Home Middle

ଭାରତ ସୀମାରେ ପାକିସ୍ତାନର ‘ଡ୍ରୋନ୍’ ଷଡ଼ଯନ୍ତ୍ର: ଜାଣନ୍ତୁ କାହିଁକି ବାରମ୍ବାର ଅନୁପ୍ରବେଶ କରୁଛି

ନୂଆଦିଲ୍ଲୀ,୧୬।୨: ଅପରେସନ୍ ସିନ୍ଦୂରର ଶକ୍ତ ପ୍ରହାର ସହିବାର ୮ ମାସ ପରେ ପାକିସ୍ତାନ ପୁଣି ଥରେ ଭାରତୀୟ ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ପ୍ରୟାସ କରୁଛି। ଜାନୁଆରୀ ୯ ତାରିଖରୁ ଜମ୍ମୁ-କାଶ୍ମୀର ସୀମାନ୍ତରେ ଏକାଧିକ ପାକିସ୍ତାନୀ ଡ୍ରୋନ୍ ଦେଖାଯିବା ପରେ ଭାରତୀୟ…

କାହିଁକି ଅରବିନ୍ଦଙ୍କୁ ଦଳରୁ ବିଦାକଲା ବିଜେଡି: ମୁହଁ ଖୋଲିଲେ ବାପା ବିଜୟ ମହାପାତ୍ର

ଭୁବନେଶ୍ୱର,୧୬।୧: ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର। ସେ…

ମୁଖ୍ୟମନ୍ତ୍ରୀଙ୍କ କାନରେ ଫୁସୁଫୁସୁ ହୋଇ ଏମିତି କଥା କହିଦେଲେ କୁନି ଶିଶୁ: ଜାଣିଲେ ହସି ହସି ଗଡ଼ିବେ

ଲକ୍ଷ୍ନୌ,୧୬।୧: ମକର ସଂକ୍ରାନ୍ତି ଅବସରରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଗୋରଖପୀଠାଧିପତି ଯୋଗୀ ଆଦିତ୍ୟନାଥ ରୀତିନୀତି ପାଳନ କରି ଗୋରଖନାଥ ମନ୍ଦିରରେ ଗୁରୁ ଗୋରଖନାଥଙ୍କୁ ଖେଚୁଡି ଅର୍ପଣ କରିଥିଲେ। ପୂଜା ପରେ ସେ ତାଙ୍କ ବାସଭବନରେ ଭକ୍ତ ଏବଂ ଜନସାଧାରଣଙ୍କ ସହ…

ବେଆଇନ ପଥର ଖାଦାନରେ ଅଘଟଣ: ୨ ଶ୍ରମିକଙ୍କ ମୃତ, ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା

ମାଲକାନଗିରିରେ,୧୬।୨: ମାଲକାନଗିରି ଜିଲାରେ ବେଆଇନ ପଥର ଖାଦାନରୁ ପଥର ଖସି ଦୁଇ ଶ୍ରମିକଙ୍କ ପ୍ରାଣହାନି ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ସମୟରେ ତାରିଣୀ ମନ୍ଦିର ପଛପଟେ…

୨ ବିଧାୟକଙ୍କ ପରେ ବିଜେଡିରୁ ବିଦା ହେଲେ ଗଣେଶ୍ବର

ଭୁବନେଶ୍ୱର,୧୬।୨: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ୨ ଜଣ ବିଧାୟକ ଏବଂ ଯାଜପୁର ଜିଲା ପରିଷଦ…

ଅରବିନ୍ଦ ବିଜେଡିରୁ ବିଦା ହେବାପରେ ଆସିଲା ନୂଆ ଟ୍ବିଷ୍ଟ୍‌: ବିଜୟ ମହାପାତ୍ରଙ୍କ ଘରେ ପହଞ୍ଚିଲେ…

ଭୁବନେଶ୍ୱର,୧୬।୨: ପାଟକୁରା ବିଧାୟକ ତଥା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଉଭୟ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତଥିବା ଦର୍ଶାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ୨ ନେତା…

