ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ କାର ଦୁର୍ଘଟଣା ଗ୍ରସ୍ତ…
ନୂଆଦିଲ୍ଲୀ,୮।୪ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ କାର ଶନିବାର ଜମ୍ମୁ-କଶ୍ମୀରର ରାମବନ ଜିଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ସୂଚନା ଅନୁଯାୟୀ, ତାଙ୍କ କାର ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି।…
ରାଜଧାନୀର କୌଣସି ଛାତ ଉପରେ ରହିବନି ହୋର୍ଡିଂ
ଭୁବନେଶ୍ୱର,୮ା୪(ବ୍ୟୁରୋ): ଏଣିକି ରାଜଧାନୀର କୌଣସି ଛାତ ଉପରେ ଆଉ ହୋର୍ଡିଂ ରହିବନି ବୋଲି ଭୁବନେଶ୍ୱର ମହାନଗର ନିଗମ ନିଷ୍ପତ୍ତି ନେଇଛି। ପୂର୍ବରୁ ହୋର୍ଡିଂ ହଟାଇବା ପାଇଁ ବିଏମ୍ସି ପକ୍ଷରୁ ଅନେକ ଥର ନୋଟିସ ଜାରି କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।…
ଟସ ଜିତିଲା ସିଏସକେ,ବୋଲିଂ ନିଷ୍ପତ୍ତି…
ମୁମ୍ବାଇ,୮।୪ : ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ସିଏସକେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ଏମଏସ…
ଆରଆରର ସହଜ ବିଜୟ: ଡିସିର ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ…
ଗୁଆହାଟୀ,୮।୪ : ଆଇପିଏଲ ସିରିଜ ୧୬ର ୧୧ ତମ ମ୍ୟାଚରେ ଶନିବାର ରାଜସ୍ଥାନ ରୟାଲ୍ସ(ଆରଆର) ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ବିରୋଧରେ ସହଜ ବିଜୟ ହାସଲ କରିଛି। ମଧ୍ୟରେ ଗୁଆହାଟୀର ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଧାର୍ଯ୍ୟ ୨୦୦ ରନ ଲକ୍ଷ୍ୟର…
ଆସନ୍ତା ୫ ଦିନରେ ବଢ଼ିବ ତାତି:ପାଣିପାଗ ବିଭାଗର ପୂର୍ବାନୁମାନ…
ନୂଆଦିଲ୍ଲୀ,୮।୪ : ଦେଶର ଅନେକ ସ୍ଥାନରେ ଆସନ୍ତା କିଛି ଦିନ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତାତି ଲହର ପ୍ରବାହିତ ହେବ। ପାଣିପାଗ…
ଜେପିସି ଗଠନକୁ ବିରୋଧ କଲେ ଶରଦ ପାଓ୍ବାର…
ନୂଆଦିଲ୍ଲୀ,୮।୪ : ଆଦାନୀ ପ୍ରସଙ୍ଗରେ ଜେପିସି ଗଠନ କରାଯାଇ ଯାଞ୍ଚର ଦାବିକୁ ଏନସିପି ମୁଖ୍ୟ ଶରଦ ପାୱାର ଭୁଲ ବୋଲି କହିଥିଲେ। ଶନିବାର ଦିଲ୍ଲୀରେ ଖବରଦାତାଙ୍କୁ ସେ କହିଛନ୍ତି ବିରୋଧୀଙ୍କର ଏଭଳି ପଦକ୍ଷେପ ଏକ ଦୂରଦୃଷ୍ଟିହୀନ ଯୋଜନା। ପାୱାର କହିଛନ୍ତି, ଏପରି…
ପ୍ରିୟଙ୍କା ହୋଇ ପାରନ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ପ୍ରମୋଦ କ୍ରିଷ୍ଣମ୍
ପ୍ରୟାଗରାଜ,୮।୪ : ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଉତ୍ତରପ୍ରଦେଶର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ କହିଛନ୍ତି। ପ୍ରୟାଗରାଜଠାରେ ଶନିବାର ଖବରଦାତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୦ ମୃତ, ୧୦ ଆହତ
ଡୋଡୋମା,୮ା୪: ଶନିବାର ପଶ୍ଚିମ କେନିଆର ତାଞ୍ଜାନିଆ ସୀମା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅତି କମ୍ରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମିଗୋରୀ ସହରର ରାଜପଥରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ପଥଚାରୀ, ମୋଟରସାଇକେଲ ଏବଂ ଟ୍ୟାକ୍ସି ଉପରେ ମାଡ଼ିଗଲା।…
ଚନ୍ନି ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା…
ଚଣ୍ଡିଗଡ଼,୮।୪ : କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଜେଲରୁ ବାହାରିବା ପରେ ପଞ୍ଜାବ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ପୁଣି ସରଗରମ ହେବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଭାଜପାରେ ଯୋଗଦେବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। କାରଣ…
ବୋଫର୍ସ-ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ଟଙ୍କା କେଉଁଠି ଲୁଚାଯାଇଛି: ରାହୁଲଙ୍କୁ ହିମନ୍ତଙ୍କ ପ୍ରଶ୍ନ …
ଗୁଆହାଟୀ,୮।୪ : ଆଦାନୀ ମାମଲା ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶନିବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ଶର୍ମା କହିଛନ୍ତି , ଏହା ଆମର ନମ୍ରତା ଯେ ଆମେ…
ବଜ୍ରପାତ ନେଲା ୩ ମହିଳାଙ୍କ ଜୀବନ,୫ ଆହତ
ବାରିପଦା ଅଫିସ,୮ା୪: ମୟୂରଭଞ୍ଜ ଜିଲା ଏନ୍ଏସିରେ ଶନିବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। କରଞ୍ଜିଆ ଏନ୍ଏସିର ୧୫ ନଂ ଓ୍ବାର୍ଡର ଜଣେ ମହିଳାଙ୍କ ମୃତଦେହ ସତ୍କାର କରିବା ପାଇଁ ପରିବାର ଓ ଆତ୍ମୀୟ ସ୍ବଜନ ଆସି ଶ୍ମଶାନକୁ ନେଇଥିଲେ। ଏହି…
କଂଗ୍ରେସ ଏବେ ଗୁଣ୍ଡାଙ୍କ ଦଳ: କେନ୍ଦ୍ରମନ୍ତ୍ରୀ…
ନୂଆଦିଲ୍ଲୀ,୮।୪ : ତାମିଲନାଡୁର ଡିଣ୍ଡିଗୁଲ ଜିଲା କଂଗ୍ରେସ ସଭାପତି ମାଣିକନ୍ଦନ ବିଚାରପତିଙ୍କ ଜିଭ କାଟିବା ଲାଗି ଦେଇଥିବା ବିବୃତ୍ତିକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଛି। ଏ ପ୍ରସଙ୍ଗକୁ ନେଇ କେନ୍ଦ୍ର ଉଦ୍ୟୋଗ,ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କଂଗ୍ରେସକୁ କଡ଼ା…

