Home Middle

ପୁଣି ଆତଙ୍କ ଘନେଇଲା: ୩୮ ଦେଶରେ ଏକ୍ସବିବି.୧.୫ ଭାରିଆଣ୍ଟ…

ଜେନେଭା,୧୪।୧ : କରୋନା ମହାମାରୀର ଓମିକ୍ରନ ଭାରିଆଣ୍ଟର ସବ-ଭାରିଆଣ୍ଟ ଏକ୍ସବିବି.୧.୫ କୁ ଏପର୍ଯ୍ୟନ୍ତ ସର୍ବାଧିକ ଟ୍ରାନ୍ସମିସିବଲ ସବ-ଭାରିଆଣ୍ଟ ଭାବରେ ବିବେଚନା କରାଯାଉଛି। ଏକ ରିପୋର୍ଟରେ କୁହାଯାଇଛି ଯେ କିଛି ସପ୍ତାହ ମଧ୍ୟରେ ଏକ୍ସବିବି.୧.୫ ୟୁରୋପରେ ଚିନ୍ତାର କାରଣ ହେବ। ସେଲ ପତ୍ରିକାରେ…

ଅପମିଶ୍ରିତ ଔଷଧ ଊତ୍ପାଦନ ନେଇ ସନ୍‌ ଫାର୍ମାକୁ ଆମେରିକାର ତାଗିଦ…

ଅହମଦାବାଦ,୧୪।୧ : ଆମେରିକାର ସ୍ବାସ୍ଥ୍ୟ ନିୟାମକ ଗୁଜରାଟ ଭିତ୍ତିକ କାରଖାନାରେ ଔଷଧ ଦ୍ରବ୍ୟର ମାଇକ୍ରୋବାୟୋଲୋଜିକାଲ ପ୍ରଦୂଷଣକୁ ରୋକିବା ପାଇଁ ପରିକଳ୍ପିତ ଉପଯୁକ୍ତ ଲିଖିତ ପ୍ରଣାଳୀ ପାଳନ କରିବାରେ ବିଫଳତା ସହିତ ଉତ୍ପାଦନ ଅଭାବ ପାଇଁ ପ୍ରମୁଖ କମ୍ପାନୀ ସନ ଫାର୍ମାକୁ ତାଭିଦ…

୨୦୨୪ ଲୋକସଭା ନିର୍ବାଚନରେ ଆଞ୍ଚଳିକ ଦଳର ଭୂମିକା ହେବ ଗୁରୁତ୍ୱପୂର୍ଣ୍ଣ, ମମତାଙ୍କର ରହିଛି ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା:…

ନୂଆଦିଲ୍ଲୀ,୧୪।୧ : ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଅନେକ ଆଞ୍ଚଳିକ ଦଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ସେ କହିଛନ୍ତି ଯେ ୨୦୨୪ ମସିହାରେ ଭାଜପା ଏକପାଖିଆ ଭାବେ ଜିତିବ ବୋଲି…

ଭୋକ ଉପାସରେ ପାକିସ୍ତାନ

ଇସଲାମାବାଦ,୧୪ା୧: ପାକିସ୍ତାନରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ଅଟା ଏବଂ ଡାଲି ଭଳି ମୌଳିକ ଖାଦ୍ୟ ସାମଗ୍ରୀ କିଣିବା ମଧ୍ୟ କଷ୍ଟକର ହୋଇପଡୁଛି। ଅଟା ଅଭାବ ସାଧାରଣ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ସରକାରଙ୍କ…

ପୋଲିସ ଷ୍ଟେଶନ ଉପରେ ଆକ୍ରମଣ କଲେ ଟିଟିପି ଆତଙ୍କବାଦୀ, ୩ ପୋଲିସ ମୃତ…

ଇସଲାମାବାଦ,୧୪।୧ : ପଡୋଶୀ ଦେଶ ପାକିସ୍ତାନ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଅନ୍ୟପକ୍ଷରେ ପାକିସ୍ତାନରେ ଆତଙ୍କବାଦୀ ଘଟଣା ମଧ୍ୟ ବନ୍ଦ ହେବାର ନାମ ନେଉନାହିଁ। ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି) ଦ୍ୱାରା ହୋଇଥିବା ସଦ୍ୟତମ ଆକ୍ରମଣରେ ତିନି ଜଣ…

ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ, କାର୍ଯ୍ୟାଳୟକୁ ଅଜଣା କଲ୍‌…

ନାଗପୁର,୧୪।୧ : କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। ନାଗପୁରରେ ଥିବା ଗଡକରୀଙ୍କ କାର୍ଯ୍ୟାଳୟକୁ ଦୁଇଥର ଫୋନ କରି ଧମକ ଦିଆଯାଇଛି। ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସର ସୂଚନାନୁସାରେ, ଶନିବାର ପୂର୍ବାହ୍ନ ୧୧ଟା…

ୟୁକ୍ରେନ ଉପରେ ରୁଷିଆର କ୍ଷେପଣାସ୍ତ୍ର ମାଡ଼

କିଭ୍‌,୧୪ା୧: ଦୀର୍ଘ ୧୧ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ରୁଷିଆ ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନରେ ବ୍ୟାପକ କ୍ଷତି ଘଟାଇସାରିଲାଣି। ଏହି ସମୟରେ ରୁଷିଆ ଶନିବାର କିଭ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା। ୟୁକ୍ରେନର ରାଷ୍ଟ୍ରପତି…

ଏରିକ ଗାର୍ସେଟ୍ଟି ହୋଇପାରନ୍ତି ଭାରତରେ ଆମେରିକାର ରାଷ୍ଟ୍ରଦୂତ…

ଓ୍ବାଶିଂଟନ,୧୪।୧: ଭାରତରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ଏରିକ ଗାରସେଟ୍ଟିଙ୍କ ନାମରେ ମୋହର ଲାଗିପାରେ। ଏନେଇ ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର ବିଭାଗର ସହକାରୀ ବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ ସୂଚନା ପ୍ରଦାନ କରିଛନ୍ତି। ତେବେ ଗାର୍ସେଟ୍ଟିଙ୍କ ନାମାଙ୍କନକୁ ବିରୋଧ…

ନ୍ୟୁଜିଲାଣ୍ଡ ଚିଲିକୁ ୩-୧ରେ ହରାଇଲା…

ରାଉରକେଲା,୧୪।୧: ହକି ବିଶ୍ୱକପ ୨୦୨୩ ର ପୁଲ ସି ମ୍ୟାଚ ରେ ନ୍ୟୁଜିଲାଣ୍ଡ ଚିଲିକୁ ୩-୧ରେ ପରାସ୍ତ କରିଛି। ଓଡ଼ିଶାର ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପାଇଁ ସାମ ହେହା ଦୁଇଟି ଗୋଲ ସ୍କୋର କରିଥିଲେ।…

ଭାରତ ସହିତ ସମ୍ପର୍କ ଅଧିକ ସୁଫଳ ପ୍ରଦାନ କରିବ: ଆମେରିକା…

ନୂଆଦିଲ୍ଲୀ,୧୪।୧ : ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର ବିଭାଗର ସହକାରୀ ବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ କହିଛନ୍ତି ଯେ ବିଶ୍ୱର ଦୁଇ ବୃହତ୍ତମ, ଉତ୍ପାଦନକାରୀ ବାଣିଜ୍ୟ ଭାଗୀଦାରୀ ହେବାକୁ ଭାରତ ଏବଂ ଆମେରିକା ଆଗୁଆ ଅଛନ୍ତି। ଭାରତ ସହିତ ସମ୍ପର୍କ…

କମିଲା ସାପ୍ତାହିକ ସଂକ୍ରମଣ : ହାର ୦.୧୦ ପ୍ରତିଶତ…

ନୂଆଦିଲ୍ଲୀ, ୧୪।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା ବଢ଼ିଛି। ଲଗାତାର ଦୁଇ ଦିନ…

କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଦାବି କଲା ପାକିସ୍ତାନ…

ଇସଲାମାବାଦ,୧୪।୧ : ଭାରତ ସହ ବିବାଦୀୟ ସମସ୍ୟାର ସମାଧାନ ପାଇଁ ପାକିସ୍ତାନ ପୁଣି ତୃତୀୟ ପକ୍ଷର ମଧ୍ୟସ୍ଥତା ପାଇଁ ଯୋଜନା କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମୁମତାଜ ଜହରା ବଲୋଚ କହିଛନ୍ତି ଯେ ଏହି ଅଞ୍ଚଳରେ ଶାନ୍ତି ଆଣିବାରେ ବିଶ୍ୱ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri