ଧୂଆଁରେ ଢାଙ୍କି ହୋଇଛି ସହର, ଚିନ୍ତାରେ ଲୋକେ
ବେଜିଂ,୧୨ା୩: ଆଜିକାଲି ଭାରତର ପଡ଼ୋଶୀ ଦେଶ ଚାଇନା ମଧ୍ୟ ପ୍ରଦୂଷଣର ସମ୍ମୁଖୀନ ହେଉଛି। ବାୟୁ ଏତେ ବିଷାକ୍ତ ଯେ, ୨୦୦ ମିଟର ଦୂରରୁ କିଛି ଦେଖାଯାଉନି। ଦିନରେ ଅନ୍ଧାର ମାଡ଼ି ଆସିବା ପରି ଦୃଶ୍ୟମାନ ହୋଇଛି। ବେଜିଂ ସହର ପ୍ରଦୂଷିତ ବାୟୁରେ…
ଭୟଙ୍କର ଅଗ୍ନିକାଣ୍ଡ, ୧୬ ମହଲା ପୋଡ଼ି ପାଉଁଶ
ଇସଲାମାବାଦ,୧୨ା୩: କରାଚିରେ ଶନିବାର ରାତିରେ ୧୬ ମହଲା ବିଶିଷ୍ଟ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଥିଲା। କରାଚିର ଶାହରାହ-ଏ-ଫୈସଲରେ ଥିବା ୧୬ ମହଲା ବିଶିଷ୍ଟ ପୋର୍ଟଓ୍ବେ ବାଣିଜ୍ୟ କେନ୍ଦ୍ର ଭବନରେ ଅଗ୍ନିକାଣ୍ଡ ଘଟିଛି। ଏହି ଭୟଙ୍କର ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ପ୍ରଥମେ…
କର୍ନାଟକରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ, ଫୁଲ ବର୍ଷା କଲେ ଲୋକେ…
ବେଙ୍ଗାଲୁରୁ,୧୨।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ କର୍ନାଟକର ମହୀଶୂରରେ ୧୬ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମାଣ୍ଡ୍ୟାରେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଏକ ରୋଡ ଶୋ କରିଛନ୍ତି। ରୋଡ ଶୋ…
ଟେଷ୍ଟ କ୍ରିକେଟରେ ୨୮ ତମ ଶତକ ହାସଲ କଲେ ବିରାଟ …
ନୂଆଦିଲ୍ଲୀ,୧୨।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୮୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ…
୧୧୩ ଦିନ ପରେ ସର୍ବାଧିକ ଦୈନିକ ସଂକ୍ରମଣ, ଟପିଲା ୫ ଶହ…
ନୂଆଦିଲ୍ଲୀ, ୧୨।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…
ସିକିମରେ ତୁଷାରପାତ: ଅଟକି ରହିଛନ୍ତି ୯୦୦ ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରି…
ଗାଙ୍ଗଟକ,୧୨।୩ : ସିକିମରେ ପ୍ରବଳ ତୁଷାରପାତ ଯୋଗୁ ପ୍ରାୟ ୯୦୦ ପର୍ଯ୍ୟଟକ ରାସ୍ତାରେ ଅଟକି ରହିଛନ୍ତି। ସେମାନେ ୮୯ଟି ଗାଡିରେ ଶନିବାର ସନ୍ଧ୍ୟାରେ ନାଥୁ ଲା ଏବଂ ସୋମଗୋ ହ୍ରଦଠାରୁ ଗାଙ୍ଗଟକକୁ ଫେରୁଥିଲେ। ସେନା ସହିତ ପୋଲିସ ମିଳିତ ଭାବେ ଉଦ୍ଧାର…
ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ନୀତି ରହିବ ଜାରି : ଶାହା…
ହାଇଦ୍ରାବାଦ,୧୨।୩ : ହାଇଦ୍ରାବାଦରେ ସିଆଇଏସଏଫର ୫୪ ତମ ସ୍ଥାପନା ଦିବସ ପରେଡରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯୋଗ ଦେଇ ଦେଶରେ ଆତଙ୍କବାଦ, ମାଓବାଦ ଏବଂ ଉଗ୍ରବାଦ ବିରୋଧରେ ଶୂନ୍ୟ ସହନଶୀଳ ନୀତି ଜାରି ରହିବ ବୋଲି ରବିବାର ସୂଚନା ଦେଇଛନ୍ତି।…
ଆମେରିକା କଟକଣା ଜାରି କରିଥିବା ଚାଇନା ସେନା ଅଧିକାରୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କଲେ ଜିନପିଙ୍ଗ…
ବେଜିଂ,୧୨।୩ : ଚାଇନାରେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ରେକର୍ଡ ତୃତୀୟ ଥର ପାଇଁ କ୍ଷମତା ଦିଆଯାଇଛି। ବର୍ତ୍ତମାନ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିପିସି) ମଧ୍ୟ ଜିନପିଙ୍ଗଙ୍କ ଦ୍ୱାରା ପ୍ରସ୍ତାବିତ ନାମରେ ସରକାରଙ୍କ ବିଭିନ୍ନ ପଦବୀ ନ୍ୟସ୍ତ କରିବାର କାର୍ଯ୍ୟ କରୁଛି।…
ବିବିସିରେ ବିଦ୍ରୋହ : ସରକାରଙ୍କୁ ସମାଲୋଚନା କରି ତାରକା ଆଙ୍କର୍ ନିଲମ୍ବିତ…
ଲଣ୍ଡନ,୧୨।୩ : ବ୍ରିଟେନରେ ବିବିସି ବିଦ୍ରୋହର ସମ୍ମୁଖୀନ ହୋଇଛି। ବାସ୍ତବରେ, ବିବିସି ତାରକା ଆଙ୍କର୍ ଗ୍ୟାରି ଲିନେକର୍ ସରକାରଙ୍କ ପ୍ରବାସୀ ନୀତିକୁ ସମାଲୋଚନା କରିଛନ୍ତି। ଏହା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ଗ୍ୟାରି ଲିନେକରଙ୍କ ନିଲମ୍ବନରେ ରାଗିଯାଇ ବିବିସି କର୍ମଚାରୀମାନେ ଲିନେକରଙ୍କ…
ସିଲିକନ ଭ୍ୟାଲି ବ୍ୟାଙ୍କ ଦେବାଳିଆ ହେବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଚିନ୍ତିତ …
ଜେରୁଜେଲମ,୧୨।୩ : ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ (ଏସଭିବି)ର ଦେବାଳିଆ ଖବର ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ଏହା ଆମେରିକାର ୧୬ ତମ ବୃହତ୍ତମ ବ୍ୟାଙ୍କ ଥିଲା। ୨୦୦୮ର ମହାମାନ୍ଦାବସ୍ଥା ସମୟରେ ୱାଶିଂଟନ ମ୍ୟୁଚୁଆଲ ଏବଂ ଲେହମାନ ବ୍ରଦର୍ସଙ୍କ ପତନ…
ଥାଇଲାଣ୍ଡରେ ବାୟୁ ପ୍ରଦୂଷଣ ସଙ୍କଟ: ସପ୍ତାହରେ ୨ ଲକ୍ଷରୁ ଅଧିକ ଅସୁସ୍ଥ…
ବ୍ୟାଙ୍କକ,୧୨।୩ : ଥାଇଲାଣ୍ଡରେ ବାୟୁ ପ୍ରଦୂଷଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହା ଯୋଗୁ ଆକାଶରେ କୁହୁଡ଼ିର ଏକ ଆସ୍ତରଣ ବ୍ୟାପିଛି। ଲୋକମାନେ ବିଷାକ୍ତ ବାୟୁରେ ନିଃଶ୍ୱାସ ନେବାକୁ ବାଧ୍ୟ ହେଉଛନ୍ତି । ଦେଶରେ ବାୟୁ ପ୍ରଦୂଷଣ ଏତେ ଖରାପ ହୋଇଛି…
୨୦୨୭ରେ ତାଇଓ୍ବାନ ଯୁଦ୍ଧ ପାଇଁ ଚାଇନାର ପ୍ରସ୍ତୁତି…
ବେଜିଂ,୧୨।୩ : ତାଇୱାନକୁ ନେଇ ଆମେରିକା ସହିତ ତିକ୍ତତା ବୃଦ୍ଧି ମଧ୍ୟରେ ଚାଇନା ସୈନ୍ୟମାନେ ଦେଶର ସାର୍ବଭୌମତ୍ୱ ଏବଂ ଜାତୀୟ ସ୍ବାର୍ଥର ସୁରକ୍ଷା ପାଇଁ ଯୁଦ୍ଧକାଳୀନ ଆଇନ ପାଇଁ ଦାବି କରୁଛନ୍ତି। ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ହଂକଂର ଖବରକାଗଜ…
Archives