ଭାଜପା ଜାତୀୟ ସଭାପତି ପାଇଁ ଘୋଷଣା ହେଲା ନିର୍ବାଚନ କାର୍ଯ୍ୟସୂଚୀ: ଏହି ଦିନ ହେବ ସଭାପତି ଚୟନ

ନୂଆଦିଲ୍ଲୀ,୧୬।୧: ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ଜାତୀୟ ସଭାପତି ନିର୍ବାଚନ ପାଇଁ ଆନୁଷ୍ଠାନିକ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଦଳ ଅନୁଯାୟୀ, ନାମାଙ୍କନ ପ୍ରକ୍ରିୟା ଜାନୁଆରୀ ୧୯, ୨୦୨୬ ରେ ସମାପ୍ତ ହେବ ଏବଂ ନୂତନ ଜାତୀୟ ସଭାପତିଙ୍କ ନାମ ଜାନୁଆରୀ…

ଷ୍ଟେଜରେ ନିଆଁ ଲଗାଇଲେ ନିଶା ମହାରାଣା, ବସି ଦେଖୁଥିଲେ ପୋଲିସ ବାବୁ!

ବଲାଙ୍ଗୀର,୧୬।୧: ଚର୍ଚ୍ଚିତ ଯାତ୍ରା ଡ୍ୟାନ୍ସର ନିଶା ମହାରାଣାଙ୍କୁ ନେଇ ବଲାଙ୍ଗୀର ଜିଲାରେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଅଭିଯୋଗ ହୋଇଛି ଯେ, ଯେଉଁ ଯାତ୍ରା ମଞ୍ଚରେ ନିଶା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ, ତାହାକୁ ଜଣେ ପୋଲିସ ଅଧିକାରୀ ହିଁ…

ସାବଧାନ! ଆମିଷ ଦୋକାନୀଙ୍କ ପାଇଁ ଆସିଲା ଗାଇଡ୍‌ଲାଇନ୍‌, ଆମିଷ ବର୍ଜ୍ୟ ଏଣେତେଣେ ପକାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୬।୧ବନ୍ଦନା ସେଠୀ): ଜନସ୍ବାସ୍ଥ୍ୟ, ପରିବେଶ ପରିମଳ ଏବଂ ବିମାନ ଚଳାଚଳ ଆଦିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆମିଷ ବର୍ଜ୍ୟ ପରିଚାଳନାକୁ କଡ଼ାକଡ଼ି କରାଯାଇଛି । ମାଛ, ମାଂସ, କୁକୁଡ଼ା ଦୋକାନ, କଂସେଇଖାନା ଆଦିରୁ ବାହାରୁଥିବା ବର୍ଜ୍ୟ…

ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ: ରାଉରକେଲା, ରାଜଗାଙ୍ଗପୁରକୁ ବଢ଼ିଲା ଇଣ୍ଟରନେଟ୍ କଟକଣା

ସୁନ୍ଦରଗଡ଼,୧୬ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଗୋମାଂସ ବିକ୍ରିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଭୟାବହ ସଂଘର୍ଷ ଘଟିଛି। ଏହି ହିଂସାକାଣ୍ଡରେ ପୋଲିସ କର୍ମଚାରୀଙ୍କ ସମେତ ୧୨ ଜଣ ଆହତ ହୋଇଥିବା ବେଳେ ସହରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି…

ଶିମିଳିପାଳ ଅଭୟାରଣ୍ୟ ଅଂଚଳରେ ହାଡ଼ ଭାଙ୍ଗୁଛି ଜାଡ, ତାପମାତ୍ରା ୧°C

ବାରିପଦା,୧୬।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ରହିଛି । ଚାରି ଦିନ ଧରି ତାପମାତ୍ରା ୧ ଡିଗ୍ରୀରେ ଜାରି ରହିଛି । ଗୁଡୁଗୁଡିଆରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ ଶିମିଳିପାଳ…

ଲୋମ ଟାଙ୍କୁରି ଉଠିବ…ଟ୍ରେନ୍‌ରୁ ଉଠାଇ ନେଇ କରେଣ୍ଟ ଦେଲେ, ତେଲ ଢାଳି ଦିଆସିଲି ମାରିଦେଲେ ଦାଦନ…

ଖଡ଼ିଆଳ,୧୬ା୧: ( ସୁଜିତ କୁମାର ପ୍ରଧାନ) : ନୂଆପଡ଼ା ଜିଲା ଖଡ଼ଆଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ରମିକଙ୍କ ପ୍ରତି ଦାଦନ ସର୍ଦ୍ଦାରର ବର୍ବରକାଣ୍ଡ ଦେଖିବାକୁ ମିଳିଛି । ଟ୍ରେନ୍‌ରୁ ଶ୍ରମିକକୁ ଉଠାଇ ନେଇ କରେଣ୍ଟ ଦେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?