଟିର ପ୍ରକଳ୍ପ
ଇଟାନଗର,୨୩ା୯(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅରୁଣାଚଳପ୍ରଦେଶରେ ୫,୧୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କରିଛନ୍ତି। ସେଥିରେ ୨ଟି ବୃହତ୍ ଜଳବିଦ୍ୟୁତ୍ ପ୍ରକଳ୍ପ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରି ଉକ୍ତ ଦଳ କ୍ଷମତାରେ ଥିବାବେଳେ…
ମଙ୍ଗଳବାର ଶ୍ରୀ ଜଗନ୍ନାଥ ମନ୍ଦିରରେ ସକାଳ ୧୦ ପରେ ଦର୍ଶନ ବନ୍ଦ
ପୁରୀ,୨୨।୯: ପୁରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରେ ସଂରକ୍ଷିତ ମୂଲ୍ୟବାନ ଅଳଙ୍କାର ଓ ସମ୍ପତ୍ତି, ଯାହା ଗତ ବର୍ଷ ଜୁଲାଇରେ ମନ୍ଦିର ପରିସରରେ ଏକ ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା, ଆସନ୍ତାକାଲି (ମଙ୍ଗଳବାର, ୨୩ ସେପ୍ଟେମ୍ବର) ପୁନର୍ବାର ରତ୍ନ ଭଣ୍ଡାରକୁ ଫେରାଯିବ।…
ମାନହାନୀକୁ ଅପରାଧମୁକ୍ତ କରିବାର ସମୟ ଆସିଛି: ସୁପ୍ରିମକୋର୍ଟଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୨୨ା୯: ସୁପ୍ରିମକୋର୍ଟ ସୋମବାର ମାନହାନୀକୁ ଅପରାଧମୁକ୍ତ କରିବାର ସମୟ ଆସିଛି ବୋଲି ମନ୍ତବ୍ୟ ଦେଇଛନ୍ତି। ଏହା ୨୦୧୬ରେ ଦିଆଯାଇଥିବା ମାନହାନୀ ଆଇନର ସାମ୍ବିଧାନିକ ବୈଧତାକୁ ସମର୍ଥନ କରିଥିବା ରାୟରୁ ଏକ ପରିବର୍ତ୍ତନକୁ ସୂଚାଇଛି, ଯେଉଁଥିରେ ସମ୍ମାନର ଅଧିକାରକୁ ସମ୍ବିଧାନର ଅନୁଚ୍ଛେଦ ୨୧…
ଏୟାର ଇଣ୍ଡିଆ ବିମାନ ଅପହରଣ ଉଦ୍ୟମ, ବୁଦ୍ଧି ଖଟାଇଲେ ପାଇଲଟ୍, ଆଉ ତା’ ପରେ…
ବେଙ୍ଗାଲୁରୁ,୨୨ା୯: ବେଙ୍ଗାଲୁରୁରୁ ବାରାଣସୀ ଯାଉଥିବା ଏୟାରଇଣ୍ଡିଆର ଏକ ବିମାନ ଅପହରଣ ଉଦ୍ୟମ କରାଯାଇଛି। ଏଥିରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କକ୍ପିଟ୍ କ୍ୟାବିନ୍ ଡୋର୍ ଖୋଲିବାକୁ ଚେଷ୍ଟା କରିଥିଲେ, ଯାହା ଫଳରେ ବିମାନ ଭିତରେ ହଙ୍ଗାମା ହୋଇଥିଲା। ଯାତ୍ରୀ ଜଣକ ସଠିକ୍…
ଫାଟିପଡ଼ିବ ଛାତି: ଏକା ସାଙ୍ଗରେ ଲିଭିଲା ନଣନ୍ଦ-ଭାଉଜଙ୍କ ମଥାର ସିନ୍ଦୂର,କାନ୍ଦୁଛି
ବଲାଙ୍ଗୀର,୨୨।୯(ସୁନୀଲ ମହାନ୍ତି): ଦାଉ ସାଧିଲା ଦଇବ। ଏକାସାଙ୍ଗରେ ଲିଭିଲା ନଣନ୍ଦ-ଭାଉଜଙ୍କ ମଥାର ସିନ୍ଦୂର। ବଜ୍ରପାତରେ ପ୍ରାଣ ହରାଇଲେ ଶଳା ଭିଣୋଇ। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ଡୁଡୁକାମାଲ ଗ୍ରାମରେ। ସୂଚନାଯୋଗ୍ୟ, ଗାଧୋଇବାକୁ ଯାଇଥିବା ବେଳେ ବଜ୍ରପାତରେ ଶଳା ଭେଣୋଇଙ୍କର…
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ବିଧାନସଭା ଗୃହରେ କହିଲେ ଏମିତି…
ଭୁବନେଶ୍ୱର,୨୨।୯: ବିଧାନସଭାର ମୌସୁମୀ ଅଧିବେଶନର ସୋମବାର ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ପୁରୀ ବଳଙ୍ଗା ପୀଡ଼ିତା ନିଜେ କିରୋସିନି ଢ଼ାଳି ଦେହରେ ନିଆଁ ଲଗାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୃହରେ ବିଧାୟକ ଅନନ୍ତ…
ଏଚ୍୧ବି ଭିଜା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍ ବସାଇବା ପରେ ଏବେ ଏଚ୍୧ବି ଭିଜା ଦେୟ ଅସମ୍ଭବ ସ୍ତର ଯାଏ ବଢ଼ାଇ ବିଦେଶ ଯାଇ ଅର୍ଥ ଅର୍ଜନ କରିବାକୁ ଚାହୁଁଥିବା ଭାରତୀୟଙ୍କ ସ୍ବପ୍ନକୁ ଭାଙ୍ଗି ଦେଇଛନ୍ତି।…
ଆଜିଠୁ ‘ଜିଏସ୍ଟି ସଞ୍ଚୟ ଉତ୍ସବ’ ଆରମ୍ଭ: ଏସବୁ ଜିନିଷ ହୋଇଯିବ ଶସ୍ତା/ମହଙ୍ଗା
ନୂଆଦିଲ୍ଲୀ,୨୨ା୯(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ଏକ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି, ସୋମବାର ନବରାତ୍ରିର ପ୍ରଥମ ଦିବସ। ଏହି ଦିନଠାରୁ ଏକ ‘ଜିଏସ୍ଟି ସଞ୍ଚୟ ଉତ୍ସବ’ ଆରମ୍ଭ ହେବ। ଅଧିକାଂଶ ଲୋକଙ୍କ ପାଇଁ ଆୟକର ଛାଡ଼ ସହ ଏହା ଡବଲ ଲାଭ…
Archives


